Latest Odisha News

BREAKING NEWS

Browsing Category

ଫିଚର

୩୯ ବର୍ଷ ବୟସରେ ପାଦ ଥାପିଲେ ସାଉଥ୍ ଷ୍ଟାର ଅଲ୍ଲୁ ଅର୍ଜୁନ , ଜାଣନ୍ତୁ ତାଙ୍କ ଲାଇଫର ଟପ୍ ସିକ୍ରେଟ

ଦିଲ୍ଲୀ : ଆଜି ସାଉଥ୍ ଷ୍ଟାର ତଥା ପୁଷ୍ପାର ଫେମସ୍ ଆକ୍ଟର ଅଲ୍ଲୁ ଅର୍ଜୁନଙ୍କ ବର୍ଥ ଡେ’ । ୩୯ ବର୍ଷରେ ପାଦ ଥାପିଛନ୍ତି ଅଲ୍ଲୁ ଅର୍ଜୁନ । ଆଜି ଏହି ଫେମସ ଷ୍ଟାରଙ୍କ ବର୍ଥ ଡେ’ରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି ।୮ ଏପ୍ରିଲ ୧୯୮୨ ମସିହାରେ ମାଡ୍ରାସରେ ସେ ଜନ୍ମ ଗ୍ରହଣ କରିଥିଲେ…

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି , ୫ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

କେନ୍ଦ୍ରାପଡା : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି । କେନ୍ଦ୍ରାପଡା ଟ୍ରେଜେରୀ ଅଫିସରେ କାମ କରୁଥିବା ବରିଷ୍ଠ କିରାଣି ସମର ହେମ୍ବ୍ରମ୍ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ସେ ପେନସନ ବିଲ୍ ପାସ କରେଇଦେବା ନାଁରେ ଅଭିଯୋଗ କାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଜ ନେଉଥିଲେ…

ଚହଲଙ୍କ ଚାଂଚଲ୍ୟକର ଖୁଲାସାରେ ଚହଲିଗଲେ ସମସ୍ତେ !

ପୁଣେ: ଭାରତୀୟ କ୍ରିକେଟର ଲୋକପ୍ରିୟ ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲ ଆଜି ଏକ ଚାଂଚଲ୍ୟକର ଖୁଲାସା କରିଛନ୍ତି । ଯାହାକି ସମସ୍ତ କ୍ରିକେଟପ୍ରେମୀଙ୍କ ମନକୁ ଚହଲାଇ ଦେଇଛି । ରବିଚନ୍ଦ୍ରନ ଅଶ୍ୱୀନ ଓ କରୁଣ ନାୟାରଙ୍କ ସେ ଏକ ଆଲୋଚନା ଭିଡିଓରେ ଏହା ଖୁଲାସା କରିଛନ୍ତି । ୨୦୧୩ରେ ଚହଲ ମୁମ୍ବାଇ…

ଗିରଫ ହେଲେ କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳ

ଭଞ୍ଜନଗର :  ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତୀକେଶ୍ୱର ରାଉଳଙ୍କୁ ଆଜି ଗିରଫ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ । ଦୀର୍ଘ ୪୮ ଘଣ୍ଟାଧରି ଯନ୍ତ୍ରୀ ଘରେ ରେଡ ଜାରି ରଖିଥିଲା…

ବିଦ୍ୟୁତ ବିଭ୍ରାଟର ବିକଳ୍ପ ସମାଧାନ : ଟିପିଏସ୍‌ଓଡିଏଲ୍ ପକ୍ଷରୁ ବିଦ୍ୟୁତ ଯୋଗାଣ ପାଇଁ ଭ୍ରାମ୍ୟମାଣ କମ୍ପାକ୍ଟ…

ବ୍ରହ୍ମପୁର : ବ୍ରହ୍ମପୁରରେ ଟିପିଏସଓଡିଏଲ ପକ୍ଷରୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗଣ ପାଇଁ ଭ୍ରାମ୍ୟମାଣ୍ୟ କମ୍ପାକ୍ଟ ଷ୍ଟେସନ ଶୁଭାରମ୍ଭ ହୋଇଛି । ବିଦ୍ୟୁତ ବିଭ୍ରାଟ ସମୟରେ ଭରସ୍ୟାଯୋଗ୍ୟ ଯୋଗାଣ ପାଇଁ ଏହା ବିକଳ୍ପ ସମାଧାନ ।  ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା…

ଶ୍ରୀକ୍ଷେତ୍ରରେ ଚାଞ୍ଚଲ୍ୟ, ହୋଟେଲ ରୁମରୁ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର

ପୁରୀ : ଶ୍ରୀକ୍ଷେତ୍ରରେ ପୁଣି ଚାଞ୍ଚଲ୍ୟ । ପୁରୀ ସମୁଦ୍ରକୂଳରେ ଥିବା ଏକ ହୋଟେଲରେ ପର୍ଯ୍ୟଟକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି । ହୋଟେଲରେ ପୋଲିସ ପହଁଞ୍ଚି ମୃତଦେହ ଜବତ କରିଛି । ମୃତକ ପର୍ଯ୍ୟଟକ ଜଣକ ପଶ୍ଚିମବଙ୍ଗର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ରୁମ ବାହାରେ ରକ୍ତ…

ନୂଆପଡାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଆରମ୍ଭ : ବିମାନରେ ପହଁଞ୍ଚିଲେ ୭ଜଣ ଡାକ୍ତର

ନୂଆପଡା : ନୂଆପଡାରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ । ଆଜିଠାରୁ ବାୟୁସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏନେଇ ୭ ଜଣ ସ୍ପେଶାଲିଷ୍ଟ ଡାକ୍ତର ନୂଆପଡା ଡାକ୍ତରଖାନାରେ ପହଁଞ୍ଚିଛନ୍ତି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଡାକ୍ତରମାନେ…

ଦୁଇ ଦିନ ଧରି ତେଲ ଦର ଅପରିବର୍ତ୍ତିତ, କେବେ ଶସ୍ତା ହେବ ପେଟ୍ରୋଲ ଓ ଡିଜେଲ ଦର ?

ନୂଆଦିଲ୍ଲୀ: ଲଗାତର ପାଖାପାଖି ୮୦ ପଇସା ତେଲ ଦର ବଢିଚାଲିଥିଲା । ଏବେ କିନ୍ତୁ ଦୁଇ ଦିନ ହେବ ତେଲ ଦର ଅପରିବର୍ତ୍ତିତ ରହିଛି । ଦର ଏଭଳି ବଢୁଛି ଯେ ଲୋକେ ଗ୍ରୀଷ୍ମ ପ୍ରବାହରେ ଖରାର ତାତି ତୁଳନାରେ ତେଲର ତାତିକୁ ଅଧିକ ଭୟ କରୁଛନ୍ତି। ରୁଷ-ୟୁକ୍ରେନ ଯୁଦ୍ଧ ୪୪ ଦିନରେ ପହଞ୍ଚିଛି । ଯୁଦ୍ଧ…

କିଏ ହେବେ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ?

ନୂଆଦିଲ୍ଲୀ: ଜୁଲାଇରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀମାନେ କାହାକୁ ପ୍ରାର୍ଥୀ କରିବେ ସେ ନେଇ ଅଙ୍କକଷୁଛନ୍ତି । କାହାକୁ ପ୍ରାର୍ଥୀ କଲେ ଦଳମତ ନିର୍ବିଶେଷରେ ସମର୍ଥନ ଆସିପାରିବ ସେ ନେଇ ବିରୋଧୀ ଚିନ୍ତାରେ ପଡ଼ିଯାଇଛନ୍ତି। ତେବେ ବିରୋଧୀ ନିଜର…

ଥାନାରେ ସାମ୍ବାଦିକଙ୍କୁ ଏ କି ନିର୍ଯାତନା ?

ଭୋପାଳ: ଗୋଟିଏ ପଟେ ନୀଳିଗିରିରେ ସାମ୍ବାଦିକ ଲୋକନାଥ ଦଳେଇଙ୍କ ଗୋଡ ଉପରେ ବେଡି ପକାଇବା ପରେ ପୁଲିସର ବର୍ବରତା ସାମ୍ନାକୁ ଆସିଛି  । ଏହାକୁ ନେଇ ରାଜ୍ୟରେ ସବୁଆଡୁ ନୀଳଗିରି ଥାନାର ଆଇଆଇସି ଦୌପଦୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି। ଅନ୍ୟପଟେ ଆଉ ଏକ ଫଟୋ…