Latest Odisha News

BREAKING NEWS

Browsing Category

ଫିଚର

ମାର୍ଚ୍ଚ ୪ରେ ରିଲିଜ ହେବ ତୁଳସୀଦାସ ଜୁନିୟର

ମୁମ୍ବାଇ: ବହୁ ଚର୍ଚ୍ଚିତ ସ୍ପୋର୍ଟ୍ସ ଡ୍ରାମା ତୁଳସୀଦାସ ଜୁନିୟର ମାର୍ଚ୍ଚ ୪ରେ ରିଲିଜ ହେବ ବୋଲି ଶନିବାର ଘୋଷଣା କରାଯାଇଛି । ରାଜୀବ କାପୁର ଓ ସଞ୍ଜୟ ଦତ ଅଭିନୀତ ଏହି ଫିଲ୍ମକୁ ଭୂଷଣ କୁମାର, ଆଶୁତୋଷ ଗୋୱାରିକର ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି । ଫିଲ୍ମର କାହାଣୀ ସ୍ନୁକର ଖେଳ ଉପରେ…

କଟକରୁ ପୁଣି ଠାବ ହେଲା ନକଲି ମସଲା କାରଖାନା

କଟକ : କଟକରୁ ପୁଣି ଠାବ ହେଲା ନକଲି ମସଲା ଫ୍ୟାକ୍ଟ୍ରି । ଚଢ଼ାଉ ପରେ ବିପୁଳ ପରିମାଣର ନକଲି ହଳଦୀ ଓ ଲଙ୍କା ଗୁଣ୍ଡ ମସଲା ଜବତ ହୋଇଛି । କଟକ ବେଣ୍ଟକାର ଥାନା ଝିଙ୍କିରିଆ ଠାରେ ଦୀର୍ଘଦିନ ହେବ ଚାଲୁଥିଲା ଏହି ନକଲି ମସଲା କାରଖାନା । ନକଲି ମସଲା କାରବାର ଘଟଣାରେ କମ୍ପାନୀ ମାଲିକ ଅଜୟ…

ଡି-ଗ୍ୟାଙ୍ଗ ଷଡଯନ୍ତ୍ରର ପର୍ଦ୍ଦାଫାଶ କଲା ଏନଆଇଏ: ଟାର୍ଗେଟରେ ଥିଲେ ବଡ ନେତା, ସେଲିବ୍ରିଟି

ନୂଆଦିଲ୍ଲୀ: ନ୍ୟାଶନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ) ଡି-ଗ୍ୟାଙ୍ଗର ଏକ ବଡ ଷଡଯନ୍ତ୍ରର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି । ଏହାର ମୁଖ୍ୟ ତଥା ପାକିସ୍ତାନରେ ଲୁଚିକରି ଥିବା ଅଣ୍ଡର ୱାର୍ଲଡ ଡନ ଦାଉଦ ଇବ୍ରାହିମ ଏ ନେଇ ଏକ ସ୍ପେଶାଲ ୟୁନିଟ ପ୍ରସ୍ତୁତ କରିଥିଲା । ଦିଲ୍ଲୀ ଓ ମୁମ୍ବାଇର ବଡ…

ଶ୍ରୀଲଙ୍କା ବିପକ୍ଷ କ୍ରିକେଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ରୋହିତ ହେବେ ୩ ଫର୍ମାଟର ଅଧିନାୟକ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ କ୍ରିକେଟ ସିରିଜ ପାଇଁ ଶନିବାର ଭାରତୀୟ ଦଳର ଘୋଷଣା କରାଯାଇଛି । ରୋହିତ ଶର୍ମାଙ୍କୁ ୩ଟି ଯାକ ଫର୍ମାଟର ଅଧିନାୟକ ନିଯୁକ୍ତ କରାଯାଇଛି । ଏହି ଅବସରରେ ଟେଷ୍ଟ ଏବଂ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଉଛି । ଟି୨୦ ସିରିଜ ପାଇଁ ବିରାଟ କୋହଲି ଓ ରିଷଭ…

ୟୁକ୍ରେନ ବିପକ୍ଷରେ ସିଧାସଳଖ ଯୁଦ୍ଧ ଆରମ୍ଭ ନ କରି ଷଡଯନ୍ତ୍ର ରଚିଲାଣି ରୁଷ !

ମସ୍କୋ: ଆମେରିକା ଏବଂ ନାଟୋ ଦେଶର ଚାପ ଯୋଗୁ ୟୁକ୍ରେନ ବିପକ୍ଷରେ ରୁଷ ସିଧାସଳଖ ଯୁଦ୍ଧ ଆରମ୍ଭ କରିପାରୁ ନାହିଁ । ତେବେ ୟୁକ୍ରେନକୁ ଅସୁବିଧାରେ ପକାଇବା ପାଇଁ ଭିତିରିଆ ଷଡଯନ୍ତ୍ର ଜାରୀ ରଖିଛି । ପ୍ରଥମେ ସାଇବର ଆଟାକ ଏବଂ ଏବେ ଆତଙ୍କବାଦୀ ସଂଗଠନକୁ ଧରି ଛାୟା ଯୁଦ୍ଧ ଆରମ୍ଭ କରିଛି ।…

ପଞ୍ଚାୟତ ନିର୍ବାଚନ: ଦ୍ଵିତୀୟ ପର୍ଯ୍ୟାୟରେ ରେକର୍ଡ ୭୮.୩% ମତଦାନ

ଭୁବନେଶ୍ୱର: ଦ୍ଵିତୀୟ ପର୍ଯ୍ୟାୟ ମତଦାନରେ ରେକର୍ଡ ସଂଖ୍ୟକ ଭୋଟିଂ । ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ରେକର୍ଡ ୭୮.୩ ପ୍ରତିଶତ ମତଦାନ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ୮୫.୬୭ ପ୍ରତିଶତ ମତଦାନ ହୋଇଛି । ମୋଟ୍ ୯ଟି ଜିଲ୍ଲାରେ ୮୦ ପ୍ରତିଶତ ଉପରେ ଭୋଟିଂ ହୋଇଛି । ଏସବୁ ଜିଲ୍ଲା…

ଓଡ଼ିଶା ବସ୍ ଆନ୍ଧ୍ରରେ ଦୁର୍ଘଟଣାଗ୍ରସ୍ତ, ୪୭ ଆହତ

ଶ୍ରୀକାକୁଲମ୍(ଆନ୍ଧ୍ରପ୍ରଦେଶ): ଆନ୍ଧ୍ରପ୍ରଦେଶରେ ଓଡ଼ିଶାର ବସ୍ ଦୁର୍ଘଟଣାଗ୍ରସ୍ତ । ଏଥିରେ ୪୭ ଜଣ ଆହତ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ ନିକଟରେ ଏହି ଦୁର୍ଘଟଣା ହୋଇଛି । ଏହି ବସ୍‌ ଓଡିଶାରୁ ଦାଦନ ଶ୍ରମିକ ନେଇ କେରଳ ଯାଉଥିଲା । ଏତିକିବେଳେ ଏନଏଚ୍-୫ର ରଣସରନ ନିକଟରେ ଟ୍ରକକୁ…

ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-ଟ୍ୱେଣ୍ଟି ଖେଳିବେନି କୋହଲି

କୋଲକାତା: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଶେଷ ଟି-ଟ୍ୱେଣ୍ଟି ଖେଳିବେ ନାହିଁ ବିରାଟ କୋହଲି । ତାଙ୍କୁ ବିଶ୍ରାମ ଦେଇଛି ବିସିସିଆଇ । ଫଳରେ ତୃତୀୟ ଟ୍ୱେଣ୍ଟି ଟ୍ୱେଣ୍ଟି ପୂର୍ବରୁ ପରିବାର ଲୋକଙ୍କ ପାଖକୁ ଫେରିବେ କୋହଲି । ଆଗକୁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ଖେଳିବ ଭାରତ ।…

ଜଣେ ୧୪ ବର୍ଷର ନାବାଳକ ସମେତ ରାଜ୍ୟରୁ କରୋନା ନେଲା ଆଉ ୧୮ ଜୀବନ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ କମୁଛି । କରୋନା ଜନିତ ମୃତ୍ୟୁସଂଖ୍ୟା ବଢୁଛି । ରାଜ୍ୟରୁ କରୋନା ଆଉ ୧୮ ଜଣଙ୍କର ଜୀବନ ନେଇଛି । ଅଡିଟ୍ ପ୍ରୋସେସରେ କରୋନାରେ ସେମାନେ ମୃତ୍ୟୁବରଣ କରିଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୮ ଜଣଙ୍କର ମୃତ୍ୟୁ…

ବ୍ରାହ୍ମଣୀ ନଦୀ ଭିତରେ ଖସି ପଡ଼ିଲା ଟ୍ରେଲର

କାମାକ୍ଷାନଗର: ବ୍ରାହ୍ମଣୀ ନଦୀ ବ୍ରିଜ୍ ଉପରୁ ଖସିଲା ଟ୍ରେଲର । ଭାରସାମ୍ୟ ହରାଇ ନଦୀ ଭିତରେ ଖସି ପଡ଼ିଲା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର…