Latest Odisha News

BREAKING NEWS

Browsing Category

ଫିଚର

ମମିତା ମେହେର ମାମଲାରେ ବଲାଙ୍ଗିର ପୋଲିସର ଚାର୍ଜସିଟ୍ ଦାଖଲ

ବଲାଙ୍ଗିର : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ କଲା ବଲାଙ୍ଗିର ପୋଲିସ । ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ବଲାଙ୍ଗିର ପୋଲିସ । ଚାର୍ଜସିଟରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ଡ୍ରାଇଭର ରାଧେ ନାଁ ରହିଛି । ଆସନ୍ତା ୧୫ ତାରିଖରେ…

କୋଭିଡ କଟକଣାରେ ପାଳନ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି

ଭୁବନେଶ୍ବର : ମହାପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି ନେଇଅନୁଷ୍ଠିତ ହୋଇଛି ଟ୍ରଷ୍ଟ ବୋର୍ଡର ଗୁରୁତ୍ବପୂର୍ଣ୍ଣ ବୈଠକ । ଏଥର ମଧ୍ୟ ଗତବର୍ଷ ଭଳି କୋଭିଡ କଟକଣାରେ ପାଳନ ହେବ ମହାଶିବରାତ୍ରି । ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ । ଶାନ୍ତି ଶୃଙ୍ଖଳାର ସହ ଜାଗର ଯାତ୍ରା ପାଇଁ…

୩୯ ବର୍ଷ ପରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତର କ୍ଲିନ ସୁଇପ

ଅହମ୍ମଦାବାଦ: ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୯୬ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ନୂତନ କୀର୍ତିମାନ ସ୍ଥାପନ କରିଛି । ୩୯ ବର୍ଷ ପରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ କ୍ଲିନ ସୁଇପ କରିଛି । ଶେଷଥର…

କୋଟିଆରେ ପୋଲିସର ଫ୍ଲାଗମାର୍ଚ୍ଚ

କୋରାପୁଟ : କୋଟିଆରେ ପଟାଙ୍ଗୀ ଥାନା ପୋଲିସର ଫ୍ଲାଗ ମାର୍ଚ୍ଚ । ଆସନ୍ତା ୧୮ ତାରିଖରେ କୋଟିଆ ପଞ୍ଚାୟତରେ ଭୋଟ ହେବାକୁ ଥିବା ବେଳେ ଆଜି ଫ୍ଲାଗମାର୍ଚ୍ଚ କରିଛି ପୋଲିସ ଓ ଆଇଆରବି ବାଟାଲିୟନ ଯବାନ । ପଞ୍ଚାୟତର ନେରେଡି ବାଲାସା, ଫାଟୁ ସିନେରୀ, ଫଗୁଣ ସିନେରୀ, ଦୋଳିଆମ୍ବ, ଉପର ସେମ୍ବୀ, ତଳ…

ୱେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିିରିଜରେ ଓଡିଶାର ସୁଶାନ୍ତ ହେବେ ପର୍ଯ୍ୟବେକ୍ଷକ

ଭୁବନେଶ୍ୱର: ଆଗାମୀ ଭାରତ-ୱେଷ୍ଟଇଣ୍ଡିଜ ଟି୨୦ ସିରିଜ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ଓଡିଶା କ୍ରିକେଟ ଆସୋସିଏଶନ ସଦସ୍ୟ ସୁଶାନ୍ତ କୁମାର ମହାନ୍ତଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛି ବିସିସିଆଇ । ଉଭୟ ଦେଶ ମଧ୍ୟରେ ୩ଟି ଟି୨୦ ସିରିଜ ମ୍ୟାଚ ଖେଳାଯିବ ।…

ସୁବର୍ଣ୍ଣପୁରରେ ବାଇକ୍ ଡିକି ଭାଙ୍ଗି ସିରିଜ ଚୋରି, ୩ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ସହରରେ ବାଇକ ଡିକି ଭାଙ୍ଗି ସିରିଜ ଚୋରି । ଦୁଇଟି ପୃଥକ ଘଟଣାରେ ୩ ଲକ୍ଷ ଟଙ୍କା ଚୋରି ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରୁ ୫୦ ହଜାର ଓ ପଟାଭାଡ଼ି ଛକରୁ ୨ ଲକ୍ଷ ୫୦ ହଜାର ଟଙ୍କା ଚୋରି ହୋଇଛି । ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି…

ମହିଳାଙ୍କୁ ଅପହରଣକାରୀ କବଳରୁ ବଂଚାଇ ଦେଲା ଭିଡିଓ ଗେମ

ୱାଶିଂଟନ: ବିଶ୍ୱାସ ନ ହେଲେ ବି ସତ । ଆମେରିକାରେ ଭିଡିଓ ଗେମ ଖେଳିବା ଜଣେ ୮୦ ବର୍ଷୀୟା ମହିଳାଙ୍କୁ ଅପହରଣକାରୀ କବଳରୁ ବଂଚାଇ ଦେଇଛି । ଘଟଣାଟି ଏହିପରି..ମେରିଡେଥ ହୋଲ୍ଡ ନାମକ ଜନୈକ ମହିଳା ଏବଂ ତାଙ୍କ ମାଆ ଡେନିସ ହୋଲ୍ଟ ପ୍ରାୟତଃ ଲୋକପ୍ରିୟ ଭିଡିଓ ଗେମ ୱର୍ଡଲେ ଖେଳିଥାନ୍ତି ଏବଂ ରେଜଲ୍ଟ…

କଣ୍ଟ୍ରାକ୍ଟରଙ୍କୁ ଦାଦାବଟି ମାଗିବା ଓ ଅପହରଣ ଅଭିଯୋଗରେ ୬ ଜଣଙ୍କୁ ଗିରଫ କଲା ଚନ୍ଦନପୁର ପୋଲିସ

ପୁରୀ : ମହଙ୍ଗା ପଡ଼ିଲା କଣ୍ଟ୍ରାକ୍ଟରଙ୍କୁ ଦାଦାବଟି ମାଗିବା । ଦାଦାବଟି ସାଙ୍ଗକୁ ଅପହରଣ ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଛି ପରୀ ଚନ୍ଦନପୁର ପୋଲିସ । ଅଭିଯୁକ୍ତଙ୍କ ଠାରୁ ଗୋଟିଏ ପିସ୍ତଲ, ନଗଦ ୪ ହଜାର ୫୭୦ ଟଙ୍କା, ଗୋଟିଏ ମୋବାଇଲ ଫୋନ, ଗୋଟିଏ ଅଣ ପଞ୍ଜିକୃତ ହିରୋ ପ୍ୟାସନ ବାଇକ, ଗୋଟିଏ…

ୱେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜରୁ ଓହରିଲେ ରାହୁଲ, ଅକ୍ଷର

ନୂଆଦିଲ୍ଲୀ:ଫେବୃୟାରୀ ୧୬ରୁ ଇଡେନଗାର୍ଡେନରେ ଆରମ୍ଭ ହେବାକୁ ଯାଉଥିବା ଟି୨୦ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଦଳକୁ ଶକ୍ତ ଧକ୍କା ଲାଗିଛି । ଟିମ ଇଣ୍ଡିଆର ୨ ମ୍ୟାଚ ବିଜେତା କେଏଲ ରାହୁଲ ଓ ଅକ୍ଷର ପଟେଲ ଆଘାତ ସମସ୍ୟା ଯୋଗୁ ସିରିଜରୁ ଓହରି ଯାଇଛନ୍ତି । ଅଧିନାୟକ ରୋହିତ ଶର୍ମା ବର୍ତମାନ…

ପୌର ନିର୍ବାଚନରେ ଭୋଟରଙ୍କ ପାଇଁ ରହିବ NOTA

ଭୁବନେଶ୍ବର : ପଞ୍ଚାୟତ ପରେ ଏବେ ପୌର ନିର୍ବାଚନ ପାଇଁ ତତ୍ପର ହୋଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ସବୁ ପ୍ରକ୍ରିୟା ଜାରି ରହିଛି । ପୌର ନିର୍ବାଚନକୁ କିଭଳି ଶୃଙ୍ଖଳାର ସହ ସମ୍ପାଦନ କରାଯିବ, ସେନେଇ ସର୍ବଦଳୀୟ ବୈଠକ ବି ଅନୁଷ୍ଠିତ ହୋଇଛି । ଆଉ ଏବେ ପୌର ନିର୍ବାଚନ ଆଉ ଏକ ନିଷ୍ପତ୍ତି…