Latest Odisha News

BREAKING NEWS

Browsing Category

ଫିଚର

ଆଇପିଏଲ ନିଲାମରେ ଚର୍ଚ୍ଚା ସାଉଁଟିଲେ ଏହି ୩ ଲଳନା

ବାଙ୍ଗାଲୋର: ଆଇପିଏଲ ୨୦୨୨ ମୋଗା ନିଲାମର ଦ୍ୱିତୀୟ ଦିବସରେ ଫ୍ରାଂଚାଇଜମାେନେ ସେମାନଙ୍କ ପ୍ରିୟ ଖେଳାଳିଙ୍କୁ ଟିମରେ ସାମିଲ କରିବାରେ ଲାଗିଛନ୍ତି । ତେବେ ଏହି ନିଲାମ ପ୍ରକ୍ରିୟାରେ ଚର୍ଚ୍ଚା ସାଉଁଟିଛି ୩ ଲଳନା । ସେମାନେ ହେଲେ କାବ୍ୟା ମାରନ, ସୁହାନ ଖାଁ ଓ ଜାହ୍ନବୀ ମେହେଟ୍ଟା ।…

ୟୁକ୍ରେନ୍ ଉପରେ ଆକ୍ରମଣ କଲେ ଭୟଙ୍କର ହେବ ସ୍ଥିତି, ଋଷକୁ ପୁଣି ଧମକ ଦେଲା ଆମେରିକା

ଓ୍ବାସିଙ୍ଗଟନ୍ : ଦିନକୁ ଦିନ ଜଟିଳ ରୂପ ନେଉଛି ଋଷ ଓ ୟୁକ୍ରେନ୍ ମଧ୍ୟରେ ବିବାଦ । ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନ୍ ଉପରେ ଆକ୍ରମଣ କରିପାରେ ଋଷ । ଏଭଳି ସ୍ଥିତିରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଆମେରିକା ରାଷ୍ଟ୍ରପତି ଜୋ ବିଡେନ ଶୁଣାଇଛନ୍ତି ଚରମ ଚେତାବନୀ । ଯଦି ୟୁକ୍ରେନ…

ଆସନ୍ତାକାଲି ଲଞ୍ଚ ହେବ PSLV-C52

ନୂଆଦିଲ୍ଲୀ : ଆସନ୍ତାକାଲି ଲଞ୍ଚ ହେବ PSLV-C52 । ଭାଲେଣ୍ଟାଇନ ଡେ ଅବସରରେ ଏହି ଡିଜିଟାଲ ମିଶନ ଆରମ୍ଭ ହେବ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ପକ୍ଷରୁ ଏହାର ପ୍ରଥମ ଉତକ୍ଷେପଣ ହେବ । ଉତକ୍ଷେପଣ ଲାଗି ଏହାର କାଉଣ୍ଟଡାଉନ ଆରମ୍ଭ ହୋଇଛି । ଆର୍ଥ ଅବଜର୍ଭେସନ ସାଟେଲାଇଟ୍ ବା…

ଆସନ୍ତାକାଲି ଉତ୍ତରପ୍ରଦେଶରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ

ଉତ୍ତରପ୍ରଦେଶ : ଆସନ୍ତାକାଲି ଉତ୍ତରପ୍ରଦେଶରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ଏହା ସହ ଉତ୍ତରାଖଣ୍ଡ ଓ ଗୋଆରେ ହେବ ଗୋଟିଏ ପର୍ଯ୍ୟାୟ ନିର୍ବାଚନ । ଉତ୍ତରପ୍ରଦେଶର ୯ଟି ଜିଲ୍ଲାର ୫୫ ବିଧାନସଭା ଆସନରେ ହେବ ଭୋଟ । ମୋଟ ପ୍ରାର୍ଥୀ ସଂଖ୍ୟା ଅଛନ୍ତି ୫୮୬ । ଅମ୍ରୋହା, ବରେଲି, ବିଜନୋର, ବୁଦାଉନ,…

ଆଇପିଏଲ ନିଲାମ: ଓଡିଶାର ଶୁଭ୍ରାଂଶୁଙ୍କ ୨୦ ଲକ୍ଷରେ କିଣିଲା ଚେନ୍ନାଇ

ଭୁବନେଶ୍ୱର: ଓଡିଶାର ଶୁଭ୍ରାଂଶୁ ସେନାପତିଙ୍କୁ ଚଳିତ ଆଇପିଏଲ ମେଗା ନିଲାମରେ ଚେନ୍ନାଇ ସୁପର କିଙ୍ଗସ ୨୦ ଲକ୍ଷରେ କ୍ରୟ କରିଛି । ନିକଟରେ ଶୁଭ୍ରାଂଶୁ ବିଜୟ ହଜାରେ ଟ୍ରଫିରେ ଓଡିଶାର ନେତୃତ୍ୱ ନେଇଥିଲେ । ସେ ଆନ୍ଧ୍ରପ୍ରଦେଶ ବିପକ୍ଷରେ ଆକର୍ଷଣୀୟ ଶତକ ହାସଲ କରିଥିଲେ । ଡିସେମ୍ବରରେ ତାଙ୍କୁ…

ବିଶ୍ୱ ରେଡ଼ିଓ ଦିବସ: ଏବେ ବି ରେଡ଼ିଓ ସବୁଠୁ ଆଗରେ

ଭୁବନେଶ୍ୱର: ବିଶ୍ୱ ରେଡ଼ିଓ ଦିବସ । ଆଜି ଫେବୃଆରୀ ୧୩ ତାରିଖ । ଏହି ଦିବସଟି ଦେଶବାସୀଙ୍କ ପାଇଁ ବେଶ ମହତ୍ତ୍ୱ ରଖେ । ପ୍ରତି ସମୟରେ ଲୋକମାନଙ୍କ ମନୋରଞ୍ଜନ କରୁଥିବା ରେଡ଼ିଓ ପାଇଁ ଦିନଟିଏ । ଆଜିର ଏହି ଦିନରେ ବିଶ୍ୱ ଆଜି ପାଳନ କରୁଛି ବିଶ୍ୱ ରେଡ଼ିଓ ଦିବସ । ୟୁନେସ୍କୋରେ ୨୦୧୧ ମସିହା…

ଗୋଟିଏ ଦିନରେ ବାପା ହେବା ସହ କୋଟିପତି ଖେଳାଳି ହେଲେ ଶିବମ ଦୁବେ

ନୂଆଦିଲ୍ଲୀ: କ୍ରିକେଟର ଶିବମ ଦୁବେଙ୍କ ପାଇଁ ଆଜିର ଦିନ ସ୍ମରଣୀୟ ହୋଇ ରହିବ । ସେ ଗୋଟିଏ ଦିନରେ କୋଟିପତି ହେବା ସହ ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଆଇପିଏଲ ନିଲାମରେ ଚେନ୍ନାଇ ସୁପର କିଙ୍ଗସ ତାଙ୍କୁ ୪ କୋଟି ଟଙ୍କାରେ କ୍ରୟ କରିଛି । ଅଲରାଉଣ୍ଡର ଶୁଭମଙ୍କ ବେସ ପ୍ରାଇସ ୫୦ଲକ୍ଷ…

ଓଡ଼ିଶାରେ ରେଡିଓର ଜୟଯାତ୍ରା

ସୁବ୍ରତ କୁମାର ପତି ଗୋଟିଏ ସମୟରେ ମୁର୍ମୂଷୁ ହୋଇ ପଡିଥିବା ରେଡିଓ ଦେହରେ ଏବେ ନୂତନ ପ୍ରାଣ ସଞ୍ଚାର ହୋଇଛି। ରେଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ "ମନ୍ କୀ ବାତ୍" କାର୍ଯ୍ୟକ୍ରମ ଆକାଶବାଣୀ ପ୍ରତି ଲୋକଙ୍କ ଆଗ୍ରହ ବଢାଇଥିବା ବେଳେ ମନୋରଞ୍ଜନ କ୍ଷେତ୍ରରେ ଘରୋଇ ରେଡିଓ…

ରୁଷ ସୀମାରେ ଆମେରିକାର ଆଣବିକ କ୍ଷମତାସମ୍ପନ୍ନ ବୁଡାଜାହାଜ

ମସ୍କୋ: ୟୁକ୍ରେନ ବିବାଦ ଧିରେ ଧିରେ ତୃତୀୟ ବିଶ୍ୱଯୁଦ୍ଧ ମୁହାଁ ହେଉଛି କହିଲେ ଭୁଲ ହେବନି । ଏହା ମଧ୍ୟରେ ରବିବାର ଆମେରିକାର ଆଣବିକ କ୍ଷମତାସମ୍ପନ୍ନ ବୁଡାଜାହଜ ରୁଷ ସୀମାରେ ନିୟୋଜିତ ହୋଇଛି । ଏହା ସାମୁଦ୍ରିକ ସୀମା ଉଲ୍ଲଂଘନ କରିଥିବା ରୁଷ ଅଭିଯୋଗ କରିଥିଲେ ମଧ୍ୟ ଆମେରିକା ଏହାକୁ ଖଣ୍ଡନ…

ଡାଇନୋସରଙ୍କୁ ବି ଥଣ୍ଡା, କାଶ ହେଉଥିଲା !

ନୂଆଦିଲ୍ଲୀ: ବିଲୁପ୍ତ ପ୍ରାଣୀ ଡାଇନୋସର ନେଇ ବିଭିନ୍ନ ତଥ୍ୟ ଗବେଷକମାନେ ପ୍ରଦାନ କରିବାରେ ଲାଗିଛନ୍ତି । ପୂର୍ବରୁ ଜୀବାଶ୍ମରୁ ହାଡଜନିତ ସମସ୍ୟା ଏବଂ କର୍କଟ ରୋଗ ହେଉଥିବା ଜଣାପଡିଥିଲା । ସାଇଟିଂଫିକ ଜର୍ଣ୍ଣାଲରେ ପ୍ରକାଶିତ ଖବର ଅନୁସାରେ ଡଲି ନାମକ ଡାଇନୋସର ଥଣ୍ଡାରେ ସଂକ୍ରମିତ ହୋଇଥିଲା…