Latest Odisha News

BREAKING NEWS

Browsing Category

ଫିଚର

ଇନଷ୍ଟାଗ୍ରାମରେ ରୋନାଲ୍ଡୋଙ୍କ ରେକର୍ଡ, ଫଲୋର୍ସ ସଂଖ୍ୟା ଛୁଇଁଲା ୪୦ କୋଟି

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ବ୍ୟକ୍ତି ସାଜିଛନ୍ତି ମହାନ ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ । ପର୍ତୁଗାଲର ଏହି ଖେଳାଳିଙ୍କ ଫଲୋର୍ସ ସଂଖ୍ୟା ୪୦ କୋଟି ଛୁଇଁଛି । ପ୍ରଥମ ବ୍ୟକ୍ତି ଭାବେ ସେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ…

ଆସନ୍ତାକାଲି OSSTET ପରୀକ୍ଷା

କଟକ : ଆସନ୍ତାକାଲି ହେବ ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା ଓଏସଏସଟିଇଟି । ସକାଳ ୯ଟାରୁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ପ୍ରଥମ ସିଟିଂ ପରୀକ୍ଷା ହେବ । ସେହିପରି ଦିନ ୧ଟାରୁ ଅପରାହ୍ନ ୩ଟା ୩୦ ପର୍ଯ୍ୟନ୍ତ ଦ୍ବିତୀୟ ସିଟିଂ ପରୀକ୍ଷା ହେବ । ପେପର-୧ରେ ୬୮ ହଜାର ୭୪୨ ପରୀକ୍ଷାର୍ଥୀ ଓ…

ପେଗାସସ ଜାସୁସୀ ମାମଲାର ନୂଆମୋଡ, ଫୋନ ହ୍ୟାକ ଘଟଣାରେ ଗଠନ ହେବ ତଦନ୍ତ କମିଶନ

ଜେରୁସେଲମ : ପେଗାସସ ଜାସୁସୀ ମାମଲାର ନୂଆମୋଡ । ବିଶ୍ବର ବହୁ ନେତା, ମନ୍ତ୍ରୀ, ରାଜନୀତିଜ୍ଞ, କୂଟନୀତିଜ୍ଞ, ମାନବାଧିକାର କର୍ମୀ, ବିଚାରପତିଙ୍କ ଫୋନ ହ୍ୟାକ ଘଟଣାରେ ଗଠନ ହେବ ତଦନ୍ତ କମିଶନ । ଏନେଇ ଘୋଷଣା କରିଛନ୍ତି ଇସ୍ରାଏଲ ସରକାର । ଏପରିକି ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ…

ୟୁକ୍ରେନରୁ ବିଦାୟ ନେଇପାରନ୍ତି ଆମେରିକୀୟ ଯବାନ

ଓ୍ବାସିଙ୍ଗଟନ୍ : ୟୁକ୍ରେନରୁ ବିଦାୟ ନେଇପାରନ୍ତି ସମସ୍ତ ଆମେରିକୀୟ । ଆମେରିକା ରାଷ୍ଟ୍ରପତି ଜୋ ବିଡେନ କହିଛନ୍ତି, ଯୁଦ୍ଧମୁହାଁ ୟୁକ୍ରେନରୁ ତୁରନ୍ତ ବିଦାୟ ନେବା ଆମେରିକୀୟଙ୍କ ଲାଗି ଠିକ୍ ପଦକ୍ଷେପ ହେବ । ଜର୍ମାନ ଚାନସେଲର ଓଲାଫ ସ୍କଜଙ୍କ ସହ ଆଲୋଚନା ବେଳେ ଏନେଇ ସୂଚନା ଦେଇଛନ୍ତି ବିଡେନ…

ଯବାନଙ୍କ ହିମ ସମାଧି: ୨ ଦିନ ପରେ ମିଳିଲା ୭ଜଣଙ୍କ ମୃତ ଦେହ

ଇଟାନଗର: ଅରୁଣାଚଳର କାମେଙ୍ଗ ସେକ୍ଟରରେ ନିଖୋଜ ୭ ଯବାନଙ୍କ ମୃତ ଦେହ ଆଜି ମିଳିଛି । ଏ ନେଇ ସେନା ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି । ପ୍ୟାଟ୍ରେଲିଂ କରୁଥିବା ବେଳେ ସେମାନଙ୍କ ଉପରେ ବରଫ ଅତଡା ଖସି ପଡିଥିଲା । ଯୋଗାଯୋଗ ବିଚ୍ଛିନ୍ନ ହେବାରୁ ଏକ ସ୍ୱତନ୍ତ୍ର ଟିମ ଯାଇ ସେମାନଙ୍କୁ…

ଆସନ୍ତୁ ଜାଣିବା କାହିଁକି ଆଫଗାନ କ୍ରିକେଟର ସ୍ୱଦେଶ ପ୍ରତ୍ୟାବର୍ତନ କରିବାକୁ ଚାହୁଁ ନାହାନ୍ତି

କାବୁଲ: ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ସରି ଯାଇଥିଲେ ମଧ୍ୟ ଆଫଗାନ ଟିମ ନିଜ ଦେଶକୁ ଫେରିବାକୁ ଚାହୁଁ ନାହାନ୍ତି । ସେମାନେ ଲଣ୍ଡନରେ ଶରଣ ମାଗିଛନ୍ତି । ତାଲିବାନ ଭୟରେ ସେମାନେ ଭୟଭୀତ ହୋଇ ପଡିଛନ୍ତି । ବିଶ୍ୱକପରେ ଏଥର ଆଫଗାନିସ୍ତାନ ଟିମ ଭଲ ପ୍ରଦର୍ଶନ କରିଥିଲା । ଇଂଲଣ୍ଡଠାରୁ ଏକ…

୫ ମିନିଟ ମଧ୍ୟରେ ବିକ୍ରି ହୋଇଗଲା ଭାରତ-ପାକ ବିଶ୍ୱକପ ଟି୨୦ ମ୍ୟାଚର ଟିକେଟ

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଆଉ ୮ ମାସ ସମୟ ରହିଛି । ମେଲବୋର୍ଣ୍ଣରେ ହେବାକୁ ଥିବା ଭାରତ-ପାକିସ୍ତାନ ମୁକାବିଲା ପାଇଁ ମଙ୍ଗଳବାର ମାତ୍ର ୫ ମିନିଟ ମଧ୍ୟରେ ସମସ୍ତ ଟିକେଟ ବିକ୍ରି ହୋଇ ଯାଇଥିଲା । ଭାରତ ଏବଂ ପାକିସ୍ତାନ ଉଭୟ ଟିମ ଗ୍ରୁପ ୨ରେ ସ୍ଥାନ ପାଇଛନ୍ତି । ଏହା ବ୍ୟତୀତ…

ଅହମ୍ମଦାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲା: ୪୯ ଦୋଷୀ ସାବ୍ୟସ୍ତ

ଅହମ୍ମଦାବାଦ: ଗୁଜରାଟର ସ୍ପେଶାଲ କୋର୍ଟ ବହୁ ଚର୍ଚ୍ଚିତ ଅହମ୍ମଦାବାଦ ସିରିଏଲ ବୋମା ବିସ୍ଫୋରଣର ଶୁଣାଣୀ କରିଛନ୍ତି । ୪୯ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ୨୮ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛି । ୨୦୦୮ ଜୁଲାଇ ୨୬ରେ ଅହମ୍ମଦାବାଦର ୨୦ ସ୍ଥାନରେ ବିସ୍ଫୋରଣ ହୋଇଥିଲା । ଏଥିରେ…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୨୦ ଜଣିଆ ତାରକା ପ୍ରଚାରକ ତାଲିକା ଘୋଷଣା କଲା କଂଗ୍ରେସ

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ପାଇଁ ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିଛି କଂଗ୍ରେସ । ପିସିସି ପକ୍ଷରୁ ଏକ ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇଛି । ଏହି ତାଲିକାରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ତଥା ସାଂସଦ ଡ. ଏ ଚେଲ୍ଲା କୁମାରଙ୍କ ସହିତ ପିସିସି ସଭାପତି ନିରଞ୍ଜନ…

ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା, ସ୍କୁଲ ଖୋଲିଲା, ପିଲାଙ୍କ ଖୁସିରେ ମୁଁ ବି ବହୁତ ଖୁସି

ଭୁବନେଶ୍ବର : ପ୍ରାୟ ଦୁଇ ବର୍ଷ ପରେ ଆଜି ରାଜ୍ୟରେ ସ୍କୁଲ ଖୋଲିଛି । ଅଷ୍ଟମ ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଥିବା ବେଳେ, ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ୧୪ ତାରିଖରେ ଖୋଲିବ । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କୁ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…