Latest Odisha News

BREAKING NEWS

Browsing Category

ଫିଚର

ବ୍ରହ୍ମପୁର, କଟକ, ଭୁବନେଶ୍ୱର ମହାନଗର ନିଗମ ପାଇଁ ଆସିଲା ଚୂଡ଼ାନ୍ତ ଓ୍ୱାର୍ଡ ତାଲିକା

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଆରମ୍ଭ ହେଲାଣି ସଜବାଜ । ତାପୂର୍ବରୁ ୩ ମହାନଗର ନିଗମ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ବିଭିନ୍ନ ୱାର୍ଡ ସୀମା ନିର୍ଦ୍ଧାରଣ କରାଯାଇଛି । ପ୍ରକାଶ ପାଇଛି ଚୂଡ଼ାନ୍ତ ଓ୍ୱାର୍ଡ ତାଲିକା । ଭୁବନେଶ୍ୱର ମହାନଗର ନିଗମ ପାଇଁ ୬୭ ଓ୍ୱାର୍ଡ…

ଓଡ଼ିଶା ସମେତ ୫ ରାଜ୍ୟର କୋଭିଡ୍ ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଅଢ଼େଇ ଲକ୍ଷ ଉପରେ ରହୁଛି । କିଛି ରାଜ୍ୟରେ ଦୈନିକ ସଂକ୍ରମଣ ବଢୁଛି । କିଛି ରାଜ୍ୟରେ ଅଧିକ ରହିଛି ଆକ୍ଟିଭ୍ କେସ୍ । ଆଜି ଓଡ଼ିଶା ସମେତ ୫ଟି ରାଜ୍ୟ ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ ଓ ଛତିଶଗଡ଼ର କୋଭିଡ୍ ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର…

ରାଜ୍ୟରୁ କରୋନାରେ ଆଉ ୧୫ ଆକ୍ରାନ୍ତଙ୍କର ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଅଡିଟ୍ ପ୍ରୋସେସରେ ଆଉ ୧୫ଜଣଙ୍କ ମୃତ୍ୟୁ ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ମୃତକଙ୍କ ଭିତରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ଜଣେ ୧୩ ମାସର ଶିଶୁ ।…

ଜାଡ଼ ଭାଙ୍ଗୁଛି ହାଡ଼: ଦୁଇ ଦିନ ଶୀତରୁ ନିସ୍ତାର ନାହିଁ

ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିଛି ଶୀତ । ଆଗାମୀ ଦୁଇ ଦିନ ଶୀତରୁ ନିସ୍ତାର ନାହିଁ । ଖସୁଛି ରାତିର ତାପମାତ୍ରା । ପ୍ରବଳ ଥଣ୍ଡାରେ ଥରୁଛି ଓଡ଼ିଶା । ଅଧିକାଂଶ ଜିଲ୍ଲାରେ ରାତିର ତାପମାତ୍ରା ୩-୫ ଡିଗ୍ରୀ ଯାଏ ହ୍ରାସ ପାଇଛି । ଆସନ୍ତା ୩୧ ତାରିଖ ଯାଏ ଏଭଳି ଶୀତ ଲହରି ଜାରି ରହିବ ବୋଲି…

ପିକଅପ୍ ଭ୍ୟାନ୍ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ

ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ୫୭ ନମ୍ବର ଜାତୀୟ ରାଜପଥ ଖଇରମାଳ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକ୍ ଅପ୍ ଭ୍ୟାନ୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୨ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ହେଲ ଶଗଡା ପଞ୍ଚାୟତ ଝଗଡୁ ଗାଡିଆ ଗ୍ରାମର ହୀର ବଗର୍ତ୍ତି…

ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ ଭେଙ୍କଟରମନ ଅନନ୍ତ ନାଗେଶ୍ୱରନ

ନୂଆଦିଲ୍ଲୀ: ଡ.ଭେଙ୍କଟରମନ ଅନନ୍ତ ନାଗେଶ୍ୱରନଙ୍କୁ ଦେଶର ନୂତନ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି । ଡିସେମ୍ବରରେ କେଭି ସୁବ୍ରମଣ୍ୟମ ଏହି ପଦ ଛାଡିଥିଲେ । ତାଙ୍କ ସ୍ଥାନରେ ଭେଙ୍କଟରମନ ଏହି ଦାୟିତ୍ୱ ତୁଲାଇବେ । କରୋନା ମହାମାରୀ ପରେ ଦେଶର ଅର୍ଥନୀତି ସମ୍ଭାଳିବା…

ସ୍ପଟ ଫିକ୍ସିଂ ମାମଲାରେ ବାସନ୍ଦ ହେଲେ ବ୍ରେଣ୍ଡନ ଟେଲର

ଦୁବାଇ: ସ୍ପଟ ଫିକ୍ସିଂ ମାମଲାରେ ଜିମ୍ବାୱେର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ଟେଲରଙ୍କୁ ଆଇସିସି ବାସନ୍ଦ କରିଛି । ଟେଲର ସାଢ଼େ ତିନି ବର୍ଷ କୌଣସି ଟୁର୍ଣ୍ଣାମେଂଟରେ ଭାଗ ନେଇପାରିବେ ନାହିଁ । ପୂର୍ବରୁ ଟେଲର ଭାରତରେ କିପରି ଜଣେ ବ୍ୟବସାୟୀ ନିଶା ଖୁଆଇବା ସହ ସ୍ପଟ ଫିକ୍ସିଂ ପାଇଁ ବ୍ଲାକମେଲ…

ଓଡିଶା ଓପନ ବ୍ୟାଡମିଂଟନ: ମିକ୍ସଡ ଡବଲ୍ସରେ କମାଲ କଲେ ଓଡିଆ ଝିଅ ଶ୍ୱେତପର୍ଣ୍ଣା

କଟକ: ଏଠାରେ ଚାଲିଥିବା ଓଡିଶା ଓପନ ବ୍ୟାଡମିଂଟନରେ ଭାରତୀୟ ଖେଳାଳିଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ମଙ୍ଗଳବାର ମିକ୍ସଡ ଡବଲ୍ସ କ୍ୱାର୍ଟର ଫାଇନାଲରେ ଶ୍ୱେତପର୍ଣ୍ଣା ପଣ୍ଡା ଓ ବି.ଯାଦବ ଯୋଡି ନିଜ ଦେଶର ରାହୁଲ କୁମାର ଶାହ ଓ ରୁଦ୍ରାଣୀ ଜୈସୱାଲଙ୍କୁ ୨୧-୧୨, ୨୧-୧୨ ସେଟରେ ପରାସ୍ତ କରି…

[ଭିଡ଼ିଓ] କୋଟିଲିଙ୍ଗେଶ୍ୱର ମନ୍ଦିରରେ କୋଟିଏ ଶିବ ଲିଙ୍ଗ

କର୍ଣ୍ଣାଟକ: ମନ୍ଦିରରେ ଗୋଟିଏ କି ଦୁଇଟି ନୁହେଁ କୋଟିଏ ଶିବଲିଙ୍ଗ । ଏହି ମହାଦେବଙ୍କ ମନ୍ଦିରରେ ପୂଜା ପାଉଛନ୍ତି ୧ କୋଟି ଶିବଲିଙ୍ଗ ।କର୍ଣ୍ଣାଟକର କୋଲାରରେ ଥିବା କୋଟିଲିଙ୍ଗେଶ୍ୱର ମନ୍ଦିରରେ ପାଖାପାଖି ୧ କୋଟି ଶିବଲିଙ୍ଗ ସ୍ଥାପନା କରାଯାଇଛି । ଏହି ମନ୍ଦିରର ସ୍ଥାପନା ଏକ ଅଭିଶାପ କାରଣରୁ…

କନ୍ଧମାଳରେ ଗାଁ ହିଂସାକୁ ନେଇ ଗୋଷ୍ଠୀ ସଂଘର୍ଷ

କନ୍ଧମାଳ : ଗାଁ ହିଂସାକୁ ନେଇ ଗୋଷ୍ଠୀ ସଂଘର୍ଷ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବୁଡ୍ରୁକିଆ ଗ୍ରାମ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଦୀର୍ଘ ବର୍ଷର ବିବାଦ ଆଜି ଉଗ୍ରରୂପ ନେଇଛି । ଫଳରେ ବାଲିସୁଗା ଓ ମାଦିନାଟ ଗ୍ରାମବାସୀ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି । ଗୋଷ୍ଠୀ…