Latest Odisha News
Browsing Category

ଫିଚର

ଘୁଞ୍ଚିବନି ପଞ୍ଚାୟତ ନିର୍ବାଚନ : ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ବର : କରୋନା ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ବଢ଼ିଲାଣି ଚିନ୍ତା । ସଂକ୍ରମଣ ଭୟ ଥିବାରୁ ଏଭଳି ସ୍ଥିତିରେ ପଞ୍ଚାୟତ ନିର୍ବାଚନ ହେବ ନା ନାହିଁ ତାକୁ ନେଇ ପ୍ରଶ୍ନ ଉଠିଲାଣି । ତେବେ ଏଭଳି ଆଶଙ୍କା ଦେଖା ଦେଉଥିଲେ ବି ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବ । ଏନେଇ…

ଘୋଷଣା ହେଲା ରାଜ୍ୟ ବିଜେପିର କୋର କମିଟି

ଭୁବନେଶ୍ବର : ସଙ୍ଗଠନକୁ ସୁଦୃଢ଼ କରିବାକୁ ଘୋଷଣା ହୋଇଛି ରାଜ୍ୟ ବିଜେପିର କୋର କମିଟି । ପ୍ରଥମଥର ପାଇଁ ଦଳ ରାଜ୍ୟରେ ସଂଗଠନକୁ ପରିଚାଳନା ନିମନ୍ତେ ୧୫ ଜଣିଆ କୋର୍ ଟିମ ଗଠନ କରିଛି । ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଗଠିତ ଏହି କୋର୍ କମିଟିରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବରିଷ୍ଠ…

ଶେଷ ହେଲା ପ୍ରଥମ ପର୍ଯ୍ୟାୟ ସ୍କୁଲ ରୂପାନ୍ତର ପର୍ବ

ଭୁବନେଶ୍ବର : ଶେଷ ହେଲା ପ୍ରଥମ ପର୍ଯ୍ୟାୟ ସ୍କୁଲ ରୂପାନ୍ତର ପର୍ବ । ଅଗଷ୍ଟ ମାସରୁ ହିଞ୍ଜିଳିକାଟୁରୁ ଆରମ୍ଭ ହୋଇଥିବା 5T ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଲୋକାର୍ପଣ ପର୍ବ ଆଜି ଯାଜପୁର ବିରଜା ହାଇସ୍କୁଲରେ ଶେଷ ହୋଇଛି । ଛାତ୍ରଛାତ୍ରୀଙ୍କ ଚିତାକର୍ଷକ ସାଂସ୍କୃତିକ…

ସାବରମତୀ ଆଶ୍ରମରେ ସଲମାନ: ଗାନ୍ଧୀଙ୍କୁ ମନେ ପକାଇଲେ, ଅରଟରେ ସୂତା କାଟିଲେ

ମୁମ୍ବାଇ: ସଲମାନ ଖାଁ ତାଙ୍କ ଫିଲ୍ମ ଅନ୍ତିମ ଦି ଫାଇନାଲ ଟ୍ରୁଥଙ୍କୁ ସଫଳ କରାଇବା ପାଇଁ ଜୋରସୋରରେ ଉଦ୍ୟମ ଜାରୀ ରଖିଛନ୍ତି । ଏହି ଫିଲ୍ମ ବକ୍ସ ଅଫିସରେ ସେତେଟା ଆଖିଦୃଶିଆ ବ୍ୟବସାୟ କରି ନ ଥିବା ବେଳେ ସଲମାନ ଏହାର ପ୍ରଚାର ପାଇଁ ଗୁଜରାଟ ଯାଇଥିଲେ । ଏଥିରୁ ସମୟ ବାହାର କରି ସେ ସାବରମତୀ…

ଡରାଇଲାଣି ଓମିକ୍ରନ୍ ଭାଇରାସ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ବର : ବିଶ୍ବକୁ ଡରାଇଲାଣି ଓମିକ୍ରନ୍ ଭାଇରସ । ମାମଲା ବଢୁଥିବାରୁ ଏବେ ଦେଶରେ ନିଆଯାଇଛି ଆଗୁଆ ପଦକ୍ଷେପ । ଖାସ କରି ଓମିକ୍ରନ୍ ଭାଇରସକୁ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଛି ଉଚ୍ଚସ୍ତରୀୟ ବୈଠକ । ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ନଜର ରଖିବାକୁ…

ଓମିକ୍ରନ ଭାରିଆଣ୍ଟର ଫଟୋ ପ୍ରକାଶ, ଡେଲଟା ଭାରିଆଣ୍ଟ ଠାରୁ ଅଧିକ ଭୟଙ୍କର

ନୂଆଦିଲ୍ଲୀ : ଓମିକ୍ରନ ଭାରିଆଣ୍ଟକୁ ନେଇ ବଢ଼ିଲା ଚିନ୍ତା । ଲୋକଙ୍କ ମନରେ ଏହି ନୂଆ ଭାରିଆଣ୍ଟକୁ ନେଇ ଭୟ ଦେଖା ଦେଇଥିବା ବେଳେ, ଏବେ ଏହି ଭାରିଆଣ୍ଟର ପ୍ରକାଶ ପାଇଛି ଫଟୋ । ଏହା ଡେଲଟା ଭାରିଆଣ୍ଟ ଠାରୁ ଅଧିକ ଭୟଙ୍କର ବୋଲି ଜଣାପଡିଛି । ସେପଟେ ବର୍ତ୍ତମାନର ଟିକା ଓମିକ୍ରନକୁ ଆଂଶିକ…

ସ୍ପୋର୍ଟିଂ ୱିକେଟ ପ୍ରସ୍ତୁତ ନେଇ ଗ୍ରାଉଣ୍ଡଷ୍ଟାଫଙ୍କୁ ସମ୍ମାନିତ କଲେ ଦ୍ରାବିଡ

କାନପୁର: ଭାରତୀୟ କ୍ରିକେଟ ଦଳର କୋଚ ରାହୁଲ ଦ୍ରାବିଡ ଜଣେ ଭଲ ବ୍ୟକ୍ତି ଏବଂ ଖେଳାଳି ବୋଲି ପୁନର୍ବାର ପ୍ରମାଣିତ କରିଛନ୍ତି । କାନପୁରରେ ଖେଳାଯାଇଥିବା ପ୍ରଥମ କ୍ରିକେଟ ଟେଷ୍ଟ ପାଇଁ ସ୍ପୋର୍ଟିଂ ୱିକେଟ ପ୍ରସ୍ତୁତ କରିଥିବା ଗ୍ରାଉଣ୍ଡଷ୍ଟାଫଙ୍କୁ ସମ୍ମାନିତ କରିଛନ୍ତି ଦ୍ରାବିଡ । ସେ ୩୫,୦୦୦…

ଗିରଫ କଣ୍ଟ୍ରାକ୍ଟ କିଲର ସମ୍ପଦ ସାହୁକୁ ରିମାଣ୍ଡରେ ନେବ ପୋଲିସ

ଭୁବନେଶ୍ବର : ରିମାଣ୍ଡରେ ଯିବ ଗିରଫ କଣ୍ଟ୍ରାକ୍ଟ କିଲର ସମ୍ପଦ ସାହୁ । କଣ୍ଟ୍ରାକ୍ଟ କିଲର ସମ୍ପଦ ସାହୁକୁ ୫ ଦିନିଆ ରିମାଣ୍ଡରେ ନେବାକୁ ଏସଡିଜେଏମ୍ କୋର୍ଟରେ ଆବେଦନ କରିଛି ଭୁବନେଶ୍ବର ନୟାପଲ୍ଲୀ ଥାନା ପୋଲିସ । ଫେରାର ଅଭିଯୁକ୍ତ ଓ ସମ୍ପଦର ପୂରା ଅପରାଧିକ କାର୍ଯ୍ୟକଳାପ ବିଷୟରେ ଜାଣିବା…

ଟ୍ରାକ୍ଟର ବାଇକ ଧକ୍କାରେ ଜଳିଗଲା ବାଇକ, ଦୁଇ ମୃତ

କଳାହାଣ୍ଡି : ମର୍ମନ୍ତୁଦ ଦୁର୍ଘଟଣାରେ ନିମିଷକେ ଚାଲିଗଲା ଜୀବନ । ଟ୍ରାକ୍ଟରକୁ ଧକ୍କା ଦେଲା ବାଇକ । ଦୁଇ ବାଇକ ଆରୋହୀ ମୃତ ଜଣେ ଗୁରୁତର ।ଭବାନିପାଟଣା ପଟୁ ଥୁଆମୂଳ ରାମପୁର ଆଡେ ଯାଉଥିବା ବେଳେ ସାଇମନ୍ଦିର ନିକଟରେ ଟ୍ରାକ୍ଟରକୁ ପଛପଟୁ ବାଇକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ବାଇକଟି…

ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ମୃତ୍ୟୁ ଖବର ନେଇ ମୁହଁ ଖୋଲିଲେ ଝିଅ ମଲ୍ଲିକା

ନୂଆଦିଲ୍ଲୀ: ଜାତୀୟସ୍ତରର ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ମୃତ୍ୟୁ ଖବରକୁ ଗୁଜବ ବୋଲି କହିଛନ୍ତ ତାଙ୍କ ଝିଅ ମଲ୍ଲିକା ଦୁଆ । ମୋ ବାପା ବଂଚିଛନ୍ତି, ତାଙ୍କ ନାମରେ ଏ ଭଳି ମିଛ ଗୁଜବ ନ ଖେଳାଇବା ପାଇଁ ସେ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ, ବିନୋଦ ଦୁଆ, ତାଙ୍କ ପତ୍ନୀ ପଦ୍ମାବତୀ ଓ ଝିଅ…