Latest Odisha News

BREAKING NEWS

Browsing Category

ଫିଚର

ଆଜି ଓଡ଼ିଶାରୁ ୪୮୨୯ କରୋନା ପଜିଟିଭ୍, ୩ ଜିଲ୍ଲାରେ ଦ୍ରୁତ ବଢୁଛି

ଭୁବନେଶ୍ୱର: ରାଜ୍ୟରେ ୫ ହଜାର ମୁହାଁ ହୋଇଛି ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୮୨୯ ପଜିଟିଭ୍ । ୦-୧୮ ଭିତରେ ୪୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୨୮୨୩ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୦୦୬ଟି । ସଂକ୍ରମଣରେ ଚିନ୍ତା ବଢ଼ାଇଛନ୍ତି ୩ଟି ଜିଲ୍ଲା…

୫ ରାଜ୍ୟରେ ଟିକା ସାର୍ଟିଫିକେଟରେ ରହିବନି ପ୍ରଧାନମନ୍ତ୍ରୀଙ୍କ ଫଟୋ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ହେବାକୁ ଥିବା ୫ ରାଜ୍ୟରେ ଟିକା ସାର୍ଟିଫିକେଟରେ ରହିବନି ପ୍ରଧାନମନ୍ତ୍ରୀଙ୍କ ଫଟୋ । ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ଟିକା ନେବା ପରେ ସାର୍ଟିଫିକେଟରେ ଏଣିକି ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିବ ନାହିଁ । ଏହା ନିର୍ବାଚନ ଆଚରଣ ବିଧିର…

୧୧ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ଚିନ୍ତାରେ ଚାଷୀ

ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା ସମ୍ଭାବନା । ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଭିନ୍ନ ଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୧୦ତାରିଖରୁ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ ।…

ଆଜିଠୁ ଆରଡି ପୀଠରେ ୧୪୪ ଧାରା, ସର୍ବସାଧାରଣ ଦର୍ଶନ ବନ୍ଦ

ଭଦ୍ରକ: ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ କଟକଣା ବି ବଢୁଛି । ଆଜିଠୁ ଭଦ୍ରକ ଜିଲ୍ଲା ପ୍ରମୁଖ ଶୈବପୀଠ ବାବା ଆଖଣ୍ଡଳମଣୀଙ୍କ ପୀଠରେ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଆସନତା ୩୧ ତାରିଖ ଯାଏ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ…

ଡିସେମ୍ବର ୨୬କୁ ବୀର ବଲ ଦିବସ ଭାବେ ପାଳିବ ଦେଶ

ନୂଆଦିଲ୍ଲୀ : ଏଣିକି ପ୍ରତିବର୍ଷ ଡିସେମ୍ବର ୨୬ ତାରିଖକୁ ବୀର ବଲ ଦିବସ ଭାବେ ପାଳିବ ଦେଶ । ଆଜି ଗୁରୁ ଶ୍ରୀ ଗୁରୁ ଗୋବିନ୍ଦ ସିଂଙ୍କ ଜନ୍ମ ଜୟନ୍ତୀ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଗୁରୁ ଗୋବିନ୍ଦ ସିଂଙ୍କ…

ମକର ସଂକ୍ରାନ୍ତିରେ ବିଶ୍ବବ୍ୟାପୀ ଆୟୋଜିତ ହେବ ସୂର୍ଯ୍ୟ ନମସ୍କାର

ଭୁବନେଶ୍ବର : ମକର ସଂକ୍ରାନ୍ତି ଅବସରରେ ବିଶ୍ବବ୍ୟାପୀ ଆୟୋଜିତ ହେବ ସୂର୍ଯ୍ୟ ନମସ୍କାର । ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୭୫ ଲକ୍ଷ ଲୋକ ସାମିଲ ହେବେ । ଏହି ଦିନ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ । ଉତ୍ତମ ସ୍ବାସ୍ଥ୍ୟ, ଧନ ଓ…

ଯାତ୍ରୀବାହୀ ବସକୁ ଆକ୍ରମଣ କଲା ଦନ୍ତା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାରିପଦା : ଚଳନ୍ତା ଯାତ୍ରୀବାହୀ ବସ୍‌କୁ ଆକ୍ରମଣ କଲା ଦନ୍ତା । ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଛନ୍ତି ବସ୍‌ରେ ଥିବା ଯାତ୍ରୀ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବସକୁ ହାତୀର ଆକ୍ରମଣକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ…

ଏମ୍‌କେସିଏ କ୍ୟାରମ୍‌: ଗୌତମ ସିଙ୍ଗଲ୍ସ, ଦାଦୁ-ବାପି ଡବଲ୍ସ ଚାମ୍ପିୟନ

ଭୁବନେଶ୍ବର: ମାକାଳିଆଶନୀ କ୍ୟାରମ୍ ସଂଘ ଆନୁକୂଲ୍ୟରେ ଆୟୋଜିତ ଏମ୍‌କେସିଏ ନିଖିଳ ଓଡ଼ିଶା କ୍ୟାରମ୍ ପ୍ରତିଯୋଗିତା ରବିବାର ଉଦଯାପିତ ହୋଇଛି । ଏହି ତିନି ଦିନିଆ ପ୍ରତିଯୋଗିତାର ସିଙ୍ଗଲ୍ସରେ କଣାସର ଗୌତମପ୍ରସାଦ ଭୋଳ ଚାମ୍ପିୟନ ହୋଇଥିଲା ବେଳେ ଗଙ୍ଗା ଯମୁନା ପୁରୁଣା ଭୁବନେଶ୍ବରର…

ଭୁବନେଶ୍ବରର ପୁଣି ୬ଟି ଜାଗାରେ ଲାଗିଲା କଣ୍ଟେନମେଣ୍ଟ କଟକଣା

ଭୁବନେଶ୍ବର : ଚିନ୍ତା ବଢ଼ାଇଲା ମହାମାରୀ କରୋନା । ରାଜ୍ୟରେ ଏବେ ଉପରମୁହାଁ କରୋନା ସଂକ୍ରମଣ । ଆକ୍ରାନ୍ତ ସଂଖ୍ୟାରେ ଆଗରେ ରହିଛି ଖୋର୍ଦ୍ଧା । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ, ଏବେ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ କଟକଣା ଲାଗାଇଛି ବିଏମସି । ଆଜି ଆଉ ସ୍ଥାନକୁ କଣ୍ଟେନମେଣ୍ଟ…

ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟରେ ‘କଠିନ ବର୍ଜ୍ୟବସ୍ତୁ ପରିଚାଳନା’ ଉପରେ ହିତାଧିକାରୀ ପରାମର୍ଶ ବୈଠକ

ଭୁବନେଶ୍ବର : ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର, ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ଏବଂ ୟୁଏନଡିପି ସହଯୋଗରେ ‘କଠିନ ବର୍ଜ୍ୟବସ୍ତୁ ପରିଚାଳନା' ଉପରେ ଏକ ହିତାଧିକାରୀ ପରାମର୍ଶ ବୈଠକ ଆୟୋଜିତ ହୋଇଛି । ସମସ୍ତ ହିତାଧିକାରୀଙ୍କ ଠାରୁ କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ଥିବା ଆହ୍ବାନ ଏବଂ ସୁଯୋଗ…