Latest Odisha News

BREAKING NEWS

Browsing Category

ଫିଚର

କିଶୋରମାନେ କୋଭାକ୍ସିନ ଟିକା ନେବା ପରେ ନିଅନ୍ତୁ ନାହିଁ କୌଣସି ପେନକିଲର

ନୂଆଦିଲ୍ଲୀ : କିଶୋରମାନେ କୋଭାକ୍ସିନ ଟିକା ନେବା ପରେ ନିଅନ୍ତୁ ନାହିଁ କୌଣସି ପେନ୍ କିଲର । ଏଭଳି ପରାମର୍ଶ ଦେଇଛି ଭାରତ ବାୟୋଟେକ । ୧୫ରୁ ୧୮ ବର୍ଷ ବୟସ୍କ ପିଲାମାନଙ୍କୁ ବର୍ତ୍ତମାନ କୋଭାକ୍ସିନ ଦିଆଯାଉଛି । ହେଲେ ଅନେକ ଟିକାଦାନ କେନ୍ଦ୍ର ପକ୍ଷରୁ ପାରାସିଟାମଲ ୫୦୦ ମିଲିଗ୍ରାମ ଟାବଲେଟ…

ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପଶିଲେ ବିଜେପି କର୍ମୀ

ଭଦ୍ରକ : ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେତି ଉଗ୍ର ହୋଇଛି ବିଜେପି । ସଂରକ୍ଷଣ ବ୍ୟବସ୍ଥାକୁ ନେଇ ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ, ଆଜି ଭଦକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପଶିଛନ୍ତି ବିଜେପି କର୍ମୀ । ଜୋର ଜବରଦସ୍ତ…

କ୍ୟାପିଟାଲ ହସ୍ପିଟାଲରେ କରୋନା, ଜଣେ ଡ଼ାକ୍ତରଙ୍କ ସହ ୨ଜଣ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ଉପରମୁହାଁ ହୋଇଛି । ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ପଶିଲା କରୋନା । ଜଣେ ଡ଼ାକ୍ତରଙ୍କ ସହ ୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଅନ୍ୟ ଦୁଇଜଣଙ୍କ ମଧ୍ୟରେ ଜଣେ ମ୍ୟାନେଜର ଓ ଅନ୍ୟ ଜଣେ ଫାର୍ମାସିଷ୍ଟ । ସମସ୍ତଙ୍କୁ ସଙ୍ଗରୋଧରେ…

ରାଜ୍ୟରେ ଏଯାଏଁ ୨ଲକ୍ଷ ୬୪ହଜାର ୬୯୦ କିଶୋର ନେଲେଣି ଟିକା

ଭୁବନେଶ୍ୱର: ରାଜ୍ୟରେ ୧୫ରୁ ୧୮ବର୍ଷ ବୟସର କିଶୋରଙ୍କୁ ଟିକାକରଣ କରାଯାଉଛି । ଗତକାଲି ୧ହଜାର ୧୨୫ଟି ସ୍ୱତନ୍ତ୍ର କେନ୍ଦ୍ରରେ ଟିକାକରଣ ଚାଲିଥିଲା । ଗୋଟିଏ ଦିନରେ ୮୦ହଜାର ୯୨୭ଜଣ ଟିକା ନେଇଥିଲେ । ଏହାକୁ ମିଶାଇ ମୋଟ୍ ୨ ଲକ୍ଷ ୬୪ହଜାର ୬୯୦ ଡ଼ୋଜ୍ ଟିକା ଦିଆସରିଲାଣି । ଏ ସମ୍ପର୍କରେ ସୂଚନା…

ଟାଙ୍ଗୀ ଅଞ୍ଚଳରେ ୧୬ ଟିକିଆ ହାତୀପଲ ଆତଙ୍କ, ନଷ୍ଟ କଲେ ଫସଲ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଆତଙ୍କ ଖେଳାଉଛନ୍ତି ହାତୀ । ରାତି ହେଲେ ଗାଁ ମୁହାଁ ହେଉଛନ୍ତି ହାତୀପଲ । କାଲି ବିଳମ୍ବିତ ରାତିରେ ୧୬ ଟିକିଆ ହାତୀପଲ ଉଦୟଗିରି ଜଙ୍ଗଲରୁ ବାହାରି ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ରାତିରେ ହାତୀପଲ ଉପରେ ବନ ବିଭିଗ ଟିମ୍ ନଜର ରଖିଥିଲେ ।…

ଭିଏତନାମରୁ ଚୀନ ଆସିଥିବା ଡ୍ରାଗନ ଫଳରେ କରୋନା ଭାଇରସ

ବେଜିଂ:ଭିଏତନାମରୁ ଚୀନ ବଜାରକୁ ଆସିଥିବା ଡ୍ରାଗନ ଫଲରେ କରୋନା ଭାଇରସ ମିଳିଛି । ଏହି ଖବର ପ୍ରସାରିତ ହେବା ପରେ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରି ଦେଶର ସମସ୍ତ ସୁପରମାର୍କେଟକୁ ବନ୍ଦ କରି ଦିଆଯାଇଛି । ଖାଦ୍ୟ, ପଦାର୍ଥରୁ କରୋନା ବ୍ୟାପିବା ନେଇ କୌଣସି ପ୍ରମାଣ ମିଳି ନ ଥିବାରୁ…

କଟକରେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ କଟକ ସହର ପାଇଁ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଲୋକାର୍ପଣ କରିଛନ୍ତି।ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିବା ପାନୀୟ ଜଳ କାର୍ଯ୍ୟକ୍ରମ ଦ୍ବାରା କଟକ ସହରର ସବୁ ପରିବାର ୨୪ ଘଣ୍ଟିଆ ପାଇପ ପାଣିର…

ଆସନ୍ତା ୧୦ତାରିଖରୁ ବୟସ୍କ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ବୁଷ୍ଟର ଡୋଜ ଦିଆଯିବ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ଦେଶରେ ଓମିକ୍ରନ ଓ କରୋନା ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି । ଜିଲ୍ଲାରେ ମଧ୍ୟ ଓମିକ୍ରନ ଉପସ୍ଥିତି ଦେଖା ଦେଲାଣି ।ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ଟିକା କରଣ ଓ ସର୍ଭିଲାନ୍ସ ଜାରି ରହିଛି । ଆଇସିୟୁ ବେଡ୍ ବଢାଇବା ପାଇଁ ବ୍ୟବସ୍ଥା…

୨୦୨୨ ମହିଳା ବିଶ୍ୱକପ କ୍ରିକେଟ: ମିତାଲୀଙ୍କ ନେତୃତ୍ୱରେ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡରେ ହେବାକୁ ଥିବା ଆଇସିସି ମହିଳା ବିଶ୍ୱକପ କ୍ରିକେଟ ପାଇଁ ମିତାଲି ରାଜଙ୍କ ନେତୃତ୍ୱରେ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ହରମନପ୍ରୀତ କୌରଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ଜେମିମା ରୋଡ୍ରିଗ୍ୟୁସ, ଶିଖା ପାଣ୍ଡେ, ରାଧା ଯାଦବ ଓ ବେଦା…

ଭୁବନେଶ୍ୱରରେ ବଢୁଛି କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ୱର: ବଢୁଛି କରୋନା ସଂକ୍ରମଣ । ତାସହ ବଢୁଛି କଟକଣା । ଭୁବନେଶ୍ୱରରେ ଆଉ ୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ । ନୟାପଲ୍ଲୀ ଓ ଭୀମପୁରର ଗୋଟିଏ ଲେଖାଏ ସ୍ଥାନକୁ କଣ୍ଟେନମେଣ୍ଟ କରାଯାଇଛି । ସେହିପରି ଶ୍ରୀକ୍ଷେତ୍ର ବିହାରରେ ଦୁଇଟି ଅଞ୍ଚଳକୁ…