Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟରେ ବଢୁଛି କରୋନା କେସ୍: ଆଜି ୨୯୮ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ପାଖାପାଖି ତିନି ଶହ ହେଲାଣି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟାରା ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୯୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧୭୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୨୨ଟି । ୧୮ବର୍ଷ ଭିତରେ ଆଉ ୩୩…

ବୈଷ୍ଣୋ ଦେବୀ ମନ୍ଦିର ଦଳାଚକଟାରେ ମୃତାହତଙ୍କୁ ଅନୁକମ୍ପା ସହାୟତା ଘୋଷଣା

ନୂଆଦିଲ୍ଲୀ: ବୈଷ୍ଣୋ ଦେବୀ ମନ୍ଦିରରେ ଦଳାଚକଟା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ସହାୟତା ଘୋଷଣା କରିବା ସହ ସମବେଦନା ଜଣାଇଛନ୍ତି । ଆହତଙ୍କ ଦ୍ରୁତ ଆଶୁ ଆରୋଗ୍ୟ କାମନା କରିବା ସହ ସେମାନଙ୍କୁ ୫୦…

ବୈଷ୍ଣୋ ଦେବୀ ମନ୍ଦିରରେ ଦଳାଚକଟା, ୧୨ ମୃତ

କଶ୍ମୀର: ନୂଆବର୍ଷରେ ଅଘଟଣ । ବୈଷ୍ଣୋ ଦେବୀଙ୍କ ମନ୍ଦିରରେ ଦଳାଚକଟା । ଏଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ୧୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଭୋର୍ ୨ଟା ୪୫ ମିନିଟରେ ଜମ୍ମୁ କଶ୍ମୀରର ପ୍ରସିଦ୍ଧ ବୈଷ୍ଣୋ ଦେବୀ ମନ୍ଦିରରେ ଏହି ଦଳାଚକଟା ହୋଇଛି । ଆହତ ଭକ୍ତଙ୍କୁ ନିକଟସ୍ଥ…

କରୋନା ଭୟ ଭିତରେ ନୂଆବର୍ଷ ୨୦୨୨କୁ ସ୍ୱାଗତ କଲା ସାରା ବିଶ୍ୱ

ଭୁବନେଶ୍ୱର: ବଦଳିଗଲା କ୍ୟାଲେଣ୍ଡର । ବିଦାୟ ନେଇଛି ବର୍ଷ ୨୦୨୧ । ନୂଆ ଆଶା, ସମ୍ଭାବନା ନେଇ ଆସିଛି ନୂଆବର୍ଷ । ରାତି ୧୨ଟା ପରେ ୨୦୨୨କୁ ସ୍ୱାଗତ କରିଛି ସାରା ବିଶ୍ୱ । ଓମିକ୍ରନ୍ ସଂକଟ ଭିତରେ ନୂତନ ବର୍ଷକୁ କଟକଣା ଭିତରେ ସ୍ୱାଗତ କରାଯାଇଛି । ନୂଆବର୍ଷକୁ ସ୍ୱାଗତ କରିବା ପାଇଁ…

ଆସନ୍ତାକାଲି ‘ପଢ଼େ ଭାରତ’ ଅଭିଯାନର ଶୁଭାରମ୍ଭ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ବର : ଆସନ୍ତାକାଲି ୧୦୦ ଦିବସୀୟ ପଠନ ଅଭିଯାନ ‘ପଢ଼େ ଭାରତ'ର ଶୁଭାରମ୍ଭ କରିବେ କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୧୦୦ ଦିବସୀୟ ପଠନ ଅଭିଯାନ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ସ୍ତରରେ ଉନ୍ନତି ନିମନ୍ତେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ଏହା…

ପୁନୀତ ରାଜକୁମାରଙ୍କ ଶେଷ ଫିଲ୍ମର ଫାଷ୍ଟ ଲୁକ ପୋଷ୍ଟର ଜାରୀ

ବାଙ୍ଗାଲୋର: କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ମହାନ କଳାକାର ପୁନିତ ରାଜକୁମାରଙ୍କ ଶେଷ ଫିଲ୍ମର ଫାଷ୍ଟ ଲୁକ ପୋଷ୍ଟର ଆଜି ଜାରୀ କରାଯାଇଛି । ସ୍ୱର୍ଗତଃ ପୁନୀତଙ୍କ ଏହି ଫିଲ୍ମର ନାମ ଲକିମ୍ୟାନ ରଖାଯାଇଛି । ତାମିଲ ଫିଲ୍ମ ଓହ ମାୟ କଡାବୁଲେର ରିମେକ । ପ୍ରଥମେ ଏଥିରେ ପୁନୀତଙ୍କ ଛୋଟ କ୍ୟାମିଓ ରୋଲ…

ବିଦାୟୀ ଡିଜିପି ଅଭୟଙ୍କୁ ମିଳିଲା ନୂଆ ଦାୟିତ୍ବ

ଭୁବନେଶ୍ବର : ରାଜ୍ୟର ନୂଆ ପୋଲିସ ଡିଜି ଭାବେ ଦାୟିତ୍ବ ନେଇଛନ୍ତି ସୁନୀଲ ବଂଶଲ । ନୂଆ ଡିଜି ଭାବେ ସୁନୀଲ ବଂଶଲ ଦାୟିତ୍ବ ନେବା ପରେ ବିଦାୟୀ ଡିଜି ଅଭୟଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର । ଅଭୟଙ୍କୁ ନାର୍କୋଟିକ୍ସ ଡ୍ରଗ୍ସ ସମ୍ପର୍କିତ ରାଜ୍ୟ ଟାସ୍କ ଫୋର୍ସର ଅଧ୍ୟକ୍ଷ…

ପୂର୍ବ ଭାରତରେ କ୍ଲିନିକାଲ୍ ଟ୍ରାଏଲ୍ ପାଇଁ ଏମ୍‌ସ ଭୁବନେଶ୍ବର ମନୋନୀତ

ଭୁବନେଶ୍ବର : ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ପକ୍ଷରୁ ପୂର୍ବ ଭାରତରେ କ୍ଲିନିକାଲ୍ ପରୀକ୍ଷଣ ପାଇଁ ଏକ ବିକାଶନ୍ମୋଖୀ କେନ୍ଦ୍ର ଭାବରେ ଏମ୍‌ସ ଭୁବନେଶ୍ବରକୁ ମନୋନୀତ କରାଯାଇଛି । ଏନେଇ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରିବାକୁ ଆଇସିଏମଆର ପକ୍ଷରୁ ଏମ୍‌ସ…

ନୂଆ ପୋଲିସ ଡିଜିପି ଭାବେ ଦାୟିତ୍ୱ ନେଲେ ସୁନୀଲ ବଂଶଲ

କଟକ : ଓଡିଶା ପୋଲିସର ନୂତନ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ ସୁନୀଲ କୁମାର ବଂଶଲ । ଆଜି କଟକ ପୋଲିସ ମୁଖ୍ୟାଳୟରେ ବିଦାୟୀ ଡିଜି ଶ୍ରୀ ଅଭୟଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୮୭ ବ୍ୟାଚର ଓଡିଶା କ୍ୟାଡରର ଆଇପିଏସ ଅଫିସର ହେଉଛନ୍ତି ସୁନୀଲ ବଂଶଲ । ଆଜି ଡିଜିପି…

ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି

ଭୁବନେଶ୍ବର : ରାଜ୍ୟ ସରକରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨୮ ପ୍ରତିଶତରୁ ୩୧ ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ୦୧.୦୭.୨୦୨୧ରୁ ପିଛିଲା ଭାବରେ ଲାଗୁ ହେବ…