Latest Odisha News

BREAKING NEWS

Browsing Category

ଫିଚର

ଗର୍ବିତ କଲେ କଳାହାଣ୍ଡିର ପୁଅ, ପିଏମ୍ ୟୁବା ପାଇଁ ମନୋନୀତ ହେଲେ ଯୁବ ଗାଳ୍ପିକ ଡିଲେଶ୍ବର ରଣା

ଭବାନୀପାଟଣା : ସର୍ବଭାରତୀୟ ସ୍ତରରେ ଗର୍ବିତ କଲେ କଳାହାଣ୍ଡିର ପୁଅ । ପିଏମ୍ ୟୁବା ମେଣ୍ଟରସିପ୍ ଯୋଜନାରେ ମନୋନୀତ ହୋଇଛନ୍ତି କଳାହାଣ୍ଡିର ଉଦୀୟମାନ ଯୁବ ଲେଖକ ଡିଲେଶ୍ବର ରଣା । ଏହି ଯୋଜନାରେ ସେ ମାସିକ ୫୦ ହଜାର ଟଙ୍କା ଲେଖାଏଁ, ୬ ମାସ ମୋଟ ୩ ଲକ୍ଷ ଟଙ୍କା ପାଇବେ । ଏଥିସହ ତାଙ୍କ…

ବସ୍ ନା ଟ୍ରେନ୍ ? ବିଶ୍ୱର ପ୍ରଥମ “ଡୁଆଲ୍ ମୋଡ୍‌” ଗାଡି

ଭୁବନେଶ୍ୱର: ଅଗ୍ରଗତି କରୁଛି ସାରା ବିଶ୍ୱ । ପ୍ରତିଦିନ ସାମ୍ନାକୁ ଆସୁଛି ନୂଆନୂଆ ଉଦ୍ଭାବନ । ଖାସ କରି ଗାଡି ନିର୍ମାଣ କ୍ଷେତ୍ରରେ ଦେଖିବାକୁ ମିଳୁଛି ଭଳିକିଭଳି ପରିବର୍ତ୍ତନ । ଏହି ଧାରାରେ ଅତ୍ୟାଧୁନିକ ମାନସିକତା ରଖୁଥିବା ଜାପାନ ଆଣିଛି ବିଶ୍ୱର ପ୍ରଥମ ଡୁଆଲ୍ ମୋଡ୍ ଗାଡି । ଗତ…

କୋରାପୁଟ ବନଭାରତୀ କଲୋନୀରେ ଯୁବକଙ୍କୁ ହତ୍ୟା, ୨ ଅଟକ

କୋରାପୁଟ : କୋରାପୁଟ ସହର ବନଭାରତୀ କଲୋନୀରେ ଅଭାବନୀୟ ଘଟଣା । ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ମୃତକ ହେଲେ ସନ୍ୟାସୀ ପୂଜାରୀ । ସୂଚନା ଅନୁସାରେ, କୋରାପୁଟ ପରଜା ସାହିରେ ରହି ବସଷ୍ଟାଣ୍ଡରେ କୁଲି କାମ କରୁଥିଲେ ସନ୍ୟାସୀ ।…

୧୯ ବର୍ଷରୁ କମ ଏସିଆ କପ କ୍ରିକେଟ: ୮ ବର୍ଷ ପରେ ଭାରତକୁ ହରାଇଲା ପାକିସ୍ତାନ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ ଏସିଆ କପ କ୍ରିକେଟରେ ପାକିସ୍ତାନ ୨ ୱିକେଟରେ ଭାରତକୁ ପରାସ୍ତ କରିଛି । ଏଥିସହ ୮ ବର୍ଷ ପରେ ଭାରତକୁ ହରାଇବାରେ ପାକିସ୍ତାନ ସଫଳ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ଆରାଧ୍ୟା ଯାଦବଙ୍କ ୫୦ ରନ ସହାୟତାରେ ୨୩୭ ରନ କରିଥିଲା । ଜବାବରେ ପାକିସ୍ତାନ ମ୍ୟାଚର…

ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆ ବର୍ଗରୁ ୪୦ ପ୍ରତିଶତ ପ୍ରାର୍ଥୀ ଦିଆଯିବ : ବିଜେଡି

ଭୁବନେଶ୍ୱର : ତ୍ରୀସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପଛୁଆ ବର୍ଗଙ୍କୁ ୪୦ ପ୍ରତିଶତ ପ୍ରାର୍ଥୀ ଦିଆଯିବ ବୋଲି ବିଜେଡି କାର୍ଯ୍ୟକାରୀଣି ବୈଠକରେ ନିଷ୍ପତି ନିଆଯାଇଛି । ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆ ବର୍ଗଙ୍କୁ ପ୍ରାର୍ଥୀ ଦେବା ସଂକ୍ରାନ୍ତରେ ମୋହର ଲାଗିଛି ।…

୨୨ ବର୍ଷ ପରେ ଦେଖାଗଲା ଦୁର୍ଲଭ ପ୍ରଜାତିର ମାଛ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର କମନୱେଲଥ ସାଂଇଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ ଅର୍ଗାନାଇଜେସନ ୨୨ ବର୍ଷ ପରେ ଏକ ଦୁର୍ଲଭ ପ୍ରଜାତିର ମାଛର ସନ୍ଧାନ କରିଛି । ସମୁଦ୍ର ମଧ୍ୟରେ ହାତରେ ଏହି ମାଛ ଚାଲୁଥିବା ପରି ପହଁରିଥାଏ ସେଥିପାଇଁ ଏହାର ନାମ ପିଙ୍କ ହ୍ୟାଣ୍ଡଫିଶ ରହିଛି । ୨୨ ବର୍ଷ ତଳେ…

ଫିଲ୍ମ ‘୮୩’ରେ ରଣବୀରଙ୍କ ଅଭିନୟକୁ ପ୍ରଶଂସା କଲେ ବିରାଟ-ଅନୁଷ୍କା

ମୁମ୍ବାଇ : ରଣବୀର ସିଂ ଓ ଦୀପିକା ପାଦୁକୋନଙ୍କ ଷ୍ଟାରଫିଲ୍ମ '୮୩' ରିଲିଜ ହୋଇସାରିଛି । ଏହି ମୁଭିକୁ ଖୁବ୍ ତାରିଫ କରିଛନ୍ତି ବିରାଟ ଓ ଅନୁଷ୍କା  । ଏନେଇ ବିରାଟ ନିଜ ଟୁଇଟର ଆକାଉଣ୍ଟରେ ଫିଲ୍ମକୁ ନେଇ ନିଜର ଇମୋସନ୍ ସେୟାର କରିଛନ୍ତି । ବିରାଟ କହିଛନ୍ତି ଯେ ଭାରତୀୟ କ୍ରିକେଟ ପାଇଁ ଏହି…

ପ୍ରମାଣିତ ହେଲା, ପ୍ରେମର ଆଉ ଏକ ରୂପ କ୍ଷମା…

ପୁରୀ:ପ୍ରେମର ରୂପକୁ ଚିହ୍ନବା ସବୁଠାରୁ କଷ୍ଟକର ବ୍ୟାପାର । କ୍ଷମା ଯେ, ପ୍ରେମର ଆଉ ଏକ ରୂପ ତାହା ତୁର୍କୀରେ ଏକ ଘଟଣାରେ ପ୍ରମାଣିତ ହୋଇଛି । କାସିମ ଓଜେନ ନାମକ ଜଣେ ଯୁବକ ବେରାଫିନ ଓଜେକଙ୍କୁ ଏକତରଫା ପ୍ରେମ କରୁଥିଲେ । ବାରମ୍ବାର ବିଫଳ ହେବା ପରେ ଶେଷରେ ଯୁବକଜଣଙ୍କ ବେରାଫିନଙ୍କ ଉପରେ…

ଶେଷ ହେଲା ରେଡ୍, ଜବତ ହେଲା ୧୭୭ କୋଟିରୁ ଅଧିକ ଟଙ୍କା

କାନପୁର : ଦେଶର ସର୍ବବୃହତ ରେଡ୍ । ଶେଷ ହୋଇଛି ଦୀର୍ଘ ୩୬ ଘଣ୍ଟାର ମାରାଥନ କାଉଣ୍ଟିଂ ପ୍ରକ୍ରିୟା । ରେଡ୍ ପରେ ଜବତ ହୋଇଛି ୧୭୭ କୋଟି ୪୫ ଲକ୍ଷ ଟଙ୍କା । ଉତ୍ତରପ୍ରଦେଶ କାନପୁରର ଅତର ବ୍ୟବସାୟୀ ପୀୟୂଷ ଜୈନଙ୍କ ଘରେ ଜମା ଟଙ୍କାକୁ ଗଣିବା ଲାଗି ଚାଲିଥିବା ପ୍ରକ୍ରିୟା ଶେଷ ହୋଇଛି । ଆୟକର…

[ଭିଡିଓ] ବିରାଟ ଅଜଗର ଉଦ୍ଧାର

ସୁବର୍ଣ୍ଣପୁର : ଉଦ୍ଧାର ହେଲା ବିରାଟ ଅଜଗର । ସୁବର୍ଣ୍ଣପୁର ସହରର ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟ ନିକଟରୁ ଏକ ବିରାଟ ଅଜଗର ସାପକୁ ଉଦ୍ଧାର କରାଯାଇଛି । ବିଦ୍ୟାଳୟ ପାଖରେ ଜେସିବି ମେସିନ ଦ୍ୱାରା ମାଟି ଖୋଳାକାମ ଚାଲିଥିଲା । ଠିକ୍ ଏହି ସମୟରେ ପୁରୁଣା ଆମ୍ବଗଛଟିକୁ ଓପାଡିବା ସମୟରେ ଅଜଗର…