Latest Odisha News

BREAKING NEWS

Browsing Category

ଫିଚର

ଖ୍ରୀଷ୍ଟମାସ ଓ ନୂଆବର୍ଷକୁ ନେଇ କପିଳାସ ପୀଠରେ ୧୪୪ ଧାରା ଜାରି କଲା ପ୍ରଶାସନ

ଢେଙ୍କାନାଳ : ରାଜ୍ୟରେ ଏବେ ଓମିକ୍ରନ ଭୟ ଦେଖାଦେଇଛି । ପିକନିକ୍ ଋତୁ ହୋଇଥିବାରୁ କପିଳାସକୁ ବହୁ ଲୋକଙ୍କ ସମାଗମ ହୋଇଥାଏ । ଏନେଇ ଜିଲ୍ଲା ପ୍ରଶାସନ କପିଳାସ ପୀଠରେ ୧୪୪ ଧାରା ଜାରି କରିଛନ୍ତି । ଖ୍ରୀଷ୍ଟମାସ ଓ ନୂଆବର୍ଷକୁ ଦୃଷ୍ଟିରେ ରଖି ଏପରି କଟକଣା ଜାରି କରିଛି ପ୍ରଶାସନ । ରାଜ୍ୟରେ…

[ଭିଡିଓ] ମୟୂରଭଞ୍ଜର କ୍ୟାଥେଲିକ ଚର୍ଚ୍ଚରେ କଟକଣାରେ ବଡଦିନ ପାଳନ

ମୟୂରଭଞ୍ଜ : ଆଜି ପବିତ୍ର ବଡଦିନ । ଦେଶ ପାଳୁଛି ଖ୍ରୀଷ୍ଟମାସ ।ଏନେଇ ଉତ୍ସବ ମୁଖର ହୋଇଉଠିଛି ମୟୂରଭଞ୍ଜ ଜିଲ୍ଲାର କୃଷ୍ଣଚନ୍ଦ୍ରପୁରର ଥିବା କ୍ୟାଥେଲିକ ଚର୍ଚ୍ଚ । ରାତିରୁ ଧରା ପୃଷ୍ଟକୁ ଅବରତରଣ କରିସାରିଛନ୍ତି ଯୀଶୁ ।ଏଥର କୋଭିଡ କଟକଣା ମଧ୍ୟରେ ମହା ନିରାଡମ୍ବର ଭାବେ ପାଳିତ ହେଉଛି ବଡଦିନ…

ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ । ଏନେଇ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ଅଟଳ ବିହାରୀ ବାଜପେୟୀଙ୍କ ସମାଧି ସ୍ଥଳରେ ପହଁଞ୍ଚିବା ପରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ…

କରୋନା ପରେ ଲାଇଫ୍ ସପୋର୍ଟରେ ୬୫ ଦିନ, ଫୁସଫୁସ ପ୍ରତିରୋପଣ ନକରି ସୁସ୍ଥ ହେଲା ନାବାଳକ

ହାଇଦ୍ରାବାଦ: କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । ଆୟୁଷ ଥିଲେ ଯମ ବି କିଛି କରି ପାରିବ ନାହିଁ ବୋଲି କୁହାଯାଏ । ଏକଥାର ଯଥାର୍ଥତା ଦେଖିବାକୁ ମିଳିଛି ହାଇଦ୍ରାବାଦରେ । ଜଣେ ୧୨ ବର୍ଷର ବାଳକ କରୋନା ସଂକ୍ରମିତ ହେବା ପରେ ୬୫ ଦିନ ଲାଇଫ ସପୋର୍ଟରେ ଥିଲେ । ଫୁସଫୁସ…

ଭାରତରେ ୨-୩ ସପ୍ତାହରେ ୧୦୦୦ ଛୁଇଁବ ଓମିକ୍ରନ୍ କେସ୍, ଦୁଇ ମାସରେ ୧୦ ଲକ୍ଷ ଟପିଯିବ !

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ କେସ୍ ବଢୁଛି । ୧୭ ରାଜ୍ୟରୁ ଚିହ୍ନଟ ହେଲେଣି ୪୧୫ ଆକ୍ରାନ୍ତ । ଆଗାମୀ ୨-୩ ସପ୍ତାହରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଛୁଇଁପାରେ । ପରବର୍ତ୍ତୀ ଦୁଇ ମାସରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ହୋଇପାରେ । ଏଭଳି ଆଶଙ୍କା କରିଛନ୍ତି କେରଳର କୋଭିଡ୍…

ଏନକାଉଣ୍ଟରରେ ଟଳିଲେ ୨ ଆତଙ୍କୀ

କଶ୍ମୀର: ଜମ୍ମୁ କଶ୍ମୀରର ସୋପିଆନରେ ଏନକାଉଣ୍ଟର । ସୁରକ୍ଷାକର୍ମୀ ଗୁଳିରେ ଟଳିଲେ ଦୁଇ ଜଣ ଆତଙ୍କବାଦୀ । ସୋପିଆନର ଚୌଗାମ୍ ଅଞ୍ଚଳରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ବେଶ୍ କିଛି ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଚାଲିଥିଲା ଗୁଳି ବିନିମୟ । ନିହତ ଦୁଇ ଆତଙ୍କୀଙ୍କ ପରିଚୟ…

ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୧୫, ସୁସ୍ଥ ହେଲେଣି ୧୧୫

ନୂଆଦିଲ୍ଲୀ: ଦେଶରେ ମାଡୁଛି ଓମିକ୍ରନ୍ । ସଂକ୍ରମିତଙ୍କ ସଂଖ୍ୟା ବଢଛି । ବର୍ତ୍ତମାନ ସୁଦ୍ଧା ୧୭ ରାଜ୍ୟରୁ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେଲେଣି । ଦେଶରେ ନୂଆ ଭାରିଆଣ୍ଟ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ୪୧୫କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା…

କଟକଣାରେ ପରିବର୍ତ୍ତନ, ଡିସେମ୍ବର ୨୫ ଓ ଡିସେମ୍ବର ୩୧ରୁ ଜାନୁଆରୀ ୨ ଯାଏଁ କଟକଣା

ଭୁବନେଶ୍ବର : ବଡ଼ଦିନ ଓ ନୂଆବର୍ଷ କଟକଣାରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଖ୍ରୀଷ୍ଟମାସରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ଲାଗୁ ହୋଇଥିବା ବେଳେ ଏଥିରେ ପୁଣି ଥରେ ପରିବର୍ତ୍ତନ କରାଯାଇଛି । ନୂଆ ଗାଇଡ଼ଲାଇନରେ ଅନୁସାରେ, ଡିକେବଳ ଖ୍ରୀଷ୍ଟମାସ ଓ ଜାନୁଆରୀ ୨ ପର୍ଯ୍ୟନ୍ତ…

ଗୋଆ ସହ ମ୍ୟାଚ ଡ୍ର ରଖିଲା ଓଡିଶା ଏଫସି

ଭୁବନେଶ୍ୱର: ଓଡିଶା ଏଫସି ଓ ଏଫସି ଗୋଆ ମଧ୍ୟରେ ଗୋଆର ତିଳକମୈଦାନ ଷ୍ଟାଡିୟମରେ ଅନୁଷ୍ଠିତ ଆଇଏସଏଲ ଫୁଟବଲର ଏକ ରୋମାଂଚକର ମୁକାବିଲା ୧-୧ରେ ଡ୍ର ରହିଛି । ସମ୍ପୂର୍ଣ୍ଣ ମ୍ୟାଚ ସଂଘର୍ଷପୂର୍ଣ୍ଣ ରହିଥିଲା । ମ୍ୟାଚର ୪୨ତମ ମିନିଟରେ ଇଭାନ ଗାରିଡୋ ଗୋଞ୍ଜାଲେଜ ଗୋଆ ପକ୍ଷରୁ ଏକମାତ୍ର ଗୋଲଟି…

ଲୋକାର୍ପିତ ହେଲା ଓଟିଡିସିର ‘ଉତ୍କଳ ଅରୋମା’ ଓ ‘ବେକଡ୍ ବୋନଞ୍ଜା’

ଭୁବନେଶ୍ବର : ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ଭୁବନେଶ୍ବର ପାନ୍ଥନିବାସ ପରିସରରେ ଲୋକାର୍ପିତ ହୋଇଛି ଓଡ଼ିଆ ପାରମ୍ପରିକ ଖାଦ୍ୟର ରେଷ୍ଟୁରାଣ୍ଟ ‘ଉତ୍କଳ ଅରୋମା’ ଏବଂ ନିଜସ୍ବ କେକ୍ ଓ ବିସ୍କୁଟ ଆଦି ପ୍ରସ୍ତୁତ ନିମନ୍ତେ ‘ବେକଡ୍ ବୋନଞ୍ଜା’ ୟୁନିଟ୍ । ଏହାସହ ଭୁବନେଶ୍ବର…