Latest Odisha News

BREAKING NEWS

Browsing Category

ଫିଚର

୫ ମହାନଗର ନିଗମରେ ବସ୍ତିବାସିନ୍ଦାଙ୍କୁ ଜାଗା ମିଶନରେ ମିଳିବ ଘର

ଭୁବନେଶ୍ୱର: ଜାଗା ମିଶନର ଏଣିକି ରାଜ୍ୟର ୫ଟି ମହାନଗର ନିଗମରେ ବସ୍ତି ବାସିନ୍ଦାଙ୍କ ମିଳିବ ଘର। ଏସମ୍ପର୍କିତ ପ୍ରସ୍ତାବରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍।  ୫ଟି ମହାନଗର ନିଗମ ଅଧିନରେ ୯୩୮ ଗୋଟି ବସ୍ତିରେ ବସବାସ କରୁଥିବା ଲୋକଙ୍କ ଲାଗି ଜାଗା ମିସନ୍ ଯୋଜନା କାର୍ଯ୍ୟକାରୀ କରାଯିବା…

ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷକ ଓ ଅଧ୍ୟାପକଙ୍କୁ ସପ୍ତମ ବେତନ କମିଶନ ହାରରେ ମିଳିବ ଦରମା

ଭୁବନେଶ୍ୱର: ଶିକ୍ଷକମାନଙ୍କ ପାଇଁ ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି। ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ ଅଧ୍ୟାପକଙ୍କୁ ସପ୍ତମ ବେତନ କମିଶନ ହାରରେ ଦରମା ଦିଆଯିବ। ଏସମ୍ପର୍କିତ ପ୍ରସ୍ତାବ ଉପରେ ମୋହର ମାରିଛି କ୍ୟାବିନେଟ୍। ଉଭୟ ଶିକ୍ଷକ ଓ ଅଣ ଶିକ୍ଷକ…

[ଭିଡିଓ] ମାଲକାନଗିରିରେ ମାଟି ତଳୁ ବିପୁଳ ପରିମାଣର ଔଷଧ, ବିସ୍ପୋରକ ଓ ମାଓ ସାମଗ୍ରୀ ଜବତ

ମାଲକାନଗିରି : ପୁଣି ମାଲକାନଗିରି ପୋଲିସକୁ ସଫଳତା । ମାଟି ତଳୁ ମିଳିଲା ବିପୁଳ ପରିମାଣର ମାଓ ସାମଗ୍ରୀ । ଯବାନମାନେ ବିପୁଳ ପରିମାଣର ଔଷଧ ସହ ବିସ୍ପୋରକ ସାମଗ୍ରୀ ଉଦ୍ଧାର କରିଛନ୍ତି । ଯାହା ମଧ୍ୟରେ ୬ ଟି ଟିଫିନ୍ ବୋମା , ୨ ଟି ପ୍ରେସର ଆଇଡି , ୨ ଟି ଏମ ଏମ ବଲ ଆମୁନେଓ , ଗୋଟିଏ ଇନଶାସ…

କୌଣସି ଦ୍ୱନ୍ଦ ନାହିଁ, ଆସନ୍ତା ୩ ତାରିଖରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ

ଭୁବନେଶ୍ୱର: ଓମିକ୍ରନ ସଂକ୍ରମଣ ଆଶଙ୍କା ଭିତରେ ଖୋଲୁଛି ସ୍କୁଲ । କୌଣସି ଦ୍ୱନ୍ଦ ରଖିବାର କିଛି କାରଣ ନାହିଁ । ଆସନ୍ତା ୩ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବାର ନିଷ୍ପତ୍ତି ହୋଇସାରିଛି । ସେହି ଅନୁସାରେ ଏସଓପି ଜାରି ସରିଛି । ଏନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର…

ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟରରେ ପୁଣି ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଗୁରୁବାର ଗତରାତିରେ ଶ୍ରୀନଗର ଉପକଣ୍ଠରେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ ପୋଲିସ ସୂଚନା ଦେଇଛି । ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଚଳିତ ମାସ ପ୍ରାରମ୍ଭରେ ପୋଲିସ ବସ ଉପରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିଲେ । ପନ୍ଥାଚୌକରେ…

ଆଶେସ ସିରିଜରେ ପଂହଚିଲା କରୋନା

ମେଲବୋର୍ଣ୍ଣ: ଆଶେସ ସିରିଜରେ ପଂହଚିଲା କରୋନା । ୪ର୍ଥ ଟେଷ୍ଟ ଠିକ ପୂର୍ବରୁ ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଟ୍ରେଭିସ ହେଡ କରୋନା କବଳରେ ପଡିଛନ୍ତି । ତାଙ୍କ ସ୍ଥ୍‌ାନରେ ଉସମାନ ଖ୍ୱାଜାଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇପାରେ । ସେ ୨୦୧୯ ପରଠାରୁ କୌଣସି ଟେଷ୍ଟ ମ୍ୟାଚ ଖେଳି…

ରାଜ୍ୟରେ ପୁଣି ଆଉ ୨ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହାର ଦିନକୁ ଦିନ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୨୮ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ଆଜି ଦୁଇ ଜଣ ସଂକ୍ରମିତଙ୍କ ମୃତ୍ୟ ହୋଇଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୬୦କୁ ବୃଦ୍ଧି ପାଇଛି । ମୃତକ ଦୁଇଜଣ…

ବୟାନରେ ବୋମା ପକାଇଲେ ରଘୁରାଜ, ଜେଏନୟୁରେ ଚାଲିଛି ସେକ୍ସ ସ୍କାଣ୍ଡାଲ

ଅଲିଗଡ: ଉତରପ୍ରଦେଶର ରାଜ୍ୟମନ୍ତ୍ରୀ ତଥା ବିଜେପିର ବଡ ନେତା ରଘୁରାଜ ସିଂ ଆଜି ବିବାଦୀୟ ବୟାନ ବୋମା ପକାଇଛନ୍ତି । ସେ କହିଛନ୍ତି ଜବାହାର ଲାଲ ନେହେରୁ ୟୁନିଭରସିଟିରେ ସେକ୍ସ ସ୍କାଣ୍ଡାଲ ଚାଲୁଛି । ରାହୁଲ ଗାନ୍ଧୀ, କଂଗ୍ରେସର ବଡ ନେତାଙ୍କ ସମେତ ଦୀପିକା ପାଦୁକୋନ ବି ସେଠାକୁ ଯାଆନ୍ତି ।…

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ,୨ ଗିରଫ

କନ୍ଧମାଳ :ଉଦ୍ଧାର ହେଲା ଜୀବନ୍ତ ବଜ୍ରକାପ୍ତା । ଦୁଇ ଜଣ ଅଭିଯୁକ୍ତ ଗିରଫ । କନ୍ଧମାଳ ଜିଲ୍ଲା କୋଟଗଡ ବନାଞ୍ଚଳରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି । ବନ ବିଭାଗ ଟିମ୍ ଚୋରା ଚାଲଣକାରୀଙ୍କ ନିକଟରୁ ବଜ୍ରକାପ୍ତା ଉଦ୍ଧାର କରିଛନ୍ତି । ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କ ମିଳିତ ଉଦ୍ୟମରେ…

ଗତ ୨୪ଘଣ୍ଟାରେ ରାଜ୍ୟରେ ୨୨୮ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: କରୋନା ସଂକ୍ରମଣ ଦିନକୁ ଦିନ ଉପରମୁହାଁ ହେଉଛି । ଗତ ୨୪ଘଣ୍ଟା ଭିତରେ ରାଜ୍ୟରେ ୨୨୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୩୧ଜଣ ସଙ୍ଗରୋଧରୁ ଓ ସ୍ଥାନୀୟ ସଂକ୍ରମଣରୁ ୯୭ଜଣ ଆକ୍ଟିଭ୍ କେସ୍ ରହିଛନ୍ତି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୩୨ଜଣ କରୋନା ପଜିଟିଭ୍…