Latest Odisha News

BREAKING NEWS

Browsing Category

ଫିଚର

ଆଜିଠାରୁ ୩ଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ: ରାତି ପାହିଲେ ନୂଆବର୍ଷ । ନୂଆବର୍ଷରେ ମନ୍ଦିର ଓ ପର୍ଯ୍ୟଟନସ୍ଥଳୀମାନଙ୍କରେ ଜମିଥାଏ ଲୋକଙ୍କ ଭିଡ଼ । ହେଲେ ଏହା ମଧ୍ୟରେ ରହିଛି କରୋନା ସଂକ୍ରମଣର ଭୟ । ରାଜ୍ୟରେ ଓମିକ୍ରନ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି…

ଦେଶରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ! ୫୨ବର୍ଷୀୟ ବ୍ୟକ୍ତି ନାଇଜେରିଆ ଫେରନ୍ତା

ଦିଲ୍ଲୀ: ଓମିକ୍ରନ ଭାରିଏଣ୍ଟ ନିଜ କାୟା ବିସ୍ତାର କରି ଚାଲିଛି । ଏହି ମଧ୍ୟରେ ଭାରତରେ ଓମିକ୍ରନରେ ପ୍ରଥମ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜନସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ, ମହାରାଷ୍ଟ୍ରର ପିମ୍ପରୀ ଚିଞ୍ଚୱାଡ଼ା ପୌର ନିଗମର ଜଣେ ୫୨ବର୍ଷୀୟ ବ୍ୟକ୍ତିଙ୍କ ହୃଦଘାତରେ ମୃତ୍ୟୁ ହୋଇଛି ।…

ଆଜିଠୁ ବଦଳିବ ପାଗ, ପୁଣି ଫେରିବ ଶୀତ

ଭୁବନେଶ୍ୱର: ପୁଣି ଫେରିବ ଶୀତ । ଆଜିଠୁ ରାଜ୍ୟରେ ବଦଳିବ ପାଗ । ଥଣ୍ଡା କମିଥିବାରୁ କିଛିଦିନ ଲୋକେ ଆଶ୍ୱସ୍ତି ଥିଲେ । ନୂଆବର୍ଷରୁ ପୁଣି ଲେଉଟିବ ହାଡ଼ଭଙ୍ଗା ଶୀତ । ରାଜ୍ୟକୁ ଶୀତ ଫେରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଘନ କୁହୁଡ଼ି ଦେଖାହେବ । ଓଡ଼ିଶାକୁ ଆସୁଥିବା…

ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଦିନ ୧୨ଟା ୩୦ରେ ଭର୍ଚୁଆଲ ମାଧ୍ୟମରେ ବୈଠକ କରାଯିବ ବୋଲି ଜଣାପଡ଼ିଛି । ଆଗକୁ ପଞ୍ଚାୟତ ନିର୍ବାଚନ ରହିଛି । ଏହି ସମୟରେ ବୈଠକ ବସୁଥିବାରୁ ନୂଆ ବର୍ଷ ଓ ପଞ୍ଚାୟତ…

ଓଡିଶା କ୍ରୀଡା ୨୦୨୧: ଗୌରବାନ୍ୱିତ କଲେ ବୀରେନ୍ଦ୍ର, ଅମିତଙ୍କଠାରୁ ଆରମ୍ଭ କରି ପ୍ରମୋଦ, ଋତାପର୍ଣ୍ଣା

ପୁରୀ: ଆଉ ଦିନକ ପରେ ୨୦୨୧ ବିଦାୟ ନେଇଯିବ । ମୋଟାମୋଟି ଭାବେ ଦେଖିବାକୁ ଗଲେ ଏ ବର୍ଷ ଓଡିଶା କ୍ରୀଡାର ଏକ ସଫଳ ବର୍ଷ କହିଲେ ଭୁଲ ହେବନି । ଅଲିମ୍ପିକ ପଦକ ଖାତାରେ ନାମ ଯୋଡି ହେବାଠାରୁ ଆରମ୍ଭ କରି ଅନେକ କିଛି ଘଟିଯାଇଛି, ଯାହା କି ଆମକୁ ଗୌରବାନ୍ୱିତ କରିଛି । କ୍ରିକେଟ, ଦୂତି ଚାନ୍ଦ ଆଶା…

ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟକୁ ଲୋକପ୍ରିୟ କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ‘ମିଲେଟ୍ ଅନ୍ ହ୍ୱିଲ୍ସ’

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ମାଣ୍ଡିଆ ଏବଂ ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ପୁଷ୍ଟିକର ଜଳଖିଆକୁ ଲୋକପ୍ରିୟ କରିବା ପାଇଁ ‘ମିଲେଟ୍ ଅନ୍ ହ୍ୱିଲ୍ସ’ ବ୍ୟବସ୍ଥା ଆରମ୍ଭ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଦୁଇଟି ସ୍ବତନ୍ତ୍ର ଗାଡ଼ି ମାଧ୍ୟମରେ ନୂଆଗାଁ ଏବଂ କୁତ୍ରା ବ୍ଲକର ବିଭିନ୍ନ ହାଟ,…

ଜାନୁଆରୀ ମାସ ପାଇଁ ରାଜ୍ୟ ସରକାର ଜାରି କଲେ ଗାଇଡଲାଇନ୍

ଭୁବନେଶ୍ବର : ଜାନୁଆରୀ ମାସ ପାଇଁ ଜାରି ହେଲା ଗାଇଡଲାଇନ୍ । ଓମିକ୍ରନ ସଂକ୍ରମଣକୁ ନଜରରେ ରଖି ଏଥର ଗାଇଡଲାଇନରେ କିଛିଟା ପରିବର୍ତ୍ତନ କରିଛନ୍ତି । ପୂର୍ବ ମାସ ଭଳି ସମସ୍ତ ସହରାଞ୍ଚଳରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ ।…

ମୁମ୍ବାଇରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣ ଧମକ

ମୁମ୍ବାଇ: ଖଲିସ୍ତାନୀ ଆତଙ୍କବାଦୀ ମୁମ୍ବାଇରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ କରିବା ଲକ୍ଷ୍ୟରେ ରହିଛନ୍ତି । ଡିସେମ୍ବର ୩୧ ରାତିରେ ଏହି ଆକ୍ରମଣ କରାଯିବ ବୋଲି ଧମକ ମିଳିବା ପରେ ମୁମ୍ବାଇ ପୋଲିସ ହାଇ ଆଲର୍ଟରେ ରହିଛି । ଏପରିକି ସମସ୍ତ ପୋଲିସ ଛୁଟି ବାତିଲ କରାଯାଇଛି । ସହରର ପ୍ରମୁଖ…

ଅହିରାଜର ହାଡକୁ ଯୋଡିବାରେ ସଫଳ ହେଲା ଓୟୁଏଟି ଭେଟେନାରୀ କଲେଜର ସର୍ଜରୀ ବିଭାଗ

ଭୁବନେଶ୍ୱର : ଅହିରାଜର ହାଡକୁ ଯୋଡିବାରେ ସଫଳ ହେଲା ଓୟୁଏଟି ଭେଟେନାରୀ କଲେଜର ସର୍ଜରୀ ବିଭାଗ । ଅହିରାଜର ହାଡ଼କୁ ଯୋଡିବା ପାଇଁ ଓୟୁଏଟି ସ୍ଥିତ ଭେଟେରିନାରୀ କଲେଜର ସର୍ଜରୀ ବିଭାଗର ପ୍ରଫେସର ଡାକ୍ତର ଇନ୍ଦ୍ରମଣୀ ନାଥ ଏବଂ ତାଙ୍କର ଟିମ ମିଶି ସଫଳତାର ଅହିରାଜ ସାପର ପ୍ଲାଷ୍ଟର୍ କରିଥିଲେ ।…

ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର : ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିଶୋର ମହାନ୍ତିଙ୍କ ବିୟୋଗରେ ସେ ଗଭୀର ଭାବରେ ମର୍ମାହତ ହୋଇଛନ୍ତି ବୋଲି କହିଛନ୍ତି ଶୋକ ବାର୍ତ୍ତାରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ ଜଣେ ଜନପ୍ରିୟ…