Latest Odisha News

BREAKING NEWS

Browsing Category

ଫିଚର

ମମିତା ହତ୍ୟା ମମଲା: ବିଜେପି ପକ୍ଷରୁ ବିଭିନ୍ନ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡୁଛି । ଏହି ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବିରେ ବିଜେପି ବିଭିନ୍ନ ଜିଲ୍ଲାରେ ସିରିଜ୍ ବନ୍ଦ ପାଳନ କରୁଛି । ଆଜି ବୌଦ୍ଧ, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ…

୨୨ ଦିନ ପରେ ଆଜି ମୁକୁଳିବେ ଆର୍ୟନ୍, ପୁଅକୁ ଆଣିବାକୁ ଜେଲ୍ ଗଲେ ଶାହାରୁଖ

ମୁମ୍ବାଇ: ଆଜି ଜେଲରୁ ବାହାରି ପାରନ୍ତି ଜୁନିଅର୍ କିଙ୍ଗ ଖାନ୍ । ୨୨ ଦିନ ପରେ ମୁମ୍ବାଇ ଆର୍ଥର ରୋଡ୍ ଜେଲରୁ ମୁକୁଳିଲେ ଆର୍ୟନ୍ ଖାନ୍ । ଦିନ ୧୦ଟାରେ ସେ ମୁକୁଳି ପାରନ୍ତି । ଜେଲର ଜାମିନ ବାକ୍ସରେ ରିଲିଜ ଅର୍ଡର ଦିଆଯାଇଛି । ଅର୍ଥାତ୍ ଏବେ ଆର୍ୟନଙ୍କର ଜେଲରୁ ମୁକୁଳିବା ପ୍ରକ୍ରିୟା ଆରମ୍ଭ…

ଡିଆରଡିଓ ଏବଂ ଭାରତୀୟ ବାୟୁସେନା ପକ୍ଷରୁ ଦୂରଗାମୀ ବୋମାର ସଫଳ ପରୀକ୍ଷଣ

ଭୁବନେଶ୍ବର : ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଓ ଭାରତୀୟ ବାୟୁସେନା ପକ୍ଷରୁ ଦୂରଗାମୀ ବୋମାର ସଫଳ ପରୀକ୍ଷଣ ହୋଇଛି । ଭାରତରେ ନିର୍ମିତ ଦୂରଗାମୀ ବୋମାକୁ ଆକାଶମାର୍ଗରେ ସଫଳତାର ସହ ପରୀକ୍ଷଣ କରାଯାଇଛି । ଏହି ଦୂରଗାମୀ ବୋମା ଭାରତୀୟ ବାୟୁସେନାର ବିମାନରୁ ନିକ୍ଷେପ…

ହିନ୍ଦୁ ଦେବୀ-ଦେବତାଙ୍କ ଆପତିଜନ କଂଟେଟ ହଟାଇବା ପାଇଁ ଟ୍ୱିଟରକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଟ୍ୱିଟରକୁ ହିନ୍ଦୁ ଦେବୀ-ଦେବତାଙ୍କୁ ନେଇ ପ୍ରକାଶ ପାଇଥିବା ଆପତିଜନକ କଂଟେଟ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୋସିଆଲ ମିଡିଆ ଲୋକଙ୍କ ଭାବନାକୁ ସମ୍ମାନ ଦେବା ଉଚିତ । କାହାର ଭାବନାକୁ ଆହତ କରିବା ପରି ପୋଷ୍ଟକୁ ପ୍ରଶୟ ଦିଆଯିବା ଉଚିତ ନୁହେଁ…

ଉତ୍କଳ ହସପିଟାଲ ପକ୍ଷରୁ ‘ଷ୍ଟ୍ରୋକ୍ ହେଲ୍ପଲାଇନ୍, ଷ୍ଟ୍ରୋକ୍ ପାଥଓ୍ବେ ଓ କୋଡ୍ ଷ୍ଟ୍ରୋକ’ର ଶୁଭାରମ୍ଭ

ଭୁବନେଶ୍ବର : ଷ୍ଟ୍ରୋକ୍ ରୋଗୀଙ୍କ ପାଇଁ ଉତ୍କଳ ହସପିଟାଲ ପକ୍ଷରୁ ଆରମ୍ଭ ହୋଇଛି ଅତ୍ୟାଧୁନିକ ସୁବିଧା । ‘ଷ୍ଟ୍ରୋକ୍ ହେଲ୍ପଲାଇନ୍, ଷ୍ଟ୍ରୋକ୍ ପାଥଓ୍ବେ ଓ କୋଡ୍ ଷ୍ଟ୍ରୋକ’ର ସୁବିଧାକୁ ଜନସାଧାରଣଙ୍କ ପାଇଁ ଉତ୍ସର୍ଗ କରାଯାଇଛି । ଯାହାଦ୍ବାରା ଷ୍ଟ୍ରୋକ୍ ରୋଗୀଙ୍କୁ ସଠିକ୍ ସମୟରେ…

ସଚିନଙ୍କଠାରୁ ଭାରତ ରତ୍ନ ସମ୍ମାନ ଫେରାଇ ନେବା ପାଇଁ ଦାବୀ ଜୋର ଧରିଲା, ରାଷ୍ଟ୍ରପତିଙ୍କୁ ପତ୍ର

ରାୟପୁର: କ୍ରିକେଟର ସଚିନ ତେନ୍ଦୁଲକରଙ୍କଠାରୁ ଭାରତ ରତ୍ନ ସମ୍ମାନ ଫେରାଇ ନେବା ପାଇଁ ଦାବୀ ଜୋର ଧରିଛି । ଶୁକ୍ରବାର ରାୟପୁର ଆରଏଭି ଲିଗାଲ ଫାର୍ମ ଏ ନେଇ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଛନ୍ତି । କଂଗ୍ରେସ ରାଜ୍ୟସଭା ସାଂସଦ ବିବେକ ତନଖାଙ୍କ ପୁତ୍ର ଏହି ଫାର୍ମର ମାଲିକ । ଉକ୍ତ ଫାର୍ମ ଦାବୀ…

ଦୀପାବଳି ଠାରୁ ବଜାରରେ ଉପଲବ୍ଧ ହେବ ଜିଓ ଫୋନ୍ ନେକ୍ସଟ

ଭୁବନେଶ୍ବର : ଦୀପାବଳି ଠାରୁ ଭାରତୀୟ ବଜାରରେ ଉପଲବ୍ଧ ହେବ ଶସ୍ତା ଫୋନ୍ । ଜିଓ ଏବଂ ଗୁଗୁଲ ଦ୍ବାରା ମିଳିତ ଭାବରେ ବିକଶିତ ଶସ୍ତା ସ୍ମାର୍ଟ ଫୋନ ଜିଓ ଫୋନ ନେକ୍ସଟ ଦୀପାବଳିରୁ ବଜାରରେ ଉପଲବ୍ଧ ହେବ ବୋଲି ଉଭୟ କମ୍ପାନୀ ଘୋଷଣା କରିଛନ୍ତି । ରିଲାଏନ୍ସ ରିଟେଲର ବିସ୍ତୃତ ଜିଓମାର୍ଟ ଡିଜିଟାଲ…

କକ୍ରେନ୍ ଇଣ୍ଡିଆ ନେଟଓ୍ବର୍କ ସହ ଯୋଡ଼ି ହେଲା ସୋଆ

ଭୁବନେଶ୍ବର : ଭାରତରେ କାର୍ଯ୍ୟକାରୀ ହୋଇଛି କକ୍ରେନ୍ ଇଣ୍ଡିଆ ନେଟଓ୍ବର୍କ । ଏହି ନେଟଓ୍ବର୍କରେ ଆଫିଲିଏଟେଡ୍ ସେଣ୍ଟର ଭାବେ ଯୋଡି ହୋଇଛି ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ ସାଇନ୍ସେସ । ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅଧିକ ତଥ୍ୟ ପ୍ରଦାନ ପରିପ୍ରେକ୍ଷୀରେ ଏହି…

ମମିତା ହତ୍ୟାକାଣ୍ଡକୁ ନେଇ ମୁହଁ ଖୋଲିଲେ ମନ୍ତ୍ରୀ ଦିବ୍ୟଶଙ୍କର , ବିରୋଧୀଙ୍କୁ ପ୍ରମାଣ ମାଗିଲେ

ଭୁବନେଶ୍ୱର : ବହୁଚର୍ଚ୍ଚିତ ମହାଲିଙ୍ଗ ମମତା ମେହେର ହତ୍ୟା ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର। ମମିତାଙ୍କ ମୃତ୍ୟୁରେ ମୁଁ ଦୁଃଖିତ ଓ ମର୍ମାହତ ହୋଇଥିବା କହିଛନ୍ତି ମନ୍ତ୍ରୀ । ଆଇନ୍ ଅନୁଯାୟୀ ଦୋଷୀଙ୍କୁ କଠୋର ଦଣ୍ଡ ମିଳୁ ବୋଲି ଗୃହ ରାଷ୍ଟ୍ର ମନ୍ତ୍ରୀ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର କୋଇଲା ମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଆଲୋଚନା ସମୟରେ ସୁନ୍ଦରଗଡ଼ରେ ଏମସ ପ୍ରତିଷ୍ଠା କରିବାକୁ ଦାବି ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ । ଏନଟିପିସି ଦ୍ବାରା ସୁନ୍ଦରଗଡ଼ରେ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଏବଂ ୧୦୦…