Latest Odisha News

BREAKING NEWS

Browsing Category

ଫିଚର

ବିଧାୟକଙ୍କ ନାଁରେ ୨ ହଜାର ଟଙ୍କା ଜରିମାନା

ପୁରୀ : ନିଷିଦ୍ଧାଞ୍ଚଳରେ ଗାଡି ଚଲାଇବା ଚାନ୍ଦବାଲି ବିଧାୟକ ବ୍ୟାମକେଶ ରାୟଙ୍କ ପାଇଁ ପଡ଼ିଛି ମହଙ୍ଗା । ଶ୍ରୀ ମନ୍ଦିର ସମ୍ମୁଖରେ ଗାଡି ଭର୍ତି କରିଥିବାରୁ ବିଧାୟକଙ୍କ ଠାରୁ ୨ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ପୁରୀ ପୋଲିସ ବିଧାୟକଙ୍କ ଠାରୁ ଜରିମାନା ଆଦାୟ କରିଛି।ବିଧାୟକଙ୍କ…

ଆଜାଦୀ କା ଅମୃତ ମହୋତ୍ସବରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ

ପୁରୀ: ପୁରୀ ବେଳାଭୂମିରେ ୭୫ତମ ଆଜାଦୀ କା ଅମୃତ ମହୋତ୍ସବ। ଦୁଇଦିନିଆ ପୁରୀ ଗସ୍ତରେ ଆସି କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ପୁରୀ ବ୍ଲୁଫ୍ଲାଗ ବେଳାଭୂମିରେ ଝାଉଁ ରୋପଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। କେନ୍ଦ୍ର…

ଗ୍ୟାସ ପାଇପ୍ ଲାଇନ ପାଇଁ ଖୋଳାଯାଇଥିବା ଖାଲରେ ପଡ଼ି ବୃଦ୍ଧ ମୃତ

ଢେଙ୍କାନାଳ: ଗ୍ୟାସ୍ ପାଇପ୍ ଲାଇନ୍ ପାଇଁ ମାଟି ଖୋଳାଯାଇଥିଲା । ଖାଲରେ ଥିବା ପାଣିରେ ବୁଡ଼ି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା କିଙ୍ଗୋଳ ଗାଁ ଦେଇ ଯାଇଥିବା ପାରାଦୀପ-ଅନୁଗୁଳ ଗ୍ୟାସ ପାଇପ ଲାଇନ ଖାଲରେ ଥିବା ପାଣିରେ ବୁଡି ବୃଦ୍ଧଙ୍କର ମୃତ୍ୟୁ ହୋଇଛି ।…

ଆୟୁଷ ଡାକ୍ତରଙ୍କ ପକ୍ଷରୁ ଅସହଯୋଗ ଆନ୍ଦୋଳନ

ବରଗଡ଼: ଗତ ଅକ୍ଟୋବର ୨ତାରିଖରୁ ଆୟୁଷ ଡାକ୍ତରମାନେ ଅସହଯୋଗ ଆନ୍ଦୋଳନ ଜାରି ରଖିଛନ୍ତି। ମାତ୍ର ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଦାବି ପୂରଣ ହୋଇନାହିଁ। ଏହା ଉପରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ବରଗଡ଼ ସାମ୍ବାଦିକ ସଂଘଠାରେ ଏକ ସାମ୍ବାଦିକ ସମ୍ମିଳନୀ ରାଜ୍ୟ ଆୟୁଷ ଡାକ୍ତରଙ୍କ…

ନକଲି ବନ୍ଧୁକ ଧରି ଚୋରି କରିବାକୁ ଆସିଥିଲେ, କାବୁ କଲେ ଗାଁ ଲୋକ

ମାଲକାନଗିରି: ନକଲି ବନ୍ଧୁକ ଧରି ଚୋରି କରିବାକୁ ଆସିଥିବା ଚୋର ହଟହଟା । ନକଲି ବନ୍ଧୁକଧାରୀ ଚୋରଙ୍କୁ କାବୁ କଲେ ଗ୍ରାମବାସୀ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଥାନା ଅନ୍ତର୍ଗତ ଉଡ଼ପା ଗାଁରେ । ଗତକାଲି ବିଳମ୍ବିତ ରାତିରେ ସୀମାନ୍ତ ଛତିଶଗଡ଼ ରାଜ୍ୟ ନାରାୟଣପୁର ଅଞ୍ଚଳର…

ଭୂତ ନାଁରେ କୋଟିଏ ବୀମା ଟଙ୍କା ଆତ୍ମସାତ, LIC ଏଜେଣ୍ଟ ଗିରଫ

ଭୁବନେଶ୍ୱର: ମୃତ ବ୍ୟକ୍ତିଙ୍କ ନାଁରେ ବୀମା । ୪ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ୨୩ଟି ବୀମା ପଲିସି କରି ୧କୋଟି ୧୮ ଲକ୍ଷ ଟଙ୍କା ଚଳୁ ଅଭିଯୋଗ । ଏହି ମାମଲାରେ ଜଣେ ଏଲଆଇସି ଏଜେଣ୍ଟକୁ ବାନ୍ଧିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା । ଖୋର୍ଦ୍ଧା ଏଲଆଇସି କାର୍ୟ୍ୟାଳୟର ଏଜେଣ୍ଟ କବିରାଜ…

କ୍ରୁଜ୍ ଡ୍ରଗ୍ସ ଲିଙ୍କ୍: ଜଣେ ବିଦେଶୀଙ୍କୁ ହେପାଜତରେ ନେଲା ଏନସିବି

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟିରେ ସାମନାକୁ ଆସିଲା ବିଦେଶୀ ଲିଙ୍କ୍ । ଗତକାଲି ଜଣେ ବିଦେଶୀ ନାଗରିକ ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ତାଙ୍କୁ ହେପାଜତରେ ନେଇ ପଚରାଉଚରା କରୁଛି ଏନସିବି । ବାନ୍ଦ୍ରାରୁ ତାଙ୍କୁ ଗିରଫ କରାଯାଇଛି । ଗିରଫ ବିଦେଶୀ ନାଗରିକଙ୍କ ପାଖରୁ ଜବତ…

ବସ୍-ଟ୍ରକ୍ ଧକ୍କାରେ ୯ ମୃତ, ୨୭ ଆହତ

ବାରବାଙ୍କି(ଉତ୍ତରପ୍ରଦେଶ): ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ସହ ପିଟିହେଲା ବସ୍ । ଦୁର୍ଘଟଣାରେ ୯ ଜଣଙ୍କର ଜୀବନ ଯାଇଛି । ଆଉ ୨୭ ଜଣ ଗୁରୁତର ଆହତ ହୋଇଛନ୍ତି । ଉତ୍ତରପ୍ରଦେଶ ବାରବାଙ୍କି ଜିଲ୍ଲାର କିଷନ ପଥ ବାବୁରି ନିକଟରେ ଏହି ଦୁର୍ଘଟଣା ଘଟିଛି । ବସଟି ଦିଲ୍ଲୀରୁ ଉତ୍ତରପ୍ରଦେଶର…

ବିନା ଭକ୍ତରେ ଗଡ଼ିଲା ମା’ ବିରଜାଙ୍କ ରଥ

ଯାଜପୁର: କୋରନା କଟକଣା ଭିତରେ ବିନା ଭକ୍ତରେ ଗଡ଼ିଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ରଥ । ନବରାତ୍ରି ଅବସରରେ ଆରମ୍ଭ ହୋଇଛି ମା’ ବିରଜାଙ୍କର ନବଦିବସୀୟ ରଥଯାତ୍ରା । ଗତକାଲି ପାରମ୍ପରିକ ରୀତିନୀତି ଅନୁଯାୟୀ ରଥପୂଜା ପରେ ରଥ ପ୍ରତିଷ୍ଠା କରାଯାଇଥିଲା । ଏହାପରେ ମା’ଙ୍କ ଚଳନ୍ତି…

ହଷ୍ଟେଲ ରୁମରୁ ଡାକ୍ତରୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗିର: ହଷ୍ଟେଲ ରୁମ୍ ଭିତରୁ ଡାକ୍ତରୀ ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ପରିବାର ଲୋକଙ୍କ ଉପସ୍ଥିତିରେ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହାପରେ…