Latest Odisha News

BREAKING NEWS

Browsing Category

ଫିଚର

ବାଲେଶ୍ବର ନୀଳଗିରି ଭାଲୁ ଆତଙ୍କ, ଆକ୍ରମଣରେ ୨ ଗୁରୁତର

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ନୀଳଗିରି ରେଞ୍ଜ ଗୋପୀନାଥପୁର ଗାଁରେ ଭାଲୁ ଆତଙ୍କ । ଭାଲୁ ଆକ୍ରମଣରେ ୨ ଜଣ ଗୁରୁତର ହୋଇଥିବା ବେଳେ, ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଗୁରୁତରମାନେ ହେଲେ ଗୋପୀନାଥପୁର ଗାଁର ମୁକୁନ୍ଦ ରାଉତ ଓ ଚଣ୍ଡୀପୁର ଅଞ୍ଚଳର ପ୍ରଭାକର ମହାନ୍ତି । ଗାଁରେ…

କରୋନାର ତୃତୀୟ ଲହର ଆସିବା ଆଶଙ୍କା କମ୍, ଯଦି ଆସିବ ଦ୍ବିତୀୟ ଲହର ପରି ମାରାତ୍ମକ ହେବନି

ନୂଆଦିଲ୍ଲୀ : କରୋନାର ତୃତୀୟ ଲହର ଆସିବା ଆଶଙ୍କା କମ୍ । ଯଦି ବି ତୃତୀୟ ଲହର ଆସିବ, ତାହା ଦ୍ବିତୀୟ ଲହର ଭଳି ମାରାତ୍ମକ ହେବନି । ଭାରତରେ ମହାମାରୀ ଏଣ୍ଡେମିକ ଷ୍ଟେଜରେ ରହିଛି । ତୃତୀୟ ଲହର ଆସିପାରେ, ହେଲେ ପୂର୍ବରୁ ଯେଭଳି ଆକଳନ କରାଯାଉଥିଲା ସେଭଳି ହେବାର ଆଶଙ୍କା ନାହିଁ ବୋଲି…

ମହେନ୍ଦ୍ର ତନୟା ନଦୀରେ ଭାସିଯାଇ ଯୁବକ ନିଖୋଜ

ଗଜପତି : ମହେନ୍ଦ୍ର ତନୟା ନଦୀରେ ଭାସିଯାଇ ଜଣେ ଯୁବକ ନିଖୋଜ । ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବମିକା ନିକଟ ସାଇଲଡା ଗ୍ରାମରେ ନଦୀରେ ଭାସି ଯାଇ ଯୁବକ ଜଣକ ନିଖୋଜ ଅଛନ୍ତି । ନିଖୋଜ ଯୁବକ ଜଣକ ହେଲେ ସାଇଲଡା ଗ୍ରାମର ଜି. ବାବୁରାଓଙ୍କ ୩୦ ବର୍ଷୀୟ ପୁଅ ଜି. ରାମୁ । ସେ ସନ୍ଧ୍ୟାରେ…

ଜର୍ମାନୀ ସାଧାରଣ ନିର୍ବାଚନରେ ଏସପିଡିର ବିଜୟ, ଆଞ୍ଜେଲା ମେର୍କେଲଙ୍କ ଦଳ ସିଡିୟୁ ଶକ୍ତ ଧକ୍କା

ଜର୍ମାନୀ : ଜର୍ମାନୀ ସାଧାରଣ ନିର୍ବାଚନରେ ଖ୍ରୀଷ୍ଟିଆନ ଡେମୋକ୍ରାଟିକ ୟୁନିଅନ ବା ସିଡିୟୁ ଦଳକୁ ଲାଗିଛି ଶକ୍ତ ଧକ୍କା । ସାଧାରଣ ନିର୍ବାଚନରେ ବାଜିମାତ୍ କରିଛି ବାମ ସମର୍ଥିତ ସୋସିସାଲ ଡେମୋକ୍ରାଟିକ ପାର୍ଟି ବା ଏସପିଡି । ବିଦାୟୀ ଚାନସେଲର ଆଞ୍ଜେଲା ମର୍କେଲଙ୍କ ଦଳ ଖ୍ରୀଷ୍ଟିଆନ…

ବାତ୍ୟା ଗୁଲାବ୍‌ ପ୍ରଭାବରେ ରାଜ୍ୟରେ ହୋଇନି ବିଶେଷ କ୍ଷୟକ୍ଷତି

ଭୁବନେଶ୍ବର : ବାତ୍ୟା ଗୁଲାବ ପ୍ରଭାବରେ ରାଜ୍ୟରେ ହୋଇନି ବିଶେଷ କ୍ଷୟକ୍ଷତି । ରାଜ୍ୟରେ ପବନର ବେଗ ମଧ୍ୟ ଅଧିକ ହୋଇନାହିଁ । କେବଳ ଗଜପତି ଓ କୋରାପୁଟର କିଛି ସ୍ଥାନରେ ମାଟି ଅତଡ଼ା ଖସିଛି । ୨୧ଟି ବ୍ଲକରେ ୫୦ ପ୍ରତିଶତରୁ ଅଧିକ ବର୍ଷା ହୋଇଛି । ମାଲକାନଗିରିରେ ବର୍ଷା ଜାରି ରହିଛି । ତେବେ…

ବରଗଡ଼ ହାଜତ ମୃତ୍ୟୁ ମାମଲା , ବିଭିନ୍ନ ଦାବି ନେଇ ଧାରଣାରେ ବିଜେପି

ବରଗଡ଼ :ବରଗଡ଼ ଟାଉନ ଥାନା ହେପାଜତରେ ତୋରା ଗାଁର ଗୋବିନ୍ଦ କୁମ୍ଭାରଙ୍କ ମୃତ୍ୟୁକୁ ନେଇ ବରଗଡ଼ରେ ଚର୍ଚ୍ଚା ଜୋର ଧରିଛି । ଗୋବିନ୍ଦଙ୍କୁ ନ୍ୟାୟ ଦାବିରେ ଏସପି ଅଫିସ ଆଗରେ ଧାରଣାରେ ବରଗଡ଼ ବିଜେପି ଦଳ।  । ତେବେ ପୋଲିସ ବିରୋଧରେ ଟାଉନ ଥାନାରେ ହୋଇଥିବା ଅଭିଯୋଗରେ ଏପର୍ଯ୍ୟନ୍ତ ଏଫ.ଆଇ.ଆର…

ପୋଲିସ ପଞ୍ଝାରେ ସୁନା ଲୁଟେରା

ଜୟପୁର : ସୁନାଚେନ ଓ ବାଇକ ଲୁଟ୍ ମାମଲାର ପର୍ଦ୍ଦାଫାସ କରିଛି ଜୟପୁର ଟାଉନ ପୋଲିସ । ଏହି ମାମଲାରେ ଲୁଟ କରିଥିବା ଅଭିଯୁକ୍ତ ଗୋପବନ୍ଧୁ ନଗରର ବାଦଲ ନାଗକୁ ପୋଲିସ ଗିରଫ କରିଛି । ଚୋରି ସୁନା କ୍ରୟ କରିବା ଅଭିଯୋଗରେ କୁମ୍ଭାରପୁଟର ମହିଳା ମାଣିକ କୁମ୍ଭାରଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।…

ବାଲୋଚିସ୍ତାନରେ ଜିନ୍ନାଙ୍କ ପ୍ରତିମୂର୍ତି ଉଡାଇଦେଲେ ଆତଙ୍କବାଦୀ

କରାଚୀ: ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ପାକିସ୍ତାନ ଏବେ ନିଜେ ଏଥିରେ ଫସିବା ଆରମ୍ଭ କରିଛି । ଆଫଗାନିସ୍ତାନରେ ତାଲିବାନ ସରକାରକୁ ସମର୍ଥନ କରିବା ପରେ ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ସୋମବାର ବାଲୋଚିସ୍ତାନରେ ମହମ୍ମଦ ଅଲୀ ଜିନ୍ନାଙ୍କ…

ଟ୍ୟାପ ଟୁ ଡ୍ରିଙ୍କ: ପୁରୀର ଗାଧୁଆ ଘରେ ଓ ନାଳରେ ଭାସି ଯାଉଛି ଆରଓ ଜଳ

ପୁରୀ: ସରକାରଙ୍କ ଟ୍ୟାପ ଟୁ ଡ୍ରିଙ୍କ ଏକ ମହତ୍ୱକାଂକ୍ଷୀ ଯୋଜନା । ତେବେ ଏହି ଯୋଜନା ଧିରେ ଧିରେ ବିଫଳତା ଆଡକୁ ଗତି କରୁଛି । ବିଶୁଦ୍ଧ ରିଭର୍ସ ଓସମେସିସି (ଆରଓ) ପୁରୀ ସହରର ପ୍ରାୟ ସମସ୍ତ ଘରକୁ ଯୋଗଣ ହେଉଛି । ତେବେ ଲୋକଙ୍କ ଦାୟିତ୍ୱହୀନତା ଯୋଗୁ ଅନେକ ବିଶୁଦ୍ଧ ପାଣି ଗାଧୁଆଘରରେ,…

କେନ୍ଦୁଝରରେ ଭାରତ ବନ୍ଦ ଡାକରା ପ୍ରଭାବରେ ଗାଡି ଚଳାଚଳ ଠପ୍

କେନ୍ଦୁଝର: କେନ୍ଦୁଝରରେ ମଧ୍ୟ ଭାରତ ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି । କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଭାରତ ବନ୍ଦ ଡାକରା ଦେଇଛି। ସହରର ଗାନ୍ଧୀ ଛକରେ ସିପିଆଇ(ଏମଏଲ) ଲିବାରେସନ,ଅଖିଳଭାରତୀୟ କୃଷକ ମହାସଭା ,ଇଣ୍ଡିଆନ ନେସନାଲ ଟ୍ରେଡ ୟୁନିୟନ…