Latest Odisha News

BREAKING NEWS

Browsing Category

ଫିଚର

୧୧ କେଭି ବିଦ୍ୟୁତ ନେଲା ଆଇଟିଆଇ ଛାତ୍ରଙ୍କ ଜୀବନ , ଅନ୍ୟଜଣେ ଗୁରୁତର

କେନ୍ଦୁଝର : ୧୧ କେଭି ବିଦ୍ୟୁତ ତାର ନେଲା ଛାତ୍ରଙ୍କ ଜୀବନ । କେନ୍ଦୁଝର ବଡବିଲ ଆଇଟଆଇ ଶିକ୍ଷାନୁଷ୍ଠାନ ପରିସରରେ ଆଜି ଏକ ଅଘଟଣ ଘଟିଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି । ମୃତ ଛାତ୍ର ଜଣକ ଫିଟର ଟ୍ରେଡ ପଢ଼ୁଥିବା ବେଳେ ସେ ମୟୂରଭଞ୍ଜ ଜିଲ୍ଲାର…

ବହୁଭାଷୀ କନିଷ୍ଠ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ବିକ୍ଷୋଭ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାରେ କାର୍ଯ୍ୟରତ ବହୁଭାଷୀ କନିଷ୍ଠ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ପ୍ଲାକାର୍ଡ଼ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ନାରାବାଜି ଦେଇ ଏକ ବିଶାଳ ରାଲି ମାଧ୍ୟମରେ ବାରିପଦାର ଐତିହାସିକ ଛଉପଡ଼ିଆରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି…

୨୦୧୪ ବଣାଇ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ,ଦୁଷ୍କର୍ମକାରୀଙ୍କୁ ୨୫ ବର୍ଷ ଜେଲ ଶୁଣାଣି କଲେ ପୋକ୍ସୋ କୋର୍ଟ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ନାବାଳିକ ଗଣ ଦୁଷ୍କର୍ମ ମାମଲା । ଦୁଷ୍କର୍ମକାରୀଙ୍କୁ ୨୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ପୋକ୍ସୋ କୋର୍ଟ ।୨୦୧୪ ରେ ସୁନ୍ଦରଗଡ଼ ଜିଲ୍ଲାର ବଣାଇରେ ନାବାଳିକା ବଳାତ୍କାର କରିଥିବା ଅଭିଯୋଗରେ ପୋକ୍ସ କୋର୍ଟ ଦୁଇ ଜଣ ଅଭିଯୁକ୍ତଙ୍କୁ ଦଣ୍ଡିତ କରିଛନ୍ତି। ଦୋଷୀ…

କରୋନା ଯୋଦ୍ଧାଙ୍କ ପରିବାରକୁ ମିଳିଲା ସହାୟତା

ଯାଜପୁର: କରୋନା ମହାମାରୀରରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ ମିଳିଲା ସହାୟତା। ଯାଜପୁର ବାଲିଚନ୍ଦ୍ରପୁର ଅଞ୍ଚଳର ସାମ୍ବାଦିକ ରତିକାନ୍ତ ବଳଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଏକ…

ପ୍ଲାଷ୍ଟିକ ଟବରେ ପଡ଼ି ଅକାଳରେ ଚାଲିଗଲା ନିରୀହ ଶିଶୁର ଜୀବନ

ନବରଙ୍ଗପୁର: ପ୍ଲାଷ୍ଟିକ ଟବରେ ପଡ଼ି ଅକାଳରେ ଚାଲିଗଲା କଅଁଳ ଶିଶୁର ଜୀବନ। ନବରଙ୍ଗପୁର ବଡଡାଇଭଟ୍ଟା ଗାଁ ରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି । ୯ ମାସର ନିଷ୍ପାପ ଶିଶୁ ପୁତ୍ର ପାଣି ଟବରେ ବୁଡି ମୃତ୍ୟୁ ବରଣ କରିଛି । ଛୁଆର ବାପା ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଛନ୍ତି । ଘରେ ଛଅ…

ଯୁବକଙ୍କ ରହସ୍ୟଜନକ ମୃତ୍ୟୁ , ଆତ୍ମହତ୍ୟା ନା ହତ୍ୟା ?

ଖୋର୍ଦ୍ଧା:ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚିଲିକା ରୋଡରେ ଏପରି ଅଭାବନୀୟ ଘଟଣା ଘଟିଛି। ମୃତ ଯୁବକ ଜଣକ ବାଲୁଗାଁ ଥାନା ଅନ୍ତର୍ଗତ କୋଦାପୁର ଗାଁ ର ଅମିନ ପ୍ରଧାନଙ୍କ ପୁ୍ଅ ପାଣ୍ଡବ ପ୍ରଧାନ ବୋଲି ଜଣାପଡ଼ିଛିା ବାଲୁଗାଁ ପୋଲିସ ଘଟଣା…

ଅଗ୍ନିକାଣ୍ଡରେ ଚାରି ଗୋରୁ ଜୀବନ୍ତ ଦଗ୍ଧ

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ନେରଡ଼ା ପଞ୍ଚାୟତର ପୁରିପଡ଼ା ଗ୍ରାମରେ ଅଘଟଣ। ଗ୍ରାମର କୈଳାସ ରାଉତଙ୍କ ବାସଗୃହ ସମେତ ଗୁହାଳଘରେ ଅଗ୍ନିକାଣ୍ଡ ଘଟି ଚାରିଗୋରୁ ଜୀବନ୍ତ ଦଗ୍ଧ। ପୁରିପଡ଼ା ଗ୍ରାମର କୈଳାସ ରାଉତ ରାତିରେ ଗୁହାଳ ଘରେ ମଶା ଧୁଆଁଦେଇଥିଲେ। ଖାଇସାରି ଶୋଇଥିବା ସମୟରେ…

ଚାକିରୀ ଦେବା ନାଁ ରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ,୫ ଅଟକ

କଳାହାଣ୍ଡି : ଚାକିରୀ ଦେବା ନାଁ ରେ ଠକେଇ । ଭବାନୀପାଟଣାର ଚୁଡିହରିପଡା ଠାରେ ଚାକିରୀ ଦେବା ବାହାନା କରି ପ୍ରାୟ ୬୦ ଜଣ ଯୁବକଙ୍କୁ ଠକିବା ଅଭିଯୋଗରେ ବେନାମୀ କମ୍ପାନୀ ଉପରେ ଚଢ଼ାଉ କରି ଟାଉନ ଥାନା ପୋଲିସ ୫ଜଣକୁ ଅଟକ ରଖି ପଚରା ଉଚରା କରୁଛି । ସୂଚନା ଅନୁସାରେ ଅଭିଯୁକ୍ତମାନେ…

ଭଦ୍ରକ କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତିଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ

ଭଦ୍ରକ: ଭଦ୍ରକ କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତିଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ଭୁବନେଶ୍ୱରରେ ଏକ ଭଡ଼ା ଘରେ ସେ ରହୁଥିବା ସମୟରେ ଘର ମାଲିକକୁ ଭଡ଼ା ନଦେଇ ଜୋରଜବରଦସ୍ତ ରହିବା ଏବଂ ତାଙ୍କୁ ଧମକ ଦେଉଥିବା ଅଭିଯୋଗ ଆଣିଛି ଭଦ୍ରକ ସ୍ୱାଭିମାନ ମଞ୍ଚ । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ…

ଗଜପତି ଜିଲ୍ଲାରେ BSKY ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ଭେଟିଦେଲେ ୮୨୦ କୋଟିର ପ୍ରକଳ୍ପ

ପାରଳାଖେମୁଣ୍ଡି: ଦିନିକଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ଗଜପତି ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଜପତି ଜିଲ୍ଲାରେ ୧ଲକ୍ଷ ୩୬ ହଜାର ପରିବାରକୁ BSKY ସ୍ମାର୍ଟକାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।…