Latest Odisha News

BREAKING NEWS

Browsing Category

ଫିଚର

ସମ୍ବଲପୁର ସ୍ଥିତ ଆଇଆଇଏମର ସ୍ଥାୟୀ କ୍ୟାମ୍ପସ ଉଦଘାଟନ, ଆସିବେ ମୋଦୀ!

ସମ୍ବଲପୁର: ଡିସେମ୍ବର ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁରସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍-ଏସ୍)ର ସ୍ଥାୟୀ କ୍ୟାମ୍ପସକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଆଇଆଇଏମ୍-ଏସ୍ ନିର୍ଦ୍ଦେଶକ ମହାଦେବ ଜୟସ୍ୱାଲ ପ୍ରଧାନମନ୍ତ୍ରୀଙ୍କ…

୧୯ ବର୍ଷରୁ କମ ଏସିଆ କପ: ୭.୧ ଓଭରରେ ନେପାଳକୁ ହରାଇ ଭାରତ ସେମିରେ

ଦୁବାଇ: ଚଳିତ ୧୯ ବର୍ଷରୁ କମ ଏସିଆ କପ କ୍ରିକେଟରେ ଭାରତ ମାତ୍ର ୭.୧ ଓଭରରେ ନେପାଳକୁ ପରାସ୍ତ କରିଛି । ଏଥିସହ ଟିମ ଇଣ୍ଡିଆ ଗ୍ରୁପ ଏରୁ ସେମିଫାଇନାଲରେ ପ୍ରବେଶ କରିଛି । ଏହି ଗ୍ରୁପରୁ ପାକିସ୍ତାନ ମଧ୍ୟ ସେମିକୁ ଉନ୍ନୀତ ହୋଇଛି । ଗ୍ରୁପ ପର୍ଯ୍ୟାୟରେ ଭାରତକୁ ପାକିସ୍ତାନ ପରାସ୍ତ କରିଛି ।…

ଅମିତ ଶାହଙ୍କ ଇତିହାସ ଜ୍ଞାନ କମ୍ କହି କଡ଼ା ସମାଲୋଚନା କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ କଡ଼ା ସମାଲୋଚନା କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, ଇତିହାସ ଜ୍ଞାନର ଅଭାବ ରହିଛି ଏବଂ ଇତିହାସକୁ ପୁନର୍ବାର ଲେଖିବାର ଅଭ୍ୟାସ ରହିଛି। ଜମ୍ମୁ-କଶ୍ମୀର ବିଲ୍ ଉପରେ ସଂସଦୀୟ ବିତର୍କ ସମୟରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ…

୩୪୦ କୋଟିରୁ ଅଧିକ ନୋଟ୍ ଜବତ ଘଟଣା, ଲୋକଙ୍କ ଟଙ୍କା ଫେରାଇବାକୁ ହେବ କହିଲେ ମୋଦୀ

ନୂଆଦିଲ୍ଲୀ: ୭୦ ବର୍ଷ ଧରି କଂଗ୍ରେସ ଦଳ ଦେଶକୁ ଲୁଟ୍ କରିଚାଲିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ୍ କରି କହିଛନ୍ତି। ଓଡ଼ିଶା ବଲାଙ୍ଗୀରରେ ଝାଡଖଣ୍ଡ କଂଗ୍ରେସ ସାଂସଦଙ୍କ ସମ୍ପତ୍ତିରୁ ୩୪୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା ଘଟଣାକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବାହାରିଲା ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଡେଟସିଟ; ଜାଣନ୍ତୁ କେଉଁଦିନ କ’ଣ ରହିଛି

ନୂଆଦିଲ୍ଲୀ:ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଡୁକେଶନ ବା ସିବିଏସଇ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଡେଟସିଟ ପ୍ରକାଶ ପାଇଛି । ଫେବୃଆାରୀ ୧୫ ତାରିଖରୁ ପରୀକ୍ଷା ଆରମ୍ଭ ହେବ ବୋଲି ପୂର୍ବରୁ ସିବିଏସଇ ସୂଚନା ଦେଇଥିଲା । ଏବେ ଏହାର ସମ୍ପୂର୍ଣ୍ଣ ବିବରଣୀ ବୋର୍ଡ ପକ୍ଷରୁ ପ୍ରକାଶ…

ଧାରା ୩୭୦ ରାୟ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ ଦେଲା କି ଗତି?

ନୂଆଦିଲ୍ଲୀ: ତିନି ରାଜ୍ୟରେ ବିଧାନସଭା ନିର୍ବାଚନରେ ବିଜୟୀ ହେବା, ଧାରା ୩୭୦ ଉଚ୍ଛେଦକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ନିଜ ସପକ୍ଷପରେ ଗୋଟିଏ ବାତାବରଣ ସୃଷ୍ଟି କରିବାରେ ସହାୟକ ହୋଇଛି ବୋଲି…

ବୋରୱେଲ ଭିତରେ ପଡିଗଲା ନବଜାତ ଶିଶୁ: ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ

ସମ୍ବଲପୁର: ପୁଣି ବୋରୱେଲ ଗାତରେ ପଡିଲା ଶିଶୁ । ସମ୍ବଲପୁର ରେଙ୍ଗାଲି ନିକଟ ଲାରିପାଲି ଅଞ୍ଚଳରେ ଘଟିଛି ଏପରି ଘଟଣା ।  ବୋର୍‌ୱେଲ ଭିତରେ ପଡ଼ିଛି ନବଜାତ ଶିଶୁ । କେହି ଆଣି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି । ବୋରୱେଲ ଭିତରୁ ଶିଶୁକୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଅଗ୍ନିଶମ…

ରାଜସ୍ଥାନ ରାଜନୀତି: ପ୍ରେମଚନ୍ଦ୍ର ବୈରଭା ଏବଂ ଦୀୟା କୁମାରୀ ହେବେ ଦୁଇ ଉପମୁଖ୍ୟମନ୍ତ୍ରୀ

ଜୟପୁର: ଶେଷ ହୋଇଛି ରାଜସ୍ଥାନ ସସ୍ପେନ୍ସ  । ସମସ୍ତଙ୍କୁ ଚମକେଇ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ମୁକୁଟ ଭଜନଲାଲ ଶର୍ମାଙ୍କୁ ପିନ୍ଧାଇଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦଳ । ଏଥିସହିତ ଉପ ମୁଖ୍ୟମନ୍ତ୍ରୀ ଭାବେ ଦୁଇଜଣଙ୍କୁ ମନୋନୀତ କରିଛି ଦଳ  । ପ୍ରେମଚନ୍ଦ୍ର ବୈରଭା ଏବଂ ଦୀୟା କୁମାରୀଙ୍କୁ…

ଭଜନଲାଲ ହେବେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ: ବିଧାୟକ ଦଳ ବୈଠକରେ ମିଳିଲା ସ୍ୱୀକୃତି

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ନାଁକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଶେଷ ହୋଇଛି । ଦିଲ୍ଳୀରୁ ଆସିଥିବା ପର୍ଯ୍ୟବେକ୍ଷକ ବିଧାୟକ ଦଳ ବୈଠକ କରିବା ପରେ ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରିଛନ୍ତି । ସମସ୍ତଙ୍କୁ ଚମକାଇ ଛତିଶଗଡ ଏବଂ ମଧ୍ୟପ୍ରଦେଶ ପରି ରାଜସ୍ଥାନରେ ମଧ୍ୟ ମୁଖ୍ୟମନ୍ତ୍ରୀ…

ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ଆସନ୍ତାକାଲି ହେବ ଶପଥଗ୍ରହଣ ଉତ୍ସବ: ଉଭୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ଆସନ୍ତାକାଲି ଅର୍ଥାତ ଡିସେମ୍ବର ୧୩ ତାରିଖରେ ଶପଥଗ୍ରହଣ କରିବେ ନୂଆ ମୁଖ୍ୟମନ୍ତ୍ରୀ । ଉଭୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଧ୍ୟପ୍ରଦେଶରେ ପୂର୍ବାହ୍ନ ୧୧ଟା ୩୦ରେ ମୋତିଲାଲ ନେହରୁ ଷ୍ଟାଡିୟମରେ ଶପଥଗ୍ରହଣ…