Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟ ସଭା ଉପ ନିର୍ବାଚନ ପାଇଁ ସୋନୱାଲ, ମୁରୁଗାନଙ୍କୁ ପ୍ରାର୍ଥୀ କଲା ବିଜେପି

ନୂଆଦିଲ୍ଲୀ: ଆସାମ ଓ ମଧ୍ୟପ୍ରଦେଶରେ ହେବାକୁ ଥିବା ରାଜ୍ୟ ସଭା ଉପ ନିର୍ବାଚନ ପାଇଁ ବିଜେପି ଶନିବାର ପ୍ରାର୍ଥୀ ଘୋଷଣା କରିଛି । ଆସାମରୁ ସର୍ବାନନ୍ଦ ସୋନୱାଲ ଓ ମଧ୍ୟପ୍ରଦେଶରୁ ଏଲ.ମୁରୁଗାନଙ୍କୁ ପ୍ରାର୍ଥୀ ହେବେ । କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ବେଳେ ଉଭୟଙ୍କୁ ମନ୍ତ୍ରୀ କରାଯାଇଥିଲା ।…

ପୋଷା କୁକୁର ପାଇଁ ବିଜନେସ କ୍ଲାସରେ ବୁକ କଲେ ସମ୍ପୂର୍ଣ୍ଣ ଫ୍ଲାଇଟ !

ମୁମ୍ବାଇ: କୁକୁର ଏବଂ ମଣିଷଙ୍କ ବନ୍ଧୁତା ବହୁ ପୁରୁଣା । ମଣିଷର ସବୁଠାରୁ ବିଶ୍ୱସ୍ତ ବନ୍ଧୁ ଭାବେ କୁକୁର ବିବେଚନା କରାଯାଏ । କେତେକ ମଣିଷ ଅଛନ୍ତି ଯିଏ କି କୁକୁରକୁ ଜୀବନଠାରୁ ଅଧିକ ଭଲ ପାଇଥାନ୍ତି । ମୁମ୍ବାଇରେ ଏଭଳି ଏକ ଘଟଣା ସମ୍ମୁଖକୁ ଆସିଛି । ପୋଷା କୁକୁର ଭଲ ଭାବେ ମୁମ୍ବାଇରୁ…

ପରଲୋକରେ ବିଶିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ର

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ରଙ୍କ ଦେହାନ୍ତ ହୋଇଯାଇଛି । କଟକ ଏସ୍ସିବି ମେଡିକାଲରେ ୮୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଦୈନିକ ଖବର କାଗଜ ସମାଜର ପୂର୍ବତନ ସମ୍ପାଦିକା ଥିଲେ ମନୋରମା ମହାପାତ୍ର । ତାଙ୍କ ବିୟୋଗ ଓଡିଆ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।…

ଆପର ରାଘବଙ୍କ ଉପରେ ରାଗିଗଲେ ରାକ୍ଷୀଙ୍କ ସ୍ୱାମୀ

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ବେଶ କିଛି ଦିନ ବାକିଥିବା ବେଳେ ଏବେଠାରୁ କିନ୍ତୁ ବାକ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଆମ ଆଦମୀ ପାର୍ଟିର ରାଘବ ଚଢ଼ା କଂଗ୍ରେସର ନବଜୋତ ସିଂ ସିଦ୍ଧୁଙ୍କୁ ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ସହ ତୁଳନା କରି ଅଡୁଆରେ ପଡିଛନ୍ତି । ରାଘବଙ୍କ ଟ୍ୱିଟ…

ସେକ୍ସ ରାକେଟ୍ ଠାବ କଲା ପୋଲିସ

ସୁବର୍ଣ୍ଣପୁର  : ସେକ୍ସ ରାକେଟ୍ ଠାବ କଲା ପୋଲିସ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ସେକ୍ସ ରାକେଟ୍ ଠାବ କରିଛି ପୋଲିସ ।ଦୁଇ ଜଣ ଦେହଜୀବୀ ଓ ଦୁଇଜଣ ଯୁବକଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି ପୋଲିସ । ଅଟକ ଯୁବକ ଦୁଇଜଣ ସୁବଲୟା ଅଞ୍ଚଳର ସୁରେଶ ମେହେର (୨୮ ) ଓ ଧର୍ମଶାଳା…

ଡ୍ରୋନ ଆକ୍ରମଣର ମୁକାବିଲା ପାଇଁ ଭାରତୀୟ ସେନା ପ୍ରସ୍ତୁତ

ଶ୍ରୀନଗର: ପଡୋଶୀ ଦେଶ ବିଶେଷ କରି ପାକିସ୍ତାନ ପକ୍ଷରୁ ଏଲଓସିରେ କରାଯାଉଥିବା ଡ୍ରୋନ ଆକ୍ରମଣର ମୁକାବିଲା ପାଇଁ ଭାରତୀୟ ସେନା ପ୍ରସ୍ତୁତ ଆରମ୍ଭ କରିଦେଇଛି । ଡ୍ରୋନ ଆକ୍ରମଣର ମୁକାବିଲା ପାଇଁ ଜମ୍ମୁ ଏବଂ କଶ୍ମୀରରେ ଲାଇଟ ଇନଫାଂଟରିଂରେ ୪୬୦ ଯବାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ ।…

ଟ୍ରକ୍‌ ଚକା ତଳେ ଚାଲିଗଲା ଜୀବନ

ରାୟଗଡ଼ା : ଟ୍ରକ୍ ଚାପାରେ ଅକାଳରେ ଚାଲିଗଲା ଜଣଙ୍କ ଜୀବନ । ମୁନିଗୁଡା ପାଇକ ସାହିର ସୁବାସ ଚନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଟ୍ରକ୍ ଚାପାରେ ମୃତ୍ୟୁ ହୋଇଯାଇଛି । ସେ ତିନିକଣିଆ ଛକରେ ଯାଉଥିବା ସମୟରେ ପଛପଟୁ  ରାୟଗଡ଼ା ଅଭିମୁଖେ ଯାଉଥିବା ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ…

ହାତୀ ଆକ୍ରମଣରେ ଚାଲିଗଲା ନାବାଳକର ଜୀବନ

ମୟୂରଭଞ୍ଜ  : ହାତୀ ଆକ୍ରମଣରେ ଚାଲିଗଲା ନାବାଳକର ଜୀବନ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ମଧୁରିଆ ଗାଁ ରେ ଗତକାଲି ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଛି। ସୂଚନା ଅନୁସାରେ ଦୁଇଟି ଦନ୍ତା ହାତୀଙ୍କୁ ଘର ସାମ୍ନାରେ ଦେଖି ନାବାଳକର ବାପା ଓ ମା ନିଜ…

କୁମ୍ବଲେ, ଲକ୍ଷ୍ମଣ ଓ ଜୟବର୍ଦ୍ଧନେ ମଧ୍ୟରେ କିଏ ହେବ ଟିମ୍ ଇଣ୍ଡିଆ କୋଚ !

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପରେ ଭାରତୀୟ କ୍ରିକେଟ ଦଳ ପାଇଁ ନୂଆ କୋଚ ଖୋଜା ହେବ । ବିସିସିଆଇ ପରୋକ୍ଷରେ ରବି ଶାସ୍ତ୍ରୀଙ୍କୁ ହଟେଇବା ନେଇ ସଙ୍କେତ ଦେଇ ସାରିଛି । ଶାସ୍ତ୍ରୀ ତାଙ୍କ ପଦରୁ ହଟିଲେ ଅନୀଲ କୁମ୍ବଲେ, ଭିଭିଏସ ଲକ୍ଷ୍ମଣ ଓ ଶ୍ରୀଲଙ୍କା ମାହେଲା ଜୟବର୍ଦ୍ଧନେଙ୍କ ମଧ୍ୟରୁ…

ବିଭିନ୍ନ ଦାବି ନେଇ ଧାରଣାରେ ପଞ୍ଚାୟତବାସୀ

ପାରାଦୀପ : ବିଭିନ୍ନ ଦାବି ନେଇ କୁଜଙ୍ଗ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ତିନୋଟି ପଞ୍ଚାୟତର ଲୋକମାନେ । ଗତ ଲଘୁଚାପ ଜନୀତ ବର୍ଷାରେ କୁଜଙ୍ଗ ବ୍ଲକ ଗଣ୍ଡକୀପୁର ,କାଳିଆପାଟ୍ଟ ଓ ମଙ୍ଗଳରାଜପୁର ପଞ୍ଚାୟତର କିଛି ଗ୍ରାମ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତିା ଜଳ ନିଷ୍କାସନ…