Latest Odisha News

BREAKING NEWS

Browsing Category

ଫିଚର

ଆନ୍ଧ୍ରପ୍ରଦେଶରେ ମିଳିଲା ୮୦୦ ବର୍ଷ ତଳର ଭଗବାନ ଗଣେଶଙ୍କ ମୂର୍ତି

ପ୍ରକାଶମ: ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ୮୦୦ ବର୍ଷ ତଳର ଭଗବାନ ଗଣେଶଙ୍କ ମୂର୍ତି ମିଳିଛି । ସବୁଠାରୁ ବଡ କଥା ଗଣେଶ ପୂଜା ଅବସରରେ ଏହା ମିଳିଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ଉତ୍କଣ୍ଠା ବୃଦ୍ଧି ପାଇଛି । ଗବେଷକ ଶିବ ନାଗୀ ରେଡ୍ଡୀଙ୍କ ମତରେ ଗ୍ରାନାଇଟରେ ନିର୍ମିତ ଏହି ମୂର୍ତିର ଲମ୍ବ…

ଟ୍ରେନ ଲାଇନ କଡରୁ ମିଳିଲା ତେଲେଙ୍ଗାନାର ୬ ବର୍ଷୀୟା ଦୁଷ୍କର୍ମ ଅଭିଯୁକ୍ତର ଶବ !

ହାଇଦ୍ରାବାଦ: ତେଲେଙ୍ଗାନାର ବହୁ ଚର୍ଚ୍ଚିତ ୬ ବର୍ଷୀୟା ବାଳିକା ଦୁଷ୍କର୍ମ ଓ ହତ୍ୟାର ମୁଖ୍ୟ ଅଭିଯୁକ୍ତର ଶବ ରେଳ ଲାଇନ କଡରେ ମିଳିଛି । ତେଲେଙ୍ଗାନା ଡିଜିପି ଶବ ଅଭିଯୁକ୍ତ ପି ରାଜୁ (୩୦ ବର୍ଷ)ର ବୋଲି ସ୍ପଷ୍ଟ କରିଛନ୍ତି । ଶରୀରର ଟାଟ୍ଟୁରୁ ଅଭିଯୁକ୍ତକୁ ଚିହ୍ନଟ କରାଯାଇ ପାରିଛି । ତେବେ…

ୟୁଏଇରେ ଆଇପିଏଲ: ୭୫୦ ହୋଟେଲ ଷ୍ଟାଫଙ୍କ କରାଗଲା କୋଭିଡ ଟେଷ୍ଟ

ଦୁବାଇ: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୟୁଏଇ ଏବେ ଚଳ ଚଂଚଳ । କରୋନା ମହାମାରୀର ମୁକାବିଲା ପାଇଁ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି । ଖେଳାଳିମାନେ ୟୁଏଇରେ ପଂହଚିବା ପୂର୍ବରୁ ୧୪ ହୋଟେଲର ୭୫୦ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯାଇଛି । ଏହା ବ୍ୟତୀତ ଲିଗକୁ ସୁଚାରୁରୂପେ ପରିଚାଳନା…

ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ଗ୍ରାଉଣ୍ଡରେ ୪ଟି ଏନଡିଆରଏଫ ଟିମ୍

ଭୁବନେଶ୍ୱର: ଲଗାଣ ବର୍ଷା ଓ ପରବର୍ତ୍ତୀ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟରେ ୪ଟ ଏନଡିଆରଏପ୍ ଟିମ୍ ନିୟୋଜିତ ଅଛନ୍ତି । ସମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା ପାଇଁ ଭଦ୍ରକ, କେନ୍ଦ୍ରାପଡ଼ା, କଟକ ଓ ପୁରୀରେ ଏନଡିଆରଏଫ୍ ଟିମ୍ ସଜାଗ ଅଛନ୍ତି । ଗତକାଲି ଗୋଟିଏ ଟିମ୍ ଭଦ୍ରକ ଯାଇଥିବା…

ବରାଦର କହିଲେ ମୁଁ ସୁସ୍ଥ ଅଛି, ସରକାରରେ କୌଣସି ମତଭେଦ ନାହିଁ

କାବୁଲ: ତାଲିବାନୀ ନେତା ମୁଲ୍ଲା ବରାଦରଙ୍କୁ ନେଇ ଏବେ ଗଣମାଧ୍ୟମରେ ଭିନ୍ନ ଭିନ୍ନ ଖବର ପ୍ରକାଶ ପାଉଛି । ଏହି ସବୁ ମଧ୍ୟରେ ତାଲିବାନୀ ନେତା ଅବଦୁଲ ଗନୀ ବରାଦର ସେ ସୁସ୍ଥ ଅଛନ୍ତି ବୋଲି ଏକ ଭିଡିଓ ମେସେଜ ଜାରୀ କରିଛନ୍ତି । ଆଫଗାନିସ୍ତାନ ସରକାରରେ କୌଣସି ପ୍ରକାର ଅଶାନ୍ତି ଉପୁଜି ନାହିଁ…

ବୋଲେରୋ ଦୁର୍ଘଟଣାରେ ୧୩ ଜଣ ଆହତ

ବରଗଡ଼: ଗାଈକୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣାର ଶିକାର ହେଲ ବୋଲେରୋ । ଏଥିରେ ୧୩ ଜଣ ଆଙତ ହୋଇଛନ୍ତି । ବରଗଡ଼ ଜିଲ୍ଲା ଘୁଲିପାଳି ଛକଠାରେ ଏହି ଦୁର୍ଘଟଣା ଘଟିଛି । ରାସ୍ତାରେ ବୁଲୁଥିବା ଗାଈକୁ ବଞ୍ଚାଇବାକୁ ଯାଇ ଗାଡ଼ିଟି ଦୁର୍ଘଟଣାର ଶିକାର ହୋଇଥିଲା । ଆହତଙ୍କ ମଧ୍ୟରୁ ୬ ଜଣଙ୍କର ଅବସ୍ଥା…

ଚାନ୍ଦିପୁର ଆଇଟିଆର୍ ତଥ୍ୟ ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚର ଖୋଳତାଡ

ବାଲେଶ୍ୱର: ଚାନ୍ଦିପୁର ଡିଆରଡିଓ ତଥ୍ୟ ପାକିସ୍ତାନକୁ ଲିକ୍ ମାମଲାର ତନାଘନା ତଦନ୍ତ ଆରମ୍ଭ ହୋଇଛି । କ୍ରାଇମବ୍ରାଞ୍ଚର ଏକ ୫ ଜଣିଆ ଟିମ୍ ବାଲେଶ୍ୱରରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି । କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଏସଆଇଟି ଗଠନ ହୋଇଛି । ଏହି…

ବ୍ରାହ୍ମଣୀ ବଢ଼ି ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଆଜି ମିଳିଲା ମୃତଦେହ

ଯାଜପୁର: ଗତକାଲି ବ୍ରାହ୍ମଣୀ ନଦୀର ବନ୍ୟା ଜଳରେ ବାପା ଓ ପୁଅ ଭାସିଯାଇ ନିଖୋଜ ଥିଲେ । ଆଜି ସକାଳେ ଦୁହିଁଙ୍କର ମୃତଦେହ ଉଦ୍ଧାର ହୋଇଛି । ଯାଜପୁର ଜିଲ୍ଲା ବରି ବ୍ଲକ ବଳିଆ ପଞ୍ଚାୟତ ଅନ୍ତର୍ଗତ ଗଙ୍ଗାଧରପୁର ଗାଁରେ । ମୃତକମାନେ ହେଲେ କିଶୋର ସିଂ ଓ ତାଙ୍କ ପୁଅ କୈଳାସ ସିଂ । ଗତକାଲି…

ଆଜି ଓଡ଼ିଶାରୁ ୫୮୦ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ୍ ହାର ୦.୯୫%

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କମୁଛି କରୋନାର ଦୈନିକ ସଂକ୍ରମଣ । ୨୪ ଘଣ୍ଟରେ ରାଜ୍ୟରେ ୬୦ହଜାର ୭୨୨ କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ଆଉ ୫୮୦ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ୭୭ ଜଣ ସଂକ୍ରମିତ ଅଛନ୍ତି । ୮ ଜିଲ୍ଲାରୁ କେହି ସଂକ୍ରମିତ ହୋଇ ନାହାନ୍ତି ।…

ସ୍ୱିଗି ବୟ ମିଛ ଅପହରଣର ଯବନିକା: ପ୍ରେମିକା ସହ ଭୁବନେଶ୍ୱର ଆଣିଲା ପୋଲିସ

ଭୁବନେଶ୍ୱର: ସ୍ୱିଗି ବୟ ଫେକ୍ କିଡନାପ୍ ହାଇଡ୍ରାମାରେ ପଡ଼ିଲା ଯବନିକା । ନିଜ ଅପହରଣ ନାଟକର ନାୟକ ପତିତପାବନ ପୃଷ୍ଟି ଓ ତାଙ୍କର ପ୍ରେମିକାକୁ ଭୁବନେଶ୍ୱର ଆଣିଛି କମିଶନରେଟ ପୋଲିସ । ମଧ୍ୟପ୍ରଦେଶର କଟନୀ ଷ୍ଟେସନରୁ ଦୁହିଁଙ୍କୁ ଠାବ କରାଯାଇଥିଲା । ଏହାପରେ ଗୋଟିଏ ପୋଲିସ ଟିମ୍ ସେଠାରୁ…