Latest Odisha News

BREAKING NEWS

Browsing Category

ଫିଚର

ଏନସିସି କମିଟିର ଅଧ୍ୟକ୍ଷ ହେଲେ ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ : ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମିଳିଛି ବଡ଼ ଦାୟିତ୍ୱ । ବୈଜୟନ୍ତ ପଣ୍ଡାଙ୍କୁ ଜାତୀୟ କ୍ୟାଡେଟ୍ କର୍ପସ୍ ବା ଏନସିସି କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ଏନସିସିକୁ ଅଧିକ ପ୍ରାସଙ୍ଗିକ କରିବା…

ମାଆ ହେବେ କାଜଲ ଅଗ୍ରୱାଲ !

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରୱାଲ ମାଆ ହେବାକୁ ଯାଉଛନ୍ତି । ଗତବର୍ଷ ଅକ୍ଟୋବରରେ ସେ ବ୍ୟବସାୟୀ ଗୌତମ କିଚଲୁଙ୍କୁ ବିବାହ କରିଥିଲେ । ଉଭୟଙ୍କ କେମେଷ୍ଟ୍ରି ସୋସିଆଲ ସାଇଟରେ ମଧ୍ୟ ଆଦୃତ ହେଉଛି । ତେବେ କାଜଲ-ଗୌତମ କିମ୍ବା ସେମାନଙ୍କ ପରିବାର ପକ୍ଷରୁ ଏ ନେଇ କୌଣସି ମନ୍ତବ୍ୟ…

ମହଙ୍ଗା ପଡ଼ିଲା ମିଛ ଅପହରଣ ନାଟକ, ଗିରଫ ହେଲା ପତିତପାବନ

ଭୁବନେଶ୍ବର : ମହଙ୍ଗା ପଡିଲା ମିଛ ଅପହରଣ ନାଟକ । ଶେଷରେ ପୋଲିସ ହାତରେ ଧରାପଡିବା ପରେ ଗିରଫ ହେଲା ନିଜକୁ ଡେଲିଭରୀ ବୟ କହୁଥିବା ପତିତପାବନ ଓରଫ ଚିକୁନ୍ । ଆଜି ପତିତପାବନକୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି । ପୋଲିସର ସୂଚନା ଅନୁସାରେ, ସେ ଡେଲିଭରି ବୟ…

କଂଗ୍ରେସରେ ମିଶିବେ ଜେଏନୟୁର ପୂର୍ବତନ ଛାତ୍ର ନେତା କହ୍ନେୟା କୁମାର !

ନୂଆଦିଲ୍ଲୀ : କଂଗ୍ରେସରେ ମିଶିବେ ଜେଏନୟୁର ପୂର୍ବତନ ଛାତ୍ର ନେତା କହ୍ନେୟା କୁମାର । ଏ ନେଇ ନିକଟରେ ସେ ରାହୁଲ ଗାନ୍ଧିଙ୍କୁ ଭେଟି ଆଲୋଚନା କରିସାରିଛନ୍ତି । ବିହାର ବିଧାନସଭା ନିର୍ବାଚନ ବେଳେ କହ୍ନେୟା କୁମାରଙ୍କୁ ଦଳରେ ସାମିଲ କରିବାକୁ ଅଫର ଦେଇଥିଲା କଂଗ୍ରସ । ହେଲେ ସେତେବେଳେ ଏହା…

ଖୋଲୁଛି ଚାନ୍ଦିପୁର ଆଇଟିଆର ଗୁପ୍ତ ତଥ୍ୟ ଲିକର ଗୁମର, ଆଉ ଜଣେ ଗିରଫ

ବାଲେଶ୍ବର : ଖୋଲୁଛି ଚାନ୍ଦିପୁର ଆଇଟିଆର ଗୁପ୍ତ ତଥ୍ୟ ଲିକର ଗୁମର । ବିଦେଶୀ ରାଷ୍ଟ୍ରକୁ ଗୁପ୍ତ ତଥ୍ୟ ପ୍ରଦାନ କରିବା ମାମଲାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏହାକୁ ମିଶାଇ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ୫ରେ ପହଞ୍ଚିଛି । ଗିରଫ ଅଭିଯୁକ୍ତ ହେଲା ଉତ୍ତରପ୍ରଦେଶର ସଚିନ କୁମାର…

ଦେଶରେ ନୂଆ ରକେଟ୍ ଫୋର୍ସର ରହିଛି ଆବଶ୍ୟକତା

ନୂଆଦିଲ୍ଲୀ : ଦେଶରେ ଏକ ନୂଆ ରକେଟ ଫୋର୍ସର ରହିଛି ଆବଶ୍ୟକତା । ପଡୋଶୀ ଶତ୍ରୁ ରାଷ୍ଟ୍ରର ବିଭିନ୍ନ କ୍ଷେପଣାସ୍ତ୍ରର ମୁକାବିଲା ଲାଗି ଭାରତକୁ ନୂଆ ରକେଟ ଭିତ୍ତିକ ପ୍ରତିରକ୍ଷା ବ୍ୟବସ୍ଥା ଆପଣାଇବାର ସମୟ ଆସିଛି । ୟୁନିଫାଏଡ ଥିଏଟର କମାଣ୍ଡ ଜରିଆରେ ସମନ୍ବିତ ଯୁଦ୍ଧ ବ୍ୟବସ୍ଥା ସୃଷ୍ଟି ଲାଗି…

ବନ୍ୟା ପାଣି ଘେରରେ ପଟ୍ଟାମୁଣ୍ଡାଇର ୧୩ ପଞ୍ଚାୟତ

କେନ୍ଦ୍ରାପଡ଼ା : ଲଗାଣ ବର୍ଷା ଫଳରେ ଫୁଲୁଛି ବ୍ରାହ୍ମଣୀ । ନଦୀର ଜଳସ୍ତର ବଢ଼ିବା ସହ ଲୋକଙ୍କ ଚିନ୍ତା ବି ବଢ଼ିଲାଣି । ବ୍ରାହ୍ମଣୀ ଓ ଏହାର ଶାଖା ନଦୀ କାଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ପଟ୍ଟାମୁଣ୍ଡାଇ ଧୋୟା ଅଞ୍ଚଳର ୧୩ଟି ପଞ୍ଚାୟତ ସଂପୂର୍ଣ୍ଣ ପାଣି ଘେରରେ ରହିଛି । ବ୍ଲକର…

ମହାନଦୀରେ ଆସିବ ମଧ୍ୟମ ଧରଣର ବନ୍ୟା, ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ମହାନଦୀରେ ଆସୁଛି ବନ୍ୟା । ହୀରାକୁଦରୁ ବନ୍ୟା ଛଡାଯିବା ପରେ ଫୁଲୁଛି ମହାନଦୀ । ଆସନ୍ତାକାଲି ମୁଣ୍ଡଳି ଓ ନରାଜରୁ ଅଧିକ ପାଣି ମହାନଦୀର ତଳି ଅଞ୍ଚଳକୁ ଛଡାଯିବ । ଫଳରେ ତଳିଆ ଅଞ୍ଚଳରେ ମଧ୍ୟମ ଧରଣର ବନ୍ୟା ହେବାର ଆଶଙ୍କା ରହିଛି । ଏଥିପାଇଁ ପ୍ରଭାବିତ ହେବାକୁ ଥିବା ଜିଲ୍ଲା…

ଚର୍ଚ୍ଚାରେ ଏମାର ମଠ, ମେଟାଲ ଡିଟେକ୍ଟରରେ କରାଗଲା ଯାଞ୍ଚ

ପୁରୀ : ପୁଣି ଚର୍ଚ୍ଚାରେ ପୁରୀର ଏମାର ମଠ । ପୋତାଧନ ଥିବା ସନ୍ଦେହରେ ଆଜି ପୁଣି ମଠକୁ ଟିକିନିଖି ଯାଞ୍ଚ କରିଛି ଏଏସଆଇ ଓ ପୁରୀ ପ୍ରଶାସନର ସ୍ବତନ୍ତ୍ର ଟିମ । ମେଟାଲ ଡିଟେକ୍ଟର ସହାୟତାରେ ମଠର ଯାଞ୍ଚ ହୋଇଛି । ଦୁଇଟି ସ୍ଥାନରେ ପୋତାଧନ ଥିବା ନେଇ ଟିମ୍ ସନ୍ଦେହ କରିଛି । ଟ୍ରଷ୍ଟ ବୋର୍ଡ…

କୋହଲିଙ୍କ ବିରାଟ ଘୋଷଣା, ଟି୨୦ ବିଶ୍ୱକପ ପରେ ଅଧିନାୟକ ପଦ ଛାଡିବେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଆଗାମୀ ଟି୨୦ ବିଶ୍ୱକପ ପରେ ସେ ଟି୨୦ ଅଧିନାୟକ ପଦରୁ ଇସ୍ତଫା ଦେବେ । ତେବେ ସେ ଦିନିକିଆ ଏବଂ ଟେଷ୍ଟରେ ଅଧିନାୟକ ଦାୟିତ୍ୱ ତୁଲାଇବେ ବୋଲି ସ୍ପଷ୍ଟ କରିଛନ୍ତି । କୋହଲିଙ୍କ ଇସ୍ତଫା…