Latest Odisha News

BREAKING NEWS

Browsing Category

ଫିଚର

ଦୂରସଞ୍ଚାର କ୍ଷେତ୍ରରେ ବୃହତ ସଂସ୍କାରକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ : ଦୂରସଞ୍ଚାର କ୍ଷେତ୍ରରେ ଅନେକ ଢାଞ୍ଚାଗତ ଏବଂ ପ୍ରକ୍ରିୟାଗତ ସଂସ୍କାରକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର । ଏହି ସଂସ୍କାର ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ରୋଜଗାର ଅବସରକୁ ସୁରକ୍ଷିତ ରଖିବ । ଏହା ସୁସ୍ଥ ପ୍ରତିଯୋଗିତା ବଢ଼ାଇବା ସହିତ ଉପଭୋକ୍ତାଙ୍କ ସ୍ବାର୍ଥକୁ…

ଟାଇମ ମ୍ୟାଗାଜିନର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ମୋଦି, ମମତା, ପୁନୱାଲା

ନୂଆଦିଲ୍ଲୀ: ବିଶ୍ୱର ପ୍ରତିଷ୍ଠିତ ଟାଇମ ମ୍ୟାଗାଜିନ ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଛି । ଏଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ଚେୟାରମ୍ୟାନ ଅଦାର ପୁନାୱାଲା ସ୍ଥାନ ପାଇଛି ।…

ଏସିଆନ୍ ଟିଟି ଚାମ୍ପିୟନଶିପରୁ ବାଦ ପଡିଲେ ମନିକା

ନୂଆଦିଲ୍ଲୀ: ଏସିଆନ୍ ଟେବୁଲ ଟେନିସ ଚାମ୍ପିୟନଶିପରୁ ବାଦ୍ ପଡିଛନ୍ତି ଭାରତର ଷ୍ଟାର ଖେଳାଳି ମନିକା ବାତ୍ରା । ଦୋହାରେ ଏହି ଇଭେଂଟ ୨୮ ସେପ୍ଟେମ୍ବରରୁ ଆରମ୍ଭ ହେବ । ମନିକାଙ୍କ ସ୍ଥାନରେ ସୁତୀର୍ଥ ମୁର୍ଖାଜୀ ଦଳର ନେତୃତ୍ୱ ନେବେ । ପୁରୁଷ ଟିମର ନେତୃତ୍ୱ ମାନବ ଠକ୍କର ତୁଲାଇବେ । ରାଷ୍ଟ୍ରୀୟ…

ପ୍ରକାଶ ପାଇଲା ୨୦୨୦ ମସିହାର ଅପରାଧ ତଥ୍ୟ

ନୂଆଦିଲ୍ଲୀ : ପ୍ରକାଶ ପାଇଲା ୨୦୨୦ ମସିହାର ଅପରାଧ ତଥ୍ୟ । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ପକ୍ଷରୁ ସାରା ଦେଶରେ ୨୦୨୦ ମସିହାରେ ଘଟିଥିବା ଅପରାଧର ତଥ୍ୟ ପ୍ରକାଶ ପାଇଛି । ଗତବର୍ଷ ସାରା ଦେଶରେ ୨୯ ହଜାର ୧୯୩ଟି ହତ୍ୟା ମାମଲା ରୁଜୁ ହୋଇଛି । ୨୦୧୯ ତୁଳନାରେ ଏହା ୧ ପ୍ରତିଶତ ବୃଦ୍ଧି…

ପାଇଖାନାରୁ ଉଦ୍ଧାର ହେଲା ନାଗସାପ

କଟକ : ପାଇଖାନା ପ୍ୟାନ୍ ଭିତରେ ନାଗ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ ଚର୍ଚ୍ଚିକା ଗାଁ ର ପ୍ରକାଶ ମିଶ୍ରଙ୍କ ପାଇଖାନା ଭିତରେ ଏକ ନାଗ ସାପ ଲୁଚି ରହିଥିବା ଦେଖିବାକୁ ମିଲିଥିଲା ।ସମୟ ସମୟରେ ଏହି ସାପଟି ବାହାରକୁ ଆସୁଥିଲା । ଆଉ ଏହାକୁ ଦେଖିବା ପାଇଁ…

ସେପ୍ଟେମ୍ବର ୧୬ରୁ ୨୨ ତାରିଖ ପର୍ଯ୍ୟନ୍ତ ଟ୍ରେନ୍ ବାତିଲ, ଜାଣନ୍ତୁ କେଉଁ ଟ୍ରେନ୍

ଭୁବନେଶ୍ବର : ମହାମାରୀ କରୋନା ପାଇଁ ରେଳବାଇର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି ନିର୍ଦ୍ଦିଷ୍ଟ ସ୍ବତନ୍ତ୍ର ଟ୍ରେନ୍ ବାତିଲ୍ କରାଯାଇଥିବା ବେଳେ, ଆଉ କିଛି ଟ୍ରେନ୍ ଆାଂଶିକ ଭାବେ ବାତିଲ କରିଛି ରେଳବାଇ । ସେପ୍ଟେମ୍ବର ୧୬ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ…

ପିପିଲି ପାଇଁ ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଦେଲା ବିଜେଡି

ଭୁବନେଶ୍ବର : ପିପିଲି ଉପନିର୍ବାଚନ ପ୍ରଚାର ପାଇଁ ବିଜେଡି ଜାରି କଲା ଷ୍ଟାର ପ୍ରଚାରକ ତାଲିକା । ବିଜେଡି ନିଜର ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ବିଜେଡି ଷ୍ଟାର ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ…

ପାଣି ଘେରରେ ଯାଜପୁର ଜିଲ୍ଲାର ୫ଟି ବ୍ଲକର ୭୦ରୁ ଅଧିକ ଗାଁ

ଯାଜପୁର : ଲଘୁଚାପ ଜନିତ ଲଗାଣ ବର୍ଷାରେ ଯାଜପୁରର ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ବନ୍ୟା । ଚଳିତ ବନ୍ୟାରେ ଯାଜପୁର ଜିଲ୍ଲାର ୫ଟି ବ୍ଲକର ପାଖାପାଖି ୭୦ରୁ ଅଧିକ ଗାଁ ପାଣି ଘେରରେ ରହିଛି । ବନ୍ୟାରେ କୋରେଇ ବ୍ଲକର ବଡ଼ ବିରୁହାଁ, ତଣ୍ଡରା, ଗୋଲେଇପୁର ଆଦି ପଞ୍ଚାୟତର ଅଧିକାଂଶ ଗାଁ ପାଣି…

ସାମ୍ବାଦିକ,ପର୍ବତାରୋହିଙ୍କ ବାଇକ ଯାତ୍ରା

ବରଗଡ଼ : ସଚେତନତା ସୃଷ୍ଟି କରୁଥିବା ବାଇକ୍ ଯାତ୍ରୀଙ୍କୁ ସମ୍ବର୍ଦ୍ଧନା । ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପୁରୀରୁ ଲେହ ଲଦାକ୍ ଯାତ୍ରା କରିଥିବା ଦୁଇ ଜଣିଆ ମୋଟର ସାଇକେଲ ଯାତ୍ରୀ ଦଳଙ୍କୁ ବରଗଡ଼ ମା ସମଲେଇ ମନ୍ଦିର ଠାରେ ସମ୍ବର୍ଦ୍ଧନା ଦିଆଯାଇଛି।…

ଭଦ୍ରକରେ ଚିନ୍ତା ବଢ଼ାଇଲା ବୈତରଣୀ, ୯ ପଞ୍ଚାୟତରେ ପଶିଲା ପାଣି

ଭଦ୍ରକ : ବର୍ଷା କମିଲା, ହେଲେ ବିପଦ ଆଣିଲା ବନ୍ୟା । ପ୍ରବଳ ବର୍ଷା ଯୋଗୁଁ ବୈତରଣୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ବୈତରଣୀରେ ଜଳସ୍ତର ବଢିବା ପରେ ଏବେ ଚିନ୍ତାରେ ତଳି ଅଞ୍ଚଳର ଲୋକେ । କଣ୍ଟିଘାଇ ଦେଇ ବନ୍ୟାଜଳ ଚାଷ ଜମି ଓ ଜନବସତି ଆଡକୁ ପ୍ରବେଶ କରିଛି । ଭଣ୍ଡାରିପୋଖରୀ ବ୍ଲକର ୬ଟି…