Latest Odisha News

BREAKING NEWS

Browsing Category

ଫିଚର

ଗ୍ଲୋବାଲ ଲିଡର ଆପ୍ରୁଭାଲ ରେଟିଂରେ ମୋଦି ଶୀର୍ଷରେ

ନୂଆଦିଲ୍ଲୀ:ଗ୍ଲୋବାଲ ଆପ୍ରୁଭାଲ ରେଟିଂରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୦ ପ୍ରତିଶତ ରେଟିଂ ସହିତ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଜର୍ମାନୀ ଚ୍ୟାନ୍ସେଲର ଆଞ୍ଜେଲା ମୋର୍କେଲ, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନଶନ ଓ ଫ୍ରାନ୍ସ…

ଗୁରୁଦିସରେ ଓଡ଼ିଶାର ୨ଜଣଙ୍କ ସମେତ ୪୪ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ପୁରସ୍କାର ପ୍ରଦାନ

ନୂଆଦିଲ୍ଲୀ: ଆଜି ହେଉଛି ଗୁରୁ ଦିବସ । ଏହି ଅବସରରେ ଓଡ଼ିଶାର ୨ଜଣ ଶିକ୍ଷକଙ୍କ ସମେତ ଦେଶର ୪୪ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର-୨୦୨୧ରେ ସମ୍ମାନିତ କରାଯାଇଛି । ରାଷ୍ଚ୍ରପତି ରାମନାଥ କୋବିନ୍ଦ ସେମାନଙ୍କୁ ଭିଡିଓ କନଫରେନ୍ସିଂରେ ସମ୍ମାନିତ କରିଛନ୍ତି । ରାଷ୍ଟ୍ରୀୟ ଶିକ୍ଷକ…

ସରକାର ଗଠନ ନେଇ ତାଲିବାନ-ହକ୍କାନି ନେଟୱର୍କ ମଧ୍ୟରେ ସଂଘର୍ଷ, ବରାଦର ଆହତ

କାବୁଲ: ଆଫଗାନିସ୍ତାନକୁ ଦଖଲ କରିବା ସତ୍ୱେ ଏ ପର୍ଯ୍ୟନ୍ତ ତାଲିବାନ ସରକାର ଗଠନ କରିବାରେ ସଫଳ ହୋଇନାହିଁ । ଏହା ମଧ୍ୟରେ ତାଲିବାନ ମଧ୍ୟରେ ଫାଟ ସୃଷ୍ଟି ହେବା ଆରମ୍ଭ ହୋଇଛି । ପଞ୍ଜଶିର ଅବର୍ଜଭର ରିପୋର୍ଟ ମୁତାବକ ତାଲିବାନ ଏବଂ ହକ୍କାନି ନେଟୱର୍କ ମଧ୍ୟରେ ସଂଘର୍ଷ ଘଟିଛି । ଏଥିରେ ତାଲିବାନ…

୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ, କାଲିଠୁ ଦୁଇ ଦିନ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ଆସୁଛି ଆଉ ଗୋଟିଏ ଲଘୁଚାପ । ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଦାନା ବାନ୍ଧିବ । ଏବେ ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ସାଇକ୍ଲୋନିକ୍ ସାର୍କୁଲେସନ୍ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତାକାଲିଠୁ…

ପାରାଦୀପରେ ଭାରତୀୟ ବନ୍ଦର ମଜଦୁର ସଂଘର ଦୁଇ ଦିନିଆ କର୍ମଶାଳା

ପାରାଦୀପ: ଭାରତୀୟ ବନ୍ଦର ମଜଦୁର ସଂଘର ଦୁଇଦିନିଆ କର୍ମଶାଳା ପାରାଦୀପଠାରେ ଉଦଘାଟିତ ହୋଇଯାଇଛି । ଭାରତର ବିଭିନ୍ନ ବନ୍ଦରରେ ଥିବା ଶ୍ରମିକ ସଂଗଠନର ମୁଖ୍ୟ ଏଥିରେ ଯୋଗ ଦେଇଛନ୍ତି । ଶ୍ରମିକମାନଙ୍କ ସ୍ୱାର୍ଥ ପାଇଁ ଶ୍ରମିକ ସଂଗଠନ ମାନେ ସବୁବେଳେ ପ୍ରୟାସ କରୁଛନ୍ତି । କିନ୍ତୁ ବନ୍ଦର ପ୍ରଶାସନ…

ପାରାଲିମ୍ପିକ୍ସ ବ୍ୟାଡମିଣ୍ଟନରେ ଭାରତକୁ ସ୍ୱର୍ଣ୍ଣ ଦେଲେ କୃଷ୍ଣା ନାଗର

ଟୋକିଓ: ପାରାଲିମ୍ପିକ୍ସରେ ଭାରତ ଏଥର ସ୍ୱର୍ଣ୍ଣିମ ଇତିହାସ ଲେଖିଛି । ପାରା ବ୍ୟାଡିମିଣ୍ଟନରେ ଗତକାଲି ପ୍ରମୋଦ ଭଗତ ସ୍ୱର୍ଣ୍ଣ ଜିତିଥିବା ବେଳେ ଆଜି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି କୃଷ୍ଣା ନାଗର । ପୁରୁଷ ସିଙ୍ଗଲ୍ସ ଝଐ୬ ବର୍ଗ ଫାଇନାଲରେ ହଂକଂ ବ୍ୟାଡମିଣ୍ଟନ ତାରକା ଚୁ ମ୍ୟାନ୍ କାଇଙ୍କୁ…

ଆଜି ଓଡ଼ିଶାରୁ ୮୦୫ କରୋନା ଆକ୍ରାନ୍ତ ଚିହ୍ନଟ, ଆଉ ୧୩୧ ଛୁଆ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଏବେ ସ୍ଥିର ରହିଛି । ୮ଶହ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ୮୦୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ଅଛନ୍ତି ଆଉ ୧୩୧ ଶିଶୁ ଓ କିଶୋର ସଂକ୍ରମିତ । କ୍ୱାରେଣ୍ଟାଇନରୁ ୪୬୭ ଆକ୍ରାନ୍ତ ଚିହ୍ନଟ…

ପାରାଲିମ୍ପିକ୍ସ ବ୍ୟାଡମିଣ୍ଟରେ ରୌପ୍ୟ ଜିତିଲେ ନୋଏଡା ଜିଲ୍ଲାପାଳ ସୁହାସ ୟଥିରାଜ

ଟୋକିଓ: ଆଜି ଶେଷ ହେଉଛି ଟୋକିଓ ପାରାଲିମ୍ପିକ୍ସ । ଶେଷ ଦିନରେ ପଦକରୁ ଭାରତର ଅଭିଯାନ ଆରମ୍ଭ ହୋଇଛି । ପୁରୁଷ ବ୍ୟାଡମିଣ୍ଟନରେ ରୌପ୍ୟ ପଦକ ଜିତିଛନ୍ତି ନୋଏଡାର ଜିଲ୍ଲାପାଳ ସୁହାସ ୟଥିରାଜ । ଝଖ୪ବର୍ଗରେ ସେ ଫ୍ରାନ୍ସର ଲୁକାସ୍ ଜୁରଙ୍କଠାରୁ ହାରି ଯାଇଛନ୍ତି । କିନ୍ତୁ ଦେଶବାସୀଙ୍କ ହୃଦୟ…

୨୧୭୧ କୋଟିର ୧୦ଟି ପ୍ରସ୍ତାବିତ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ କମିଟିର ଅନୁମୋଦନ

ଭୁବନେଶ୍ବର : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ କମିଟି ବୈଠକରେ ୧୦ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ୨୧୭୧.୮୨ କୋଟି ଟଙ୍କାର ପ୍ରସ୍ତାବିତ ପ୍ରକଳ୍ପକୁ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ କମିଟି ବୈଠକରେ…

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଓ୍ବେବ୍ ପୋର୍ଟାଲ ସାମ୍ବାଦିକ

ଭୁବନେଶ୍ବର : ଅଲିମ୍ପିଆନ୍ ଦୂତୀ ଚାନ୍ଦଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆକ୍ଷେପମୂଳକ ମନ୍ତବ୍ୟ ଦେବା ଅଭିଯୋଗରେ ପୋଲିସ କାର୍ଯ୍ୟାନୁଷ୍ଠାନ । ଓ୍ବେବ୍ ପୋର୍ଟାଲର ସମ୍ପାଦକ ସୁଧାଂଶୁ ଶେଖର ରାଉତ ଓ ସାମ୍ବାଦିକ ସ୍ମୃତି ରଞ୍ଜନ ବେହେରାଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତୁ ପଠାଇ ଦିଆଯାଇଛି ।…