Latest Odisha News

BREAKING NEWS

Browsing Category

ଫିଚର

ପତ୍ନୀ ଓ ଶ୍ବଶୁର ଘର ଲୋକଙ୍କ ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା

ରାଉରକେଲା : ପତ୍ନୀ ଓ ଶ୍ବଶୁର ଘର ଲୋକଙ୍କ ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ । ରାଉରକେଲା ସ୍ବାମୀ ବିବେକାନନ୍ଦପାଲି ବସ୍ତିରେ ଘଟିଛି ଏଭଳି ଘଟଣା । ମୃତ୍ୟୁ ପୂର୍ବରୁ ଏଭଳି ଖୁଲାସା କରିଥିଲେ ଯୁବକ । ଅଭିଯୋଗ ଅନୁସାରେ ବିକାଶଙ୍କ ପତ୍ନୀ ଓ ଶ୍ବଶୁର ଘର ଲୋକ ତାଙ୍କ…

ରାହୁଲଙ୍କ ଉପରକୁ ସାମ୍ପେନ ଠିପି ପକାଇଲେ ବିଶୃଙ୍ଖଳିତ ଦର୍ଶକ

ଲଣ୍ଡନ: ଚଳିତ ଭାରତ-ଇଂଲଣ୍ଡ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ପ୍ରଥମ ଥର ପାଇଁ ଦର୍ଶକଙ୍କ ବଡ ଧରଣର ବିଶୃଙ୍ଖଳା ସାମ୍ନାକୁ ଆସିଛି । ଭାରତୀୟ ଓପନର ଲୋକେଶ ରାହୁଲ ଥାର୍ଡ ମ୍ୟାନ ଅଂଚଳରେ ଜଗୁଥିବା ବେଳେୂ ଉପରକୁ ଦର୍ଶକମାନେ ସାମ୍ପେନର ଠିପି ଫିଙ୍ଗିଥିଲେ । ମ୍ୟାଚର ୬୯ତମ ଓଭରରେ ଏହି ଘଟଣା ଘଟିଥିଲା…

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ପାରଳାଖେମୁଣ୍ଡିରେ କ୍ରାଇମବ୍ରାଞ୍ଚର ତନାଘନା

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାର ଆରମ୍ଭ ହେଲା ଖୋଳତାଡ଼ । କ୍ରାଇମବ୍ରାଞ୍ଚ ଡିଏସପି ଜ୍ଞାନ ରଞ୍ଜନ ମିଶ୍ରଙ୍କ ନେତୃତ୍ବରେ ୩ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ଘଟଣାର ତଦନ୍ତ କରୁଛନ୍ତି । ସେମାନଙ୍କୁ ସହଯୋଗ କରୁଛନ୍ତି ୫ ଜଣ…

କାଲି ସ୍ୱାଧିନତା ଦିବସ, ଆଜି କୋଟିଆରେ ଲାଗିଲା ଓଡିଆ ଫଳକ

କୋରାପୁଟ: ଓଡିଶାର କୋଟିଆ ଅଂଚଳକୁ ହାତେଇବା ପାଇଁ ଆନ୍ଧ୍ରପ୍ରଦେଶ ବାରମ୍ବାର ଚେଷ୍ଟା କରିଆସିଛି । ଏଥିପାଇଁ ତାଜା ସ୍ଥିତିରେ ଓଡିଶା ଓ ଆନ୍ଧ୍ର ମଧ୍ୟରେ ଶୀତଳ ଯୁଦ୍ଧ ଜାରି ରହିଛି । ତେବେ ସ୍ୱାଧିନତା ଦିବସର ମାତ୍ର କେଇ ଘଣ୍ଟା ପୂର୍ବରୁ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆରେ…

ଅସହ୍ୟ ତେଲୁଗୁ ମାଓନେତାଙ୍କ ନିର୍ଯାତନା, ୩ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ସ୍ୱାଧିନତା ଦିବସ ପୂର୍ବରୁ ଆତ୍ମସମର୍ପଣ କଲେ ୩ଜଣ ହାର୍ଡକୋର୍ ମାଓବାଦୀ । ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କ ବିରୋଧରେ ପୂର୍ବରୁ ରହିଛି ଏକାଧିକ ସଙ୍ଗୀନ ଅଭିଯୋଗ । ମାଓବାଦୀମାନେ ମାଲକାନଗିରି ସୀମାନ୍ତ ଛତିଶଗଡର ଦନ୍ତେଓଦ୍ୱାଡା ଜିଲ୍ଲା ଏସ୍‌ପି ଅଭିଷେକ ପଲ୍ଲଭ ଓ…

+୨ କଳା ଓ ଧନ୍ଦାମୂଳକ ରେଜଲ୍ଟ: କଳାରେ ପାସ ହାର ୯୮.୫୮%

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ । ଗମଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରେଜଲ୍ଟ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି । ଏହାପରେ ଓ୍ୱେବସାଇ www.orissaresults.nic.in ରୁ ଫଳାଫଳ ଜାଣି ପାରିବେ ଛାତ୍ରଛାତ୍ରୀ । ଯୁକ୍ତ ଦୁଇ କଳା ରେଗୁଲାରରେ ମୋଟ୍…

ଓଡ଼ିଶାର ୬୭ ଜଣଙ୍କୁ ମିଳିବ ସାହସିକତା ପୋଲିସ ମେଡାଲ୍

ନୂଆଦିଲ୍ଲୀ: ଘୋଷଣା ହେଲା ସାହସିକତା ପାଇଁ ରାଷ୍ଟ୍ରପତି ପୋଲିସ ମେଡାଲ୍ । ସ୍ୱାଧୀନତା ଦିବସ ଅବସରରେ ସାରା ଦେଶରୁ ୧୩ଶହ ୮୦ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ଓଡ଼ିଶାରୁ ୬୭ ଜଣଙ୍କୁ ସାହସିକତା ପୋଲିସ ମେଡାଲ ନେଇ ଘୋଷଣା କରାଯାଇଛି । ସେହିପରି…

ଅନଲକ୍ ହେଲା ରାହୁଲ ଗାନ୍ଧିଙ୍କ ଟ୍ୱିଟର ଆକାଉଣ୍ଟ

ନୂଆଦିଲ୍ଲୀ: ଅନଲକ୍ ହୋଇଛି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଟ୍ୱିଟର ଆକାଉଣ୍ଟ । ସପ୍ତାହେ ଧରି ଅସ୍ଥାୟୀ ଭାବରେ ରାହୁଲଙ୍କ ଟ୍ୱିଟ୍ ଆକାଉଣ୍ଟକୁ ସସପେଣ୍ଡ କରିଥିଲା କମ୍ପାନୀ । ଦିଲ୍ଲୀରେ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ଲୋକଙ୍କ ଫଟୋ ପୋଷ୍ଟ କରିବା ପରେ ନିୟମର ଉଲ୍ଲଂଘନ ଅଭିଯୋଗରେ…

ଅଗଷ୍ଟ ୧୪କୁ ଦେଶରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ଭାବରେ ପାଳନ କରାଯିବ

ନୂଆଦିଲ୍ଲୀ: ପ୍ରତିବର୍ଷ ଅଗଷ୍ଟ ୧୪ ତାରିଖକୁ ଦେଶବ୍ୟାପୀ ବିଭାଜନ ବିଭୀଷିକା ସ୍ମୃତି ଦିବସ ଭାବରେ ପାଳନ କରାଯିବ । ଏନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଦିନକୁ ପାଳନ କରିବା ପାଇଁ ଦେଶବାସୀଙ୍କୁ ଟ୍ୱିଟ୍ କରି ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି,…

ବୁର୍ଲା ଭୀମସାରରେ ଦୁଇ ଜଣ ଶିଶୁ କରୋନା ସଂକ୍ରମିତ

ସମ୍ୱଲପୁର: ବୁର୍ଲା ଭୀମସାରରେ ଦୁଇ ଜଣ ଶିଶୁ କରୋନା ସଂକ୍ରମିତ । ସେମାନଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ସଂକ୍ରମିତ ଦୁଇ ଶିଶୁ ଏବେ କୋଭିଡ୍-୨ ଓ୍ୱାର୍ଡରେ ଚିକିତ୍ସିତ ହେଉଛନ୍ତି । ସଂକ୍ରମିତ ଦୁଇ ଶିଶୁଙ୍କ ବୟସ ଯଥାକ୍ରମେ ୮ ମାସ ଓ ୫ ବର୍ଷ ହେବ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ…