Latest Odisha News

BREAKING NEWS

Browsing Category

ଫିଚର

ଇତିହାସ ପୃଷ୍ଠାରେ ହଜି ଯାଇଥିବା ବିର୍ସା ମୁଣ୍ଡା, ତାନ୍ତିଆ ଟୋପେଙ୍କ ପରି ସମ୍ମାନୀତ ହେବେ ୧୪୬ ସ୍ୱାଧୀନତା ସଂଗ୍ରାମୀ…

ନୂଆଦିଲ୍ଲୀ: ଭାରତର ସ୍ୱାଧୀନତା ପଛରେ ଅନେକ ମହାନ ବ୍ୟକ୍ତିଙ୍କ ବଳିଦାନ ରହିଛି । ଆମେ ଅଳ୍ପ କେତେକଙ୍କ ବିଷୟରେ ଜାଣିଛେ । ତେବେ ଇତିହାସ ପୃଷ୍ଠାରେ ହଜି ଯାଇଥିବା ବିର୍ସା ମୁଣ୍ଡା, ତାନ୍ତିଆ ଟୋପେ ଓ ସୁବାସ ଚନ୍ଦ୍ର ବୋଷଙ୍କ ପରି ୧୪୬ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ସରକାର ସମ୍ମାନୀତି କରିବା…

ଆସାମ-ମିଜୋରମ ସୀମା ବିବାଦ ନେଇ ପୁଣି ଉତେଜନା

ହେଲିକାଣ୍ଡି: ଆସାମର ହେଲିକାଣ୍ଡଢି ଜିଲ୍ଲାର ଏକ ସ୍କୁଲ ଉପରେ ବୋମାମାଡ ହେବା ଯୋଗୁ ଆସାମ ଏବଂ ମିଜୋରମ ମଧ୍ୟରେ ସୀମା ବିବାଦ ନେଇ ପୁନର୍ବାର ଉତେଜନା ବୃଦ୍ଧି ପାଇଛି । ଏହି ବିସ୍ଫୋରଣରେ କେବଳ ସ୍କୁଲର ପାଚେରୀ ଭାଙ୍ଗି ଯାଇଛି । କୌଣସି ବଡ ଧରଣର ଅଘଟଣ ଘଟି ନାହିଁ ବୋଲି ହେଲିକାଣ୍ଡ ଏସପି…

ଅଶାନ୍ତ ଆଫଗାନିସ୍ତାନ, କାବୁଲ ଦଖଲ କରିବ ତାଲିବାନ

ଆଫଗାନିସ୍ତାନ : ଆଫଗାନିସ୍ତାନ ରାଜଧାନୀ କାବୁଲ ନିକଟରେ ତାଲିବାନ । ଯେ କୌଣସି ମୁହୂର୍ତ୍ତରେ ସହରକୁ କବଜା କରିବାର ରହିଛି ସମ୍ଭାବନା । ପଲ-ଇ-ଆଲାମ ସହରକୁ ନିଜ ଦଖଲକୁ ନେଇଛି ତାଲିବାନ । ପରିସ୍ଥିତିକୁ ନେଇ ରାଷ୍ଟ୍ରପତି ଅଶରଫ ଘନିଙ୍କ ଚିନ୍ତା ବଢ଼ିଗଲାଣି । ସେପଟେ ଅମାନବୀୟ ଆକ୍ରମଣ ବନ୍ଦ…

ବର୍ଷା ପାଣିରେ ଭାସିଗଲେ ଯୁବକ

ବାରିପଦା : ଦୁଇ ଘଣ୍ଟାର ପ୍ରବଳ ବର୍ଷାରେ ଭାସିଗଲେ ଯୁବକ । ବାଇକ୍ ଯୋଗେ ରାସ୍ତା ପାର ହେଉଥିବା ବେଳେ ବର୍ଷା ପାଣିର ସୁଅରେ ଭାସି ଯାଇଛନ୍ତି ଯୁକକ । ବର୍ତ୍ତମାନ ସୁଦ୍ଧା ଯୁବକଙ୍କ କୌଣସି ଖୋଜ ଖବର ମିଳିନାହିଁ । ବାରିପଦା ସ୍ଥିତ ବଳରମପୁର ୱାର୍ଡ ନମ୍ବର ୧୭ ସ୍ଥିତ ଜରାଳି ନଦୀରେ ଦୁଇ…

ଡାଲମିଆ ସିମେଣ୍ଟ ଦ୍ବାରା ରାଜଗାଙ୍ଗପୁର ଘରୋଇ ବସଷ୍ଟାଣ୍ଡରେ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ

ରାଜଗାଙ୍ଗପୁର : ବସଷ୍ଟାଣ୍ଡରେ ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ ପ୍ରୟାସ ଆରମ୍ଭ କରିଛି ଡାଲମିଆ ସିମେଣ୍ଟ ଲିମିଟେଡ଼ । ରାଜଗାଙ୍ଗପୁର ଘରୋଇ ବସଷ୍ଟାଣ୍ଡରେ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ଏକ ପ୍ରକଳ୍ପ ଆରମ୍ଭ କରିଛି ଡାଲମିଆଁ ସିମେଣ୍ଟ । କମ୍ପାନୀର ଜାତୀୟ ଉତ୍ପାଦନ ମୁଖ୍ୟ…

ପଶ୍ଚିମବଙ୍ଗରେ ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା

କୋଲକାତା: ପଶ୍ଚିମବଙ୍ଗରେ ଏବେ ବି ନିର୍ବାଚନୀ ହିଂସା ଜାରୀ ରହିଛି । ଶନିବାର ତୃଣମୂଳ କଂଗ୍ରେସର ରଣଜୟ କୁମାର ଶ୍ରୀବାସ୍ତବଙ୍କୁ ଟିଟାଗଡରେ ଗୁଳି କରି ହତ୍ୟା କରାଯାଇଛି । ପ୍ରାରମ୍ଭିକ ତଦନ୍ତ ପରେ ପୋଲିସ ୫ଜଣଙ୍କୁ ଗିରଫ କରିଛି । ସେ କାରରେ ଯାଉଥିବା ବେଳେ ଦୁର୍ବୃତମାନେ ପ୍ରଥମେ ବୋମା ମାଡ…

ବେହେରଣ ଦ୍ବାର ଓ ସାତ ପାହାଚ ଦ୍ବାର ପାଇଁ ଶ୍ରୀମନ୍ଦିରକୁ ଗଲା ରୂପା

ପୁରୀ : ବେହେରଣ ଦ୍ବାର ଓ ସାତ ପାହାଚ ଦ୍ବାର ପାଇଁ ଶ୍ରୀମନ୍ଦିରକୁ ଗଲା ରୂପା । ପ୍ରାରମ୍ଭିକ ଭାବେ ଜୟବିଜୟ ଓ ଭୋଗମଣ୍ଡପ ଘର ପରୀକ୍ଷାମୂଳକ ଭାବେ ରୂପା ଛାଉଣୀ କରାଯାଇଥିଲା । କବାଟ କାମ ସରିବା ପରେ ରୂପା ଛାଉଣୀ ହୋଇଥିଲା । କବାଟ ଓ ରୂପା ଛାଉଣୀା ତତ୍ତ୍ବାବଧାନ ପାଇଁ ଇଞ୍ଜିନିୟର ଓ…

୧୬ରୁ ସ୍ବର୍ଗଦ୍ବାରରେ ହୋଇପାରିବ ବାହାର ଜିଲ୍ଲାର ଶବଦାହ

ପୁରୀ : ଆସନ୍ତା ୧୬ ତାରିଖରୁ ବାହାର ଜିଲ୍ଲାବାସୀଙ୍କ ପାଇଁ ଖୋଲିବ ପୁରୀ ସ୍ବର୍ଗ ଦ୍ବାର । କଟକଣା ହଟିବା ପରେ ଏବେ ବାହାର ଜିଲ୍ଲାର ଲୋକ ପୁରୀ ସ୍ବର୍ଗ ଦ୍ବାରରେ କରିପାରିବେ ଶବଦାହ । ହେଲେ ଏହି ସମୟରେ କୋଭିଡ କଟକଣାକୁ କଡାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି । ଏନେଇ ସୂଚନା…

ମହିଳାଙ୍କ ବେକରୁ ଚେନ ଲୁଟିବାକୁ ଯାଇ ଛେଚା ଖାଇଲେ ଦୁଇ ଲୁଟେରା

ଭଦ୍ରକ : ଲୁଟେରାଙ୍କୁ ଉତ୍ତମ ମଧ୍ୟମ । ସୁନା ଚେନ୍ ଲୁଟ୍ କରି ଫେରାର ହୋଇ ଯାଉଥିଲେ । କିନ୍ତୁ କିବାକୁ କରି ନିର୍ଦ୍ଧୁମ ଛେଚିଲେ ଲୋକେ । ଭଦ୍ରକ ମେଡିକାଲ ଛକରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଅମୁଲ କୂଲ ପିଇବା ବାହାନାରେ ସୁନା ଚେନ ଝାମ୍ପି ନେଇ ପଳାଉଥିଲେ । କିନ୍ତୁ ଲୋକେ ୨…

୩ ଡକାୟତ ଗ୍ୟାଙ୍ଗକୁ ଧରିଲା ପୁରୀ ବାସେଳି ସାହି ଥାନା ପୋଲିସ

ପୁରୀ : ପୁରୀ ବାସେଳି ସାହି ଥାନା ପୋଲିସକୁ ସଫଳତା । ଏକ ୩ ଜଣିଆ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୋଲିସ । ଗିରଫ ଡକାୟତଙ୍କ ଠାରୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି ପୋଲିସ । ଏହାସହ କିଛି ମାରଣାସ୍ତ୍ର ମଧ୍ୟ ଜବତ କରଯାଇଛି । ଗିରଫ ୩ ଅଭିଯୁକ୍ତ ହେଲେ ପୁରୀ ହରଚଣ୍ଡୀ ସାହିର…