Latest Odisha News

BREAKING NEWS

Browsing Category

ଫିଚର

ଭାରତୀୟ ହକିର ସ୍ୱର୍ଣ୍ଣିମ ଅଭିଯାନରେ ଏଥର ବେଲଜିୟମର ପାଳି

ଭୁବନେଶ୍ୱର: ଭାରତୀୟ ପୁରୁଷ ହକି ଦଳ ୪୯ ବର୍ଷ ପରେ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ୧୯୭୨ରେ ଶେଷ ଥର ଭାରତ ସେମିରେ ପ୍ରବୋ କରିଥିଲା । ଏହା ପରେ ୧୯୮୦ରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା ସତ କିନ୍ତୁ ସେତେବେଳେ ଲିଗ ପର୍ଯ୍ୟାୟ ପରେ ସିଧା ଫାଇନାଲ ଖେଳା ଯାଇଥିଲା । ବର୍ତମାନ…

ଦାଦନ ଖଟୁଛନ୍ତି ବିଦ୍ୟାର୍ଥୀ, ଦାୟି କିଏ ?

ରାୟଗଡା: ବେଶି ପୁରୁଣା ନୁହେଁ, ମାତ୍ର କିଛି ପୂର୍ବରୁ ସାମ୍ନାକୁ ଆସିଥିଲା ଆନ୍ଧ୍ରର ଗୁଣ୍ଟୁର ଚିଙ୍ଗୁଡି ପ୍ରକ୍ରିୟାକରଣ ସଂସ୍ଥାରେ ଅଘଟଣ । ତଥାପି ନିଘୋଡ ନିଦରେ ଶୋଇଛି ଶ୍ରମ ବିଭାଗ । ଆର୍ଥିକ ଅନାଟନ ହେଉ ଅବା ପାଠପଢା ଖର୍ଚ୍ଚ ବହନ କରିବା ପାଇଁ ବୟସ୍କ ଓ ବିଦ୍ୟାର୍ଥୀମାନେ ବାହାର ରାଜ୍ୟକୁ…

ଆଫଗାନିସ୍ତାନ କାନ୍ଧାର ବିମାନବନ୍ଦରରେ ରକେଟ ଆକ୍ରମଣ

କାବୁଲ: ଆଫଗାନିସ୍ତାନର କାନ୍ଧାର ବିମାନବନ୍ଦରରେ ଆଜି ୨ଟି ରକେଟ ଆକ୍ରମଣ ହୋଇଛି । ରନେୱେ ଏହି ୨ଟି ରକେଟ ପଡିବା ପରେ ବିସ୍ଫୋରଣ ହୋଇଥିଲା । ତେବେ ଏହି ଘଟଣାରେ କେହି ଆହତ ହୋଇ ନାହାନ୍ତି । ଏହି ଆକ୍ରମଣ ପଛରେ ତାଲିବାନ ହାତ ଥିବା ସନ୍ଦେହ କରାଯାଉଛି । ଏବେ ଆଫଗାନ ସୁରକ୍ଷାକର୍ମୀଙ୍କ ସହ…

ଫୁଲୁଛି ସୁବର୍ଣ୍ଣରେଖା: ବାଲେଶ୍ୱର ରାଜଘାଟରେ ବିପଦ ସଙ୍କେତ ଟପିଲା ଜଳସ୍ତର

ବାଲେଶ୍ୱର: ଉପରମୁଣ୍ଡରେ ଲଗାଣ ବର୍ଷା ଫଳରେ ଫୁଲୁଛି ସୁବର୍ଣ୍ଣରେଖା । ଜଳସ୍ତର ବୃଦ୍ଧି ପାଇଛି । ଆଜି ବାଲେଶ୍ୱର ଜିଲ୍ଲା ରାଜଘାଟ ନିକଟରେ ସୁବର୍ଣ୍ଣରେଖାର ଜଳସ୍ତର ବିପଦ ସଙ୍କେତ ଟପିଛି । ରାଜଘାଟ ନିକଟରେ ବର୍ତ୍ତମାନ ଜଳସ୍ତର ରହିଛି ୧୦.୫୪ ମିଟର । ଏଠାରେ ବିପଦ ସଙ୍କେତ ରହିଛି ୧୦.୩୬ ମିଟର…

ଇତିହାସ ରଚିଲା ଭାରତୀୟ ମହିଳା ହକି ଟିମ୍, ଅଷ୍ଟ୍ରେଲିଆକୁ ହରାଇ ଅଲିମ୍ପିକ୍ସ ସେମିରେ ଟିମ୍ ଇଣ୍ଡିଆ

ଟୋକିଓ: ଅଲିମ୍ପିକ୍ସରେ ଭାରତୀୟ ହକି ଟିମର ଦବଦବା । ପୁରୁଷଙ୍କ ପରେ କମାଲ କଲେ ମହିଳା । କ୍ୱାର୍ଟର ଫାଇନାଲରେ ତିନି ଥର ଚାମ୍ପିଅନ୍ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୧-୦ରେ ହରାଇ ସେମି ଫାଇନାଲରୁ ଯାଇଛି ଭାରତୀୟ ମହିଳା ହକି ଟିମ୍ । ପ୍ରଥମ ଥର ମହିଳା ଟିମ୍ ଅଲିମ୍ପିକ୍ସ ହକି ସେମିଫାଇନାଲକୁ…

କାଲିଠୁ ଭକ୍ତଙ୍କୁ ଦର୍ଶନ ଦେବେ ମାଆ ସମଲେଶ୍ୱରୀ

ସମ୍ୱଲପୁର: ତିନି ମାସ ପରେ କାଲିଠୁ ଭକ୍ତଙ୍କୁ ଦର୍ଶନ ଦେବେ ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀ । ସର୍ବସାଧାରଣ ଦର୍ଶ ପାଇଁ ସମଲେଶ୍ୱରୀ ମନ୍ଦିର ଖୋଲିବ । ସମଲେଶ୍ୱରୀ ମନ୍ଦିରରେ ସକାଳ ୬ଟାରୁ ସାଢ଼େ ୧୧ଟା ଓ ଅପରାହ୍ଣ ୩ଟାରୁ ସାଢ଼େ ୭ଟା ଯାଏ ସର୍ବସାଧାରଣ ଦର୍ଶନ ଚାଲିବ । କୌଣସି…

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୋଣାର୍କ ସୂର୍ଯ୍ୟମନ୍ଦିର

ପୁରୀ: ଅନଲକ୍ ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୋଣାର୍କ ସୂର୍ଯ୍ୟମନ୍ଦିର । କରୋନା କଟକଣା ଓ ଗାଇଡଲାଇନ୍ ଅନୁସାରେ ପର୍ଯ୍ୟଟକ କୋଣାର୍କ ବୁଲି ପାରିବେ । ଅନଲାଇନରେ ଟିକେଟ ବ୍ୟବସ୍ଥା ଉପଲବ୍ଧ ହୋଇଛି । ମାସ୍କ ନଥିଲେ ଏଣ୍ଟ୍ରି ଅନୁମତି ନାହିଁ । ପ୍ରବେଶ ପଥରେ ସମସ୍ତଙ୍କର ଥର୍ମାଲ…

ଅଲିମ୍ପିକ୍ସ ୨୦୦ ମିଟର ଦୌଡ଼ରେ ନିରାଶ କଲେ ଦୂତୀ ଚାନ୍ଦ

ଟୋକିଓ: ଅଲିମ୍ପିକ୍ସ ଶହେ ମିଟର ପରେ ଦୁଇ ଶହ ମିଟରରେ ବି ନିରାଶ କଲେ ଓଡ଼ିଶାର ଦୌଡ଼ରାଣୀ ଦୂତୀ ଚାନ୍ଦ । ସେ ୨୦୦ ମିଟର ସେମିଫାଇନାଲକୁ ଯୋଗ୍ୟତା ହାସଲ କରିପାରି ନାହାନ୍ତି । ସେ ନିଜ ହିଟର ସପ୍ତମ ସ୍ଥାନରେ ରହିଥିଲେ । ୨୦୦ ମିଟରରେ ଚତୁର୍ଥ ହିଟରେ ଦୌଡ଼ିଥିଲେ ଦୂତୀ । ୨୦୦ ମିଟର ଅତିକ୍ରମ…

ରାଜ୍ୟରେ ୬୦୦୦ ଡେଇଁଲା କରୋନା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଆଜି ମୃତ୍ୟୁସଂଖ୍ୟା ୬ ହଜାର ପାର କରିଛି । ରାଜ୍ୟରୁ ଆଉ ୬୭ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ଜନିମତ ମୋଟ୍ ମୃତ୍ୟୁସଂଖ୍ୟା ୬ହଜାର ୩୩କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ୧୫ ଜିଲ୍ଲାରୁ ଚିକିତ୍ସାଧୀ…

ଓଡ଼ିଶାରେ ହଜାରେକୁ ଖସିଲା ଦୈନିକ କରୋନା କେସ୍, ପଜିଟିଭ୍ ହାର ୧.୫୩%

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣରେ ବଡ଼ ଆଶ୍ୱସ୍ତିକର ଖବର ଆସିଛି । ଦିନକରେ ସଂକ୍ରମିତଙ୍କ ସଂଖ୍ୟା ହଜାରେକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧ହଜାର ୩୨ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୫୯୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୩୪ ।…