Latest Odisha News

BREAKING NEWS

Browsing Category

ଫିଚର

ଆଜି ୨୯ ଜିଲ୍ଲାରୁ ୧୬୩୭ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ୍ ହାର ୨.୧୯%

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କମୁଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । ତଥାପି ୧୫ଶହ ତଳକୁ ଆସିନି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୬ଶହ ୩୭ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୯୪୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୬୮୮ଟି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ…

OCA କୋଚ୍ ତାଲିକା: ୨୦୨୧-୨୨ କ୍ରିକେଟ ସିଜିନ ପାଇଁ ନିଯୁକ୍ତି

କଟକ: ୨୦୨୧-୨୨ କ୍ରିକେଟ ସିଜିନ ପାଇଁ ବିଭିନ୍ନ ଦଳର ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦେଇଛି ଓଡ଼ିଶା କ୍ରିକେଟ ଆସୋସିଏସନ୍ । ଘୋଷଣା ହୋଇଛି ସେମାନଙ୍କ ତାଲିକା । ବିଭିନ୍ନ ବର୍ଗରେ ଉଭୟ ପୁରୁଷ ଓ ମହିଳା ଦଳ ପାଇଁ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ କୋଚ୍ ନାଁ ଘୋଷଣା ହୋଇଛି ।  ମୁଖ୍ୟ କୋଚ୍ ଓ୍ୱାସିମ୍…

ଆଜିଠାରୁ ସ୍କୁଲ ଆସିବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଖୋଲୁଛି ସମସ୍ତ ସ୍କୁଲ । ପ୍ରଥମ ପର୍ଯ୍ୟାୟରେ ପାଠ ପଢ଼ିବାକୁ ଆସିବେ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଖୋଲିବାକୁ ଅନୁମତି ମିଳିଛି । କରୋନା କଟକଣା ଓ ଗାଇଡଲାଇନ୍ ଅନୁସାରେ କ୍ଲାସରୁମରେ ପାଠପଢ଼ା ଯିବ ।  ତାପୂର୍ବରୁ…

ଅଲିମ୍ପିକ୍ସ ଅସୀ ଚାଳନାର ପ୍ରଥମ ରାଉଣ୍ଡ ଜିତିଲେ ଭାରତର ଭବାନୀ ଦେବୀ

ଟୋକିଓ: ଅଲିମ୍ପିକ୍ସର ଅସୀ ଚାଳନାରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି ଭାରତର ସି. ଏ. ଭବାନୀ ଦେବୀ । ଫେନ୍ସିଂରେ ପ୍ରଥମ ରାଉଣ୍ଡ ମ୍ୟାଚ୍ ଜିତିଛନ୍ତି । ମହିଳା ସବ୍‌ରେ ଇଭେଣ୍ଟରେ ଟ୍ୟୁନିସିଆର ବେନ ଆଜିଜିଙ୍କୁ ୧୫/୩ରେ ପରାସ୍ତ କରିଛନ୍ତି ଭବାନୀ ଦେବୀ । ଫ୍ରାନ୍ସର ବ୍ରୁଟେନଙ୍କୁ ସେ…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହାଣିଲେ ଦୁର୍ବୃତ୍ତ, ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ପୁରୀ : ପୁରୀ ବାସେଲି ସାହି ଥାନା ଓଡ଼ିଆ ମଠ ନିକଟରେ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ୪ରୁ ୫ଜଣ ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବାସେଳି ସାହି ଓଡ଼ିଆ ମଠ ନିକଟ…

ଗାଧୋଇବା ବେଳେ ଭାସିଗଲେ ଚାଷୀ

କେନ୍ଦୁଝର : କେନ୍ଦୁଝରରେ ଅଭାବନୀୟ ଘଟଣା । ତେଲକୋଇର ଟୁଙ୍ଗୁରୁବାହାଳୀରେ ପାଣିରେ ଭାସିଗଲେ ଚାଷୀ । ଚାଷ କାମ ସାରି ଚାଷୀ ଜଣକ ଗାଧୋଉଥିବା ବେଳେ ପାଣିରେ ଭାସି ଯାଇଥିଲେ । ଭାସିଯାଇଥିବା ଚାଷୀ ଜଣକ ହେଲେ ଟୁଙ୍ଗୁରୁବାହାଳି ଗାଁର ଦ୍ବାନ ଦଣ୍ଡପାଟ । ଖବର ପାଇ ଅଗ୍ନିଶମ ବାହିନୀ ବହୁ ଖୋଜା…

ଆଗାମୀ ନିର୍ବାଚନରେ ଅଯୋଧ୍ୟାରୁ ଲଢ଼ିବେ ଯୋଗୀ ଆଦିତ୍ୟନାଥ !

ଅଯୋଧ୍ୟା: ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଗାମୀ ୨୦୨୨ ବିଧାନସଭା ନିର୍ବାଚନରେ ଅଯୋଧ୍ୟାରୁ ଲଢ଼ିବେ ବୋଲି କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ଅଯୋଧ୍ୟା ବିଧାୟକ ବେଦ ପ୍ରକାଶ ଗୁପ୍ତା ମଧ୍ୟ ଖୁସିରେ ଏହି ସିଟ ଯୋଗୀଙ୍କ ପାଇଁ ଛାଡିଦେବେ ବୋଲି କହିଛନ୍ତି । ତେବେ ପ୍ରକୃତ ଘଟଣାଟି ହେଲା ମୁଖ୍ୟମନ୍ତ୍ରୀ…

କଟକ ରେଳ ଷ୍ଟେସନର ହେବ ଆଧୁନିକୀକରଣ

କଟକ : କଟକ ରେଳ ଷ୍ଟେସନର ହେବ ଆଧୁନିକୀକରଣ । ଯାତ୍ରୀଙ୍କୁ ମିଳିବ ସ୍ବତନ୍ତ୍ର ସୁବିଧା ସୁଯୋଗ । ଆଜି କଟକ ରେଳ ଷ୍ଟେସନକୁ ଖୋର୍ଦ୍ଧା ଡିଆରଏମ୍ ପରିଦର୍ଶନ କରିବା ପରେ ଏହି ସୂଚନା ଦେଇଛନ୍ତି । ନିକଟରେ ଦାୟିତ୍ୱ ଗ୍ରହଣ କରିଥିବା ନୂଆ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ…

ମୋବାଇଲ ବ୍ୟବହାରରେ ଭାରତ ବିଶ୍ୱରେ ତୃତୀୟ: ରିପୋର୍ଟ

ନୂଆଦିଲ୍ଲୀ: ମୋବାଇଲ ଧିରେ ଧିରେ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବାରେ ଲାଗିଛି । ଜେଡଡିନେଟ ନ୍ୟୁଜ ୱେବସାଇଟର ଏକ ରିପୋର୍ଟ ଅନୁସାରେ ବିଶ୍ୱରେ ସର୍ବାଧିକ ମୋବାଇଲ ବ୍ୟବହାରକାରୀ ଦେଶ ମଧ୍ୟରେ ଭାରତ ତୃତୀୟ ସ୍ଥାନରେ ରହିଛି । ଭାରତୀୟମାନେ ପ୍ରତ୍ୟେକ ଦିନ ଅତି କମରେ ୪ ଘଂଟ. ୯ ମିନିଟ…

ମୁମ୍ବାଇରେ ଲଗାଣ ବର୍ଷା, ଭୁସ୍ଖଳନରେ ଗଲାଣି ୧୫୫ରୁ ଅଧିକ ଜୀବନ

ମୁମ୍ବାଇ : ବାଣିଜ୍ୟ ନଗରୀ ମୁମ୍ବାଇରେ ତାଣ୍ଡ ରଚିଛି ଲଗାଣ ବର୍ଷା । ଭୁ-ସ୍ଖଳନ ଯୋଗୁ ମହାରାଷ୍ଟ୍ରରେ ଆସିଛି ମହାପ୍ରଳୟ । ଅତି ପ୍ରବଳ ବର୍ଷା ଯୋଗୁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ବିଭିନ୍ନ ସ୍ଥାନରେ ଭୁ-ସ୍ଖଳନ ଘଟି ୧୫୫ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ବନ୍ୟା ଯୋଗୁଁ ମହାରାଷ୍ଟ୍ରର…