Latest Odisha News

BREAKING NEWS

Browsing Category

ଫିଚର

ମମତା ବାନାର୍ଜୀଙ୍କ ପୁତୁରାକୁ ଚାପୁଡା ମାରିଥିବା ବ୍ୟକ୍ତିଙ୍କ ରହସ୍ୟମୟ ଢ଼ଙ୍ଗରେ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲା…

କୋଲକାତା:ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଚାପୁଡା ମାରିଥିବା ବ୍ୟକ୍ତିଜଣଙ୍କର ରହସ୍ୟମୟ ଢ଼ଙ୍ଗରେ ମୃତ୍ୟୁ ଘଟିଛି । ୨୦୧୫ରେ ଏକ କାର୍ଯ୍ୟକ୍ରମ ଅବସରରେ ବିଜେପି ସମର୍ଥକ ଦେବାଶିଷ ଆଚାର୍ଯ୍ୟ ଟିଏମସିର ବର୍ତମାନ ମହାସଚିବ ଅଭିଷେକଙ୍କୁ ଚାପୁଡା…

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବି ବିଶ୍ୱର ଏକ ନମ୍ବର ଲୋକପ୍ରିୟ ନେତା

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁନର୍ବାର ବିଶ୍ୱର ଏକ ନମ୍ବର ଲୋକପ୍ରିୟ ନେତା ହୋଇଛନ୍ତି । ଆମେରିକାର ଡାଟା ଇଂଟେଲିଜେନ୍ସି ଫାର୍ମ ମର୍ଣ୍ଣିଂ କନସଲ୍ଟ ଦ୍ୱାରା କରାଯାଇଥିବା ସର୍ଭେରେ ମୋଦିଙ୍କ ଗ୍ଲୋବାଲ ଆପ୍ରୁଭାଲ ରେଟିଂ ସବୁଠାରୁ ଆଗରେ ରହିଛି । ମୋଦିଙ୍କ ରେଟିଂ ୬୬…

ସୁଇସ ବ୍ୟାଙ୍କରେ ଭାରତୀୟଙ୍କ ଧନ ବଢ଼ିଛି: ୨୦୨୦ରେ ୨୦,୭୦୦ କୋଟି ଛୁଇଁଲା

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ବି ସୁଇସ ବ୍ୟାଙ୍କରେ ଭାରତୀୟଙ୍କ ଧନ ବଢ଼ିବାରେ ଲାଗିଛି । ୨୦୨୦ରେ ଏହା ୨୦,୭୦୦ କୋଟି ଟଙ୍କାକୁ ଛୁଇଁଛି । ଗତ ୧୩ ବର୍ଷ ମଧ୍ୟରେ ଏହା ସର୍ବାଧିକ । ୨୦୧୯ ତୁଳନାରେ ଏହା ୨୧୨ ପ୍ରତିଶତ(୩.୧୨ ଗୁଣ) ବଢ଼ିଛି । ତେବେ କଷ୍ଟମର ଡିପୋଜିଟି ହ୍ରାସ ପାଇଛି ।…

୧୮-୪୪ ବର୍ଗଙ୍କ ପାଇଁ ୭ଟାରୁ ସ୍ଲଟ ବୁକିଂ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପକ୍ଷରୁ ରାଜଧାନୀରେ ୧୮-୪୪ ବୟସ ବର୍ଗଙ୍କ (ପ୍ରଥମ ଡୋଜ୍) ପାଇଁ ନୂଆ ସ୍ଲଟ୍ ଘୋଷଣା କରାଯାଇଛି। ଆଜି ରାତି ୭ ଟାରୁ ସ୍ଲଟ ବୁକିଂ ଆରମ୍ଭ ହେବ। ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛି ବିଏମସି।…

ଡ୍ରାଇଭ-ଇନ୍ ଭ୍ୟାକ୍ସିନେସନ୍: ୧୮-୪୪ ଓ ୪୫+ ବର୍ଗଙ୍କ ଲାଗି ଆଜି ସ୍ଲଟ ବୁକିଂ, ଜାଣନ୍ତୁ…

ଭୁବନେଶ୍ୱର: ରାଜଧାନୀର ସମସ୍ତ ୧୦ ଡ୍ରାଇଭ-ଇନ୍ ସ୍ଥାନରେ କରୋନା ଟୀକାକରଣ ପାଇଁ ଅନଲାଇନରେ ସ୍ଲଟ୍ ବୁକିଂ ଆଜି ୬.୩୦ରେ ଖୋଲିବ। ଏନେଇ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଟୁଇଟ୍ କରିଛି। ଏହି ସ୍ଲଟ୍ ଗୁଡିକ ଜୁନ୍ ୨୧ ରୁ ଜୁନ୍ ୨୬ ପର୍ଯ୍ୟନ୍ତ ୧୮-୪୪ (ପ୍ରଥମ ଡୋଜ୍) ଏବଂ…

ଦୀପଗ୍ରେସ ଏକ୍କା: ଲୁଲକିଡିହି-ବାହାମିନିବାହଲରୁ ଟୋକିଓ

ରାଉରକେଲା: ସୁନ୍ଦରଗଡର ଲୁଲକିଡିହି-ବାହାମିନିବାହଲର ବାଲିସଙ୍କରା ବ୍ଲକର ଦୀପଗ୍ରେସ ଏକ୍କା ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ମହିଳା ହକି ଦଳରେ ସ୍ଥାନ ପାଇଁ ଓଡିଶାକୁ ଗୌରାବନ୍ୱିତ କରିଛନ୍ତି । ଓଡିଶାର ପ୍ରଥମ ମହିଳା ଭାବେ ସେ ୨ଟି ଅଲିମ୍ପିକ୍ସ ଖେଳିବାକୁ ଯାଉଛନ୍ତି । ଏହା ପୂର୍ବରୁ…

ଅଗଷ୍ଟ ଦ୍ୱିତୀୟ ସପ୍ତାହରେ +୨ ରେଜଲ୍ଟ, ମୂଲ୍ୟାୟନ ଫର୍ମୂଲା କହିଲା CHSE

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ଚଳିତବର୍ଷର ଯୁକ୍ତ ଦୁଇ ରେଜଲ୍ଟ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ତାସହ ମୂଲ୍ୟାୟନ ପ୍ରକ୍ରିୟା ବାବଦରେ ସୂଚନା ଦେଇଛି ସିଏଚଏସଇ । କେମିତି ଓ କେଉଁ ପ୍ରକ୍ରିୟାରେ ବିକଳ୍ପ ମୂଲ୍ୟାୟନ ହେବ…

ବିନା ମାସ୍କରେ ଭାଇ ବାହାଘରରେ ନାଗିନ୍ ଡ୍ୟାନ୍ସ କରିଥିବା ତହସିଲଦାର ନିଲମ୍ବିତ

ଭୁବନେଶ୍ୱର: ତହସିଲଦାରଙ୍କୁ ମହଙ୍ଗା ପଡ଼ିଲା କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ । ବିନା ମାସ୍କରେ ଭାଇ ବାହାଘରରେ ଡ୍ୟାନ୍ସରେ ମତୁଆଲା ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା ସସପେଣ୍ଡ ହୋଇଛନ୍ତି । ତାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ମେ ୨୧ ତାରିଖରେ…

ପୁରୀ ରଥଯାତ୍ରା ପାଇଁ ୪ ଥର ହେବ କୋଭିଡ୍ RT-PCR ଟେଷ୍ଟ

ପୁରୀ: ରଥଯାତ୍ରାରେ ସାମିଲ ହେବାକୁ ଥିବା ସେବାୟତଙ୍କର ଚାରି ଥର କୋଭିଡ୍ ଟେଷ୍ଟ ହେବ । ବିଭିନ୍ନ ପର୍ଯ୍ୟାୟରେ RT-PCR ଟେଷ୍ଟ କରାଯିବ । ସେହିପରି ପୋଲିସ୍ କର୍ମଚାରୀ ଓ ମନ୍ଦିର ଅଧିକାରୀଙ୍କର ମଧ୍ୟ ୪ ଥର RT-PCR ଟେଷ୍ଟ ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଡ୍ରୋନରେ ମେଡିସିନ ଯୋଗାଣ ଆଜିଠାରୁ ପରୀକ୍ଷଣ, ଭାରତରେ ପ୍ରଥମ

ବେଙ୍ଗାଳୁରୁ: ଟିକାଠାରୁ ଆରମ୍ଭ କରି ମେଡିସିନ ଓ ଅନ୍ୟ ଡାକ୍ତରୀ ସାମଗ୍ରୀ ଡ୍ରୋନରେ ଯୋଗାଣ ଆରମ୍ଭ ହେବ। ଏଥିପାଇଁ ଆଜିଠାରୁ ପରୀକ୍ଷଣ ପର୍ଯ୍ୟାୟ ଆରମ୍ଭ ହୋଇଛି। ବେଙ୍ଗାଳୁରୁଠାରୁ ୮୦ କିଲୋମିଟର ଦୂର ଗୌରୀବିଦାନୁରରେ ଏହା ଆରମ୍ଭ ହୋଇଛି । ଥ୍ରଟଲ ଏରୋସ୍ପେସ ସିଷ୍ଟମ ପକ୍ଷରୁ ଏହି ସେବା ଆରମ୍ଭ…