Latest Odisha News

BREAKING NEWS

Browsing Category

ଫିଚର

୨୪ ଘଣ୍ଟାରେ ରାଜ୍ୟରୁ ୩୪୨୭ କରୋନା ପଜିଟିଭ୍, ୧୯ ଜିଲ୍ଲାରେ ଶହେରୁ କମ୍ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । ଦୈନିକ କେସ୍ ହ୍ରାସ ପାଉଛି । ଖସୁଛି ପଜିଟିଭିଟି । ସୁସ୍ଥ ହେଉଛନ୍ତି ଅଧିକ । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୩ହଜାର ୪୨୭ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୧୯ଶହ ୫୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୪ଶହ ୭୩ ।…

ମନେ ରହିବେ ମିଲଖା ସିଂହ: ୧୯୬୦ ରୋମ୍ ଅଲିମ୍ପିକରେ କରିଥିବା ରେକର୍ଡ ୪୦ ବର୍ଷ ଅତୁଟ ରହିଥିଲା

ନୂଆଦିଲ୍ଲୀ: ଆଉ ନାହାନ୍ତି ଫ୍ଲାଇଂ ଶିଖ୍ । ଟ୍ରାକରେ ଅନେକ ରେସ୍ ଜିତିଥିବା ପ୍ରଖ୍ୟାତ ଧାବକ ମିଲଖା ସିଂହ ଜୀବନର ରେସ୍ ହାରି ଯାଇଛନ୍ତି । କରୋନା ସଂକ୍ରମିତ ପରେ ଚିକିତ୍ସାଧୀନ ଅବସ୍ଥାରେ ୯୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଆଜି ନାହାନ୍ତି ସତ, ତାଙ୍କର କୀର୍ତ୍ତି…

ପରଲୋକରେ କିମ୍ବଦନ୍ତୀ ଭାରତୀୟ ସ୍ପ୍ଲିଣ୍ଟର ମିଲଖା ସିଂ

ଚଣ୍ଡିଗଡ: ଫ୍ଲାଇଂ ଶିଖ୍ ଭାବେ ବେଶ୍ ପରିଚିତ ମିଲଖା ସିଂ ଆଉ ନାହାନ୍ତି । ଗତ କିଛି ଦିନ ତଳେ କରୋନାକୁ ହରାଇ ଡାକ୍ତରଖାନାରୁ ଘରକୁ ଫେରିଥିବା ମିଲଖାଙ୍କର ଅମ୍ଲଜାନ ସ୍ତର କମିଥିଲା । ତେଣୁ ଜୁନ ୩ ତାରିଖରେ ତାଙ୍କୁ ପୁନର୍ବାର ଚିକିତ୍ସା ପାଇଁ ଚଣ୍ଡୀଗଡର ଏକ ହସ୍ପିଟାଲରେ ଭର୍ତ୍ତି…

ଆଉ ନାହାନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ

ଭୁବନେଶ୍ୱର: ପରଲୋକରେ ବରିଷ୍ଠ ଆଇପିଏସ୍ ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀ । କରୋନାରେ ଆକ୍ରାନ୍ତ ହୋଇ କୋଲକାତାରେ ତାଙ୍କ ଇକମୋ ଚିକିତ୍ସା ଚାଲିଥିବା ବେଳେ ରାତି ୧୦ ଟା ୧୫ ସମୟରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା । ଗତ ୮…

ଦିଲ୍ଲୀପ ତିର୍କି ହେଲେ ଆଡହକ କମିଟି ଅଧ୍ୟକ୍ଷ

ଭୁବନେଶ୍ବର : ବଦଳିଲେ ଓଡ଼ିଶା ହକି ଆଡହକ କମିଟି ଅଧ୍ୟକ୍ଷ । ଦିଲ୍ଲୀପ ତିର୍କି ହେଲେ ଆଡହକ କମିଟି ଅଧ୍ୟକ୍ଷ । କମିଟି ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ଭୋଳାନାଥ ସିଂହ, ରାଜେନ୍ଦ୍ର ପାଣି, ଆର.କେ. ଶ୍ରୀବାସ୍ତବ, ଅଧିପ ଦାସ । ଝାଡ଼ଖଣ୍ଡର ଭୋଳାନାଥ ସିଂହଙ୍କୁ ଅଧ୍ୟକ୍ଷ ପଦରୁ ହଟାଇ ଦିଲୀପ…

ବଳଦେବଜୀଉ ମନ୍ଦିରରେ ରଥଯାତ୍ରା ପାଇଁ ହାଇକୋର୍ଟରେ ମାମଲା

କଟକ : ହାଇକୋର୍ଟରେ ପହଞ୍ଚିଲା କେନ୍ଦ୍ରାପଡ଼ା ବଳଦେବଜୀଉଙ୍କ ରଥଯାତ୍ରା ମାମଲା । ରଥଯାତ୍ରା କରିବା ଦାବିରେ ମନ୍ଦିରର ୫ ଜଣ ସେବାୟତଙ୍କ ପକ୍ଷରୁ ଦାୟର ହୋଇଛି ମାମଲା । ପୁରୀ ଢାଞ୍ଚାରେ ଓ କୋଭିଡ କଟକଣା ମଧ୍ୟରେ ସେବାୟତଙ୍କୁ ନେଇ ରଥଯାତ୍ରା କରିବା ପାଇଁ ଅନୁମତି ଦେବାକୁ ପ୍ରାର୍ଥନା…

୮ ଜିଲ୍ଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମି ଓ ଅକ୍ସିଜେନ ପ୍ଲାଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମି, ତରଳ ଅକ୍ସିଜେନ ପ୍ଲାଣ୍ଟ ଓ ଅକ୍ସିଜେନ ଉତ୍ପାଦନ ବ୍ୟବସ୍ଥାର ଉଦଘାଟନ କରିଛନ୍ତି। ଏହି ୮ଟି ଜିଲ୍ଲା ଗୁଡ଼ିକ ହେଉଛି– ଝାରସୁଗୁଡା, ଭଦ୍ରକ,…

ବେଲ୍ ପରେ ଜେଲରୁ ମୁକୁଳିଲେ ଆଇଏଫଏସ ଅଭୟକାନ୍ତ ପାଠକ

ଭୁବନେଶ୍ବର : ବେଲ୍ ପରେ ଜେଲରୁ ମୁକୁଳିଲେ ଆଇଏଫଏସ ଅଭୟକାନ୍ତ ପାଠକ । ସମସ୍ତ ୩ଟି ମାମଲାରେ ହାଇକୋର୍ଟରୁ ଜାମିନ ମିଳିବା ପରେ ଆଜି ଝାରପଡ଼ା ଜେଲରୁ ମୁକୁଳିଛନ୍ତି ଅଭୟକାନ୍ତ ପାଠକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ଗିରଫ ହୋଇଥିଲେ ଅଭୟକାନ୍ତ ।…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ: ବର୍ଷା ଯୋଗୁ ପ୍ରଥମ ଦିବସ ଖେଳ ବାତିଲ

ସାଉଥାମ୍ପଟନ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ପ୍ରଥମ ଦିବସ ଖେଳ ବାତିଲ ହୋଇଛି । ପୂର୍ବରୁ ବର୍ଷା ହେବା ନେଇ ସମ୍ଭାବନା ବ୍ୟକ୍ତ କରାଯାଇଥିଲା । ଦିନ ଯାକ ପ୍ରବଳ ବର୍ଷା ହେବା ଯୋଗୁ ଟସ ପକାଯିବା ମଧ୍ୟ ସମ୍ଭବପର ହୋଇ ନ ଥିଲା ।…

ରେଳ ଯାତ୍ରୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ସୂଚନା, କେଉଁ ଟ୍ରେନ୍ ବାତିଲ, କେଉଁ ଟ୍ରେନ୍ ଆଂଶିକ ବାତିଲ ଜାଣନ୍ତୁ

ଭୁବନେଶ୍ବର : କୋଭିଡ ସଂକ୍ରମଣର ଚେନକୁ ଭାଙ୍ଗିବା ଲାଗି ରେଳ ବିଭାଗର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ସଂକ୍ରମଣକୁ ରୋକିବା ଲାଗି ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ କିଛି ଟ୍ରେନକୁ ବାତିଲ କରାଯାଇଥିବା ବେଳେ, ଆଉ କିଛି ଟ୍ରେନକୁ ଆାଂଶିକ ବାତିଲ ପାଇଁ ନିଷ୍ପତ୍ତି ନେଇଛି ରେଳ ବିଭାଗ । ଜୁନ…