Latest Odisha News

BREAKING NEWS

Browsing Category

ଫିଚର

ତୃତୀୟ ଲହର ସତର୍କତା: ଗଞ୍ଜାମ ଜିଲ୍ଲାରେ ଆଜିଠୁ ଶିଶୁମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ

ବ୍ରହ୍ମପୁର: କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଶିଶୁଙ୍କ ସ୍ୱାସ୍ଥ୍ୟକୁ ବିଶେଷ ଦୃଷ୍ଟି ଦିଆଯାଉଛି । ଆଜିଠୁ ଗଞ୍ଜାମ ଜିଲ୍ଲାରେ ଶିଶୁମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ । ଡୋର୍ ଟୁ ଡୋର୍ ସର୍ଭେ ଚାଲିବ । ଆଶାକର୍ମୀ,…

ରାୟଗଡ଼ା ମୁନିଗୁଡ଼ାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

ରାୟଗଡ଼ା : ମୁନିଗୁଡା ପୋଲିସକୁ ବଡ଼ ଧରଣର ସଫଳତା । ବିକ୍ରି ପାଇଁ ଯୋଜନା ଚାଲିଥିବା ବେଳେ, ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ମୁନିଗୁଡ଼ା ପୋଲିସ । ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଜବତ ହୋଇଥିବା ଗଞ୍ଜେଇର ଓଜନ ୬ କ୍ବିଣ୍ଟାଲ ୫୩ ହେବ ବୋଲି ଜଣାପଡିଛି । ଯାହାର ଆନୁମାନିକ…

କୋଭିଡ ହସପିଟାଲରେ ହେବ ଶିଶୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ବର : ମହାମାରୀ କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପ । ଆଗୁଆ ବ୍ୟବସ୍ଥା କରିବା ପାଇଁ ସବୁ ଜିଲ୍ଲାପାଳ ଓ ସିଡିଏମଓମାନଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ । ତୃତୀୟ ଲହରରେ ଛୋଟ ପିଲା ସଂକ୍ରମିତ ହେବାର…

ସ୍ଥଗିତ ରହିଲା ନୀଳଗିରିରେ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟ

ବାଲେଶ୍ବର : ସ୍ଥଗିତ ରହିଲା ବାଲେଶ୍ବର ଜିଲ୍ଲା ନୀଳଗିରିରେ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟ । ରଥ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବାକୁ ଠାକୁର ମାହାଲକୁ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ । କରୋନା କଟକଣା ଥିବାରୁ ରଥ ନିର୍ମାଣକୁ ସ୍ଥଗିତ ରଖିବା ପାଇଁ ଚିଠିରେ ନିର୍ଦ୍ଦେଶ…

ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର, ତାଲିମ ନେବେ ୧୧୧୪ ଡାକ୍ତର

ଭୁବନେଶ୍ବର : ରାଜ୍ୟରେ ଜାରି ରହିଥିବର କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ସମୟରେ ଶିଶୁଙ୍କ ସୁରକ୍ଷା ଉପରେ ଅଧିକ ଗୁରୁତ୍ବ ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ସ୍ବତନ୍ତ୍ର କୋଭିଡ ଚିକିତ୍ସା ସୁବିଧା ସହ ଆବଶ୍ୟକ ଉପକରଣ ଏବଂ ଔଷଧ ମହଜୁଦ ରଖିବାକୁ…

କମ୍ ସଂକ୍ରମଣ ଥିବା ଜିଲ୍ଲାରେ ହୋଇପାରେ ଅନଲକ୍

ଭୁବନେଶ୍ବର : ରାଜ୍ୟର କୋଭିଡ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କୋଭିଡ ସଂକ୍ରମଣରେ ଉନ୍ନତି ପରିଲକ୍ଷିତ ହେବା ସହିତ ପଜିଟିଭିଟି ହାର ହ୍ରାସ ପାଇଥିବାରୁ ଆଶ୍ବସ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଆଗାମୀ କିଛି ସପ୍ତାହ ମଧ୍ୟରେ…

ଦୁନିଆରେ ଠପ୍ ହେଲା ଇଣ୍ଟରନେଟ୍ ସେବା; ବଡ଼ବଡ଼ ଓ୍ବେବସାଇଟ୍ ବନ୍ଦ

ନୂଆଦିଲ୍ଲୀ: ଦୁନିଆର ସବୁଠୁ ବଡ ବଡ ୱେବସାଇଟ୍ କିଛି ସମୟ ପାଇଁ ଠପ୍ ହୋଇଯାଇଥିବା ସୂଚନା ମିଳିଛି। ଆମାଜନ ସବ ୟୁକେ ସରକାରଙ୍କ ବିଭିନ୍ନ ୱେବସାଇଟ୍ ମଧ୍ୟ ଡାଉନ୍ ହୋଇ ପଡ଼ିଛି । ଏହି ତାଲିକାରେ ରହିଛି- ରେଡ୍ଡିଟ୍, ସ୍ପୋଟିଫାଇ, ଟ୍ୱିଚ୍, ଷ୍ଟାକ ଓଭରଫ୍ଲୋ, ଗିଟ୍ ହବ୍, ଗୋଭ.ୟକ୍ ଏବଂ…

ଦିଲ୍ଲୀ ଫେରିବା ପୂର୍ବରୁ କେନ୍ଦ୍ରୀୟ ଟିମକୁ ଭେଟିଲା ବିଜେପି ପ୍ରତିନିଧି ଦଳ

ଭୁବନେଶ୍ବର : ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପରେ ଦିଲ୍ଲୀ ଫେରିଲେ ଅନୁଧ୍ୟାନ କରିବାକୁ ଆସିଥିବା ଆନ୍ତଃ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ଗୃହ ବିଭାଗ ଯୁଗ୍ମ ସଚିବ ସୁନୀଲ ବର୍ଣ୍ଣୱାଲ ପ୍ରଥମେ ଦିଲ୍ଲୀ ଫେରିଛନ୍ତି । ଅନ୍ୟ ସଦସ୍ୟମାନେ ଆଜି ଫେରିଯିବେ । ଦୁଇଦିନିଆ ଗସ୍ତରେ ଏହି…

କରୋନାରୁ ସୁସ୍ଥ ହେଲେ ଆଉ ୮୮୩୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । କ୍ରମାଗତ ଭାବେ ଆକ୍ରାନ୍ତ ସଂଖ୍ୟା କମୁଥିବାରୁ ରାଜ୍ୟବାସୀ ଆଶ୍ବସ୍ତି ଲାଭ କରିଛନ୍ତି । ଏହାସହ ରା୍ୟରେ ବଢ଼ିବାରେ ଲାଗିଛି ସୁସ୍ଥତା ସଂଖ୍ୟା । ଏହି କ୍ରମରେ ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୮୮୯୬ କରୋନା…

ଆନ୍ତର୍ଜାତୀୟ ଗୋଲ ସ୍କୋରରେ ମେସିଙ୍କୁ ପଛରେ ପକାଇଲେ ସୁନୀଲ ଛେତ୍ରୀ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲର ମହାନ ଖେଳାଳି ସୁନୀଲ ଛେତ୍ରୀ ଆନ୍ତର୍ଜାତୀୟ ଗୋଲ ସ୍କୋରରେ ଆର୍ଜେଂଟିନାର ଲିଓନେଲ ମେସିଙ୍କୁ ପଛରେ ପକାଇଛନ୍ତି । ଫିଫା ବିଶ୍ୱକପ ଓ ଏସିଆକପ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ସେ ବାଂଲାଦେଶ ବିପକ୍ଷରେ ୨ଟି ଗୋଲ ସ୍କୋର କରିଥିଲେ । ମେସି ୧୪୩ ମ୍ୟାଚରେ ୭୨ ଗୋଲ…