Latest Odisha News

BREAKING NEWS

Browsing Category

ଫିଚର

ଓଡ଼ିଶାରୁ ଆଜି ୩୪୦୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧ ଜିଲ୍ଲାରେ ଶହେରୁ କମ୍ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ତଳକୁ ତଳକୁ ଖସୁଛି କରୋନା ସଂକ୍ରମଣ । ଆଜି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ତଳକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩ହଜାର ୪୦୫ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୯ଶହ ୪୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୪ଶହ ୬୩ । ଖୋର୍ଦ୍ଧା ଜିଲ୍ଲାରୁ…

କେନ୍ଦ୍ରକୁ ରାଜ୍ୟର ଚିଠି: ଘରୋଇ ହସ୍ପିଟାଲକୁ ୨୫% ନୁହେଁ, ୫% ଟିକା ଦିଅ

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରୁ ସବୁ ରାଜ୍ୟକୁ ସବୁ ବର୍ଗର ଲୋକଙ୍କ ପାଇଁ ମାଗଣା ଟିକା ଯୋଗାଇବେ କେନ୍ଦ୍ର ସରକାର । ଏନେଇ ନୂଆ ଗାଇଡଲାଇନ୍ ଜାରି ହୋଇଛି । ଏଥିରେ ଟିକା କମ୍ପାନୀ ମାସିକ ଉତ୍ପାଦନ କରୁଥିବା ଟିକାର ୨୫ ପ୍ରତିଶତ ଘରୋଇ ହସ୍ପିଟାଲ ଓ ୭୫ ପ୍ରତିଶତ ଟିକା ରାଜ୍ୟ ସରକାର ପାଇବେ ।…

ସମ୍ୱପୁରରେ ଶୀତଳଷଷ୍ଠୀ ଯାତ୍ରା: ଆଜି ହର-ପାର୍ବତୀ ବିବାହ

ସମ୍ୱଲପୁର: ଆଜି ଶୀତଳଷଷ୍ଠୀ । ସମ୍ୱଲପୁରରେ ଅନୁଷ୍ଠିତ ହେବ ଦେବ-ଦମ୍ପତିଙ୍କ ବିବାହ । ବିଧି ରକ୍ଷା ପାଇଁ କରୋନା କଟକଣା ଭିତରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହେବ । ଆଜି ରାତିରେ ହର-ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହେବ । ପାର୍ବତୀଙ୍କ ସହ ବିବାଦ ପାଇଁ ବର ବେଶରେ ବାହାରିବେ ଦେବ ଦେବ ମହାଦେବ ।…

୯୦ ପ୍ରତିଶତରୁ ଅଧିକ ପ୍ରଭାବଶାଳୀ ନୋଭାଭାକ୍ସର କରୋନା ଟିକା

ଓ୍ବାଶିଂଟନ୍ : କରୋନା ଭାଇରସ ବିରୋଧରେ ୯୦ ପ୍ରତିଶତରୁ ଅଧିକ ପ୍ରଭାବଶାଳୀ ନୋଭାଭାକ୍ସର କରୋନା ଟିକା । ଆମେରିକାର ଏକ ଅନୁଧ୍ୟାନରୁ ଏନେଇ ଜଣାପଡିଛି । ଗବେଷଣାରୁ ଜଣାପଡିଛି ଯେ, ଏହି ଟିକା କରୋନା ରୋଗୀଙ୍କୁ ୧୦୦ ପ୍ରତିଶତ ସୁରକ୍ଷା ଦେବାରେ ସମର୍ଥ । ଏହି ଟିକା ମୋଟ ୯୦.୪ ପ୍ରତିଶତ…

ପୁରୀ କୁମ୍ଭାରପଡ଼ା ପୋଲିସ କବଜାରେ ଡକାୟତ ଗ୍ୟାଙ୍ଗ

ପୁରୀ : ପୁରୀ ପୋଲିସକୁ ସଫଳତା । ଏକ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କୁମ୍ଭାରପଡ଼ା ପୋଲିସ । ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ୩ ଜଣ ଫେରାର ହୋଇଯାଇଛନ୍ତି । ଗିରଫ ପରେ ସମସ୍ତ ୫ ଜଣ ଡକାୟତଙ୍କୁ କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତିରେ…

ପୁରୀରେ ପୋଲିସର ଚଢ଼ାଉ, ୩୦ ବୋତଲ କଫ୍ ସିରପ ଜବତ

ପୁରୀ : ନିଶା ବେପାରୀଙ୍କ ବିରୋଧରେ ପୁରୀ ପୋଲିସର ସ୍ପେଶାଲ ଡ୍ରାଇଭ୍ । ଚଢ଼ାଉ ବେଳେ ଜବତ ହୋଇଛି ବିପୁଳ ପରିମାଣର କଫ୍ ସିରପ । ବେଆଇନ ଭାବେ କଫ୍ ସିରପ କାରବାର ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆଜି ବେଆଇନ ଭାବେ କଫ୍ ସିରପ ବିକ୍ରି କରୁଥିବା ବେଳେ ପୁରୀ…

ସ୍ଥଗିତ ରହିଲା ଓଜେଇଇ ପରୀକ୍ଷା, ଜୁଲାଇରେ ହେବ ନୂଆ ତାରିଖ ଘୋଷଣା

ଭୁବନେଶ୍ବର : ପୁଣି ସ୍ଥଗିତ ରହିଲା ଓଜେଇଇ ପରୀକ୍ଷା । ମହାମାରୀ କୋରୋନା ସଂକ୍ରମଣ କାରଣରୁ ଓଜେଇଇ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ପରୀକ୍ଷା କେବେ ହେବେ, କୋଭିଡ ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ଆସନ୍ତା ଜୁଲାଇର ପ୍ରଥମ ସପ୍ତାହରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଓଜେଇଇ ଅଧ୍ୟକ୍ଷ…

କେନ୍ଦୁପତ୍ର ଫଡିରେ ବଜ୍ରାଘାତ, ୨ ମୃତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବର୍ଡାକଟା ଅଭାବନୀୟ ଘଟଣା । ବଜ୍ରାଘାତରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଅନ୍ୟ ଜଣେ ଆହତ ହୋଇଛନ୍ତି । କେନ୍ଦୁପତ୍ର ଫଡିରେ ପତ୍ର ବାନ୍ଧୁ ଥିବା ବେଳେ ଘଟିଛି ଏପରି ଅଘଟଣ । ସୂଚନା ଅନୁସାରେ, ଆଜି ମଧ୍ୟାହ୍ନରେ ଖାଇ…

ନକଲି ଔଷଧ କାରବାରର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ବର : ନକଲି ଔଷଧ କାରବାରର କ୍ରାଇମବ୍ରାଞ୍ଚ କରିବ ତଦନ୍ତ । କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକରୁ ବିପୁଳ ପରିମାଣର ନକଲି ଔଷଧ ଠାବ ହେବା ପରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଚଢ଼ାଉ ବେଳେ ଫାଭିପିରାଭିର ସହ…

ଗଛ ମଣିଷ ବୁଦ୍ଧିଆ ସେଠୀ

ରାୟଗଡା: କମିବାରେ ଲାଗିଛି ପ୍ରାକୃତିକ ଜଙ୍ଗଲ । କାୟା ବିସ୍ତାର କରୁଛି କଂକ୍ରିଟ୍ ଦୁନିଆ । ସବୁଜିମା ପ୍ରକୃତି ବଦଳରେ ଆଜିର ଆଧୁନିକ ସମାଜ ଚିକମିକ୍ ଲମ୍ବାଲମ୍ବା ବିଲ୍ଡିଂକୁ ଅଧିକ ପ୍ରାଧାନ୍ୟ ଦେଉଛି । କଟା ଚାଲିଛି ଗଛ, ନିର୍ମିତ ହେଉଛି ସୁଉଚ୍ଚ ଅଟ୍ଟାଳିକା । ହେଲେ ଏହାରି ଭିତରେ ଜଣେ…