Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତାକାଲିଠୁ ସାମ୍ୱାଦିକଙ୍କୁ ଦିଆଯିବ କରୋନା ଟିକାର ଦ୍ବିତୀୟ ଡୋଜ୍

ଭୁବନେଶ୍ବର : ଆସନ୍ତାକାଲିଠାରୁ ଠାରୁ ରାଜଧାନୀରେ ଆରମ୍ଭ ହେବ ସାମ୍ୱାଦିକଙ୍କୁ ଟିକାକରଣ କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟ । ବିଏମସି ପକ୍ଷରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ରାଜ୍ୟ ସରକାରଙ୍କ ଗୋପବନ୍ଧୁ…

କୋରାପୁଟ ଦଣ୍ଡାବାଡିରେ ହ୍ରାସ ପାଉଛି ମାଓ ଗତିବିଧି

କୋରାପୁଟ : କୋରାପୁଟ ଜିଲ୍ଲା ବୈପାରୀଗୁଡାରେ ହ୍ରାସ ପାଉଛି ମାଓ ଗତିବିଧି । ଦଣ୍ଡାବାଡିରେ ଥିବା ବିଏସଏଫ କ୍ୟାମ୍ପ ଯବାନଙ୍କୁ ମିଳିଛି ବଡ଼ ସଫଳତା । ମାଓବାଦୀଙ୍କ ଗଡ଼ ସାଜିଥିବା ଦଣ୍ଡାବାଡି ଓ ରାମଗିରି ଅଞ୍ଚଳରେ ଭାଙ୍ଗିବାରେ ଲାଗିଛି ମାଓବାଦୀଙ୍କ ଗଡ଼ । ରାମଗିରି ଓ ଦଣ୍ଡାବାଡ଼ିରେ…

ଆସନ୍ତା ୯ ତାରିଖରେ ଖୋଲିବ ଗ୍ଲୋବାଲ ଟେଣ୍ଡର ପ୍ରାଇସ୍ ବିଡ୍

ଭୁବନେଶ୍ବର : ଟିକାକରଣକୁ ବ୍ୟାପକ କରିବା ପାଇଁ ରାଜ୍ୟ ସରକାର ଡାକିଥିବା ଗ୍ଲୋବାଲ ଟେଣ୍ଡରର ପ୍ରାଇସ୍ ବିଡ୍ ଆସନ୍ତା ୯ତାରିଖରେ ଖୋଲାଯିବ । ଆଜି ଗ୍ଲୋବାଲ ଟେଣ୍ଡର ପାଇଁ ବିଡ୍ ଦାଖଲର ଶେଷ ଦିନ ଥିଲା । ଯେଉଁଥିରେ ୨ଟି ସଂସ୍ଥା ଅଂଶଗ୍ରହଣ କରିଥିବା ଜଣାପଡିଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି…

ଭୁବନେଶ୍ବରରେ ହ୍ରାସ ପାଉଛି ସଂକ୍ରମଣ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଧୀରେ ଧୀରେ ହ୍ରାସ ପାଉଛି କରୋନା ସଂକ୍ରମଣ । ଗତକାଲି ଅପେକ୍ଷା ଆଜି କମିଛି ପଜିଟିଭ୍ ସଂଖ୍ୟା । ଆଜି ବିଏମସି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୭୫୩ ଜଣ ନୂଆ ସଂକ୍ରମିତ । କ୍ବାରେଣ୍ଟାଇନରୁ ୧୨୬ ଜଣ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ରହିଛନ୍ତି…

ଚୀନ ତିଆରି କଲା କୃତ୍ରିମ ସୂର୍ଯ୍ୟ: ୧୨୦ ମିଲିୟନ ଡିଗ୍ରୀର ତାପମାତ୍ରା ସୃଷ୍ଟି କରି ସ୍ଥାପନ କଲା ବିଶ୍ୱରେକର୍ଡ

ବେଜିଂ: ଚୀନ ଶୁକ୍ରବାର ପୁନର୍ବାର ବିଶ୍ୱକୁ ଚକିତ କରିବାରେ ସଫଳ ହୋଇଛି । ଚୀନର ନିର୍ମିତ କୃତ୍ରିମ ସୂର୍ଯ୍ୟ ୧୦୦ ସେକେଣ୍ଡ ପର୍ଯ୍ୟନ୍ତ ୧୨୦ ମିଲିୟନ ଡିଗ୍ରୀ ତାପମାତ୍ରା ସୃଷ୍ଟି କରି ବିଶ୍ୱ ରେକର୍ଡ ସ୍ଥାପନ କରିଛି । କୌଣସି ଦେଶ କୃତ୍ରିମ ଉପାୟରେ ଏତେମାତ୍ରାର ତାପମାତ୍ରା ସୃଷ୍ଟି କରିପାରି…

ହିମାଚଳରେ ଦୃଶ୍ୟମାନ ହେଲା ସବୁଠାରୁ ବିଷଧର ସର୍ପ କିଙ୍ଗ କୋବ୍ରା

ସିରମୌର: ହିମାଚଳ ପ୍ରଦେଶର ସିରମୌର ଜିଲାରେ ଦୁନିଆର ସବୁଠାରୁ ବିଷଧର ସର୍ପ କିଙ୍ଗ କୋବ୍ରା ଦୃଶ୍ୟମାନ ହୋଇଛି । ଯାହାକୁ ନେଇ ୱାଇଲ୍ଡ ଲାଇଫ ଡିପାର୍ଟମେଂଟ ଉତ୍ସାହିତ ହୋଇ ପଡିଛନ୍ତି । ସୂଚନାଯୋଗ୍ୟ, ଫାନ୍ଦି ଗ୍ରାମର ପ୍ରବୀଣ ସିଂ ଠାକୁର ପ୍ରାତଃ ଭ୍ରମଣରେ ବାହାରିଥିଲେ । ଶିବଲିକ ପାହାଡ…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟଙ୍କ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ୱର: କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରିଥିବା ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ଅଧ୍ୟକ୍ଷ ବିଜୟ କୁମାର ସାହୁଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶୁକ୍ରବାର ଦିନ ଅନ୍ତିମ ବିଦାୟ ଦିଆଯାଇଛି। ଶ୍ରୀ ସାହୁଙ୍କ ମୃତଦେହ ଆଜି ସକାଳ ପ୍ରାୟ ୯ ଟା ସମୟରେ ହାଇଦ୍ରାବାଦରୁ ବିଜୁ ପଟ୍ଟନାୟକ…

କରୋନାରୁ ସୁସ୍ଥ ହେଲେ ଆଉ ୧୧ ହଜାର ୩୪୭ ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ ହ୍ରାସ ପାଉଛି କରୋନା ସଂକ୍ରମଣ । ଏହାସହ ବୃଦ୍ଧି ପାଇବାରେ ଲାଗିଛି ସୁସ୍ଥତା ସଂଖ୍ୟା । ଏହି କ୍ରମରେ ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୧୧ ହଜାର ୨୪୭ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସୁସ୍ଥ…

କୋଭିଡ ଯୋଗୁଁ ଅନାଥ ପିଲାଙ୍କୁ ମିଳିବ ଭତ୍ତା

ଭୁବନେଶ୍ବର : କୋଭିଡ ଯୋଗୁଁ ରାଜ୍ୟରେ ବାପା, ମାଙ୍କୁ ହରାଇଥିବା ୧୨ ପିଲା ପାଇବେ ଭତ୍ତା । ମଧୁବାବୁ ଯୋଜନାରେ ହିତାଧିକାରୀଙ୍କୁ ୩ ମାସର ଆଗୁଆ ଭତ୍ତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡରେ ବାପା ମା'ଙ୍କୁ ହରାଇଥିବା ଅନାଥ ପିଲାମାନଙ୍କୁ ମଧୁବାବୁ ଯୋଜନାରେ ୬ଟି…

କାର୍ତିକଙ୍କ ସପକ୍ଷରେ ମୁହଁ ଖୋଲିଲେ ଅନୁଭବ ସିହ୍ନା, ଷଡଯନ୍ତ୍ର ରଚାଯାଉଛି

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସ ପରେ ବଲିଉଡରେ ବଂଶବାଦ ଓ ଗୋଷ୍ଠୀବାଦ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏବେ ଉଦୀୟମାନ କଳାକାର କାର୍ତିକ ଆର୍ଯ୍ୟନଙ୍କୁ ଯୋଜନାବଦ୍ଧ ଟାର୍ଗେଟ କରାଯାଉଛି ବୋଲି ନିର୍ଦ୍ଦେଶକ ଅନୁଭବ ସିହ୍ନା କହିଛନ୍ତି । ଦୋସ୍ତାନା-୨, ଫ୍ରେଡି ଏବଂ ଆନନ୍ଦ ଏଲ ରାୟଙ୍କ…