Latest Odisha News

BREAKING NEWS

Browsing Category

ଫିଚର

ମମତା ଶରଣଂ ଗଚ୍ଛାମି: ଟିଏମସି ଆସିବାକୁ ୩୩ ବିଜେପି ବିଧାୟକ ଆଗ୍ରହୀ !

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରତିଦିନ କେହି ନା କେହି ଟିଏମସି ନେତା ପଦ୍ମ ପୋଖରୀରେ ବୁଡ଼ ପକାଉଥିଲେ । ଏବେ ଭୋଟ୍ ସରିବା ପରେ ଚିତ୍ର ବଦଳିଛି । ବିଜେପି ଯାଇଥିବା ନେତାଙ୍କ ମୋହ ଭାଙ୍ଗିଲାଣି । ପୁଣି ଥରେ ଦିଦିଙ୍କ ହାତ ଧରିବାକୁ ମନ ବଳାଇଛନ୍ତି ଟିଏମସି ଛାଡ଼ି…

ଶେଷରେ ଶତ୍ରୁ ବି ମାନିଲେ କରୋନା ଭାଇରସ ଚୀନରୁ ଆସିଛି : ଟ୍ରମ୍ପ

ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଦୀର୍ଘ ଦିନ ପରେ ମୁହଁ ଖୋଲିଛନ୍ତି । ସୋସିଆଲ ସାଇଟରେ ତାଙ୍କ ବିବୃତି ଉପରେ କଟକଣା ଥିବାରୁ ସେ ଏକ ମନ୍ତବ୍ୟ ଜାରୀ କରି ତାଙ୍କ ମନକଥା କହିଛନ୍ତି । ଶେଷର ଶତ୍ରୁ ବି ମାନିଲେ କରୋନା ଭାଇରସ ଚୀନର ଉହାନ ଲ୍ୟାବରୁ ଆସୁଛି । ମୁଁ ପ୍ରଥମରୁ ଏହି କଥା…

ଦେଶରୁ ୨୪ ଘଣ୍ଟାରେ ୧ଲକ୍ଷ ୩୨ ହଜାର କରୋନା ଆକ୍ରାନ୍ତ, ପଜିଟିଭ୍ ହାର ୬.୩୮%

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ କମୁଛି କରୋନା କାୟା । ଦେଢ଼ ଲକ୍ଷ ତଳକୁ ଖସିଛି ଦୈନିକ ସଂକ୍ରମଣ । ପଜିଟିଭ୍ ହାର ବି ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୩୨ହଜାର ୩୬୪ ନୂଆ ଆକ୍ରାନ୍ତ । ଏହି ସମୟରେ ୨୦ଲକ୍ଷ ୭୫ହଜାର କୋଭିଡ୍ ଟେଷ୍ଟ ହୋଇଛି । ଦେଶରେ…

ଇସ୍ରାଏଲ ରାଜନୀତି: ହାର ମାନି ନାହାନ୍ତି ନେତ୍ୟାନେହୁ, ଏବେ ବି ୧୧ ଦିନ ସମୟ ଅଛି

ତେଲ ଅବିବ: ଇସ୍ରାଏଲର ଏବେ ରାଜନୈତିକ ସଙ୍କଟ ଦେଖାଦେଇଛି । ୮ ବିପକ୍ଷ ଦଳ ଏକତ୍ର ହୋଇ ସରକାର ଗଠନ କରିବା ପାଇଁ ଘୋଷଣା କରିଛନ୍ତି । ଯଦି ଏହା ସଫଳ ହୁଏ ତାହାହେଲେ ୧୨ ବର୍ଷ ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନେହୁ ପଦଚ୍ୟୁତ ହେବେ । ଏ ସବୁ ସତ୍ୱେ ନେତ୍ୟାନେହୁ ହାର ମାନି ନାହାନ୍ତି ।…

୨ କୋଟି ଟଙ୍କାର ବ୍ରାଉନସୁଗର ଜବତ, ୩ ବେପାରୀ ଗିରଫ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ କମୁନି ବ୍ରାଉନସୁଗର କାରବାର । ଲକଡାଉନ୍ ରାତିରେ ଧଳା ଜହର ବେପାର । ଗ୍ରାହକ ବେଶରେ ଯାଇ ଅଚାନକ ଚଢ଼ାଉ କଲା କ୍ରାମଇମବ୍ରାଞ୍ଚ ଏସଟିଏସ୍ । ଜଳେଶ୍ୱରରୁ ୨ କିଲୋରୁ ଅଧିକ ଓଜନର ବ୍ରାଉନସୁଗର ଜବତ ହୋଇଛି । ଏହି ଘଟଣାରେ ୩ ଜଣ ବେପାରୀଙ୍କୁ ଗିରଫ କରିଛି ଏସଟିଏଫ୍…

ବାଇଡେନଙ୍କ ବଡ଼ ଘୋଷଣା: ଭାରତ ସମେତ ଦକ୍ଷିଣ ଏସିଆ ରାଷ୍ଟ୍ରକୁ ୭୦ ଲକ୍ଷ ଡୋଜ୍ ଟିକା ଦେବ ଆମେରିକା

ନୂଆଦିଲ୍ଲୀ: କରୋନା ମହାମାରୀକୁ ନିପାତ କରିବା ପାଇଁ ଆମେରିକାର ବଡ଼ ପଦକ୍ଷେପ । ଟିକାକରଣ ଅଭିଯାନରେ ବଡ଼ ସହଯୋଗ ନେଇ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ଭାରତ ସମେତ ଦକ୍ଷିଣ ଏସିଆ ଦେଶକୁ ୭୦ ଲକ୍ଷ ଡୋଜ୍ ଟିକା ଦେବ ଆମେରିକା । ହ୍ୱାଇଟ୍ ହାଉସ୍ ପକ୍ଷରୁ ଏନେଇ ଘୋଷଣା ହୋଇଛି ।…

ପଦାର୍ପଣ ଟେଷ୍ଟରେ କନୱେଙ୍କ ରେକର୍ଡ ବର୍ଷା

ଲଣ୍ଡନ: ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ଡେଭନ କନୱେ ଇଂଲଣ୍ଡ ବିପକ୍ଷ ପଦାର୍ପଣ ମ୍ୟାଚରେ ରେକର୍ଡ ବର୍ଷା କରିଛନ୍ତି । ୧୪୪ ବର୍ଷ ଟେଷ୍ଟ ଇତିହାସରେ ପଦାର୍ପଣ ମ୍ୟାଚରେ ଦ୍ୱିଶତକ ହାସଲ କରିବାରେ ସେ ନ୍ୟୁଜିଲାଣ୍ଡର ଦ୍ୱିତୀୟ ଏବଂ ଓଭରାଲ ୭ମ ବ୍ୟାଟ୍ସମ୍ୟାନ ପାଲଟିଛନ୍ତି ।…

ଆଜି ଓଡ଼ିଶାରୁ କରୋନା ନେଲା ୩୨ ଜୀବନ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ଗତକାଲି ଅପେକ୍ଷା ଆଜି ରାଜ୍ୟରେ ସାମାନ୍ୟ କମିଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୩୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୧୮ ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣଙ୍କର ଜୀବନ ନେଇଛି କରୋନା ।…

ଓଡ଼ିଶାରେ ଖସୁଛି କରୋନା ଟ୍ରେଣ୍ଡ: ୨୪ ଘଣ୍ଟାରେ ୭୭୨୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟ ୮ହଜାର ତଳକୁ ଖସିଲା କରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭ହଜାର ୭୨୯ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୪ହଜାର ୩୩୧ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୩ହଜାର ୩୯୮ । ବିଭିନ୍ନ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଖସିଛି । ଖୋର୍ଦ୍ଧାରୁ ସର୍ବାଧିକ ୧୦୬୨…

ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ସମୀକ୍ଷା ବୈଠକ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍ସକୁ ଆଉ ମାତ୍ର ୫୦ ଦିନ ବାକି ରହିଛି । ଏହା ପୂର୍ବରୁ ଅଲିମ୍ପିକ୍ସ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ କାର୍ଯ୍ୟକାରୀ ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ଅଧିକାରୀମାନେ ମତ ରଖିଛନ୍ତି ।…