Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟର ୭ ଜଣ କର୍ମଜୀବୀ ସାମ୍ବାଦିକଙ୍କୁ ଅନୁକମ୍ପା ରାଶି ପ୍ରଦାନ

ଭୁବନେଶ୍ବର : ରାଜ୍ୟର ୭ ଜଣ କର୍ମଜୀବୀ ସାମ୍ବାଦିକଙ୍କୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଭିନ୍ନ ଭିନ୍ନ କାରଣ ପାଇଁ ଅନୁକମ୍ପା ରାଶି ଓ ଆର୍ଥିକ ସହାୟତା ବାବଦକୁ ୫୫ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ସେଥିମଧ୍ୟରୁ କରୋନାରେ ମୃତ୍ୟୁ ପାଇଁ…

ଜନଶନ ଆଣ୍ଡ ଜନଶନର ସିଙ୍ଗଲ ଡୋଜ ଭ୍ୟାକ୍ସିନ ବ୍ୟବହାରକୁ ବ୍ରିଟେନରେ ଅନୁମତି

ଲଣ୍ଡନ: କରୋନା ମହାମାରୀ ବିପକ୍ଷରେ ବିଜୟ ହାସଲ କରିବା ପାଇଁ ସମସ୍ତ ଦେଶ ଉଦ୍ୟମ ଜାରୀ ରଖିଛନ୍ତି । ଏହା ମଧ୍ୟରେ ପ୍ରତିଷ୍ଠିତ କମ୍ପାନୀ ଜନଶନ ଆଣ୍ଡ ଜନଶନର ସିଙ୍ଗଲ ଡୋଜ ଭ୍ୟାକ୍ସିନକୁ ବ୍ରିଟେନରେ ଅନୁମତି ପ୍ରଦାନ କରାଯାଇଛି । ପୂର୍ବରୁ ଫାଇଜର, ଏଷ୍ଟ୍ରୋଜେନିକା ଓ ମୋଡର୍ଣ୍ଣା ଭ୍ୟାକ୍ସିନକୁ…

କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୧୧ ହଜାର ୯୫୪ ଆକ୍ରାନ୍ତ

ଭୁବନେଶ୍ବର : କରୋନା ସଂକ୍ରମଣ ଭିତରେ ଆଶ୍ବସ୍ତି ହେଉଛି ରାଜ୍ୟ । ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଆଉ ୧୧ ହଜାର ୯୫୪ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ…

କରୋନା ପାଇଁ କେଉଁ ଟ୍ରେନ୍ ହୋଇଛି ବାତିଲ, ଜାଣିବା ପାଇଁ ଦେଖନ୍ତୁ

ଭୁବନେଶ୍ବର : କରୋନା ସଂକ୍ରମଣକୁ ବେକ୍ ଦେବା ପାଇଁ ରେଳ ବିଭାଗର ନିଷ୍ପତ୍ତି । କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଉଭୟ ଦିଗରୁ ଜୁନ୍ ୧୦ ତାରିଖ ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ବାତିଲ କରାଯାଇଛି । ସେହିପରି କିଛି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି । ଏନେଇ ସୂଚନା ଦେଇଛି ରେଳ ବିଭାଗ । ଜୁନ…

ବିଶ୍ୱର ସର୍ବୋଚ୍ଚ ଶିଖର ଚଢ଼ିବା ପାଇଁ ପ୍ରସ୍ତୁତ ଭାରତର ୩୦ ଯବାନ

ନୂଆଦିଲ୍ଲୀ: ଦୁନିଆର ସର୍ବୋଚ୍ଚ ଶିଖର ମାଂଉଟ ଏଭରେଷ୍ଟ (୮୮୪୮ମିଟର) ଉପରେ ଚଢ଼ିବା ପାଇଁ ଭାରତର ୩୦ ଯବାନ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ବିଭିନ୍ନ ସ୍ଥାନରୁ ୫୦ରୁ ଅଧିକ ପର୍ବତାରୋହୀ ଏଭରେଷ୍ଟ ଉପରେ ଚଢ଼ିବା ପାଇଁ ବେସ କ୍ୟାମ୍ପରେ ପଂହଚି ସାରିଛନ୍ତି । ଭାରତର ସିଏପିଏଫ, ସିଆରପିଏଫ,…

ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକରେ ସାମିଲ ହେଲେନି ଦିଦି

କୋଲକାତା : ମମତା ବନାମ ମୋଦି । ବାତ୍ୟା ୟାସ୍‌ ପ୍ରଭାବରେ କ୍ଷୟକ୍ଷତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେନି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପ୍ରଧାନମନ୍ତ୍ରୀଙ୍କ ଦ୍ବାରା କଲାଇକୁଣ୍ଡାରେ ଡକାଯାଇଥିବା ସମୀକ୍ଷା ବୈଠକରେ ସାମିଲ ହେଲେନି ଦିଦି । ପ୍ରଧାନମନ୍ତ୍ରୀ ୩୦…

ମ୍ୟୁଜିକ ଥେରାପୀ: ରଫୀଙ୍କ ଗୀତ ଶୁଣିବା ପରେ ଫେରିଲା ସ୍ମରଣଶକ୍ତି

ରାଜକୋଟ: ସଙ୍ଗୀତ ଶୁଣିବା କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ । ଏହା ଆମକୁ ମାନସିକ ଶାନ୍ତି ପ୍ରଦାନ କରିଥାଏ । ସେଥିପାଇଁ ଅନେକ ସ୍ଥାନରେ ମ୍ୟୁଜିକ ଥେରାପୀ ବ୍ୟବହାର କରାଯାଇ ମାନସିକ ଚାପଗ୍ରସ୍ତଙ୍କୁ ସୁସ୍ଥ କରା ଯାଇଥାଏ । ରାଜକୋଟରେ ୮୦ ବର୍ଷୀୟ ତୁଳସୀଦାସ କରୋନା ସଂକ୍ରମଣ ହେବା ସହ…

ମହିଳା କନେଷ୍ଟବଳଙ୍କ ସହ ଦୁଷ୍କର୍ମ ଅଭିଯୋଗ, ଫାଣ୍ଡି ଅଧିକାରୀ ଗିରଫ

ବାଲେଶ୍ୱର: ଚାରିଆଡେ ଖେଳିଥିଲା ବାତ୍ୟା ୟାସ୍‌ର କୋକୁଆ ଭୟ । ସାଧାରଣ ଲୋକଙ୍କୁ ସୁରକ୍ଷା ଓ ସହାୟତା ଦେବା ପାଇଁ ନିୟୋଜିତ ହୋଇଥିଲେ ଓଡ୍ରାଫ୍‌, ଏନ୍‌ଡିଆରଏଫ୍ ଓ ପୋଲିସ ପ୍ରଶାସନ । ତେବେ ଖାସ କରି ବାତ୍ୟା ପରେ ପୋଲିସର ଭୂମିକାକୁ ମିଳିଥିଲା ଭୁରିଭୁରି ପ୍ରଶଂସା । ହେଲେ ବାତ୍ୟା ସମୟରେ ଜଣେ…

ପତଂଜଳିର ତେଲ ଫ୍ୟାକ୍ଟ୍ରିକୁ ସିଲ୍ କଲା ରାଜସ୍ଥାନ ସରକାର

ରାଜସ୍ଥାନ: ଏଲୋପାଥିକୁ ନିନ୍ଦା କରିବା ବାବା ରାମଦେବଙ୍କୁ ବେଶ ମହଙ୍ଗା ପଡିଛି । ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ (IMA) ହଜାରେ କୋଟିର ମାନହାନୀ ମକଦ୍ଦମା କରିବା ପରେ ଏବେ ରାଜସ୍ଥାନ ସରକାରଙ୍କ ରାଡାର୍‌ରେ ବାବା ରାମଦେବ । ଗତକାଲି ରାତିରେ ରାଜସ୍ଥାନ ସରକାରଙ୍କର ଏକ ଟିମ୍ ବାବା ରାମଦେବଙ୍କ…

ବାତ୍ୟା ପ୍ରଭାବିତ ବାଲେଶ୍ୱରରେ ରିଲିଫ୍ ବାଣ୍ଟୁଛି ଭାରତୀୟ ନୌସେନା

ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ବାଲେଶ୍ୱରରେ ଭାରତୀୟ ନୌସେନା ପକ୍ଷରୁ ରିଲିଫ୍ ବଣ୍ଟନ ଜାରି ରହିଛି । ଗତକାଲି ନୌସେନା ସଦର ବ୍ଲକର ପରିଖି ଗାଁରେ ରିଲିଫ୍ ବଣ୍ଟନ କରିଥିଲା । ବାତ୍ୟା ପରେ ପରିଖି ଗାଁ ଜଳବନ୍ଦୀ ହୋଇ ରହିଛି । ନୌସେନା ପକ୍ଷରୁ ସେଠାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ କମ୍ୟୁନିଟି…