Latest Odisha News

BREAKING NEWS

Browsing Category

ଫିଚର

୧୩ ଜିଲ୍ଲାରୁ ୩୩ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ, ଅନୁଗୁଳରୁ ସର୍ବାଧିକ ୫

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମାମଲା ସାମାନ୍ୟ ଖସିଥିବା ବେଳେ ମୃତ୍ୟୁସଂଖ୍ୟା ୩୦ ଉପରେ ରହିଛି । ୨୪ ଘଣ୍ଟାରେ ରାଜ୍ୟର ୧୩ ଜିଲ୍ଲାରୁ ୩୩ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୨୬୫୧ରେ ପହଞ୍ଚିଛି । ଅନୁଗୁଳରୁ…

ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, ଆଜି କରିବେ କ୍ଷୟକ୍ଷତିର ଆକଳନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଓଡିଶାରେ ଗସ୍ତରେ ଆସି ବାତ୍ୟା 'ୟାସ୍' ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବେ। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀରୁ ସକାଳ ୮.୫୦ ରେ ବିମାନ ଉଡ଼ାଣ କରିବେ ଏବଂ ସକାଳ ୧୦.୫୦ ରେ ଭୁବନେଶ୍ୱରରେ ପହଞ୍ଚିବେ।…

କାଲି ଖସିଥିଲା ଆଜି ବଢ଼ିଲା, ୨୪ ଘଣ୍ଟାରେ ୭ ହଜାର ୨୧୬ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ମାମଲା ୧୦ ହଜାର ତଳକୁ ଖସିଛି । ଗତକାଲି ୭ ହଜାରରୁ କମ୍ ମାମଲା ଆସିଥିବା ବେଳେ ଆଜି ୭ ହଜାର ଡେଇଁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭ ହଜାର ୨୧୬ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୪୦୪୧ଟି ମାମଲା ଆସିଥିବା ବେଳେ ୩ ହଜାର ୧୭୫ଟି ମାମଲା…

କରୋନାରେ ପ୍ରାଣ ହରାଇଥିବା ୬୭ ଜଣ ସାମ୍ବାଦିକଙ୍କ ପରିବାରକୁ କେନ୍ଦ୍ରର ଆର୍ଥିକ ସହାୟତା

ନୂଆଦିଲ୍ଲୀ : କରୋନା ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ କେନ୍ଦ୍ରର ଆର୍ଥିକ ସହାୟତା । ମହାମାରୀ କରୋନା ପ୍ରାଣ ହରାଇଥିବା ୬୭ ଜଣ ସାମ୍ବାଦିକଙ୍କ ପରିବାରକୁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ସେମାନଙ୍କ ପରିବାରକୁ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୧ ହଜାର ୫୫୧ କରୋନା ଆକ୍ରାନ୍ତ

ଭୁବନେଶ୍ବର : ମହାମାରୀ କରୋନାକୁ ନେଇ ଏବେ ସାରା ରାଜ୍ୟରେ ଆତଙ୍କ । ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଲୋକଙ୍କ ଚିନ୍ତା ବି ବଢ଼ିଲାଣି । ହେଲେ ଆଜି ସଂକ୍ରମଣରେ ଲାଗିଛି ବଡ଼ ଧରଣର ବ୍ରେକ୍ । ସବୁବେଳେ ୧୦ ହଜାର ଉପରେ ଆକ୍ରାନ୍ତ ସଂଖ୍ୟା ରହୁଥିବା ବେଳେ, ଆଜି ଏହି ସଂଖ୍ୟା ହ୍ରାସ ପାଇଛି । ହେଲେ…

କୋଭିଡ ସଂକ୍ରମିତ ନକ୍ସଲ୍ ମୃତ, ନାଟକୀୟ ଢଙ୍ଗରେ ୩ ଗିରଫ

ମାଲକାନଗିରି: ଏବେ ଯବାନଙ୍କ ଗୁଳିମାଡକୁ ଭୟ କରୁନାହାଁନ୍ତି ମାଓବାଦୀ । କାହିଁକି ନା ସେମାନଙ୍କୁ ଗୁଳିମାଡ ନୁହେଁ ବରଂ କରୋନା ଭାଇରସ୍ କରୁଛି ଏନ୍‌କାଉଣ୍ଟର । ସତ ପ୍ରମାଣିତ ହେଲା ଓଡିଶା ଓ ଛତିଶଗଡ ରାଜ୍ୟ ପୋଲିସର ସୂଚନା । ମାଓ କ୍ୟାମ୍ପରେ ଆତଙ୍କ ଖେଳାଇଛି କରୋନା ସଂକ୍ରମଣ । ଆଜି…

ବାତ୍ୟାରେ ଭଦ୍ରକ ଓ ବାଲେଶ୍ବର ଅଧିକ ପ୍ରଭାବିତ

ଭୁବନେଶ୍ବର : ବାତ୍ୟା ୟାସ ଚାଲିଯାଇଛି । ହେଲେ ଅନେକ କ୍ଷୟକ୍ଷତି ଘଟାଇଛି । ଖାସକରି ଭଦ୍ରକ ଓ ବାଲେଶ୍ବରେ ଘଟାଇଛି ବ୍ୟାପକ କ୍ଷୟକ୍ଷତି । ବାତ୍ୟା ପରେ ଏବେ ତ୍ବରିତ ବେଗରେ ଚାଲିଛି ପୁନରୁଦ୍ଧାର କର୍ଯ୍ୟ । ବିଦ୍ୟୁତ ଯୋଗାଯୋଗ ପ୍ରକ୍ରିୟା ୭୫ରୁ ୮୦ ପ୍ରତିଶତ ସ୍ବାଭାବିକ ହୋଇଛି ବୋଲି । ତେବେ…

ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ୭ ଦିନ ମଧ୍ୟରେ ଘରଭଙ୍ଗା କ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ…

ବାତ୍ୟା ବିଭୀଷିକା ଭିତରେ ଜନ୍ମ ନେଲେ ୭୫୦ ଶିଶୁ

ଭୁବନେଶ୍ବର : ବାତ୍ୟା ବିଭୀଷିକା ଭିତରେ ରାଜ୍ୟରେ ଜନ୍ମ ନେଇଛନ୍ତି ୭୫୦ ଜଣ ଶିଶୁ । ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡିକରେ ଜନ୍ମ ହୋଇଛନ୍ତି ଶିୁଶୁ । ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ୧୦ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ୪ ହଜାର ୫୫୫ ଜଣ ଗର୍ଭବତୀ…

ପୁଲୱାମା ଆକ୍ରମଣରେ ଶହୀଦ ହୋଇଥିବା ମେଜର ବିଭୂତିଙ୍କ ପତ୍ନୀ ଯୋଗ ଦେବେ ଇଣ୍ଡିଆନ ଆର୍ମିରେ

ନୂଆଦିଲ୍ଲୀ: କଶ୍ମୀରର ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଥିଲେ ମେଜର ବିଭୂତି ଢ଼ୋଣ୍ଡିୟାଲ । ସେହି ସମୟ ୯ ମାସ ତଳେ ବିବାହ କରିଥିବା ନିକିତା ବିଧବା ହୋଇଯାଇଥିଲେ । ଏବେ ନିକିତା ଇଣ୍ଡିଆନ ଆର୍ମିରେ ୨୯ ମେରେ ବିଧିବଦ୍ଧ ଭାବେ ଯୋଗ ଦେବାକୁ ଯାଉଛନ୍ତି । ଓମ୍ୟାନ ଏଂଟ୍ରି ସ୍କିମ…