Latest Odisha News

BREAKING NEWS

Browsing Category

ଫିଚର

ଓଡ଼ିଶାରେ ଖସୁଛି କରୋନା ଟ୍ରେଣ୍ଡ: ୨୪ ଘଣ୍ଟାରେ ୭୭୨୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟ ୮ହଜାର ତଳକୁ ଖସିଲା କରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭ହଜାର ୭୨୯ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୪ହଜାର ୩୩୧ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୩ହଜାର ୩୯୮ । ବିଭିନ୍ନ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଖସିଛି । ଖୋର୍ଦ୍ଧାରୁ ସର୍ବାଧିକ ୧୦୬୨…

ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ସମୀକ୍ଷା ବୈଠକ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍ସକୁ ଆଉ ମାତ୍ର ୫୦ ଦିନ ବାକି ରହିଛି । ଏହା ପୂର୍ବରୁ ଅଲିମ୍ପିକ୍ସ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ କାର୍ଯ୍ୟକାରୀ ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ଅଧିକାରୀମାନେ ମତ ରଖିଛନ୍ତି ।…

ମଧ୍ୟପ୍ରଦେଶରେ ସାମୂହିକ ଇସ୍ତଫା ଦେଲେ ୩ ହଜାର ଜୁନିଅର ଡାକ୍ତର

ଭୋପାଳ : ମଧ୍ୟପ୍ରଦେଶ ଗ୍ବାଲିୟରରେ ଜୁନିଅର ଡାକ୍ତରଙ୍କ ସାମୂହିକ ଇସ୍ତଫା । ଦାବି ପୂରଣ ନହେବାରୁ ପାଖାପାଖି ୩ ହଜାର ଜୁନିଅର ଡାକ୍ତର ଦେଇଛନ୍ତି ସାମୂହିକ ଇସ୍ତଫା । ସେହିପରି ଜବଲପୁରରେ ୪୦୦ ଡାକ୍ତର ମଧ୍ୟ ଇସ୍ତଫା ଦେଇଛନ୍ତି । ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି, ସେପର୍ଯ୍ୟନ୍ତ ଏହି…

ଭୁବନେଶ୍ୱରରେ ‘କୋଭାକ୍ସିନ’ ଟିକାର ଅଭାବ ରହିଛି, ମାନିଲା ବିଏମସି

ଭୁବନେଶ୍ୱର: ଭୁବନେଶ୍ୱରରେ ୧୮-୪୪ ବର୍ଷ ବୟସର ଲୋକଙ୍କ ପାଇଁ ଦ୍ୱିତୀୟ ଡୋଜ୍ କୋଭାକ୍ସିନ ଟିକାର ଅଭାବ ରହିଛି ବୋଲି ଗୁରୁବାର ଦିନ ପ୍ରକାଶ କରିଛି ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି)। ଗଣମାଧ୍ୟମକୁ ସୂଚନା ଦେଇ ବିଏମସି କମିଶନର ସଞ୍ଜୟ କୁମାର ସିଂ କହିଛନ୍ତି ଯେ ସେମାନଙ୍କ…

କୋର୍ଟର ଶୁଣାଣୀ ପରେ ଭଗତ ସିଂଙ୍କ ବାଣୀକୁ ଟୁଇଟ କଲେ ଗମ୍ଭୀର

ନୂଆଦିଲ୍ଲୀ: ବିଜେପି ଏମପି ଗୌତମ ଗମ୍ଭୀରଙ୍କ ଫାଉଣ୍ଡେଶନ ବିନା ଅନୁମତିରେ କରୋନା ମହାମାରୀ ପାଇଁ ଉଦ୍ଦିଷ୍ଟ ଫାବିଫ୍ଲୁ ଔଷଧ ବାଂଟି ଦୋଷୀ ସାବ୍ୟସ୍ତ ହୋଇଛି । ଗମ୍ଭୀର ଏବଂ ଆମ ଆଦମୀ ପାର୍ଟିର ବିଧାୟକ ପ୍ରବୀଣ କୁମାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଦିଲ୍ଲୀ ଡ୍ରଗ…

ଭୁବନେଶ୍ବରରୁ ଚେନ୍ନାଇକୁ ଏୟାରଲିଫ୍ଟ ହେଲେ ଅମ୍ରିତ

ଭୁବନେଶ୍ବର : ଭୁବନେଶ୍ୱରରୁ ଚେନ୍ନାଇକୁ ଏୟାରଲିଫ୍ଟ ହେଲେ ଅମ୍ରିତ ପ୍ରଧାନ । ଏମସରେ ଚିକିତ୍ସିତ ହେଉଥିବା ଅମ୍ରିତଙ୍କୁ ଚେନ୍ନାଇ ସ୍ଥିତ ଆପୋଲୋ ହସପିଟାଲକୁ ସ୍ଥାନାନ୍ତରଣ କରାଯାଇଛି । ଇକ୍ମୋ ସଂଯୁକ୍ତ ସ୍ବତନ୍ତ୍ର ବିମାନରେ ଅମ୍ରିତଙ୍କୁ ଚେନ୍ନାଇ ନିଆଯାଇଛି । କରୋନାରେ ସଂକ୍ରମିତ ହେବା…

ବାବା ରାମଦେବଙ୍କୁ ହାଜର ହେବାକୁ ସମନ ଜାରୀ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବଙ୍କ ଅଡୁଆ ବଢ଼ିବାରେ ଲାଗିଛି । ଦିଲ୍ଲୀ ମେଡିକାଲ ଆସୋସିଏଶନ କରୋଲିନ କିଟ କରୋନା ଭଲ କରୁଥିବା ନେଇ ରାମଦେବ ମିଥ୍ୟା ପ୍ରଚାର କରୁଛନ୍ତି ବୋଲି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏ ନେଇ କୋର୍ଟ ତାଙ୍କୁ ସମନ ଜାରୀ କରିଛି । ମାମଲାର ପରବର୍ତୀ ଶୁଣାଣୀ ଜୁଲାଇ…

ମାତିଛନ୍ତି ଧଳା ଜହର ମାଫିଆ, ୩ ଜଣଙ୍କୁ ବାନ୍ଧିଲା ପୋଲିସ

କଟକ : ସାରା ରାଜ୍ୟରେ ମାତିଛନ୍ତି ଧଳା ଜହର ମାଫିଆ । ବ୍ରାଉନ ସୁଗାର ଚାଲାଣ ବେଳେ କଟକରୁ ୩ ଜଣଙ୍କୁ ବାନ୍ଧିଛି ପୋଲିସ । ବ୍ରାଉନସୁଗାର ଚାଲାଣ କରୁଥିବା ବେଳେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କଟକ ମଧୁପାଟଣା ଥାନା ପୋଲିସ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ୧ କେଜିରୁ ଅଧିକ ବ୍ରାଉନସୁଗାର…

ବୁଲା ପ୍ରାଣୀଙ୍କ ପାଇଁ ୬୭ ଲକ୍ଷ ୫୨ ହଜାର ଟଙ୍କା ମଞ୍ଜୁର

ଭୁବନେଶ୍ୱର : ବୁଲା ପ୍ରାଣୀଙ୍କ ପାଇଁ ମଞ୍ଜୁର ହୋଇଛି ୬୭ ଲକ୍ଷ ୫୨ ହଜାର ଟଙ୍କା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ତୃତୀୟ ପର୍ଯ୍ୟାୟରେ ଏହି ଟଙ୍କା ମଞ୍ଜୁର ହୋଇଛି । ଅସହାୟ ଭାବେ ବୁଲୁଥିବା ଗାଈ ଗୋରୁ ଓ କୁକୁରଙ୍କୁ ଖାଦ୍ୟ ଯୋଗାଇବାକୁ ଏହି ଟଙ୍କା ଖର୍ଚ୍ଚ ହେବ । ଭୁବନେଶ୍ବର ମହାନଗର…

ଇଂଲଣ୍ଡରେ ପଂହଚିଲା ଟିମ୍ ଇଣ୍ଡିଆ

ଲଣ୍ଡନ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଏବଂ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଖେଳିବା ପାଇଁ ଭାରତୀୟ କ୍ରିକେଟ ଦଳ ଗୁରୁବାର ସାଉଥାମ୍ପଟନରେ ପଂହଚିଛନ୍ତି । ଉଭୟ ପୁରୁଷ ଏବଂ ମହିଳା ଦଳ ଇଂଲଣ୍ଡ ଗସ୍ତରେ ଆସିଛନ୍ତି । ରୋହିତ ଶର୍ମା ଏ ନେଇ ସୋସିଆଲ ସାଇଟରେ ସୂଚନା ଦେଇଛନ୍ତି । ମହିଳା ଟିମ୍…