Latest Odisha News

BREAKING NEWS

Browsing Category

ଫିଚର

ସ୍ବତନ୍ତ୍ର ଭାବେ କାର୍ଯ୍ୟକ୍ଷମ ହେଲା ମିଶନ ଶକ୍ତି ବିଭାଗ

ଭୁବନେଶ୍ବର : ଏଣିକି ସ୍ବତନ୍ତ୍ର ଭାବେ କାର୍ଯ୍ୟ କରିବ ମିଶନ ଶକ୍ତି ବିଭାଗ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ମହିଳା ଓ ଶିଶୁ ବିଭାଗରୁ ଅଲଗା ହୋଇ ଆଜିଠାରୁ ଏକ ସ୍ବତନ୍ତ୍ର ବିଭାଗ ହୋଇଛି ମିଶନ ଶକ୍ତି ବିଭାଗ । ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗକୁ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, କରୋନା ପ୍ରଭାବିତଙ୍କୁ ମିଳିବ ମଧୁବାବୁ ପେନସନ

ଭୁବନେଶ୍ବର : ରାଜ୍ୟରେ ମୁଣ୍ଡ ଟେକି ଚାଲିଛି କରୋନା ସଂକ୍ରମଣ । ମହାମାରୀରେ ଅନେକ ଲୋକଙ୍କ ଜୀବନ ଗଲାଣି । ଅନେକ ସ୍ବାମୀ ହରାଇଥିବା ଅନେକ ଶିଶୁ ଅନାଥ ହୋଇଗଲେଣି । ଏସବୁ ଭିତରେ ଆଜି ମୁଖ୍ୟମନ୍ତ୍ରୀ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି । ଆଉ କରୋନା ପ୍ରଭାବିତଙ୍କ ପାଇଁ ବଡ଼ ଘୋଷଣା…

ଏନ୍‌କାଉଣ୍ଟରରେ ଗର୍ଜିଲା ଯବାନଙ୍କ ବନ୍ଧୁକ, ଦୁଇ ନକ୍ସଲ ନିହତ

ମାଲକାନଗିରି: କରୋନାରେ ଛତ୍ରଭଙ୍ଗ ଦେଲେଣି ମାଓ ସଦସ୍ୟ । ତଥାପି ମିଛ ଦମ୍ଭ ଦେଖାଇବାକୁ ପଛଘୁଂଚା ଦେଉନାହିଁ ଲାଲ ବାହିନୀ । ମାଲକାନଗିରି ଛତିଶଗଡ ସୀମାନ୍ତ କୋଣ୍ଡାଗାଁ ଜିଲ୍ଲାରେ ହୋଇଥିଲା ଏନକାଉଣ୍ଟର । ଯବାନ ଓ ପୋଲିସର ଅତର୍କିତ ଗୁଳିମାଡରେ ଟଳିପଡିଥିଲେ ଦୁଇ ହାର୍ଡକୋର ନକ୍ସଲ ।…

ଆଜମେରର କୁନି ଝିଅ ଧନାରୀ ବୁଲିଲେଣି ୪୦ ଦେଶ !

ଆଜମେର:ଅଜମେରର ୫ ବର୍ଷ କୁନି ଝିଅ ଧନାରୀ ୪୦ରୁ ଊର୍ଦ୍ଧ୍ୱ ଦେଶ ବୁଲି ସାରିଲେଣି । ଇଣ୍ଡିଆ ବୁକ ଅଫ ରେକର୍ଡରେ ମୋଷ୍ଟ ଟ୍ରାଭେଲ୍ଡ ବେବି ଭାବେ ସେ ସ୍ଥାନ ପାଇଛନ୍ତି । ନରେନ ବୁଲାନୀ ଓ ସୋନିଆ ଥାଇଲାଣ୍ଡରେ ବଡ ବ୍ୟବସାୟୀ ଭାବେ ପରିଚିତ । ଆଜେମରର ଏହି ଦମ୍ପତି ବ୍ୟବସାୟ ପାଇଁ ଭିନ୍ନ ଭିନ୍ନ…

କୋଭିଡରେ ଅନାଥ ହୋଇଥିବା ପିଲାଙ୍କ ପାଇଁ କି ଯୋଜନା କରିଛ ଜଣାଅ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦେଶରେ ତାଣ୍ଡବ ରଚୁଛି ମହାମାରୀ କରୋନା । ଲକ୍ଷାଧିକ ଲୋକଙ୍କ ଆକ୍ରାନ୍ତ ହେଉଥିବା ବେଳେ, ଅନେକ ଲୋକଙ୍କ ଜୀବନ ନେଲାଣି ଭାଇରସ । ଏହାସହ ଅନେକ ପିଲାମାନେ ସେମାନଙ୍କ ବାପା ମା’ଙ୍କୁ ହରାଇ ଅନେଥ ହୋଇଗଲେଣି । ତେବେ ଏଭଳିସ୍ଥିତିରେ ଏହି ଅନାଥ ପିଲାଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ…

ଏକନାଥଙ୍କୁ ଭେଟିଲେ ଫଡନଭିସ, ମହାରାଷ୍ଟ୍ରରେ ରାଜନୀତ ଅଙ୍କକଷା ଚାଲିଛି ନା ଆଉ କିଛି !

ମୁମ୍ବାଇ: ମହାରାଷ୍ଟର ରାଜନୀତି ପୁନର୍ବାର ଚର୍ଚ୍ଚାର ପରିସରକୁ ଆସିଛି । ପୂର୍ବତନ ମୂଖ୍ୟମନ୍ତ୍ରୀ ତଥା ବିଜେପିର ପ୍ରମୁଖ ନେତା ଦେବେନ୍ଦ୍ର ଫଡଣଭିସ ଏବେ କିଛି ଦିନ ହେବ ଭିନ୍ନ ଭିନ୍ନ ଦଳର ବଡ ବଡ ନେତାଙ୍କୁ ଭେଟିବାରେ ଲାଗିଛି । ଯାହା ଫଳରେ ବିଭିନ୍ନ ପ୍ରକାରର ଆକଳନ ଦେଖିବାକୁ ମିଳୁଛି ।…

ଧାକଡ ଫିଲ୍ମର ଶୁଟିଂ ପାଇଁ ହଙ୍ଗେରୀ ଯିବେ କଙ୍ଗନା

ମୁମ୍ବାଇ: ବଲିଉଡର କୁଇନ ଭାବେ ପରିଚିତ କଙ୍ଗନା ରାନାୱତ ପୁନର୍ବାର ତାଙ୍କ ଫିଲ୍ମର ଶୁଟିଂ ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । କଙ୍ଗନା ଧାକଡ ଫିଲ୍ମର ଶୁଟିଂ ପାଇଁ ୧୦ କିମ୍ବା ୧୨ ଜୁନରେ ହଙ୍ଗେରୀ ଯିବେ । ବୁଡାପେଷ୍ଟରେ ୩୦ରୁ ୩୫ ଦିନ ଏହାର ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟ ଶୁଟ…

ଅନଗୁଳ ଜେଏସ୍‌ପିଏଲ୍‌ରେ କୋଭିଡ୍ କେୟାର ସେଣ୍ଟର ଉଦ୍‌ଘାଟିତ

ଅନୁଗୁଳ: ଜେଏସ୍‌ପିଏଲ୍ ପରିସରରେ ନୂତନ୍ କୋଭିଡ୍ କେୟାର ସେଣ୍ଟରକୁ ଲୋକାର୍ପଣ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅକ୍ସିଜେନ ସଂଯୁକ୍ତ ୨୭୦ ଶଯ୍ୟା ବିଶିଷ୍ଟ ଏହି କୋଭିଡ୍ କେୟାର ସେଣ୍ଟରର ଉଦଘାଟନୀ ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଏବଂ…

ଏବର୍ଷ ଦେଶରେ ସ୍ୱାଭାବିକ ରହିବ ମୌସୁମୀ ବର୍ଷା

ନୂଆଦିଲ୍ଲୀ: ଦେଶରେ ଚାଷୀକୂଳ ପାଇଁ ଖୁସି ଖବର । ଏବର୍ଷ ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ସ୍ୱାଭାବିକ ରହିବ । ଜୁନରୁ ସେପ୍ଟେମ୍ୱର ଲଙ୍ଗ ଟର୍ମ ଆଭରେଜରେ ୧୦୧ପ୍ରତିଶତ ବୃଷ୍ଟିପାତ ହୋଇପାରେ । ଏହି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ୯୬ରୁ ୧୦୪ ପ୍ରତିଶତ…

କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ଦିଲ୍ଲୀ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: ଅସୁସ୍ଥତା ଯୋଗୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ । କରୋନା ପରବର୍ତ୍ତୀ ଅସୁସ୍ଥତା ଅନୁଭବ କରିବାକୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଦିଲ୍ଲୀ ଏମ୍ସ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ଗତ ଏପ୍ରିଲ ମାସରେ ସେ…