Latest Odisha News

BREAKING NEWS

Browsing Category

ଫିଚର

ଚୀନରେ ପ୍ରଥମ ଥର ମଣିଷ ଶରୀରରେ ବାର୍ଡ ଫ୍ଲୁର H10N3 ଷ୍ଟ୍ରେନ୍ ଚିହ୍ନଟ

ନୂଆଦିଲ୍ଲୀ: ଚୀନରୁ ଜନ୍ମ ନେଇଥିବା କରୋନା ମହାମାରୀ ସାରା ବିଶ୍ୱକୁ ଗ୍ରାସିଥିବା ବେଳେ ଏବେ ପ୍ରଥମ ଥର ଚୀନରେ ମଣିଷ ଦେହରୁ ଚିହ୍ନଟ ହୋଇଛି ବାର୍ଡ ଫ୍ଲ ଭୂତାଣୁ । ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କ ଶରୀରରେ ଚିହ୍ନଟ ହୋଇଛି H10N3 ଷ୍ଟ୍ରେନ୍ । ଏନେଇ ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶର(NHC) ସୂଚନା…

ରାଜ୍ୟକୁ ଟିକା ବିକ୍ରି ପାଇଁ ମନା କରୁଛନ୍ତି ଫାଇଜର୍ ଓ ମଡେର୍ଣ୍ଣା, ଗ୍ଲୋବାଲ୍ ଟେଣ୍ଡରକୁ ଲାଗିପାରେ ଝଟକା

ନୂଆଦିଲ୍ଲୀ: ବିଦେଶରୁ ଟିକା ଆଣିବା ପାଇଁ ଗ୍ଲୋବାଲ୍ ଟେଣ୍ଡର ଡାକିଥିବା ରାଜ୍ୟଗୁଡ଼ିକୁ ଝଟକା ଲାଗିପାରେ । କାରଣ ଫାଇଜର୍ ଓ ମଡେର୍ଣ୍ଣା ଭଳି ଟିକା ନିର୍ମାତା କମ୍ପାନୀ ରାଜ୍ୟଗୁଡ଼ିକୁ ସିଧାସଳଖ ଟିକା ବିକ୍ରି କରିବାକୁ ମନା କରି ଦେଉଛନ୍ତି । ଅନିଚ୍ଛା ପ୍ରକାଶ କରିଛନ୍ତି ବିଦେଶ କମ୍ପାନୀ ।…

ଜିମ୍ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?

ଭୁବନେଶ୍ୱର: ଜିମ୍ ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଭୁବନେଶ୍ୱର କଳ୍ପନା ଛକରେ ଥିବା ଏକ ଜିମ୍ ଭିତରୁ ଉଦ୍ଧାର ହୋଇଛି ମୃତଦେହ । ମୃତକ ହେଲେ ରଞ୍ଜିତ ନାୟକ ଓ ଘର ୟୁନିଟ୍-୬ ଅଞ୍ଚଳରେ ବୋଲି ଜଣାପଡ଼ିଛି । ସେ ସଂପୃକ୍ତ ଜିମରେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରୁଥିଲେ ।…

ଆଜିଠୁ ରାଜ୍ୟରେ ଲକଡାଉନ୍-୩.୦, ତିନିଟି ଜିଲ୍ଲାରେ କଟକଣା କୋହଳ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଲାଗୁ ହୋଇଛି ତୃତୀୟ ପର୍ଯ୍ୟାୟ ଲକଡାଉନ୍ । ଆଜିଠାରୁ ୧୬ ଦିନ ଯାଏ ବଳବତ୍ତର ରହିବ । ଜୁନ୍ ୧୭ ତାରିଖ ସକାଳ ୫ଟା ଯାଏ ତାଲାବନ୍ଦ । ଆଜି ସକାଳ ୫ଟାରେ ଦ୍ୱିତୀୟ ପର୍ୟ୍ୟାୟ ଲକଡାଉନ୍ ଶେଷ ହେଉଥିଲା । ତାପୂର୍ବରୁ ଅବଧି ବୃଦ୍ଧି ନେଇ ଘୋଷଣା କରିଥିଲେ ସରକାର ।…

ଭୁବନେଶ୍ୱରଙ୍କ ନିକଟରେ କରୋନା ଲକ୍ଷଣ, ଏବେ କ୍ୱାରେଂଟାଇନରେ

ମୀରଟ: ଭାରତୀୟ କ୍ରିକେଟର ଦଳର ଷ୍ଟାର ପେସର ଭୁବନେଶ୍ୱର କୁମାରଙ୍କ ନିକଟରେ କରୋନା ଲକ୍ଷଣ ଦେଖାଯାଇଛି । ଭୁବନେଶ୍ୱର ଏବଂ ତାଙ୍କ ପତ୍ନୀ ସାମ୍ପୁଲ ଟେଷ୍ଟ ପାଇଁ ଦେଇଛନ୍ତି । ଏହାର ରିପୋର୍ଟ ଆସି ନାହିଁ । ଉଭୟ ଏବେ କ୍ୱାରେଂଟାଇନରେ ଅଛନ୍ତି । କିଛି ଦିନ ତଳେ ତାଙ୍କ ମାଆ କରୋନା ସଂକ୍ରମିତ…

ଏଲୋପାଥି ବିବାଦ: ବାବା ରାମଦେବଙ୍କ ବିରୋଧରେ ଦେଶବ୍ୟାପୀ ଡାକ୍ତରଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ: ଏଲୋପାଥି ଚିକିତ୍ସାକୁ ନେଇ ବାବା ରାମଦେବଙ୍କ ସହିତ ଡାକ୍ତରଙ୍କ ବିବାଦ ଥମିବାର ନାଁ ଧରୁନି । ଆଜି ଯୋଗଗୁରୁଙ୍କ ବିରୋଧରେ ଦେଶବ୍ୟାପୀ ଡାକ୍ତର ବିରୋଧ ପ୍ରଦର୍ଶନ କରୁଛନ୍ତି । କରୋନା ମହାମାରୀ ଭିତରେ ବାବା ରାମଦେବଙ୍କ ଏଲୋପାଥି ବିବାଦ ସରକାରଙ୍କ ଚିନ୍ତା ବି ବଢ଼ାଇଛି । ସରକାରୀ…

ସୁପରଷ୍ଟାର ବିଜୟଙ୍କ ଆଗାମୀ ଫିଲ୍ମରେ ନିର୍ଦ୍ଦେଶନା ଦେବେ ବାମସୀ

ମାଡ୍ରାସ: ତାମିଲ ସୁପରଷ୍ଟାର ବିଜୟ ଏବଂ ବାମସୀ ପୌଦପଲ୍ଲୀ ପୁନର୍ବାର ଏକତ୍ର ହୋଇଛନ୍ତି । ଫିଲ୍ମର ନାମ ଥଲାପତି ୬୬ ରଖାଯାଇଛି । ଏହା ଉଭୟ ତାମିଲ ଏବଂ ତେଲୁଗୁ ଭାଷାରେ ନିର୍ମିତ ହେବ । ଜାତୀୟ ପୁରସ୍କାର ବିଜେତା ବାମସୀ ୨୦୧୯ରେ ମହେଶ ବାବୁ ଓ ପୂଜା ହେଗେଡଙ୍କୁ ନେଇ ମହର୍ଷି ଫିଲ୍ମ କରିଥିଲେ…

କୋଭିଡ୍ କଟକଣା ଭିତରେ ମଦ ହୋମ୍ ଡେଲିଭରୀକୁ ଅନୁମତି ଦେଲା ଏହି ରାଜ୍ୟ

ନୂଆଦିଲ୍ଲୀ: ମଦ ହୋମ୍ ଡେଲିଭରୀକୁ ଅନୁମତି ଦେଇଛନ୍ତି ଦିଲ୍ଲୀ ସରକାର । ଏଣିକି ଉଭୟ ଦେଶୀ ଓ ବିଦେଶୀ ମଦର ହୋମ୍ ଡେଲିଭରୀ ହୋଇପାରିବ । ଅନଲାଇନ୍ ପୋର୍ଟାଲରେ ଗ୍ରାହକ ଅର୍ଡର କରିପାରିବେ । ଏଥିପାଇଁ ଅନୁମତି ଦେଇଛନ୍ତି ଦିଲ୍ଲୀ ସରକାର । ରାଜ୍ୟରେ ଏବେ କରୋନା କଟକଣା କଡ଼ାକଡ଼ି ଥିବାରୁ ମଦର…

ଏସିଆନ ବକ୍ସିଂ ଚାମ୍ପିୟନଶିପ: ସଞ୍ଜିତଙ୍କୁ ସ୍ୱର୍ଣ୍ଣ

ଦୁବାଇ: ଚଳିତ ଏସିଆନ୍ ବକ୍ସିଂ ଚାମ୍ପିୟନଶିପରେ ଭାରତୀୟ ବକ୍ସରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ୯୧ କିଗ୍ରା ପୁରୁଷ ବିଭାଗ ମୁକାବିଲାରେ ସଞ୍ଜିତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଅମିତ ପଙ୍ଘଲ ଓ ଶିବ ଥାପ୍ପା ରୌପ୍ୟ ପଦକ ହାସଲ କରିଛନ୍ତି । ଭାରତ ଏବେ ସୁଦ୍ଧା ୧୫ ପଦକ ହାତେଇ ସାରିଛନ୍ତି…

୫୪ ଦିନ ପରେ ଦେଶରେ ସର୍ବନିମ୍ନ ସ୍ତରରେ ଦୈନିକ ସଂକ୍ରମଣ, ମୃତ୍ୟୁସଂଖ୍ୟା ୩ ହଜାରରୁ କମ୍

ନୂଆଦିଲ୍ଲୀ: ଦେଶରେ କରୋନା କାୟା ଧିରେ ଧିରେ ଖସିବାରେ ଲାଗିଛି । ୫୪ ଦିନ ପରେ ଆଜି ଦୈନିକ ସଂକ୍ରମଣ ସର୍ବନିମ୍ନ ସ୍ତରକୁ ଖସିଛି । ମୃତ୍ୟୁସଂଖ୍ୟା ବି ୩ ହଜାର ତଳକୁ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୨୭ ହଜାର ୫୧୦ ନୂଆ ଆକ୍ରାନ୍ତ । ଯାହାକି ୫୪…