Latest Odisha News

BREAKING NEWS

Browsing Category

ଫିଚର

ବ୍ଲାକ୍ ଫଙ୍ଗସ ପରେ ଆସିଲା ହ୍ବାଇଟ୍ ଫଙ୍ଗସ୍, ଜାଣନ୍ତୁ କେତେ କ୍ଷତିକାରକ

ପାଟନା: କରୋନା ମହାମାରୀ ମଧ୍ୟରେ ଚାରିଆଡେ ଆତଙ୍କ ଖେଳାଇଛି ବ୍ଲାକ୍ ଫଙ୍ଗସ୍। ଖାସକରି ବିହାରରେ ବ୍ଲାକ୍ ଫଙ୍ଗସ୍ ରୋଗ ଧିରେଧିରେ ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ ପାଟନାରେ ହ୍ବାଇଟ୍ ଫଙ୍ଗସ୍ ମାମଲା ଚିହ୍ନଟ ହେବା ପରେ ସାଧାରଣରେ ଆତଙ୍କ ଖେଳିଯାଇଛି। ପାଟନାରେ ହ୍ବାଇଟ୍ ଫଙ୍ଗସ୍ ର…

ଝାରପଡ଼ା ଜେଲରୁ କେନ୍ଦ୍ରାପଡ଼ା ସ୍ଥାନାନ୍ତର ହେଲା ଦୁର୍ଦ୍ଦାନ୍ତ ବିକ୍ରମର ସହଯୋଗୀ ବୁଢ଼ା

ଭୁବନେଶ୍ୱର: ଜେଲରୁ ସଂଗଠିତ ହେଉଥିବା ଅପରାଧ ରୋକିବାକୁ ଜାରି ରହିଛି ଅପରେସନ୍ କ୍ଲିନ୍ ଅପ୍ । ଆଜି ଭୁବନେଶ୍ୱର ଝାରପଡ଼ା ସ୍ୱତନ୍ତ୍ର ଜେଲରୁ ଦୁର୍ଦ୍ଦାନ୍ତ ଅପରାଧୀ ବିକ୍ରମ ନାୟକର ସହଯୋଗୀ ବୁଢ଼ା ଓରଫ କାହ୍ନୁକୁ କେନ୍ଦ୍ରାପଡ଼ା ସ୍ଥାନାନ୍ତର କରାଯାଇଛି । ୨୦୦୯ ମସିହାରେ ଜେଲ୍ ୱାର୍ଡର…

ଏହି ୨ ଦିନ ବନ୍ଦ ରହିବ ଏସବିଆଇର ଡିଜିଟାଲ୍ ବ୍ୟାଙ୍କିଂ ସେବା, ଜାଣନ୍ତୁ କେଉଁ ସମୟରେ

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ର ଡିଜିଟାଲ୍ ବ୍ୟାଙ୍କିଂ ସେବା ଆସନ୍ତା ମେ ୨୧ ଏବଂ ୨୩ରେ ବନ୍ଦ ରହିବ। ବ୍ୟାଙ୍କର ଡିଜିଟାଲ୍ ବ୍ୟାଙ୍କିଂ ପ୍ଲାଟଫର୍ମର ଅପଡେଟେସନ୍ ସମ୍ବନ୍ଧୀୟ କାର୍ଯ୍ୟ ଯୋଗୁଁ ସେବା ବନ୍ଦ ରହିବ ବୋଲି ଜଣାପଡିଛି।…

୨୨ ଯାଏ କାଳବୈଶାଖୀ, ଆଜି ୪୦ ଉପରେ ୧୧ ସହର

ଭୁବନେଶ୍ୱର: ଓଡ଼ିଶାରେ ତାତି ସହ କାଳବୈଶାଖୀ ଲାଗି ରହିଛି । ଆଗକୁ ଆସୁଛି ବାତ୍ୟା । ଆଜି ୧୧ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ୪୧.୫ ଡିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି ସମ୍ବଲପୁର । ସେହିଭଳି ସୁନ୍ଦରଗଡ଼-ଟିଟିଲାଗଡ଼-ସୋନପୁର ଆଦି ସ୍ଥାନରେ ପାରଦ ୪୧ ଡିଗ୍ରୀ…

ବ୍ରହ୍ମପୁର ଏମକେସିଜି ମେଡିକାଲରେ କାର୍ଯ୍ୟକ୍ଷମ ହେଲା ମେଡିକାଲ୍ ଅକ୍ସିଜେନ୍ ପ୍ଲାଣ୍ଟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଭିର୍ଚୁଆଲ୍ ମାଧ୍ୟମରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ମେଡିକାଲ ଅକ୍ସିଜେନ୍ ପ୍ଲାଣ୍ଟକୁ ସମର୍ପିତ କରିଛନ୍ତି । ଏହି ଅବସରରେ ଆଶା କରିଛନ୍ତି, ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର୍ ଅକ୍ସିଜେନ୍ ଚାହିଦା ପୂରଣ ହୋଇପାରିବ । ପ୍ରତିଟି ଜୀବନ ବଞ୍ଚାଇବାକୁ…

ଫ୍ଲାଇଙ୍ଗ ଶିଖ ମିଲଖା ସିଂଙ୍କୁ କରୋନା

ନୂଆଦିଲ୍ଲୀ: ଫ୍ଲାଇଙ୍ଗ ଶିଖ ଭାବେ ପରିଚିତ ମହାନ ଆଥଲେଟ ମିଲଖା ସିଂଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ୯୧ ବର୍ଷୀୟ ମିଲଖା ବୁଧବାର ଜଗିଙ୍ଗରୁ ଫେରିରା ପରେ ତାଙ୍କୁ ହଠାତ ଜ୍ୱର ଆସିଥିଲା ପରେ ପରୀକ୍ଷା କରାଯିବାରୁ ଏହା ଜଣା ପଡିଥିଲା ବୋଲି ତାଙ୍କ ପୁତ୍ର ତଥା ଗଲ୍ଫ ଖେଳାଳି ଜିଭ ମିଲଖା…

ରାଜଧାନୀରୁ ଆଉ ୧୧୨୦ ସଂକ୍ରମିତ ଚିହ୍ନଟ, ଆକ୍ଟିଭ୍ କେସ୍ ୧୨ ହଜାର ପାର୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ଦୈନିକ ସଂକ୍ରମଣ ମାମଲା ୧୧ ଶହ ପାର୍ କରିଛି । ଗତ ୨୪ ଘଣ୍ଟାରେ ବିଏମସି ଅଞ୍ଚଳରୁ ୧୧୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୨୮ ଜଣ ସୁସ୍ଥ ହୋଇଛନ୍ତି । ଚିହ୍ନଟ ୧୧୨୦ ସଂକ୍ରମିତଙ୍କ ମଧ୍ୟରୁ ୧୫୯ଟି କ୍ୱାରେଣ୍ଟାଇନ୍ କେସ୍ ହୋଇଥିବା…

ଆଇସିୟୁରେ ଭର୍ତ୍ତି ହେଲେ ଗାୟିକା ତପୁ ମିଶ୍ର

ଭୁବନେଶ୍ୱର: ଓଡିଶାର ସୁନାମଧନ୍ୟ ଗାୟିକା ତପୁ ମିଶ୍ର କରୋନାରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କୁ ଆଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ରଖାଯାଇଥିବା ଜଣାପଡିଛି । ଗତ କିଛି ଦିନ ତଳେ ତପୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଘରେ ରହି…

ରେସଲର ସାଗର ହତ୍ୟା ମାମଲା: ମୀରଟରେ ସୁଶୀଲ କୁମାର !

ମୀରଟ: ଯୁବ ରେସଲର ସାଗର ହତ୍ୟା ମାମଲାରେ ଗୁରୁବାର ପୋଲିସ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କୁ ମୀରଟ ଟୋଲ ପ୍ଲାଜା ନିକଟରେ ଦେଖିବାକୁ ପାଇଛି ବୋଲି କହିଛି । ଗୋଟିଏ ଗାଡି ଭିତରେ ସୁଶୀଲ ବସିଛନ୍ତି ଏବଂ ଆଉ ଜଣେ ବ୍ୟକ୍ତି ଏହାକୁ ଡ୍ରାଇଭ କରୁଛନ୍ତି । ଗାଡି ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କୁ…

ବ୍ଲାକ୍‌ ଫଙ୍ଗସ୍‌କୁ ମହାମାରୀ ରୋଗରେ ଅନ୍ତର୍ଭୁକ୍ତ କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ମ୍ୟୁକରମାଇକୋସିସ୍ ବା ବ୍ଲାକ ଫଙ୍ଗସକୁ ରାଜ୍ୟ ସରକାର ମହାମାରୀ ରୋଗ ଅନ୍ତର୍ଭୁ କରିଛନ୍ତି । ୧୮୯୭ ମହାମାରୀ ଅଧିନିୟମ ଅନୁଯାୟୀ ବ୍ଲାକ୍ ଫଙ୍ଗସକୁ ମହାମାରୀ ରୋଗରେ ସାମିଲ୍ କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନୋଟିଫିକେସନ୍ ଜାରି…