Latest Odisha News

BREAKING NEWS

Browsing Category

ଫିଚର

ଡ୍ରାଇଭ୍ ଇନ୍ ଟିକାକରଣକୁ ମନା

ଭୁବନେଶ୍ବର : ରାଜ୍ୟରେ ବନ୍ଦ ହେବ ଡ୍ରାଇଭ୍ ଇନ୍ ଓ ଡୋର୍ ଷ୍ଟେପ୍ ଟିକାକରଣ । ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡ ଲାଇନରେ ଡ୍ରାଇଭ୍ ଇନ୍…

ତାତି କରୁଛି କଲବଲ, ୪୦ ଡିଗ୍ରୀ ଉପରେ ୧୦ ସହର

ଭୁବନେଶ୍ବର : ତାତି କରୁଛି କଲବଲ । ଗରମ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡିଲେଣି ରାଜ୍ୟବାସୀ । ହଠାତ ତାପମାତ୍ରା ବୃଦ୍ଧି ପାଇବା ପରେ ଆଉଟୁପାଉଟୁ ହେଲେଣି ଲୋକେ । ଏଭଳି ସ୍ଥିତିରେ ଆଜି ୪୦ଡିଗ୍ରୀ ଉପରେ ରହିଛି ରାଜ୍ୟର ୧୦ ସହରର ତାପମାତ୍ରା । ତେବେ ୪୧.୫ ଡିଗ୍ରୀ ସହ ଟିଟିଲାଗଡ଼…

ରେଲୱେ ସମ୍ପତ୍ତି ଚୋରି ଅଭିଯୋଗରେ ୩ ଜଣ ଗିରଫ

ଭୁବନେଶ୍ବର : ରେଳ ସମ୍ପତ୍ତି ଚୋରି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ରେଳ ସୁରକ୍ଷା ବଳ ବା ଆରପିଏଫ । ଭୁବନେଶ୍ବର ରେଳ ବିହାରରୁ ଚୋରି କରୁଥିବା ସମୟରେ ୩ ଜଣଙ୍କୁ ଗିରଫ କରିଛି ଆରପିଏଫ୍ । ରେଳ ବିହାର ବାସିନ୍ଦାଙ୍କଠାରୁ ସୂଚନା ପାଇବା ସହ ସିସିଟିଭି ଫୁଟେଜ୍ ଆଧାରରେ ଆରପିଏଫ୍ କ୍ରାଇମ…

ରାଜ୍ୟରୁ ସୁସ୍ଥ ହେଲେ ୧୦ ହଜାର ୩୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କୁ ନେଇ ଚିନ୍ତା ବଢୁଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ଆଉ ୧୦ ହଜାରରୁ ଅଧିକ ପଜିଟିଭ୍ । ସାରା ରାଜ୍ୟରୁ ଆଜି ୧୦ ହଜାର ୩୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ…

ରାଜଧାନୀରେ ୧୮-୪୪ ବର୍ଷର ବ୍ୟକ୍ତିଙ୍କ ପାଇଁ ଆଜିଠାରୁ ପୁଣି ସ୍ଲଟ ବୁକିଂ…ଜାଣନ୍ତୁ କେଉଁ ସମୟରେ କରିବେ…

ଭୁବନେଶ୍ୱର: ୧୮-୪୪ ବ୍ୟକ୍ତିଙ୍କ ଟୀକାକରଣ ପାଇଁ ଆଜିଠାରୁ ପୁଣି ଆରମ୍ଭ ହେଉଛି ସ୍ଲଟ ବୁକିଂ । ଆଜି ସନ୍ଧ୍ୟା ୬ଟାରୁ ଏହି ସୁବିଧା ଉପଲବ୍ଧ ହେବ । ଆସନ୍ତା କାଲିଠାରୁ ୨୮ ତାରିଖ ପାଇଁ ଆପଣ ବୁକିଂ କରିପାରିବେ । ? New slots for COVID Vaccination of 18 - 44 age groups &…

କରୋନାରେ ଆଖି ବୁଜିଲେ ଓଡ଼ିଆ ଆଇଏଏସ୍ ଅଫିସର

ନୂଆଦିଲ୍ଲୀ: କରୋନା ନେଲା ଓଡ଼ିଆ ଆଇଏଏସ୍ ଅଫିସରଙ୍କ ଜୀବନ । କେରଳ କ୍ୟାଡର ବରିଷ୍ଠ ଆଇଏଏସ୍ ଏଡଓ୍ୱିନ୍ କୁଳଭୂଷଣ ମାଝୀ କରୋନାରେ ଆଖି ବୁଜିଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ୫୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲାରେ । ୧୯୮୯ ବ୍ୟାଚ୍ କେରଳ କ୍ୟାଡର…

ମାଲକାନଗିରି ଜିଲ୍ଲାରେ ଗଡିଲା ରାଜସ୍ୱ ରଥ, ଆଉ ତହସିଲ୍ ଅଫିସ ଆସିବା ଦରକାର ନାହିଁ

ମାଲକାନଗିରି: କରୋନା ମହାମାରୀକୁ ଦୃଷ୍ଟିରେ ରଖି ମାଲକାନଗିରି ତହସିଲ କାର୍ଯ୍ୟାଳୟ ପକ୍ଷରୁ ସାଧାରଣ ଲୋକଙ୍କ ସୁବିଧା ପାଇଁ ଆରମ୍ଭ ହୋଇଛି ରାଜସ୍ୱ ରଥ । ଏଣିକି ଆଉ ହିତାଧିକାରାଙ୍କୁ କୌଣସି ପ୍ରମାଣପତ୍ର କିମ୍ବା ଜମି ପଟ୍ଟା ଲାଗି ତହସିଲ କାର୍ଯ୍ୟାଳୟକୁ ଦୌଡିବାକୁ ପଡିବ ନାହିଁ । ଅନଲାଇନରେ…

ସିଙ୍ଗାପୁର ଷ୍ଟ୍ରେନ୍ ବିବାଦ: କେଜ୍ରିଓ୍ୱାଲଙ୍କ ମନ୍ତବ୍ୟକୁ ନେଇ ରାଗିଲା ସିଙ୍ଗାପୁର, ବୈଦେଶିକ ମନ୍ତ୍ରାଳୟର…

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସିଙ୍କାପୁର ଷ୍ଟ୍ରେନ ମନ୍ତବ୍ୟକୁ ନେଇ ବିବାଦ ମୁଣ୍ଡ ଟେକିଛି । ଆପତ୍ତି ଉଠାଇଛି ସିଙ୍ଗାପୁର । ଏନେଇ ସେଠାରେ ଅବସ୍ଥାପିତ ଭାରତୀୟ ହାଇକମିଶନରଙ୍କୁ ସମନ୍ କରିଛନ୍ତି ସିଙ୍ଗାପୁର ସରକାର । ବିବାଦୀୟ ପରିସ୍ଥିତି ଭିତରେ…

ଲକଡାଉନରେ ନିୟମିତ ‘ମୋ ବସ୍’ ସେବା ବନ୍ଦ ରହିବ, କେବଳ ଏହି ରୁଟରେ ଚାଲିବ

ଭୁବନେଶ୍ୱର: କରୋନା ସେକେଣ୍ଡ ଓ୍ୱେଭରେ ଆଜିଠୁ ରାଜ୍ୟବ୍ୟାପୀ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଆରମ୍ଭ ହୋଇଛି । ଜୁନ୍ 1 ତାରିଖ ଯାଏ ବଳବତ୍ତର ରହିବ । ବର୍ଦ୍ଧିତ ଲକ୍‌ଡାଉନ୍‌ରେ ନିୟମିତ ‘ମୋ ବସ୍’ ସେବା ବନ୍ଦ ରହିବ ।  ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି କହିଛି କ୍ରୁଟ୍ । ଏନେଇ…

କେଜ୍ରିୱାଲଙ୍କ ଟୁଇଟ ମିଥ୍ୟା ବୋଲି କହିଲା ସିଙ୍ଗାପୁର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏକ ଟୁଇଟର ଉତର ବୁଧବାର ସିଙ୍ଗାପୁର ପକ୍ଷରୁ ରଖାଯାଇଛି । ମଙ୍ଗଳବାର କେଜ୍ରିୱାଲ କହିଥିଲେ ସିଙ୍ଗାପୁରରେ କରୋନା ଭାଇରସର ନୂତନ ଷ୍ଟ୍ରେନ ମିଳିଛି ଏବଂ ଭାରତ ଏଥିପ୍ରତି ସତର୍କ ରହିବା ସହ ବିମାନ ସେବା ବାତିଲ କରିବା ପାଇଁ କହିଥିଲେ…