Latest Odisha News

BREAKING NEWS

Browsing Category

ଫିଚର

ରିଲିଜର କିଛି ସମୟ ପରେ ଇଂଟରନେଟରେ ଲିକ୍ ହେଲା ସଲମାନଙ୍କ ରାଧେ:ୟୋର ମୋଷ୍ଟ ୱାଟେଂଡ ଭାଇ

ମୁମ୍ବାଇ: ସଲମାନ ଖାଁ ଅଭିନୀତ ରାଧେ: ୟୋର ମୋଷ୍ଟ ୱାଟେଂଡ ଭାଇ ଆଜି ଓଟିଟି-ଡିଟିଏଚରେ ପେ ପର ଭ୍ୟୁ ସର୍ଭିସ ଅନ୍ତର୍ଗତ ରିଲିଜ ହୋଇଛି । ମାତ୍ର ଏହା ରିଲିଜ ହେବାର କିଛି ସମୟ ମଧ୍ୟରେ ଇଂଟରନେଟରେ ଏହା ଲିକ୍ ହୋଇ ଯାଇଥିଲା । ଫଳରେ ଅନେକ ଏହାକୁ ମାଗଣା ଦେଖିବା ଫାଇଦା ଉଠାଇଥିଲେ । ଜି…

“ଆତ୍ମନିର୍ଭର ବର” ନିଜ ବିବାହରେ ସାଜିଲା ବ୍ୟାଣ୍ଡବାଲା

ଭୁବନେଶ୍ୱର: ବ୍ୟାଣ୍ଡବାଜା ବିନା ବାହାଘର ଅଧୁରା । କରୋନା ମହାମାରୀ ସମୟରେ ଧୁମ୍‌ଧାମ୍‌ରେ ବିବାହ ବି ଏକ ସ୍ୱପ୍ନ କିମ୍ବା କଳ୍ପନା ସଦୃଶ । ଅନେକ ଲୋକ ବିବାହକୁ ସ୍ଥଗିତ ରଖିଥିଲାବେଳେ କିଛି କୋର୍ଟ ମ୍ୟାରେଜ ଓ ଭର୍ଚୁଆଲ୍ ମ୍ୟାରେଜକୁ ବାଧ୍ୟ ହୋଇ ଚୟନ କରୁଛନ୍ତି । ଏପରିକି କିଛି ଲୋକ ପିପିଇ…

କରୋନାକୁ ପରାସ୍ତ କଲେ ୯୮ ବର୍ଷୀୟା ବୃଦ୍ଧା

ଭୁବନେଶ୍ୱର: ପରିଣତ ବୟସ ଓ ଦୃଢ ମନୋବଳ ଆଗରେ ହାର ମାନିଲା କରୋନା ସଂକ୍ରମଣ । କେଭିଡ୍‌-୧୯ର ଦ୍ୱିତୀୟ ଲହରକୁ ଚିରି ବିଜୟୀ ହୋଇଛନ୍ତି ଜଣେ ୯୮ ବର୍ଷୀୟା ବୃଦ୍ଧା । କରୋନାରେ ସଂକ୍ରମିତ ହୋଇ ଏହି ବୃଦ୍ଧା ଜଣକ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଅନ୍ନପୂର୍ଣ୍ଣା…

ଘାରିଲା କରୋନା ଭୟ, ଆତ୍ମସମର୍ପଣ କଲେ ମାଓ ଦମ୍ପତ୍ତି

ମାଲକାନଗିରି: କରୋନା ଚଡକରେ ଭୟଭୀତ ଲାଲ ସେନା । କେତେବେଳେ ଭାକ୍ସିନ୍ ଲୁଟୁଛି ତ ପୁଣି କେତେବେଳେ ଯବାନଙ୍କ ରକ୍ତରେ ଖେଳୁଛି ଖୁନୀ ଖେଳ । ହେଲେ ଏହି ଧାରାରେ ଏକ ଚକିତକର ଘଟଣା ସାମ୍ନାକୁ ଆସିଛି । ଲାଲ ସେନାରେ ସାମିଲ ହୋଇ ବିପ୍ଳବୀ ସାଜିଥିବା ଏକ ମାଓ ଦମ୍ପତ୍ତି ଆତ୍ମ ସମର୍ପଣ କରିଛନ୍ତି ।…

[ଭିଡିଓ] ପୋଲିସ ମାଡରୁ ବର୍ତ୍ତିବା ଲାଗି ଚମତ୍କାର ଉପାୟ

କର୍ଣ୍ଣାଟକ: ସୋସିଆଲ୍ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । କର୍ଣ୍ଣାଟକ ଉଡୁପିର ଜଣେ ସାଇକଲ ଆରୋହୀ ଚର୍ଚ୍ଚାରେ ରହିଛନ୍ତି । ତେବେ ସାଇକଲ ଚାଳନା ନୁହେଁ ବରଂ ପୋଲିସ ମାଡରୁ ବର୍ତ୍ତିବା ପାଇଁ ତାଙ୍କ ରକ୍ଷା କବଚ ଖୁବ ଚର୍ଚ୍ଚା ସାଉଣ୍ଟିଛି । କର୍ଣ୍ଣାଟକ ଉଡୁପିର ଜଣେ…

କେନ୍ଦୁଝର ରାଙ୍କି କୋଭିଡ୍ ହସ୍ପିଟାଲରେ ସ୍ଥାପନ ହେଲା ଅକ୍ସିଜେନ୍ ସପ୍ଲାଏ ୟୁନିଟ୍

କେନ୍ଦୁଝର: ରାଙ୍କି କୋଭିଡ୍ ହସ୍ପିଟାଲରେ ଆଉ ରହିବନି ମେଡିକାଲ୍ ଅକ୍ସିଜେନ୍ ଅଭାବ । ମେଡିକାଲରେ ପିଏସ୍ଏ ଟେକ୍ନୋଲୋଜି ଅକ୍ସିଜେନ୍ ଜେନେରେଟର ମେସିନ୍ ସ୍ଥାପନ କରାଯାଇଛି । ଯାହାକି ରାଙ୍କି କୋଭିଡ୍ ହସ୍ପିଟାଲରେ ଅକ୍ସିଜେନ୍ ଚାହିଦାକୁ ପୂରଣ କରିପାରିବ । ମେଡିକାଲରେ ୪୫ଟି ଆଇସିୟୁ ଓ ୨୬ଟି…

ଜୁନ୍ ୧ ଯାଏ ଲକଡାଉନ୍ ଭଳି କଟକଣାକୁ ବଢ଼ାଇଲା ମହାରାଷ୍ଟ୍ର, ବାହାରୁ ଆସିଲେ RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟ

ମୁମ୍ବାଇ: କରୋନା ସଂକ୍ରମଣରେ ବ୍ରେକ୍ ଲାଗି ପାରୁନି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ମୁକାବିଲା ପାଇଁ କଟକଣା ବି ବଢ଼ିଲା । ମହାରାଷ୍ଟ୍ରରେ ଆସନ୍ତା ୧ ତାରିଖ ଯାଏ ଲକଡାଉନ୍ ଭଳି କଟକଣା ବଳବତ୍ତର ରହିବ । କଟକଣାକୁ ଜୁନ୍ ୧ ତାରିଖ ସକାଳ ୭ଟା ଯାଏ ବୃଦ୍ଧି କରିଛନ୍ତି ମହାରାଷ୍ଟ୍ର ସରକାର ।…

କଟକ-ଭୁବନେଶ୍ୱରରେ ଘଣ୍ଟାଏ କାଳବୈଶାଖୀ ବର୍ଷା, ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସକ୍ରିୟ ରହିଛି । ଆଗାମୀ ଘଣ୍ଟାଏ ଯାଏ କଟକ ଓ ଭୁବନେଶ୍ୱରରେ ଜାରି ରହିବ କାଳବୈଶାଖୀ ଜନିତ ବର୍ଷା ପବନ । ଘଡ଼ଘଡ଼ି ବି ମାରିବ । ଏନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଭୁବନେଶ୍ୱର ଓ କଟକ ପାଇଁ…

ଆସୁଛି ଚଳିତବର୍ଷର ପ୍ରଥମ ବାତ୍ୟା ! ଆରବ ସାଗରରେ ଖୁବଶୀଘ୍ର ଦାନା ବାନ୍ଧିବ

ନୂଆଦିଲ୍ଲୀ: ଆରବ ଆଗରରେ ଆସୁଛି ଚଳିତବର୍ଷର ପ୍ରଥମ ବାତ୍ୟା । ସମ୍ଭାବ୍ୟ ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ ଓ ବିଭିନ୍ନ ପାଣିପାଗ ସଂସ୍ଥା । ଏବେ ଦକ୍ଷିଣ-ପୂର୍ବ ଆରବ ସାଗରରେ ବାତ୍ୟା ଅନୁକୂଳ ପରିବେଶ ସୃଷ୍ଟି ହୋଇଛି । ଆମାଗୀ ୨୪ ଘଣ୍ଟା ମଧ୍ୟରେ ଲାକ୍ଷାଦ୍ୱୀପ ଓ ଦକ୍ଷିଣ-ପୂର୍ବ ଆରବ…

ପୋଲିସ୍ ଏନକାଉଣ୍ଟରରେ ୨ ନକ୍ସଲ ନିହତ, ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି: ମହାରାଷ୍ଟ୍ର ଗଡ଼ଚିରୋଲି ଜିଲ୍ଲାରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଦୁଇ ଜଣ ସଶସ୍ତ୍ର ନକ୍ସଲ ପ୍ରାଣ ହରାଇଛନ୍ତି । ମୃତ ଦୁଇ ହାର୍ଡକୋର ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ନକ୍ସଲ ଥିବା ଜଣା ପଡ଼ିଛି । ଗତ କିଛିଦିନ ତଳେ ନକ୍ସଲ ମାନେ ପୋମକେ ଗାଟ୍ଟା…