Latest Odisha News

BREAKING NEWS

Browsing Category

ଫିଚର

ଓଡ଼ିଶାରେ ୭ ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବ ଡିଆରଡିଓ

ଭୁବନେଶ୍ୱର: କରୋନା ରୋଗୀଙ୍କ ଅକ୍ସିଜେନ୍ ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରତିରକ୍ଷା ଅନୁସନ୍ଧାନ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଓଡ଼ିଶାରେ ୭ଟି ପ୍ଲାଣ୍ଟ ସ୍ଥାପନ ଲାଗି ନିଷ୍ପତ୍ତି ହୋଇଛି। ଏନେଇ ମଙ୍ଗଳବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ ନ୍ୟାସନାଲ୍ ହାଇଓ୍ବେ ଅଥୋରିଟି ଅଫ୍…

ନୀରବିଗଲେ ଆଙ୍କର ଓ ଆର୍‌ଜେ ସବନମ୍

ଭୁବନେଶ୍ୱର: ଆରପାରିରେ ସବନମ୍ ସିରିନ୍ । ଅନେକ ଲୋକ ଏହି ଖବରକୁ ବିଶ୍ୱାସ କରିପାରୁନାହାନ୍ତି । ଓଡିଶା ଗଣମାଧ୍ୟମରେ ସବନମ୍‌ଙ୍କ ନାଁ ବେଶ ଜଣାଶୁଣା । ହେଲେ ଆଜି ସେ ସମସ୍ତଙ୍କୁ ଟିକେ ଅଧିକ ମନେ ପଡିଛନ୍ତି । କାହିଁକି ନା କରୋନାରେ ସଂକ୍ରମିତ ହୋଇ ସବନମ୍ ଚାଲିଯାଇଛନ୍ତି ଆରପାରିକୁ । କନକ…

ହୋମ୍ ଆଇସୋଲେସନରେ ଥିବା କୋଭିଡ୍ ଆକ୍ରାନ୍ତଙ୍କୁ ମାଗଣା ଯୋଗାଉଛନ୍ତି ଖାଦ୍ୟ

ଭୁବନେଶ୍ୱର: କରୋନାର ପ୍ରକୋପ ଜାରି ରହିଛି । ଏବେ ରାଜଧାନୀ ଭୁବନେଶ୍ୱରରେ ୧୦ ହଜାରରୁ ଅଧିକ ସକ୍ରିୟ ସଂକ୍ରମିତ ରହିଛନ୍ତି । ଅଧିକାଂଶ କୋଭିଡ୍ ଆକ୍ରାନ୍ତ ପ୍ରାୟ ୮୦ ପ୍ରତିଶତ ଘରେ ରହି ଚିକିତ୍ସିତ ହେଉଛନ୍ତି । ଏଭଳି ସମୟରେ କରୋନା ଆକ୍ରାନ୍ତଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି…

କାଳବୈଶାଖୀ ନେଇ ୧୫ ଜିଲ୍କାକୁ ଆଗାମୀ ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: କାଳବୈଶାଖୀ ବର୍ଷା ଓ ବଜ୍ରପାତ ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଦକ୍ଷିଣ ଓଡ଼ିଶା ସହ ଉପକୂଳ ଓଡ଼ିଶାର ୧୫ ଜିଲ୍ଲାକୁ ଆଗାମୀ ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଏହି ସମୟରେ ପବନ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ବହିବାର…

କରୋନା ନିୟମ ଉଲ୍ଲଂଘନ କରି ଗିରଫ ହେଲେ ପପୁ ଯାଦବ

ପାଟନା: କରୋନା ନିୟମ ଉଲ୍ଲଂଘନ କରିଥିବାରୁ ମଙ୍ଗଳବାର ଜନ ଅଧିକାର ପାର୍ଟିର ନେତା ପପୁ ଯାଦବଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି । ଟୁଇଟ କରି ପପୁ ଏ ନେଇ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ମୋତେ ଗିରଫ କରାଯାଇ ପାଟନାର କେଗାନ୍ଧୀ ଥାନାକୁ ଅଣାଯାଇଛି । କରୋନା କାଳରେ ଜୀବନକୁ ବାଜି ଲଗାଇ…

କରୋନା ମହାମାରୀରେ ଭାରତ ଫସିଛି, ସୀମାରେ ଚୀନ ନିୟୋଜିତ କରୁଛି ରକେଟ ଲଂଚର୍ସ

ନୂଆଦିଲ୍ଲୀ: ଚୀନ ଉପରେ ସାରା ବିଶ୍ୱ ଅସନ୍ତୁଷ୍ଟ ଅଛନ୍ତି । ତଥାପି ଡ୍ରାଗନ ତାର ପ୍ରକୃତି ସୁଧାରୁ ନାହିଁ । ଚୀନର ସିସିଟିଭି ନାମକ ଟିଭି ଚ୍ୟାନେଲ ଅନୁସାରେ ଭାରତ ଏବେ କରୋନା ମହାମାରୀରୁ ମୁକୁଳିବା ନେଇ ବ୍ୟସ୍ତ ରହିଥିବା ବେଳେ ଚୀନ ତାର ଚାଲ ଚଲେଇବା ଆରମ୍ଭ କରିଛି । ତିବ୍ଦତ ନିକଟ ସୀମାରେ…

କରୋନା ନେଲା ଆଉ ଜଣେ ବରିଷ୍ଠ ସାମ୍ବାଦିକଙ୍କ ଜୀବନ

ରାୟଗଡ଼ା: କରୋନା କବଳରେ କୋଭିଡ୍ ଯୋଦ୍ଧା । ରାଜ୍ୟରେ କରୋନା ମହାମାରୀ ଜଣଙ୍କ ପରେ ଜଣେ ସାମ୍ବାଦିକଙ୍କ ଜୀବନ ନେଇ ଚାଲିଛି । କରୋନାରେ ରାୟଗଡ଼ା ଜିଲ୍ଲାର ଜଣେ ବରିଷ୍ଠ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ବେଙ୍ଗଳୁରୁରେ ଚିକିତ୍ସାଧୀନ ଅବସ୍ଥାରେ ବରିଷ୍ଠ ସାମ୍ବାଦିକ ଶରତ…

ଆଇସିସି ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ କଡା ହେଲା କଟକଣା

ନୂଆଦିଲ୍ଲୀ: କରୋନାର ପ୍ରକାପ ଦେଖିବା ପରେ ୧୮ରୁ ୨୨ ଜୁନ ପର୍ଯ୍ୟନ୍ତ ହେବାକୁ ଥିବା ଆଇସିସି ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ କଟକଣାକୁ ଆହୁରି କଡା କରାଯାଇଛି । ବିସିସିଆଇ ଓ ନ୍ୟୁଜିଲାଣ୍ଡ ବୋର୍ଡଙ୍କୁ କରୋନା ପ୍ରୋଟୋକଲ ମାନିବା ପାଇଁ ନିର୍ଦ୍ଦେଶ ଦେଇଛି । ଭାରତୀୟ ଟିମ୍ ପ୍ରଥମେ…

ଗାଁ ମୁହାଁ କରୋନା, ୟୁପି ଓ ବିହାରର ନଦୀରେ ଭାସୁଛି ଏକାଧିକ ଶବ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ ନଦୀରେ ଭାସୁଛି ମୃତଦେହ । ବକ୍ସର ପରେ ୟୁପି, ବିହାର ସୀମାର ଗହମର ଗାଁ ନିକଟ ଗଙ୍ଗା ନଦୀରୁ ୧୨ରୁ ଅଧକ ମୃତଦହେ ମିଳିଛି । ଏତେ ସଂଖ୍ୟାରେ ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । କରୋନା ସଂକ୍ରମଣକୁ ନେଇ ଲୋକଙ୍କ ମଧ୍ୟର ଭୟ…

ଦେଶରେ ୨୪ ଘଣ୍ଟାରେ କରୋନାରେ ଆକ୍ରାନ୍ତ କମ୍, ସୁସ୍ଥ ହେଲେ ଅଧିକ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । କିନ୍ତୁ ଗତ ଦୁଇ ଦିନ ହେବ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି । ସାଢ଼େ ୩ଲକ୍ଷ ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୨୯ହଜାର ୯୪୨ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୩ଲକ୍ଷ ୬୬ହଜାର ।…