Latest Odisha News

BREAKING NEWS

Browsing Category

ଫିଚର

ଟ୍ବିନସିଟିର ବୟସ୍କଙ୍କ ଲାଗି ହେଲ୍ପଲାଇନ ନମ୍ବର ଜାରି କଲା କମିଶନରେଟ ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱର ଏବଂ କଟକର ବରିଷ୍ଠ ନାଗରିକଙ୍କ ପାଇଁ ମଙ୍ଗଳବାର ଦିନ କମିଶନରେଟ ପୋଲିସ ପକ୍ଷରୁ ଏକ ହେଲ୍ପଲାଇନ ନମ୍ବର - ୮୦୯୩୦୨୮୧୦୦ ଜାରି କରାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ପୋଲିସ କମିଶନର କହିଛନ୍ତି, ଏହି ହେଲ୍ପଲାଇନ ନମ୍ବର ଏହା ସ୍ପଷ୍ଟ କରିବା ଯେ କରୋନା ସଂକ୍ରମଣ…

କରୋନାରେ ଆଖି ବୁଜିଲେ ଭିଜିଲାନ୍ସ ଜଜ୍ ରାଜକିଶୋର ନାୟକ

ଭୁବନେଶ୍ବର : ରାଜ୍ୟରେ ସାଂଘାତିକ ହେଉଛି ମହାମାରୀ କରୋନା । ପ୍ରତିଦିନ ଗୋଟିଏ ପରେ ଗୋଟିଏ ଜୀବନ ନେଉଛି କିଲର ଭାଇରସ । ଆଜି କରୋନାରେ ପ୍ରାରଣ ହରାଇଛନ୍ତି ଜଣେ ବିଚାରପତି । ମହାମାରୀ କରୋନାରେ କଟକ ଭିଜିଲାନ୍ସ ବିଚାରପତି ରାଜକିଶୋର ନାୟକଙ୍କ ପରଲୋକ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ…

ଅଭ୍ୟାସ କରୁଥିବା ବେଳେ ଚାଲିଗଲା ୨୪ ବର୍ଷୀୟ କ୍ରିକେଟର ଜୀବନ !

ଲଣ୍ଡନ: ଇଂଲଣ୍ଡର ଯୁବ ଖେଳାଳି ଜୋଶୁଆ ଡାଉନୀଙ୍କ ଅକସ୍ମାତ ମୃତ୍ୟୁ କ୍ରିକେଟ ଦୁନିଆକୁ ସ୍ତବ୍ଧ କରି ଦେଇଛି । ଇଂଲିଶ କାଂଉଟି କ୍ଲବ ନଟ୍ଟିଂହାମଶାୟର ପକ୍ଷରୁ ଖେଳୁଥିବା ଏହି ୨୪ ବର୍ଷୀୟ ଖେଳାଳି ଅଭ୍ୟାସ ସେଶନରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । କେହି କିଛି ଭାବିବା ପୂର୍ବରୁ ସେ ତଳେ…

ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୧୧୯୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଏବେ ଚିନ୍ତା ବଢ଼ାଇଛି ମହାମାରୀ କରୋନା । ପ୍ରତିଦିନ ସଂକ୍ରମଣ ସଂଖ୍ୟା ବଢୁଥିବା ବେଳେ, ଜୀବନ ବି ନେଇଚାଲିଛି ଭୂତାଣୁ । ତେବେ ସଂକ୍ରମଣ ଭିତରେ ଚିନ୍ତା ବଢ଼ାଇଛି ହଟସ୍ପଟ ପାଲଟିଥିବା ଭୁବନେଶ୍ବର । ଏଠାରେ ପ୍ରତିଦିନ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ,…

କାଳବୈଶାଖୀ ପ୍ରଭାବରେ ତାତିରୁ ମିଳିଲା ଆଶ୍ବସ୍ତି

ଭୁବନେଶ୍ବର : ରାଜ୍ୟରେ କାଳବୈଶାଖୀ ଆଣିଦେଲା ଆଶ୍ବସ୍ତି । ରାଜ୍ୟରେ ତାପମାତ୍ରା ହ୍ରାସ ପାଇଥିବା ବେଳେ, ଆଶ୍ବସ୍ତି ଅନୁଭୁବ କରିଛନ୍ତି ଲୋକେ । ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ତାତି କମିଥିବା ବେଳେ, ସମସ୍ତ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ତଳକୁ ହ୍ରାସ…

ସ୍ମୃତି ମାନ୍ଧନାଙ୍କ ସମେତ ଫୋଡା ଖାଇଲେ ଆଉ କିଛି କ୍ରିକେଟର

ମୁମ୍ବାଇ: ଭାରତର ପ୍ରଥମ ମହିଳା କ୍ରିକେଟର ଭାବେ ସ୍ମୃତି ମାନ୍ଧନା ମଙ୍ଗଳବାର କରୋନା ଭ୍ୟାକ୍ସିନ ନେଇଛନ୍ତି । ତାଙ୍କ ବ୍ୟତୀତ ପୁରୁଷ ଟିମର ଯଶପ୍ରୀତ ବୁମରାହ, ଦୀନେଶ କାର୍ତିକ, ଦୀପକ ଚାହର ଓ ସିଦ୍ଧାର୍ଥ କୌଲ ମଧ୍ୟ ଟୀକା ନେଇଛନ୍ତି । ପ୍ରଶଂସକମାନଙ୍କୁ ଟୀକା ନେବା ସହ କରୋନା ପ୍ରତି ସତର୍କ…

୧୬ ଜିଲ୍ଲାରେ ହେବ ଆରଟିପିସିଆର ଟେଷ୍ଟିଂ ସେଣ୍ଟର, ମୁଖ୍ୟମନ୍ତ୍ରୀଙ୍କ କୋଡ଼ିଏ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର: ବଢୁଥିବା କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ୧୬ଟି ଜିଲ୍ଲାରେ ଆରଟିପିସିଆର ଟେଷ୍ଟିଂ ସେଣ୍ଟର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଉକ୍ତ ଜିଲ୍ଲା ଗୁଡ଼ିକ ମଧ୍ୟରେ ଭଦ୍ରକ, ବୌଦ୍ଧ, ଢେ଼ଙ୍କାନାଳ ଗଜପତି…

ପୁରୀ ଚନ୍ଦନ ଯାତ୍ରାରେ ଜାରି ହେବ ୧୪୪ ଧାରା

ପୁରୀ: ଆସନ୍ତା ୧୫ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନରୁ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ ଅନୁକୂଳ ସହ ୨୧ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏସଓପି ପ୍ରସ୍ତୁତ ହୋଇଛି। ତଦନୁଯାୟୀ,…

ସୁସ୍ଥ ହୋଇ ତିହାର ଜେଲକୁ ଫେରିଲେ ଅଣ୍ଡରୱାର୍ଲ୍ଡ ଡନ ଛୋଟା ରାଜନ

ମୁମ୍ବାଇ: କରୋନା ସଂକ୍ରମିତ ଅଣ୍ଡରୱାର୍ଲ୍ଡ ଡନ ଛୋଟା ରାଜନ ସୁସ୍ଥ ହୋଇ ତିହାର ଜେଲକୁ ଫେରିଛନ୍ତି । ସେଠାରେ ତାଙ୍କୁ କଡା ସୁରକ୍ଷା ବ୍ୟବସ୍ଥାରେ ରଖାଯାଇଛି । ୨୫ ଏପ୍ରିଲରେ କରୋନାରେ ଆକ୍ରାନ୍ତ ହୋଇଥିବା ଛୋଟା ରାଜନକୁ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ସେ ମୃତ୍ୟୁବରଣ…

ରୁଷିଆର ଏକ ସ୍କୁଲରେ ଗୁଳିକାଣ୍ଡ: ୧୩ ମୃତ, ପୋଲିସ ଗୁଳିରେ ଟଳିଲେ ୨ ଆତଙ୍କୀ

କାଜାନ: ରୁଷର କାଜାନ ସହରର ଏକ ସ୍କୁଲରେ କେତେକ ଆତତାୟୀ ପ୍ରବେଶ କରି ଗୁଳି ଚାଳନା କରିବା ଫଳରେ ୧୩ ଜଣ ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୮ଜଣ ଛାତ୍ର ଓ ଜଣେ ଶିକ୍ଷକ ମଧ୍ୟ ଅଛନ୍ତି । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଆତତାୟୀ ଗୁଳି ଚାଳନା କରିବା ବେଳେ ଭୟରେ ୨ଜଣ ଛାତ୍ର ତୃତୀୟ…