Latest Odisha News

BREAKING NEWS

Browsing Category

ଫିଚର

ଭାରତରେ ଆତଙ୍କ ସୃଷ୍ଟି କରିଥିବା କରୋନାର ଡବଲ୍ ମ୍ୟୁଟାଣ୍ଟ ଦୁନିଆ ପାଇଁ ଚିନ୍ତାର କାରଣ: WHO

 ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ପ୍ରବାହରେ ସବୁଠୁ ବେଶି ପ୍ରଭାବିତ ହୋଇଛି ଭାରତ । ଦେଶରେ ପ୍ରତିଦିନ ନୂଆ ଭାରିଆଣ୍ଟରେ ସଂକ୍ରମିତ ଲକ୍ଷ ଲକ୍ଷ ନୂଆ ମାମଲା ଆସୁଛି । ଯାହା ଏବେ ଦୁନିଆ ପାଇଁ ଚିନ୍ତାର କାରଣ ପାଲଟିପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, କରୋନାର ଭାରତୀୟ ଭାରିଆଣ୍ଟ ଅଧିକ…

ଶ୍ରୀକ୍ଷେତ୍ରରେ କେମିତି ହେବ ଚନ୍ଦନ ଯାତ୍ରା, ଆଜି ଛତିଶା ନିଯୋଗ ବୈଠକରେ ବିଚାରବିମର୍ଶ

ପୁରୀ: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କୋଭିଡ୍ ସମୟରେ କିଭଳି ହେବ ଶ୍ରୀଜିଉଙ୍କର ବାହାର ଚନ୍ଦର ଯାତ୍ରା । ରୂପରେଖ ସ୍ଥିର କରିବାକୁ ଆଜି ବସୁଛି ଛତିଶା ନିଯୋଗ ବୈଠକ । ଛତିଶା ନିଯୋଗ ନିଷ୍ପତ୍ତି ଓ ପ୍ରଶାସନର ସହମତିରେ ରୂପରେଖ…

ଆଜି ପୁଣି ବଢ଼ିଲା ତୈଳଦର, ରାଜ୍ୟର ୧୨ ଜିଲ୍ଲାରେ ୯୫ ଉପରେ ପେଟ୍ରୋଲ

ଭୁବନେଶ୍ୱର: ତୈଳ କମ୍ପାନୀ ପୁଣି ମଙ୍ଗଳବାର ଡିଜେଲ ଓ ପେଟ୍ରୋଲ ଦର ବଢ଼ାଇଛନ୍ତି । ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍ ୨୭ ପଇସା ବଢ଼ିଥିବା ବେଳେ ଡିଜେଲ୍ ୩୦ ପଇସା ମହଙ୍ଗା ହୋଇଛି । ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ପରେ ଏବେ ତେଲଦର ବଢ଼ି ବଢ଼ି ଚାଲିଛି । ନିର୍ବାଚନ ପରେ ୬ ଦିନ…

ରାଉରକେଲା ମହାନଗରରେ ଆଜିଠୁ ୧୮-୪୪ ବର୍ଷ ବର୍ଗଙ୍କୁ ଟିକାକରଣ

ରାଉରକେଲା: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ଆଜିଠାରୁ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ୧୮ରୁ ୪୪ ବର୍ଷ ବର୍ଗଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଛି । ପଞ୍ଜିକରଣ କରିଥିବା ବ୍ୟକ୍ତି ନିଜ ସ୍ଲଟ୍ ଅନୁଯାୟୀ ନିର୍ଦ୍ଦିଷ୍ଟ ଟିକାଦାନ କେନ୍ଦ୍ରକୁ ଆସି ଟିକା ନେଇପାରିବେ ।…

ଆମେରିକାର ବଡ଼ ଘୋଷଣା: ୧୨-୧୫ ବର୍ଷ ପିଲାଙ୍କୁ ଦିଆଯିବ ଫାଇଜର୍ ଟିକା

ଓ୍ୱାଶିଂଟନ୍: ଟିକାକରଣ କ୍ଷେତ୍ରରେ ଆମେରିକାର ଆଉ ଏକ ବଡ଼ ପଦକ୍ଷେପ । ୧୨-୧୫ ବର୍ଷ ପିଲାଙ୍କୁ ଟିକା ଦେବାକୁ ଘୋଷଣା । ଆସନ୍ତା ୧୩ ତାରିଖରୁ ଶିଶୁଙ୍କୁ ଟିକାକରଣ ଅଭିଯାନ ଆରମ୍ଭ ହେବ । ୧୨-୧୫ ବର୍ଷ ଭିତରେ ପିଲାଙ୍କୁ ଫାଇଜର-ବାୟୋଏନଟେକ୍ କୋଭିଡ୍ ଟିକର ଜରୁରିକାଳୀନ ବ୍ୟବହାରକୁ ଅନୁମତି…

ଓଡ଼ିଶାର ୧୦ ଜିଲ୍ଲାରୁ କରୋନା ନେଲା ୧୮ ଜୀବନ, ଅନୁଗୋଳରୁ ସର୍ବାଧିକ

ଅନୁଗୋଳ: ଜୀବନ ନେଉଛି କରୋନା । ଗତ ୨୪ ଘଣ୍ଟାରେ ରାଜ୍ୟର ୧୦ ଜିଲ୍ଲାରୁ କରୋନାରେ ଆଖି ବୁଜିଛନ୍ତି ୧୮ ଆକ୍ରାନ୍ତ । ଅନୁଗୋଳ ଜିଲ୍ଲାରେ ସଂକ୍ରମଣ ସହ ବଢୁଛି ମୃତ୍ୟୁସଂଖ୍ୟା । ଜିଲ୍ଲାରୁ ଦିନକରେ ଚାରି ଜଣ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ସେହିପରି ଖୋର୍ଦ୍ଧା…

ଅକ୍ସିଜେନ ଅଭାବରୁ ୧୧ କୋଭିଡ୍ ରୋଗୀଙ୍କ ମୃତ୍ୟୁ

ତିରୁପତି: ସୋମବାର ରାତିରେ ଆନ୍ଧ୍ରପ୍ରଦେଶର ତିରୁପତିରେ ଅକ୍ସିଜେନ୍ ଅଭାବରୁ ୧୧ ଜଣ ରୋଗୀ ଆଖି ବୁଜିଛନ୍ତି । ଖୋଦ୍ ଜିଲ୍ଲାପାଳ ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି । ଜିଲ୍ଲପାଳ ଏମ୍. ହରି ନାରାୟଣ କହିଛନ୍ତି, ଅକ୍ସିଜେନ୍ ଅଭାବରୁ ୧୧ ଜଣଙ୍କ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ହସ୍ପିଟାଲରେ ଗୋଟିଏ…

ପାଞ୍ଚ ଦିନ ପରେ ଓଡ଼ିଶାରେ ୧୦ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର: ପାଞ୍ଚ ଦିନ ପରେ ଓଡ଼ିଶାରେ ୧୦ ହଜାର ଖସିଲା ଦୈନିକ ସଂକ୍ରମଣ । ଗତ ୨୪ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୯ହଜାର ୭୯୩ ପଜିଟିଭ୍ । ଏହି ସମୟରେ ରାଜ୍ୟରେ ୪୬ ହଜାର ୨୪୧ଟି କୋଭିଡ୍ ଟେଷ୍ଟ କରାଯାଇଛି । ନୂଆ ସଂକ୍ରମିତଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୫ହଜାର ୫୩୪ ଚିହ୍ନଟ ହୋଇଥିବା ବେଳେ…

ପରଲୋକରେ ଜଗନ୍ନାଥ ସଂସ୍କୃତିର ମହାନ ପ୍ରଚାରକ ତଥା ପୂର୍ବତନ ପ୍ରଶାସକ ଗୋପୀନାଥ ମହାନ୍ତି

ଭୁବନେଶ୍ୱର: ଜଗନ୍ନାଥ ସଂସ୍କୃତିର ମହାନ ପ୍ରଚାରକ, ଲେଖକ ତଥା ପୂର୍ବତନ ପ୍ରଶାସକ ଗୋପୀନାଥ ମହାନ୍ତିଙ୍କର ଆଜି ସନ୍ଧ୍ୟାରେ ପରଲୋକ ହୋଇଛି । ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । କଳିଙ୍ଗ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ଦେହାନ୍ତ ଖବର ପାଇ ବହୁ…

ସ୍ଥପତି ରଘୁନାଥଙ୍କ ନିଆରା ସଉକ…

ଭୁବନେଶ୍ୱର:ନିରବୀ ଯାଇଛି ନିହଣ ସ୍ୱର । ନିରବୀ ଯାଇଛି ସେଇ ନିହଣ ଧରି ଜୀବନ୍ତ କରି ଗଢି ତୋଳୁଥିବା ସ୍ଥପତିର କାରିଗର । ଆଉ ଶୁଭିବ ନାହିଁ ନିହଣ ଶଦ୍ଦ । ଜୀବନ ଯୁଦ୍ଧରେ ହାରିଯାଇଛି ଲଢୁଆ ଶିଳ୍ପୀ । କରୋନା ଲଢେଇରେ ହାର୍ ମାନି ଯାଇଛନ୍ତି ଦ୍ୱିତୀୟ କୋଣାର୍କର ସ୍ୱପ୍ନ ଦେଖିଥିବା ସେହି ଶିଳ୍ପୀ…