Latest Odisha News

BREAKING NEWS

Browsing Category

ଫିଚର

ହିନ୍ଦୁ ରାଓ ଡାକ୍ତରଖାନାରୁ ଲୁଚି କରି ପଳାଇ ଗଲେ ୨୩ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ଆପ୍ରାଣ ଉଦ୍ୟମ କରୁଛନ୍ତି । ମାତ୍ର କେତେକଙ୍କ ଦାୟିତ୍ୱ ହୀନତା ଯୋଗୁ କରୋନା ସହଜରେ ଆମକୁ ଛାଡି ଯାଉ ନାହିଁ । ଶନିବାର ଉତର ନଗର ନିଗମ ଦ୍ୱାରା ପରିଚାଳିତ ହିନ୍ଦୁ ରାଓ ଡାକ୍ତରଖାନାରୁ ୨୩ କରୋନା ସଂକ୍ରମିତ ଲୁଚି…

କରୋନାରୁ ସୁସ୍ଥ ହେଲେ ଆଉ ୭୬୬୪ ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଏବେ ଚିନ୍ତା ବଢ଼ାଇଛି ମହାମାରୀ କରୋନା । ପ୍ରତିଦିନ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ହେଲେ ଏହାରି ଭିତରେ ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୭୬୬୪ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ରାଜ୍ୟରୁ…

ଭାରତର ୪ର୍ଥ ମହିଳା ରେସଲର ଭାବେ ଅଲିମ୍ପିକ ଯୋଗ୍ୟତା ହାସଲ କଲେ ସୀମା

ନୂଆଦିଲ୍ଲୀ: ଭାରତର ୪ର୍ଥ ମହିଳା ରେସଲର ଭାବେ ସୀମା ବିସଲା ଅଲିମ୍ପିକ ଯୋଗ୍ୟତା ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ଭିନେଶ(୫୩ କିଗ୍ରା), ଅଂଶୁ ମଲିକ (୫୭କିଗ୍ରା) ଓ ସୋନମ ମଲିକ (୬୨କିଗ୍ରା) ଅଲିମ୍ପିକ ଟିକେଟ କାଟି ସାରିଥିଲେ । ବିଶ୍ୱ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ସେ ୫୦…

ପେସ ବୋଲର ପ୍ରସିଦ୍ଧ କରୋନା ସଂକ୍ରମିତ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପେସ ବୋଲର ପ୍ରିସିଦ୍ଧ କ୍ରିଷ୍ଣା କରୋନା ସଂକ୍ରମିତ ହୋଇଛନ୍ତି । ଆଇପିଏଲରେ ସେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଥିଲେ । ସେ କୋଲକାତାର ୪ର୍ଥ ଖେଳାଳି ଭାବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବାଙ୍ଗାଲୋରରେ ନିଜ ଘରେ ସେ ଆଇସୋଲେଶନରେ ରହିଛନ୍ତି ।…

ଆଇଓସିର ଦୃଢ଼ୋକ୍ତି, ଟୋକିଓ ଅଲିମ୍ପିକ୍ସ ନିଶ୍ଚିତ ହେବ !

ଟୋକିଓ: କରୋନା ମହାମାରୀର ଦ୍ୱିତୀୟ ଲହରୀ ପରେ ଟୋକିଓ ଅଲିମ୍ପିକ୍ସ ଆୟୋଜନ ନେଇ ସନ୍ଦେହ ଉପୁଜୁଛି । ଏପରିକି ଜାପାନ ଜନସାଧାରଣ ଧିରେ ଧିରେ ଏଥିପ୍ରତି ବିମୁଖ ହେଲେଣି । ଏହି ଅବସରରେ କିନ୍ତୁ ଶନିବାର ଆନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଦୃଢ଼ ଭାବରେ କହିଛି ସେ ଯାହା ବି ହେଉ ଟୋକିଓ…

କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ 2-DG ଔଷଧ ବ୍ୟବହାର ପାଇଁ DCGIର ଅନୁମତି

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ଆଉ ଏକ ଔଷଧକୁ ଅନୁମତି ଦେଇଛନ୍ତି । ଡିଆରଡିଓ ପ୍ରସ୍ତୁତ କରିଥିବା ଥେରାପୁଟିକ ଆପ୍ଲିକେସନ୍ ଅଫ୍ ଡ୍ରଗ୍-୨ ଡେକ୍ସି-ଡି-ଗ୍ଲୁକ୍ଲୋଜ୍ (2-DG)କୁ ଅନୁମତି ମିଳିଛି । ମଧ୍ୟମରୁ ଗୁରୁତର କୋଭିଡ୍…

ଲକଡାଉନରେ କିଏ ଅଫିସ୍ ଆସିବେ ? ତାଲିକା ଦେବାକୁ ସଂସ୍ଥାକୁ ପୋଲିସ କମିଶନରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଚେନ୍ ଭାଙ୍ଗିବାକୁ ଲକଡାଉନ୍ ଲାଗୁ ହୋଇଛି । ଲକଡାଉନ୍ ସମୟରେ ଅତ୍ୟାବଶ୍ୟକ ସେବା ସହ ବିଭିନ୍ନ ଜରୁରୀକାଳୀନ ସଂସ୍ଥାରେ ନିୟୋଜିତ କର୍ମଚାରୀଙ୍କୁ ଅଫିସ୍ ଯିବା ପାଇଁ ଅନୁମତି ମିଳିଛି । ତେବେ, ପୋଲିସ୍ ଏଥିପାଇଁ କୌଣସି ପାସ୍ ଦେଉନାହିଁ । କେବଳ…

ଶାଗ ତୋଳିବା ବେଳେ କଚାଡ଼ି ମାରିଲା ହାତୀ: ଦୁଇ ମୃତ ଓ ଜଣେ ଗୁରୁତର

ରାଇରଙ୍ଗପୁର: ଶାଗ ତୋଳିବାକୁ ଜଙ୍ଗଲକୁ ଯାଇଥିବା ବେଳେ ହାତୀ ଆକ୍ରମଣ କଲା । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକଙ୍କ ଭିତରେ ଜଣେ ନାବାଳିକା ଅଛି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବିଶୋଇ ରେଞ୍ଜ ଅନ୍ତର୍ଗତ ଟୁଙ୍ଗରୁ ଜଙ୍ଗଲରେ ଏହି ଘଟଣା ଘଟିଛି…

କଟକରେ କରୋନାର ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି !

କଟକ: କରୋନା କଟକ ଜିଲ୍ଲାରେ କାୟା ବିସ୍ତାର କରୁଛି । ବଢୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ବିଶେଷ କରି ମହାନଗର ନିଗମ ଅଞ୍ଚଳରୁ ଅଧିକ ସଂକ୍ରମିତ ବାହାରୁଛନ୍ତି । ଗୋଷ୍ଠୀ ସଂକ୍ରମଣ ହୋଇଥାଇ ପାରେ । ଏଭଳି ଆଶଙ୍କା କରିଛନ୍ତି କଟକର ପରିଚାଳନା ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀ । ତେବେ…

ଓଡ଼ିଶାରେ କରୋନା ରେଡ୍ ହଟ୍ ଜିଲ୍ଲା ଖୋର୍ଦ୍ଧା-ସୁନ୍ଦରଗଡ଼-କଟକ

ଭୁବନେଶ୍ୱର: ରାଜ୍ୟରେ କରୋନାର ରେଡ୍ ହଟ୍ ଜିଲ୍ଲା ପାଲଟିଛନ୍ତି ଖୋର୍ଦ୍ଧା, ସୁନ୍ଦରଗଡ଼ ଓ କଟକ । ସେକେଣ୍ଡ ଓ୍ୱେଭରେ ବିଭିନ୍ନ ସମୟରେ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରେ ଦୈନିକ ସଂକ୍ରମଣ ହଜାରେ ପାର କରିଛି । ଆଜି କଟକରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଛି । ରାଜ୍ୟରୁ ଦିନକରେ…