Latest Odisha News

BREAKING NEWS

Browsing Category

ଫିଚର

ଦୁର୍ଘଟଣା ପରେ ଓଲଟିଲା ଗୋରୁ ଗାଡ଼ି, ୧୫ ଗାଈ ମୃତ

ଜଳେଶ୍ୱର: ଜାତୀୟ ରାଜପଥ-୬୦ର ବସ୍ତା ପାଇପାସ୍ ନିକଟରେ ଦୁର୍ଘଟଣା ଘଟିଛି । ଏକ ବୋଲେରୋକୁ ଧକ୍କା ଦେଇ ଓଲଟି ପଡ଼ିଛି ଗୋରୁ ବୋଝେଇ ଗାଡ଼ି । ଏଥିରେ ୧୫ ଗାଈଙ୍କ ମୃତ୍ୟୁ ହୋଇଛି । ଗୋରୁ ବୋଝେଇ ଟ୍ରକ୍ ତଳେ ୨ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଟ୍ରକଚି ୧୦୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ…

ଆଜିଠୁ ବିଧାନସଭା ବଜେଟ୍ ଅଧିବେଶନ, ଅଭିଭାଷଣ ରଖିବେ ରାଜ୍ୟପାଳ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି । କରୋନା କଟକଣା ଭିତରେ ଆରମ୍ଭ ହେବ ଗୃହକାର୍ଯ୍ୟ । ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଗୃହରେ ଅଭିଭାଷଣ ରଖିବେ । ଆସନ୍ତା ୨୨ ତାରିଖରେ ହେବ ରାଜ୍ୟ ବଜେଟ୍ । ଚଳିତ ବିଧାନସଭା…

ଆରପାରିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ କ୍ୟାପ୍ଟେନ ସତୀଶ ଶର୍ମା

ନୂଆଦିଲ୍ଲୀ: ଆରପାରିରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କ୍ୟାପ୍ଟେନ ସତୀଶ ଶର୍ମାଙ୍କ ପରଲୋକ। ବୁଧବାର ରାତିରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ସେ କ୍ୟାନ୍ସର ରୋଗରେ ପୀଡିତ ଥିଲେ। ଏନେଇ କଂଗ୍ରେସ ନେତା ଜିତିନ…

ମୟୂରଭଂଜରେ ଓଲଟିଲା ଟ୍ରାକ୍ଟର, ୪ ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ମୁରୁଣିଆରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ୧୦ ଫୁଟ୍ ତଳକୁ ଖସି ପଡ଼ିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ୩୦ରୁ ଅଧିକ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକେ, ପୋଲିସ, ଅଗ୍ନିଶମ ବାହିନୀ କର୍ମଚାରୀ ଆହତମାନଙ୍କୁ…

ଅନଲାଇନ ଲୁଟର ଶିକାର ହେଲେ ଡାକ୍ତର, କୌଶଳକ୍ରମେ ଠକି ନେଇଗଲେ ୭୭ ଲକ୍ଷ ଟଙ୍କା

କଟକ: କିଛି ଦିନ ହେଲା ରାଜ୍ୟରେ ବଢି ଚାଲିଛି ସାଇବର ଠକେଇ ମାମଲା । ଏଥର ଠକେଇର ଶିକାର ହୋଇଛନ୍ତି ଜଣେ ଡାକ୍ତର । ଡାକ୍ତର ସନାତନ ମହାନ୍ତିଙ୍କଠାରୁ କୌଶଳକ୍ରମେ ଠକମାନେ ୭୭ଲକ୍ଷ ଟଙ୍କା ଠକି ନେଇଛନ୍ତି । ଏହା ଜାଣିବା ପରେ ଡାକ୍ତର ଜଣଙ୍କ ସାଇବର ଥାନାରେ ଅଭିଯୋଗ କରିଛନ୍ତି । କଟକ ସିଡିଏ…

ଯୁବ ବାସ୍କେଟବଲ ପ୍ରତିଯୋଗିତା ୧୮ରୁ

ଭୁବନେଶ୍ୱର: ଯୁବ ବାସ୍କେଟବଲ ପ୍ରତିଯୋଗିତା ଫେବୃୟାରୀ ୧୮ରୁ ଆରମ୍ଭ ହେବାକୁ ଯାଉଛି । ଓଡିଶା ଯୁବ ବାସ୍କେଟବଲ ଆନୁକୂଲ୍ୟରେ ଏହା ଆୟୋଜିତ ହେଉଛି । ୨୧ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟରେ ୧୪ଟି ଦଳ ଅଂଶଗ୍ରହଣ କରିବେ । ଉଦଘାଟନୀ ଉତ୍ସବରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା…

କୃଷକ ନେତାଙ୍କ ହତ୍ୟା ଷଡଯନ୍ତ୍ର ରଚୁଛନ୍ତି ଖଲିସ୍ତାନୀ ଆତଙ୍କୀ

ନୂଆଦିଲ୍ଲୀ:କୃଷକ ଆନ୍ଦୋଳନ ମାଧ୍ୟମରେ ଖଲିସ୍ତାନୀ ଆତଙ୍କୀ ଦେଶରେ ଅଶାନ୍ତି ରଚିବା ପାଇଁ ଉଦ୍ୟମ କରୁଛନ୍ତି । କେନ୍ଦ୍ର ସରକାର ଓ କୃଷକମାନଙ୍କ ମଧ୍ୟରେ ଠିକ୍ ଭାବେ ବୁଝାମଣା ହୋଇପାରି ନ ଥିବାରୁ ଏବେ ବି ଆନ୍ଦୋଳନ ବଳବତର ରହିଛି । ଭାରତର ଗୋଇନ୍ଦା ସଂସ୍ଥା ର’ ଏବଂ ଆଇବି ସରକାରଙ୍କୁ ଆଉ ଏକ…

ଶେଷ ୨ଟି ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ଶେଷ ୨ଟି ମ୍ୟାଚ ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ବୁଧବାର ଦଳ ଘୋଷଣା କରିଛି । ଉମେଶ ଯାଦବ ଫିଟନେସ ଟେଷ୍ଟରେ ପାସ୍ ହେଲେ ଦଳ ସହିତ ଯୋଗ ଦେବେ । ଶାହାବାଜ ନଦୀମ ଦଳରୁ ରିଲିଜ କରାଯାଇଛି । ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୧-୧ ସମାନ…

ଟେଷ୍ଟ କ୍ରିକେଟକୁ ଅଲବିଦା କହିଲେ ଡୁ ପ୍ଲେସିସ

ଡର୍ବାନ: ଦକ୍ଷିଣ ଆଫ୍ରିକା କ୍ରିକେଟର ଫାପ୍ ଡୁ ପ୍ଲେସିସ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ସେ ଏ ନେଇ ସୂଚନା ଦେଇଛନ୍ତି । ଦକ୍ଷିଣ ଆଫ୍ରିକାର ତୃତୀୟ ସଫଳ ଅଧିନାୟକ ଓ ୧୦ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଡୁ ପ୍ଳେସି ୨୦୧୨ରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ…

ଓଡ଼ିଶାରେ ଦକ୍ଷିଣ ଆଫ୍ରିକା କରୋନା ଷ୍ଟ୍ରେନ୍ ଚିହ୍ନଟ ହୋଇନାହିଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଦେଶରେ କରୋନା ଭାଇରସର ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ସରକାର ଆଲର୍ଟ ମୋଡରେ ଅଛନ୍ତି । ଓଡ଼ିଶାରେ ଦକ୍ଷିଣ ଆଫ୍ରିକା ଭୂତାଣୁ ଚିହ୍ନଟ ହୋଇ ନଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜମ ମିଶ୍ର କହିଛନ୍ତି । ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ କରୋନା ଭୂତାଣୁର ଆଉ…