Latest Odisha News
Browsing Category

ଫିଚର

ଆଟାକ ଫିଲ୍ମ ଶୁଟିଂ ବେଳେ ଜନ ଆବ୍ରାହାମ ଆହତ

ମୁମ୍ବାଇ: ଆଟାକ ଫିଲ୍ମ ଶୁଟିଂ ଅବସରରେ ବଲିଉଡର ଆକ୍ସନ ହୀରୋ ଜନ ଆବ୍ରାହାମ ଆହତ ହୋଇଛନ୍ତି । ଫିଲ୍ମର ଏକ ଦୃଶ୍ୟରେ ଜଣେ ବ୍ୟକ୍ତି କାଚର ରଡରେ ତାଙ୍କୁ ପଛ ପଟୁ ଆକ୍ରମଣ କରିଥିଲା । ତେବେ ସାମନ୍ୟ ଭୁଲ ଯୋଗୁ ତାଙ୍କ ବେକ ପାଖରେ ଆଘାତ ଲାଗିଥିଲା । ତେବେ ଏହା ଗୁରୁତର ନୁହେଁ ଏବଂ ସେ…

ଜଳ ଜୀବନ ମିଶନର ନୂଆ ପାଇଲଟ୍ ପ୍ରୋଜେକ୍ଟ ‘ପେ ଜଳ ସର୍ବେକ୍ଷଣ’, ଭୁବନେଶ୍ୱର ସମେତ ଦେଶର ୧୦ ସହର ସାମିଲ୍

ନୂଆଦିଲ୍ଲୀ: ଜଳ ଜୀବନ ମିଶନରେ ପାଇଲଟ୍ ପ୍ରକଳ୍ପ ଭାବେ ‘ପେ ଜଳ ସର୍ଭେକ୍ଷଣ’ ଆରମ୍ଭ ହୋଇଛି । ଏହି ପାଇଲଟ୍ ପ୍ରକଳ୍ପକୁ ଗୃହ ଓ ନଗରଉନ୍ନୟନ ସଚିବ ଦୁର୍ଗା ଶଙ୍କର ମିଶ୍ର ଶୁଭାରମ୍ଭ କରିଛନ୍ତି । ସହରରେ ‘ପେ ଜଳ ସର୍ଭେକ୍ଷଣ’ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଏହାଦ୍ୱାରା ଜଳର ସମାନ ବଣ୍ଟନ…

୮୯ ବର୍ଷରେ ଇଂଲଣ୍ଡ ବିପକ୍ଷରେ ଭାରତର ବୃହତ ବିଜୟ

ଚେନ୍ନାଇ: ୮୯ ବର୍ଷ ପରେ ଇଂଲଣ୍ଡ ବିପକ୍ଷରେ ଭାରତର ଏହା ବୃହତ ବିଜୟ । ଭାରତ ୩୧୭ ରନରେ ଦ୍ୱିତୀୟ କ୍ରିକେଟ ଟେଷ୍ଟକୁ ଜିତି ନେଇଛି । ଏହି ମ୍ୟାଚର ଅନ୍ୟ ରେକର୍ଡ ନିମ୍ନରେ ଦିଆଗଲା । ୧. ପଦାର୍ପଣ ଟେଷ୍ଟରେ ଭାରତ ପକ୍ଷରୁ ଷଷ୍ଠ ଖେଳାଳି ଭାବେ ଅକ୍ଷର ପଟେଲ ୫ ଉଇକେଟ ହାସଲ କରିଛନ୍ତି । ତାଙ୍କ…

ଗଜପତି ସଡ଼କ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା

ଭୁବନେଶ୍ୱର: ଗଜପତି ଜିଲ୍ଲାର ଆର୍.ଉଦୟଗିରିରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଏଥିସହ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି । ମୃତକଙ୍କ ପରିବାର ବର୍ଗଙ୍କୁ ୨…

ପରାଜୟର ମଧୁର ପ୍ରତିଶୋଧ ନେଲା ଭାରତ, ୩୧୭ ରନରେ ଇଂଲଣ୍ଡକୁ ହରାଇଲା

ଚେନ୍ନାଇ: ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ୩୧୭ ରନରେ ଇଂଲଣ୍ଡକୁ ପରାସ୍ତ କରି ପ୍ରଥମ ଟେଷ୍ଟ ପରାଜୟର ମଧୁର ପ୍ରତିଶୋଧ ନେଇଛି । ୪୮୨ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୧୬୪ ରନରେ ଅଲଆଉଟ ହୋଇ ଯାଇଥିଲା । ଅକ୍ଷର ପଟେଲ ପଦାର୍ପଣ ଟେଷ୍ଟରେ ୫ଉଇକେଟ ହାସଲ କରିଛନ୍ତି । ରବିଚନ୍ଦ୍ରନ…

ପ୍ରଭୁ ଗଣେଶଙ୍କୁ ଅବମାନନା କଲେ ରିହାନା

ନୂଆଦିଲ୍ଲୀ: ପୁଣି ବିବାଦରେ ଅନ୍ତର୍ଜାତୀୟ ସିଙ୍ଗର୍ ରିହାନା । ହେଲେ ଏଥର ଚାଷୀ ଆନ୍ଦୋଳନକୁ ନେଇ ମନ୍ତବ୍ୟ ପାଇଁ ନୁହେଁ । ବରଂ ଏକ ବିଭ୍ରାନ୍ତିକର ଫଟୋ ପାଇଁ ରିହାନା ବିବାଦ ଘେରକୁ ଆସିଛନ୍ତି । when @PopcaanMusic said “me nuh wan ya wear no lingerie tonight fa me girl”…

ପ୍ରବଚନ ଦେଇପାରିବେ ସାରଥୀ, ହାଇକୋର୍ଟ ଦେଲେ ଅନୁମତି

କଟକ: ସାରଥୀ ଅନୁଗାମୀଙ୍କ ପାଇଁ ଖୁସି ଖବର । କାରଣ ସାରଥୀଙ୍କୁ ପ୍ରବଚନ ବେଦାକୁ ଆଜି ଅନୁମତି ଦେଇଛନ୍ତି ହାଇକୋର୍ଟ । ଜୁଲାଇ ମାସରୁ ସେ ପ୍ରବଚନ ଦେବେ । ସର୍ବାଧିକ ୨୦୦ ଭକ୍ତଙ୍କୁ ନେଇ ସେ ପ୍ରବଚନ ସଭା କରିପାରିବେ ବୋଲି କୋର୍ଟ କହିଛନ୍ତି । ପ୍ରବଚନ ଦେବା ପାଇଁ ଅନୁମତି ଦେବାକୁ କୋର୍ଟଙ୍କ…

ସାମ୍ବାଦିକତା ନାଁରେ ହାଇପ୍ରୋଫାଇଲ୍ ଦଲାଲି

ଭୁବନେଶ୍ୱର: ଦିନକୁଦିନ ନକଲି ସାମ୍ବାଦିକଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ମାତ୍ର କେଇଜଣ ନକଲି ସାମ୍ବାଦିକଙ୍କ ପାଇଁ ବଦନାମ ହେଉଛି ସାମ୍ବାଦିକ ଓ ସାମ୍ବାଦିକତା । ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ କେଳଙ୍କାରୀ । ପୁଣିଥରେ ଜଣେ ନକଲି ସାମ୍ବାଦିକର କଳା କାରନାମା ପଦାରେ ପଡିଛି ।…

ରାଉରକେଲାରେ ଦେଶର ସର୍ବବୃହତ ହକି ଷ୍ଟାଡିୟମର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ରାଉରକେଲା: ରାଉରକେଲାରେ ଦେଶର ସର୍ବବୃହତ ହକି ଷ୍ଟାଡିୟମ ପାଇଁ ପଡିଛି ନିଅ । ମୁଖ୍ୟମନ୍ତ୍ରୀ ଏହି ଷ୍ଟାଡିଅମର ଶୁଭ ପକାଇ ଏହାକୁ ମହାନ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାଁରେ ନାମିତ କରିଛନ୍ତି । ଆଜି ରାଉରକେଲାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କରିବା ଉଦ୍ଦେଶ୍ୟରେ କହିଛନ୍ତି…

ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟ: କ୍ୱାର୍ଟର ଫାଇନାଲ ଲାଇନ ଅପ୍ ଚୂଡାନ୍ତ

ମେଲବୋର୍ଣ୍ଣ:ଚଳିତ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟର କ୍ୱାର୍ଟର ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ଷ୍ଟାର ଖେଳାଳି ରାଫେଲ ନାଡାଲ, ଡାନେଲ ମେଡୱେଡଭ, ଆନ୍ଦ୍ରେ ରୁବଲେଭ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ କ୍ୱାର୍ଟରକୁ ଉନ୍ନୀତ ହୋଇଛନ୍ତି । ନାଡାଲ ୬-୩, ୬-୪ ଓ ୬-୨ ସେଟରେ…