Latest Odisha News
Browsing Category

ଫିଚର

ବିଜେପିରେ ଯୋଗ ଦେବେ ମିଥୁନ !

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ଜିତିବା ପାଇଁ ବିଜେପି ଏବଂ ଆରଏସଏସ ସମସ୍ତ ଉଦ୍ୟମ ଜାରି ରଖିଛନ୍ତି । ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତିଙ୍କୁ ଇତି ମଧ୍ୟରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ଭେଟିଛନ୍ତି । ମିଥୁନ ବିଜେପିରେ ଯୋଗଦେବା ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ରିପୋର୍ଟ ମୁତାବକ…

ଆର.ଉଦୟଗିରିରେ ଓଲଟିଲା ବରଯାତ୍ରୀ ମିନିଟ୍ରକ୍

ମୋହନା: ଗଜପତି ଆର.ଉଦୟଗିରି ଥାନା କଙ୍କଡାଗୁଡା ଘାଟିରେ ଓଲଟିଲା ବରଯାତ୍ରୀଙ୍କୁ ନେଇ ଯାଉଥିବା ମିନିଟ୍ରକ୍ । ଏଥିରେ ଏକାଧିକ ବରଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଉଦ୍ଧାର କାର୍ଯ୍ୟ ଚାଲିଥିବାରୁ ମୃତ୍ୟୁ ସଂଖ୍ୟା ସଠିକ୍ ଭାବେ ଜଣାପଡିପାରିନାହିଁ । ବର୍ରଯାତ୍ରୀଙ୍କୁ ନେଇ…

ହାତୀ ମୃତ୍ୟୁ ମାମଲା; କର୍ଲାପାଟ ଅଭୟାରଣ୍ୟ ଗସ୍ତରେ ପିସିସିଏଫ୍

କଳାହାଣ୍ଡି: ଗତ ଦୁଇ ସପ୍ତାହ ମଧ୍ୟରେ ୬ଟି ହାତୀର ମୃତ୍ୟୁ ପରେ ସ୍ଥିତି ଅନୁଧ୍ୟାନ ପାଇଁ ମଙ୍ଗଳବାର ଦିନ କଳାହାଣ୍ଡି ଜିଲ୍ଲାର କର୍ଲାପାଟ ବନ୍ୟପ୍ରାଣୀ ଅଭୟାରଣ୍ୟ ଗସ୍ତ କରିଛନ୍ତି ପିସିସିଏଫ୍ ଶଶି ପଲ୍। ପେଷ୍ଟେରେଲା ମଲ୍ଟୋସିଡା ବ୍ୟାକ୍ଟେରିଆ ଦ୍ଵାରା ସଂକ୍ରମିତ ହୋଇ ୬ଟି ହାତୀ…

ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତ ପୂର୍ବରୁ ଶତାଧିକ ବିଜେପି କର୍ମୀ ଅଟକ

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ଗସ୍ତ ପୂର୍ବରୁ ମଙ୍ଗଳବାର ଦିନ ବିରୋଧ ପ୍ରଦର୍ଶନ ପାଇଁ ଯୋଜନା କରୁଥିବା ଶତାଧିକ ବିଜେପି ସମର୍ଥକଙ୍କୁ ପୋଲିସ ଅଟକ ରଖିଛି। ସୂଚନା ଅନୁଯାୟୀ, ସେକ୍ଟର-୮ ସ୍ଥିତ ଜୁବୁଲି ପାର୍କ ନିକଟରେ ବିଜେପି କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ…

ଆନ୍ଧ୍ର-ଓଡିଶା ସୀମା ବିବାଦ: ଫେବୃଆରୀ ୧୯ରେ ସୁପ୍ରିମକୋର୍ଟରେ ଶୁଣାଣି

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା କୋଟିଆ ପଞ୍ଚାୟତରେ ନିର୍ବାଚନ ନେଇ ଫେବୃଆରୀ ୧୯ରେ ସୁପ୍ରିମକୋର୍ଟରେ ଓଡିଶା ସରକାରଙ୍କ ଆବେଦନ ଉପରେ ଶୁଣାଣି ହେବ। ଏହା ପୂର୍ବରୁ ରାଜ୍ୟ ସରକାର କୋରାପୁଟ ଜିଲ୍ଲାପାଳଙ୍କୁ ସମସ୍ତ ଦସ୍ତାବିଜ ଏକଜୁଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।…

ଦେଶରେ ୧୦ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ ମାମଲା, ୮୧ ମୃତ

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ କରୋନା ସଂକ୍ରମଣ ମାମଲା କମିବାରେ ଲାଗିଛି। ଦେଶରେ ଉଭୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ଖସୁଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ୯୧୨୧ ଜଣ ବ୍ୟକ୍ତି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୧ ଜଣ ପ୍ରାଣ ହରାଇଛନ୍ତି । ସ୍ୱାସ୍ଥ୍ୟ ବିଭାଗର…

ଆଜି ପବିତ୍ର ଶ୍ରୀପଞ୍ଚମୀରେ ମହାପ୍ରଭୁଙ୍କ ରଥକାଠ ଅନୁକୂଳ

ପୁରୀ: ଆଜି ବସନ୍ତ ପଞ୍ଚମୀ । ଅବସରରେ ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ ନୀତି ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ, ତିନି ରଥ ପାଇଁ ତିନୋଟି କାଠ ରଥଖଳାରେ ପୂଜା ହେବାର ପରମ୍ପରା ରହିଛି। ବିଶ୍ୱପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ରଥ କାଠକୁ ପୂଜାର୍ଚନା କରାଯିବ । ଏଥିପାଇଁ ନୟାଗଡ ବନଖଣ୍ଡରୁ…

ଆଜି ସୁନ୍ଦରଗଡ ଯାଉଛନ୍ତି ମୁଖ୍ୟମନ୍ତ୍ରୀ; ସର୍ବବୃହତ୍‌ ହକି ଷ୍ଟାଡିୟମର କରିବେ ଶିଳାନ୍ୟାସ  

ଭୁବନେଶ୍ୱର: ଆଜି ସୁନ୍ଦରଗଡ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିପିୟୁଟି ପରିସର‌ରେ ଦେଶର ସର୍ବବୃହତ୍‌ ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର କରିବା ନେଇ ସୂଚନା ରହିଛି। ସୁନ୍ଦରଗଡ଼ ଜିଲ୍ଲାର ବିକାଶର ଧାରାକୁ ତ୍ୱରାନ୍ୱିତ କରିବା ପାଇଁ…

ଆଜି ପବିତ୍ର ଶ୍ରୀପଞ୍ଚମୀ; ପୁରପଲ୍ଲୀରେ ଚାଲିଛି ଜ୍ଞାନର ଦେବୀ ମାଆ ସରସ୍ୱତୀଙ୍କ ପୂଜାର୍ଚ୍ଚନା

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଶ୍ରୀପଞ୍ଚମୀ। ପୁରପଲ୍ଲୀରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ମାନଙ୍କରେ ବିଦ୍ୟାଦାତ୍ରୀ ଦେବୀ ସରସ୍ୱତୀଙ୍କ ଆରାଧନା  ହୋଇଥାଏ। ହିନ୍ଦୁଧର୍ମରେ ସରସ୍ୱତୀଙ୍କୁ ଜ୍ଞାନର ଦେବୀ ବୋଲି ପରିଗଣିତ କରାଯାଏ । ସେ ଜ୍ଞାନ, ବୁଦ୍ଧି, ବିବେକ, ବିଦ୍ୟାର ଉତ୍ସ ବା…

ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରସ୍ତାବ ଚୂଡ଼ାନ୍ତ

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଚୂଡାନ୍ତ ହୋଇଛି ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରସ୍ତାବ । ୧୯ ଅକ୍ଟୋବର ୨୦୧୯ରେ କ୍ୟାବିନେଟରେ ଏହି ପ୍ରସ୍ତାବ ଅନୁମୋଦନ ହୋଇଥିଲା। ଯେଉଁଥିପାଇଁ ୮୦୦ କୋଟି ଟଙ୍କାର ପ୍ରୋଜେକ୍ଟ ପ୍ରସ୍ତୁତ ହୋଇଥିଲା। ସେପଟେ ବୈଠକ ପରେ ଶ୍ରୀମନ୍ଦିର…