Latest Odisha News

BREAKING NEWS

Browsing Category

ଫିଚର

ଲଦାଖରେ ଓଡ଼ିଆ ଯବାନ ସହିଦ; ଚାହିଁ ବସିଛି ଗାଁ, ଆଜି ଜନ୍ମ ମାଟିକୁ ଫେରିବ ମରଶରୀର

ଯାଜପୁର: ଦେଶର ସୁରକ୍ଷା ପାଇଁ ନିଜ ଜୀବନ ବଳିଦାନ ଦେଇଛନ୍ତି ଯାଜପୁରର ବୀର ପୁଅ ଶଶାଙ୍କ ଶେଖର । ଲଦାଖ ସୀମାରେ ମୁତୟନ ହୋଇଥିବା ଶଶାଙ୍କ ଶେଖର ଦେଶ ପାଇଁ ଶୁକ୍ରବାର ଦିନ ସହିଦ ହୋଇଛନ୍ତି । ଭାରତୀୟ ସେନାର ୬୧୩ ଇନଏସି ବାଟାଲିୟନରେ କାର୍ଯ୍ୟରତ ଥିଲେ ଶଶାଙ୍କ । ଶଶାଙ୍କ ଦେଶ ପାଇଁ ସହିଦ…

ବିଜେପି ନେତା ଗିରଫ, ବାଂଲାଦେଶରୁ ଆସି ବେଆଇନ୍ ଭାବେ ଭାରତରେ ରହୁଥିବା ଅଭିଯୋଗ

ମୁମ୍ବାଇ: ୨୦୧୯ ଓ ୨୦୨୦ରେ ସଂଶୋଧିତ ନାଗରିକ ଆଇନକୁ ନେଇ ବେଶ୍ ବିରୋଧ ଦେଖିବାକୁ ମିଳିଥିଲା । କେନ୍ଦ୍ର ସରକାର ସିଏଏକୁ ସମର୍ଥନ କରି କହିଥିଲେ- ଏହି ଆଇନ୍ ଦ୍ୱାରା ଅବୈଧ ଭାବେ ରହୁଥିବା ବାଂଲାଦେଶୀ ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଦେଶରୁ ବାହାର କରାଯାଇ ପାରିବ । ମୁମ୍ବାଇରୁ ଜଣେ…

ସୋମବାରରୁ ଟାଣ ହେବ ଖରା, ଦୂରେଇ ଯିବ ଶୀତ ; ପାଣିପାଗ ବିଭାଗ

ଭୁବନେଶ୍ବର : ସୋମବାରଠାରୁ ଆକାଶ ନିର୍ମଳ ଓ ଖରାଟିଆ ପାଗ ରହିବ। ରାଜ୍ୟରେ ଖରାର ପ୍ରକୋପ ବଢ଼ିବା ସହ ଓ ଶୀତ ଫେରିବାର ସମ୍ଭାବନା କମ୍‌ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଦେଇଥିବା ସୂଚନାନୁସାରେ, ଗତ ୨ ଦିନ…

ବିଧାନସଭା ନିର୍ବାଚନ ପାଇଁ ଟିଏମସି ଜାରି କଲା ଦଳୀୟ ସ୍ଲୋଗାନ

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଶାସକ ତୃଣମୂଳ କଂଗ୍ରେସ ଆରମ୍ଭ କଲା ଅଭିଯାନ । ବିଜେପିକୁ ଟକ୍କର ଦେବା ପାଇଁ ପ୍ରସ୍ତୁତ କରିଛି ରଣନୀତି । ବିଜେପିକୁ ମାତ୍ ଦେବାକୁ ଟିଏମସି ନିଜର ନିର୍ବାଚନ ସ୍ଲୋଗାନ ସାଙ୍ଗକୁ ନେତ୍ରୀ ମମତା ବାନାର୍ଜୀଙ୍କ ବଡ଼ ବଡ଼ ହୋର୍ଡିଂ ରାଜଧାନୀ…

ଆସନ୍ତାକାଲି ଚାଷୀ ନେତାଙ୍କୁ ଭୋଟିବେ କେଜରିଓ୍ବାଲ

ନୂଆଦିଲ୍ଲୀ : ଏବେ ରଣନୀତି ବଦଳାଇଲା ଆମ୍ ଆଦମୀ ପାର୍ଟି । ପଞ୍ଜାବ ପୌର ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଆମ୍ ଆଦମୀ ପାର୍ଟି ନିଜର ରାଜନୈତିକ ଆଭିମୁଖ୍ୟ ବଦଳାଇଛି । ଏଥିପାଇଁ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀ ନେତାଙ୍କୁ ଆସନ୍ତାକାଲି ସାକ୍ଷାତ କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

ଜଳେଶପଟା କନ୍ୟାଶ୍ରମ ପରିଚାଳକଙ୍କୁ ହତ୍ୟା ଧମକ

ଫୁଲବାଣୀ : ଫୁଲବାଣୀ ଜଳେଶପଟା କନ୍ୟାଶ୍ରମ ପରିଚାଳକଙ୍କୁ ଦିଆଯାଇଛି ହତ୍ୟା ଧମକ । ଆସନ୍ତା ଚାରି ଦିନ ମଧ୍ୟରେ ପରିଚାଳକଙ୍କୁ ହତ୍ୟା ସହ ଜଳେଶପଟା ଆଶ୍ରମକୁ ଉଡାଇ ଦେବାକୁ ଦିଆଯାଇଛି ଧମକ । ଅଜଣା ଫୋନ ନମ୍ବରରୁ ପରିଚାଳକ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀଙ୍କ ପାଖକୁ ଏହି ଧମକପୂର୍ଣ୍ଣ କଲ ଆସିଛି…

ବିଜୟ ହଜାରେ ଟ୍ରଫି: ଉଥପ୍ପା ୧୦୭, କେରଳଠାରୁ ୩୪ ରନରେ ହାରିଲା ଓଡିଶା

ଭୁବନେଶ୍ୱର: ବେଙ୍ଗାଲୁରର ଆଲୁର ଗ୍ରାଉଣ୍ଡରେ ଶନିବାର ଅନୁଷ୍ଠିତ ବିଜୟ ହଜାରେ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ ଓଡିଶା ତାର ଅଭିଯାନ ପରାଜୟରୁ ଆରମ୍ଭ କରିଛି । ଓଡିଶା ୩୪ ରନରେ କେରଳଠାରୁ ହାରିଯାଇଛି । ବର୍ଷା ଯୋଗୁ ମ୍ୟାଚକୁ ୪୫ ଓଭର ବିଶିଷ୍ଟ କରାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଓଡିଶା…

ଇଂଲଣ୍ଡ ବିପକ୍ଷ ଟି-ଟ୍ବେଣ୍ଟି ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ : ଇଂଲଣ୍ଡ ବିପକ୍ଷ ଟି-ଟ୍ବେଣ୍ଟି ସିରିଜ୍‌ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ଆସନ୍ତା ମାର୍ଚ୍ଚ ୧୨ ତାରିଖରୁ ଭ୍ରମଣକାରୀ ଇଂଲଣ୍ଡ ଏବଂ ଘରୋଇ ଭାରତ ମଧ୍ୟରେ ଆରମ୍ଭ ହେବ ଟ୍ବେଣ୍ଟି ଟ୍ବେଣ୍ଟି ଟକ୍କର । ପ୍ରଥମ ଥର ପାଇଁ ଦଳରେ ସୂର୍ଯ୍ୟକୁମାର ଯାଦବ ଏବଂ ଇଶାନ୍ କିଶାନ୍‌ଙ୍କୁ ସୁଯୋଗ…

ଦାୟିତ୍ୱହୀନତା: ଦୁର୍ଘଟଣା ପରେ ରାସ୍ତାରେ ପଡି ରହିଲା ଶବ, ୪ଦିନ ପରେ କେବଳ ଜବତ ହେଲା ଭଙ୍ଗା ହାଡ

ରୀଭା: ମଧ୍ୟପ୍ରଦେଶର ରୀଭା ଅଂଚଳରେ ଦାୟିତ୍ୱହୀନତା ଓ ଅମାନବିକତାର ଆଉ ଏକ ନଗ୍ନ ରୂପ ଦେଖିବାକୁ ମିଳିଛି । ଫେବୃୟାରୀ ୧୭ରେ ଏଠାରେ ଏକ ଦୁର୍ଘଟଣାରେ ୭୫ ବର୍ଷୀୟ ସମ୍ପତଲାଲଙ୍କ ମୃତ୍ୟୁ ଘଟିଥିଲା । ରାସ୍ତାରେ ଶବ ପଡି ରହିଥିଲା ଏବେ ଏହା ଉପରେ ଗାଡି ଚଢ଼ି ଯାଉଥିଲା । ଏହି ବାଟ ଦେଇ ପୋଲିସ ଗାଡି…

ନବରଙ୍ଗପୁରରୁ ଗିରଫ ହେଲା ପଂଜାବୀ ପ୍ରେମିକ

ନବରଙ୍ଗପୁର: ଫେସବୁକରେ ସ୍ଥାପନ ହୋଇଥିଲା ବନ୍ଧୁତା । ହେଲେ ନବରଙ୍ଗପୁର ଟାଉନ ଥାନାରେ ବନ୍ଧୁତାର ଅନ୍ତ ଘଟିଥିଲା । ପଂଜାବର ଯୁବକ ସହ ଯୋଡିଥିଲା ନବରଙ୍ଗପୁର ମହିଳାଙ୍କ ସଂପର୍କ । ହେଲେ ବନ୍ଧୁତାକୁ ପ୍ରେମ ସଂପର୍କରେ ପରିଣିତ କରିବାକୁ ଚାହୁଁନଥିଲେ ବିବାହିତ ମହିଳା । ଅନ୍ୟପଟେ ଯୁବକ ଜଣକ…